Home Left

ଆମେରିକାର ରାଷ୍ଟ୍ରପତିଙ୍କ ଘରେ ଏଫ୍‌ବିଆଇ ଟିମ୍‌

ଓ୍ବାଶିଂଟନ୍‌,୧।୨: ଆମେରିକାର ଗୁପ୍ତଚର ଏଜେନ୍ସି ଏଫ୍‌ବିଆଇ ରାଷ୍ଟ୍ରପତି ଜୋ ବାଇଡେନଙ୍କ ବାସଭବନରେ ଯାଞ୍ଚ୍‌ ପାଇଁ ପହଞ୍ଚିଛି। ବୁଧବାର ଡେଲାୱେରର ରେହବୋଥ ବିଚରେ ଥିବା ବାଇଡେନଙ୍କ ବାସଭବନରେ ଏଫ୍‌ବିଆଇ ଟିମ୍‌ ଖୋଜାଖୋଜି କରିଛି। ଯାଞ୍ଚ୍‌ବେଳେ ବାଇଡେନ ସେଠାରେ ନ ଥିଲେ। ତଦନ୍ତରେ ସହଯୋଗ…

ପୋଲିସ ହେପାଜତରେ ଅଭିଯୁକ୍ତ ମୃତ୍ୟୁ ଘଟଣା: ତଦନ୍ତ ପାଇଁ ଜିଲା ଜଜ୍‌ଙ୍କୁ ଚିଠି ଲେଖିଲେ ଏସ୍‌ପି

କେନ୍ଦୁଝର,୧ା୨(ସ୍ବ.ପ୍ର.): ପୋଲିସ ହେପାଜତରେ ଥିବା ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ କେନ୍ଦୁଝର ପୋଲିସ ଜିଲା ଜଜ୍‌ଙ୍କୁ ଚିଠି କରିଥିବା ଜଣାପଡ଼ିଛି। ମୃତ୍ୟୁ ହୋଇଥିବା ଅଭିଯୁକ୍ତ ଜଣଙ୍କ ମିଲୁ ବାରିକ। ଘର ସୁନ୍ଦରଗଡ଼ ଜିଲାରେ ହୋଇଥିବା ବେଳେ…

ପାକିସ୍ତାନ ଆତଙ୍କବାଦୀ ଅବଦୁଲ ରେହମାନ ମକ୍କିଙ୍କୁ ଜାତିସଂଘ ତାଲିକାଭୁକ୍ତ ଆତଙ୍କବାଦୀ ଘୋଷଣା କଲା ଭାରତ

ନୂଆଦିଲ୍ଲୀ,୧।୨: ପାକିସ୍ତାନ ଆତଙ୍କବାଦୀ ଅବଦୁଲ ରେହମାନ ମକ୍କିଙ୍କୁ ଜାତିସଂଘ ତାଲିକାଭୁକ୍ତ ଆତଙ୍କବାଦୀ ଭାବରେ ଘୋଷଣା କରିଛି ଭାରତ। ଅବଦୁଲ ରେହମାନ ମକ୍କି ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବାର ଉପନେତା। ଅବଦୁଲ ରେହମାନ ମଧ୍ୟ ମକ୍କି ଆତଙ୍କବାଦୀ ହାଫିଜ ସଇଦଙ୍କ ଶଳା ଏବଂ ୨୬/୧୧…

ମୁହଁ ଲୁଚାଇଲେ ଅମୃତା, ସାଙ୍ଗରେ ଥିଲେ ଅଖତର

ମୁମ୍ବାଇ: କରୀନା କପୁର ଏବଂ ଅମୃତା ଆରୋରାଙ୍କ ବନ୍ଧୁତା ସମସ୍ତଙ୍କୁ ଜଣା। କରୀନା ତାଙ୍କର ଅନେକ ସାକ୍ଷାତକାରରେ କହିଛନ୍ତି ଯେ, ଅମ୍ମୁ (ଅମୃତା) ତାଙ୍କ ସହ କେତେ ନିକଟତର ଏବଂ ସେମାନଙ୍କର ବନ୍ଧୁତା ବହୁ ପୁରୁଣା। ଗତ ମଙ୍ଗଳବାର ଅମୃତା ତାଙ୍କର…

ମାତ୍ର ୧୭ ଦିନ ମଧ୍ୟରେ ଚତୁର୍ଥ ଅନ୍ତର୍ଜାତୀୟ ଶତକ ହାସଲ କଲେ ଗିଲ

ଅହମ୍ମଦାବାଦ୍‌,୧।୨: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ତଥା ଶେଷ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୨୦ ଓଭରରେ ଚାରି ଉଇକେଟ୍‌ ହରାଇ ୨୩୪ ରନ ସଂଗ୍ରହ…

ପାକିସ୍ତାନର ଅର୍ଥନୀତିର ଦୁର୍ବଳ ଚିତ୍ର ଉପସ୍ଥାପନ କଲା ଆଇଏମଏଫ୍‌

ଓ୍ବାଶିଂଟନ୍‌,୧।୨: ପଡୋଶୀ ଦେଶ ପାକିସ୍ତାନରେ ଅର୍ଥନୀତି ଦିନକୁ ଦିନ ଖରାପ ଆଡକୁ ଗତି କରୁଛି। ଏହାର ଅର୍ଥବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ପାଇଁ ତୁରନ୍ତ କୋଟି କୋଟି ଟଙ୍କା ଆବଶ୍ୟକ, କିନ୍ତୁ ଏତେ ବଡ଼ ଅର୍ଥନୈତିକ ପ୍ୟାକେଜ ପାଇବା କଷ୍ଟସାଧ୍ୟ। ପାକିସ୍ତାନ ସରକାର…

ବିଶ୍ୱବିଜେତା ମହିଳା କ୍ରିକେଟ ଦଳ ସମ୍ବର୍ଦ୍ଧିତ: ସଚିନ କହିଲେ, ତୁମେମାନେ ଦେଶ ପାଇଁ ପ୍ରେରଣା

ଅହମ୍ମଦାବାଦ,୧।୨: ବୋର୍ଡ ଅଫ କଣ୍ଟ୍ରୋଲ ଫର୍‌ କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ମହିଳା ଅଣ୍ଡର-୧୯ ଟି-୨୦ ବିଶ୍ୱକପ ବିଜେତା ଦଳକୁ ପୁରସ୍କୃତ କରିଛି। ବିଶ୍ୱର ସର୍ବବୃହତ କ୍ରିକେଟ ଷ୍ଟାଡିୟମ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆୟୋଜିତ ଏହି ସମାରୋହରେ ବିସିସିଆଇ ଖେଳାଳିଙ୍କୁ ପୁରସ୍କାର…

ପରିବେଶୀୟ କ୍ଷତିପୂରଣ ଆଦାୟ ପାଇଁ ଏନ୍‌ଜିଟି ଆଦେଶ

କେନ୍ଦୁଝର,୧ା୨(ସ୍ବ.ପ୍ର.): ଘସିପୁରା ତହସିଲ ଅନ୍ତର୍ଗତ ମଦନପୁର ଗ୍ରାମରେ ହୋଇଥିବା ବେଆଇନ ମାଙ୍କଡ଼ାପଥର କ୍ୱାରୀର ଶୁଣାଣି କରି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ପୂର୍ବ ଜୋନ୍‌) ଏହା ଦ୍ୱାରା ହୋଇଥିବା ପରିବେଶୀୟ କ୍ଷତିପୂରଣ ସଂପୃକ୍ତ କମ୍ପାନୀଠାରୁ ଆଦାୟ କରିବାକୁ କମିଟିକୁ ଆଦେଶ ଦେବା ସହ…

ଥରିଲା ଫିଲିପାଇନ୍ସ

ମାନିଲା, ୧।୨: ଦକ୍ଷିଣ ଫିଲିପାଇନ୍ସରେ ବୁଧବାର ଭୂକମ୍ପ ଝଟ୍‌କା ଲାଗିଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ରହିଛି। ଏଥିରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ। ନ୍ୟୁ ବଟାନ ସହରର ଉତ୍ତର-ପୂର୍ବଠାରୁ ପ୍ରାୟ ୧୪ କିଲୋମିଟର ଦୂରରେ ଏହି ଭୂକମ୍ପ ହୋଇଛି।

ସ୍କୁଲରେ ବିସ୍ଫୋରଣ: ୩ ଛାତ୍ର ଗୁରୁତର

ଫୁଲବାଣୀ ଅଫିସ,୧ା୨: କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ ଋତୁଙ୍ଗିଆ ପଞ୍ଚାୟତରେ ଥିବା ଏକ ସ୍କୁଲରେ ବୁଧବାର ଅଘଟଣ ଘଟିଛି। ଜଣେ ଛାତ୍ର ଆଣିଥିବା ବିସ୍ଫୋରକ ବିସ୍ଫୋରଣ ହେବାରୁ ୩ ଛାତ୍ର ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ…

ଅନ୍ତିମ ଟି୨୦: ଟସ୍‌ ଜିତିଲା ଭାରତ, ବ୍ୟାଟିଂ ନିଷ୍ପତ୍ତି

ଅହମ୍ମଦାବାଦ,୧।୨: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ନିର୍ଣ୍ଣାୟକ ଟି୨୦ ମୁକାବିଲା ବୁଧବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ପୂର୍ବରୁ ସିରିଜର ଦୁଇଟି ମୁକାବିଲାରୁ ଉଭୟ ଦଳ ଗୋଟିଏ ଲେଖାଏ ଜିତିଥିବାରୁ ଏହି ମ୍ୟାଚ୍‌…

୫୦ ବର୍ଷ ପରେ ଏକାଠି ହେବେ ଧର୍ମେନ୍ଦ୍ର-ମୁମତାଜ୍‌

ବମ୍ବେ: ଦୀର୍ଘ ୫୦ ବର୍ଷ ପରେ ଗୋଟିଏ ମଞ୍ଚରେ ଏକାଠି ହେବାକୁ ଯାଉଛନ୍ତି ଧର୍ମେନ୍ଦ୍ର-ମୁମତାଜ୍‌। ଟେଲି ପରଦାର ଲୋକପ୍ରିୟ ଶୋ’ ‘ଇଣ୍ଡିଆନ ଆଇଡଲ ୧୩’ରେ ଏହି ଯୋଡ଼ିଙ୍କୁ ଦେଖିବାକୁ ମିଳିବ। ଏମିତି କରି ଦୁଇ ଦୁଇଟି ଇତିହାସ ରଚିବ ଶୋ। ତେବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri