୭ ଭାରତୀୟ କଫ୍ ସିରପ କଳା ତାଲିକାଭୁକ୍ତ
ନୂଆଦିଲ୍ଲୀ,୨୧ା୬: ଭାରତ ଓ ଇଣ୍ଡୋନେସିଆର ଔଷଧ ନିର୍ମାଣକାରୀ କମ୍ପାନୀଗୁଡ଼ିକ ଦ୍ୱାରା ପ୍ରସ୍ତୁତ ୨୦ ସିରପକୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍ଓ) ମଙ୍ଗଳବାର କଳାତାଲିକାରେ ସ୍ଥାନିତ କରିଛି। ତନ୍ମଧ୍ୟରେ ଭାରତରେ ପ୍ରସ୍ତୁତ ୭ କଫ୍ ସିରପ ରହିଛି। ଏହି ଅପମିଶ୍ରିତ ତଥା ନିମ୍ନମାନର…
ଇଣ୍ଡିଗୋ ପରେ ଏବେ ୪୭୦ ନୂଆ ବିମାନ କିଣିବ ଏୟାର ଇଣ୍ଡିଆ
ନୂଆଦିଲ୍ଲୀ,୨୧।୬: ଇଣ୍ଡିଗୋ ପରେ ଟାଟା ଗ୍ରୁପ ମାଲିକାନା ଏୟାର ଇଣ୍ଡିଆ ମଧ୍ୟ ୪୭୦ଟି ନୂଆ ବିମାନ କିଣିବା ପାଇଁ ଏୟାରବସ-ବୋଇଙ୍ଗ ସହିତ ଚୁକ୍ତି କରିଛି। ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଚାଲିଥିବା ଏୟାର ଶୋ ସମୟରେ ଏୟାର ଇଣ୍ଡିଆ ବିମାନ କ୍ରୟ ଚୁକ୍ତି…
କେନ୍ଦୁଝର ବଡଦାଣ୍ଡରେ ଗଡିଲା ବିଶ୍ୱର ସର୍ବ ବୃହତ ରଥ
କେନ୍ଦୁଝର,୨୦।୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଆରାଧ୍ୟ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ଶ୍ରୀ ଗୁଣ୍ଡିଚା ଯାତ୍ରା ଧୂମଧାମରେ ଏବଂ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି ା ଏଥିପାଇଁ କେନ୍ଦୁଝର ପୁରୁଣା ସହର ଉତ୍ସବ ମୁଖର ହୋଇପଡିଛି ା ଚଳିତ ବର୍ଷ ରଥ…
ଏଣିକି ଟ୍ରକ୍ କ୍ୟାବିନ୍ରେ ଲାଗିବ ଏସି
ନୂଆଦିଲ୍ଲୀ,୨୦।୬: ଦେଶର ଆର୍ଥିକ ବିକାଶରେ ପରିବହନର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଯେଉଁଥିରେ ଡ୍ରାଇଭରଙ୍କର ଭୂମିକା ନିତ୍ୟାନ୍ତ ଆବଶ୍ୟକ। ହେଲେ ସେମାନଙ୍କ କାମ କରିବା ପରିସ୍ଥିତି ଉପରେ କେହିବି ଧ୍ୟାନ ଦେଉନାହାନ୍ତି। ଏଣୁ ଟ୍ରକ ଡ୍ରାଇଭରମାନଙ୍କ କାମ କରିବା ପରିସ୍ଥିତିକୁ ସୁଧାରିବାକୁ ପଡିବ ବୋଲି…
ରଥାରୁଢ଼ ହେଲେ ଶ୍ରୀଜୀଉ
ଆରଡ଼ି, ୨୦।୬ :ଭଦ୍ରକ ଜିଲା ଶୈବପୀଠ ଆରଡ଼ି ସମେତ ଏହାର ଆଖପାଖ ଅଞ୍ଚଳରେ ମଙ୍ଗଳବାର ପବିତ୍ର ରଥଯାତ୍ରା ପାଳିତ ହୋଇଯାଇଛି। ଆରଡ଼ିରେ ଥିବା ଜଗନ୍ନାଥ ମନ୍ଦିରରେ ଦିନତମାମ ପୂଜା ଅନୁଷ୍ଠିତ ହୋଇଥିଲା। ଶହ ଶହ ଭକ୍ତ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ ସହ ପ୍ରସାଦ…
ଏଆଇ ଅନୁବାଦ: ୫ ହଜାର ବର୍ଷ ପୁରୁଣା ଲେଖନ ପ୍ରଣାଳୀ ଗୋଟିଏ କ୍ଲିକରେ ହେବ ଅନୁବାଦ…
ଜେରୁଜେଲମ,୨୦।୬ : , କ୍ୟୁନିଫର୍ମ ହେଉଛି ପୁରାତନ ଜଣାଶୁଣା ଲେଖନ ପ୍ରଣାଳୀ।, କିନ୍ତୁ ଏହା ପଢ଼ିବା ଏତେ କଷ୍ଟସାଧ୍ୟ। ବିଶ୍ୱର କେବଳ ଅଳ୍ପ କେତେକ ବିଶେଷଜ୍ଞ ମୁନିଆ କଣ୍ଟା ଆକୃତିର ଏହି ପ୍ରତୀକଗୁଡ଼ିକୁ ଡିକୋଡ କରିବାକୁ ସକ୍ଷମ। କିନ୍ତୁ ବର୍ତ୍ତମାନ ଏହା…
ସୁଭଦ୍ରାଙ୍କ ରଥ ଟାଣିଲେ ମହିଳା
ତିହିଡ଼ି,୨୦୬ (ସଞ୍ଜିତ ବଳ)-ରଥଯାତ୍ରା ଅବସରରେ ମଙ୍ଗଳବାର ଭଦ୍ରକ ଜିଲା ତିହିଡ଼ି ବ୍ଲକ କେଶପୁରସ୍ଥିତ ହରିବୋଲ କ୍ଷେତ୍ରରୁ ତିନିଠାକୁର ଗୁଆମାଳ ପଞ୍ଚାୟତ ମୋଡ଼ସାହି ଗ୍ରାମସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିଛନ୍ତି। ସୁସଜ୍ଜିତ ରଥରେ ଶ୍ରୀଜୀଉ ଯାତ୍ରା କରିଛନ୍ତି। ସକାଳେ ଜଗନ୍ନାଥ ମନ୍ଦିରରେ ଦ୍ୱାରପାଳ…
ରଥଯାତ୍ରା ଦେଖିବାକୁ ଆସୁଥିବା ବେଳେ ଅଘଟଣ: ଓଲଟିଲା ପିକ୍ଅପ, ୧୫ରୁ ଊର୍ଦ୍ଧ୍ୱ ଆହତ
ରାୟଗଡ଼ା ଅଫିସ,୨୦।୬: ରାୟଗଡା ଶ୍ରଦ୍ଧାଶ୍ରୀକ୍ଷେତ୍ରକୁ ରଥଯାତ୍ରା ଦେଖିବାକୁ ଆସୁଥିବା ବେଳେ ଅଘଟଣ ଘଟିଛି। ୩୨୬ ନମ୍ବର ଜାତୀୟ ରାଜପଥରେ ପିକଅପ୍ ଭ୍ୟାନ ଓଲଟି ୧୫ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ବେଳେ ଜଣେ ଗୁରୁତରହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ଅନେକ ମହିଳା ଓ ଛୋଟ…
ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିବା ଅଭିଯୋଗ, ବ୍ୟାନ କରିବାକୁ ଦାବି
ମୁମ୍ବାଇ: ରାମାୟଣ କଥାବସ୍ତୁ ଉପରେ ଆଧାରିତ ପାନ ଇଣ୍ଡିଆ ଫିଲ୍ମ ‘ଆଦିପୁରୁଷ’କୁ ନେଇ ହୋଇଥିବା ବିବାଦ ବନ୍ଦ ହେବାର ନାମ ନେଉନାହିଁ। ଫିଲ୍ମର ସ୍କ୍ରିନ ଏବଂ ଡାଇଲଗରେ ପ୍ରଭୁ ରାମ ଏବଂ ହନୁମାନଙ୍କ ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇଥିବାରୁ ଫିଲ୍ମ ଉପରେ ପ୍ରତିବନ୍ଧକ…
ବସ୍କୁ ଧକ୍କା ଦେଲା ବାଇକ୍: ବାପା ମୃତ, ପୁଅ ଗୁରୁତର
ବଡ଼ସାହି,୨୦।୬(ସ୍ବପ୍ର, ଦୀପକ ବୁଗୁଡେଇ): ମୟୂରଭଞ୍ଜ ଜିଲା ବଡ଼ାହି ଥାନା ଅଧୀନ ସାନକେରକ ଛକ ନିକଟରେ ଏକ ବସ୍ ବାଇକକୁ ଧକ୍କା ଦେଇଛି। ଏଥିରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟି ଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକ ହେଲେ…
ବିଦେଶରୁ ଆଜି ଭାରତ ଫେରିବେ ରାହୁଲ
ନୂଆଦିଲ୍ଲୀ,୨୦।୬: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ସାରେ ତାଙ୍କ ବିଦେଶ ଗସ୍ତରୁ ଭାରତ ଫେରିବାକୁ ଯାଉଛନ୍ତି। ଏନେଇ କଂଗ୍ରେସ ପାର୍ଟି ସୂତ୍ରରୁ ସୂଚନା ଜାରି ହୋଇଛି। ରାହୁଲଙ୍କ ଦୀର୍ଘ ବିଦେଶ ଗସ୍ତ ଉପରେ ଭାଜପା ପ୍ରଶ୍ନ ଉଠାଇଛି। ଗତ ମାସରେ…
ତାଳଧ୍ୱଜ ରଥ ଟଣା ହେଲାବେଳେ ଠେଲାପେଲା: ଏକାଧିକ ଆହତ
ପୁରୀ ଅଫିସ,୨୦।୬(ଅଜିତ୍ ମହାନ୍ତି): ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ତେବେ ରଥଟଣା ଆରମ୍ଭ ହୋଇଥିବା ବେଳେ ଠେଲାପେଲା ହୋଇଛି। ମିରିଚିକୋଟ ଛକରେ ଠେଲାପେଲା ହୋଇ ଏକାଧିକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି। ତାଳଧ୍ୱଜ ରଥ ଟଣା…

