ଦେଢ଼ କୋଟି ବର୍ଷ ପୂର୍ବେ ମାଙ୍କଡଙ୍କର ମସ୍ତିଷ୍କ ମଣିଷ ପରି କାମ କରିବା ଆରମ୍ଭ କରିଥିଲା: ଖପୁରୀର ଅବଶେଷରୁ ସନ୍ଧାନ…

ସିଡ୍‌ନୀ,୨୦।୬ : ପ୍ରାୟ ଦେଢ଼ କୋଟି ବର୍ଷ ପୂର୍ବେ, ମାଙ୍କଡମାନଙ୍କ ମସ୍ତିଷ୍କରେ ଏକ ଗୁରୁତ୍ୱପୂର୍ଣ୍ଣପରିବର୍ତ୍ତନ ହୋଇଥିଲା। ଯେଉଁଥିପାଇଁ ସେମାନଙ୍କର ମସ୍ତିଷ୍କ ମଣିଷ ପରି କାମ କରିବା ଆରମ୍ଭ କରିଥିଲା। ଏହି ପରିବର୍ତ୍ତନଗୁଡିକ ଯୋଗୁ ସେମାନେ ନିଜକୁ ନୂଆ ଢାଞ୍ଚାରେ ଗଢ଼ିଲେ ଏବଂ ଭୂମିରେ ଅଧିକ ସମୟ ବିତାଇବା ଆରମ୍ଭ କଲେ। ବୈଜ୍ଞାନିକମାନେ ମାଙ୍କଡମାନଙ୍କର ମସ୍ତିଷ୍କ ୩.୬ କୋଟି ବର୍ଷ ପୁରୁଣା ଖପୁରୀର ଅବଶେଷ ସହିତ ବର୍ତ୍ତମାନର ମାଙ୍କଡ଼ଙ୍କ ସହିତ ତୁଳନା କରିବା ପରେ ଏହା ଜାଣ ପାରିିଛନ୍ତି ।

ଅଷ୍ଟ୍ରେଲିୟା ନ୍ୟାଶନାଲ ୟୁନିଭରସିଟିର ବୈଜ୍ଞାନିକମାନେ ଏକ ଅଧ୍ୟୟନରେ ମାଙ୍କଡ଼ମାନେ କିପରି ନିଜ ପରିବେଶ ସହିତ ନିଜକୁ ଖାପ ଖୁଆଇଥିଲେ ସେ ସମ୍ବନ୍ଧରେ ଏହି ଆକର୍ଷଣୀୟ ଅନୁସନ୍ଧାନ କରିଛନ୍ତି। ଅଧ୍ୟୟନର ଫଳାଫଳ ଦର୍ଶାଇଛି ମାଙ୍କଡଙ୍କ କାନ ପଛପଟେ ଥିବା ଅଂଶ ସ୍ମୃତଶକ୍ତିି ଏବଂ ଯୋଗାଯୋଗ ଭଳି କାର୍ଯ୍ୟ ପାଇଁ ଦାୟୀ। ପ୍ରାଚୀନ ମାଙ୍କଡମାନଙ୍କ ମସ୍ତିଷ୍କରେ ଏହା ଛୋଟ ଥିଲା। ଯେତେବେଳେ ମାଙ୍କଡଙ୍କ କାନ ପଛପଟେ ଥିବା ଅଂଶ ବଢ଼ତବାକୁ ଲାଗିଲା, ସେତେବେଳେ ସେମାନଙ୍କର ମସ୍ତିଷ୍କର ଆକାର ଅନ୍ୟ ପ୍ରଜାତିଙ୍କ ସହିତ ସମାନ ହେବାକୁ ଲାଗିଲା। ଏହାର ସାହାଯ୍ୟରେ ସେମାନେ ଶିକାରୀଙ୍କ ସ୍ବରକୁ ମଧ୍ୟ ଚିହ୍ନିବା ଏବଂ ମନେ ରଖିବା ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରକାର ଆଗୁଆ ସମୀକ୍ଷା କରିଥିଲେ ବିଜୁଳି ସଙ୍କଟ ହୋଇ ନ ଥାଆନ୍ତା: କଂଗ୍ରେସ

ଭୁବନେଶ୍ୱର, ୨୪।୫(ସୁନିତ୍‌ ମିଶ୍ର): ସରକାରଙ୍କ ଅପରିଣାମଦର୍ଶିତା ଓ ଦୂରଦର୍ଶିତା ଅଭାବ ଯୋଗୁ ମେ ମାସର ପ୍ରଚଣ୍ଡ ଗରମରେ ରାଜ୍ୟବାସୀଙ୍କୁ ହଇରାଣ ହେବାକୁ ପଡୁଛି। ଯଦି ସରକାର ପୂର୍ବରୁ…

ପେଟ୍ରୋଲ, ଡିଜେଲ ଉପରୁ ଭାଟ୍‌ ହ୍ରାସ ଦାବିକଲେ ବିରୋଧୀ

ଭୁବନେଶ୍ୱର, ୨୪।୫(ସୁନିତ୍‌ ମିଶ୍ର): ରାଜ୍ୟରେ ତେଲ ଦର ବାରମ୍ବାର ବୃଦ୍ଧି ପାଇବାରେ ଲାଗିଛି। ଗତ ୧୦ ଦିନ ମଧ୍ୟରେ ତେଲ ଦର ୩ ଥର ବୃଦ୍ଧି ପାଇବାକୁ…

୩ ବର୍ଷ ପୂର୍ବେ ବିବାହ କରିଥିଲେ ପୁଅ ଅକାଳରେ ଚାଲିଗଲା ଜୀବନ: ଶେଷକୁ ବାପା କରିଦେଲେ ଏମିତି କାମ …

ଦଶରଥପୁର,୨୪।୫(ସୁଶାନ୍ତ କୁମାର ବେହୁରିଆ): ରୋଜଗାରିଆ ପୁଅର ଅକାଳ ମୃତ୍ୟୁକୁ ସହ୍ୟ କରିପାରିଲେନି ବାପା। ବେକରେ ଗାମୁଛା ଭିଡ଼ି ଆତ୍ମହତ୍ୟା କରିଦେଲେ। ଏଭଳି ଦୁଃଖଦ ଘଟଣା ଯାଜପୁର ଜିଲା…

ହୁମା ଓଭରବ୍ରିଜ ନିକଟରେ ପୁଣି ଦୁର୍ଘଟଣା: ବସ ସହ ଆଇଜର ଟ୍ରକର ମୁହାଁମୁହିଁ ଧକ୍କା

ଗଞ୍ଜାମ,୨୪।୫(ଅନାଥ ତରାଇ/ବିଦ୍ୟାଧର ସାହୁ): ଆଉ କେତେ ଦୁର୍ଘଟଣା ଘଟିଲେ ଏବଂ କେତେ ଲୋକଙ୍କ ପ୍ରାଣହାନି ହେଲେ ସରକାର ଓ ଜିଲ୍ଲା ପ୍ରଶାସନର ଚେତନା ଜାଗ୍ରତ ହେବ? ଏହି…

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ଚନ୍ଦ୍ରପୃଷ୍ଠକୁ ଯାତ୍ରା ପାଇଁ ନୂଆ ଶସ୍ତା ମାର୍ଗ

ନୂଆଦିଲ୍ଲୀ,୨୪।୫: ମହାକାଶ ଗବେଷଣା କ୍ଷେତ୍ରରେ ବୈଜ୍ଞାନିକମାନଙ୍କୁ ଏକ ବଡ଼ ସଫଳତା ମିଳିଛି। ପୃଥିବୀରୁ ଚନ୍ଦ୍ରପୃଷ୍ଠକୁ ଯାତ୍ରା କରିବା ପାଇଁ ଏକ ନୂତନ ଏବଂ କମ୍‌ ଇନ୍ଧନ ଖର୍ଚ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri