Home Left

ଅପରେଶନ ଥିଏଟରରେ ହିଜାବ ପିନ୍ଧିବାକୁ ଅନୁରୋଧ କଲେ ମୁସଲମାନ ଛାତ୍ର, କଲେଜ କହିଲା ସମ୍ଭବ ନୁହେଁ

ଥିରୁଭାନନ୍ତପୁରମ,୨୮।୬: କର୍ନାଟକରୁ ଆରମ୍ଭ ହୋଇଥିବା ହିଜାବ ବିବାଦ ସୁପ୍ରିମକୋର୍ଟରେ ଶୁଣାଣି ପାଇଁ ବିଚାରାଧୀନ ରହିଛି ସତ, କିନ୍ତୁ ଏହି ବିବାଦ ଦେଶର ବିଭିନ୍ନ ରାଜ୍ୟରେ ମୁଣ୍ଡ ଟେକିଛି। ଏଭଳି ଏକ ମାମଲା ଏବେ କେରଳରେ ସାମ୍ନାକୁ ଆସିଛି। ଏଠାରେ ଥିରୁଭାନ୍ତପୁରମ ମେଡିକାଲ…

ଏମ୍‌ଆଇଏସ୍‌ ବୈଠକ ବର୍ଜନ କଲେ ଲୋକ ପ୍ରତିନିଧି

ଦାରିଙ୍ଗବାଡ଼ି,୨୮ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ କାର୍ଯ୍ୟାଳୟର ପିଇଓ ଏବଂ ଜିଆରଏସ୍‌ମାନଙ୍କ ବାରମ୍ବାର ବଦଳି ରୋକାଯିବା ଏବଂ ଏବେ ବଦଳି କରାଯାଇଥିବା ପିଇଓ ପାର୍ବ ପ୍ରଧାନ ଏବଂ ଜିଆରଏସ ଶଙ୍କର କୁମାର ପ୍ରଧାନ ଙ୍କ ବଦଳି ଦାବିରେ ବୁଧବାର ପଞ୍ଚାୟତ…

ଅଲଗା ହେବା ଖବରକୁ ନେଇ ମୁହଁ ଖୋଲିଲେ ଅସିନ

ମୁମ୍ବାଇ: ବଲିଉଡର ଆଗଧାଡିର ନାୟିକା ଅସିନଙ୍କୁ ନେଇ କିଛି ଖବର ଏବେ ଚର୍ଚ୍ଚାକୁ ଆସିଛି। କୁହାଯାଉଛି କି ଅସିନ ଓ ତାଙ୍କ ସ୍ବାମୀ ରାହୁଲ ଶର୍ମାଙ୍କ ମଧ୍ୟରେ ସବୁକିଛି ଠିକ ଚାଲିନାହିଁ। ସେ ଇନଷ୍ଟାଗ୍ରାମରୁ ନିଜ ସ୍ବାମୀଙ୍କ ସବୁ ଫଟୋ ଡିଲିଟ…

ଘନ ଘନ ବଦ୍ୟୁତ କାଟ୍‌ ପ୍ରତିବାଦରେ ଦେବଗଡ ଜିଲା କଂଗ୍ରେସର ବିକ୍ଷୋଭ

ଦେବଗଡ,୨୮।୬(ଶଶାଙ୍କ ଶେଖର ଝାଙ୍କର): ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ସମୟରେ ଘନଘନ ବିଦ୍ୟୁତ କାଟ ଯୋଗୁଁ ଦେବଗଡ ଜିଲାବାସୀ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖିନ ହୋଇଥିବା ବେଳେ ବର୍ଷା ଦିନ ଆରମ୍ଭରେ ପୁଣି ଏହାର ପୁନରାବୃତ୍ତି ଘଟିଛି। ସାମାନ୍ୟ ପବନ କିମ୍ବା…

କେନ୍ଦୁଝର ଟ୍ରକ୍‌ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮ା୬(ଅସମାପିକା ସାହୁ): କେନ୍ଦୁଝର ଜିଲା ଷଠୀଘରଠାରେ ମଙ୍ଗଳବାର ହୋଇଥିବା ଟ୍ରକ୍‌ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩…

‘ୟୁସିସିକୁ ବିରୋଧ କରୁନାହୁଁ କିନ୍ତୁ…’, ଜେଡିୟୁ

ପାଟନା,୨୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ମଧ୍ୟ ପ୍ରଦେଶର ଭୋପାଳରେ ସମାନ ନାଗରିକ ସଂହିତା ଉପରେ ବୟାନ ଦେବା ପରେ ଏବେ ଏହି ପ୍ରସଙ୍ଗ ବେଶ ଉଷ୍ମ ବାତାବରଣ ସୃଷ୍ଟି କରିଛି। ଏବେ ଜେଡିୟୁ ୟୁସିସିକୁ ନେଇ ନିଜର ମତ ରଖିଛି।…

ଏନସିପିର ବଡ ବୈଠକରେ ପୋଷ୍ଟରରୁ ହଜିଗଲା ଅଜିତ ପାଓ୍ବାରଙ୍କ ଫଟୋ

ମୁମ୍ବାଇ,୨୮।୬: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି)ା କାର୍ଯ୍ୟକାରୀ ଅଧ୍ୟକ୍ଷ ସୁପ୍ରିଆ ସୁଲେ ଓ ପ୍ରଫୁଲ୍ଲ ପଟେଲଙ୍କୁ ଦାୟିତ୍ୱ ଦିଆଯିବା ପରେ ରାଜନୈତିକ ଗଳିରେ ଚର୍ଚ୍ଚା ହେଉଛି କି ଦଳ ମଧ୍ୟରେ ସବୁକିଛି ଠିକ ଚାଲିନାହିଁ। ଏହାର କିଛି ଝଲକ ବୁଧବାର ଦିଲ୍ଲୀରେ ହୋଇଥିବା…

ପିଲାଙ୍କ ଦୋଳିକୁ କବ୍‌ଜା କରିଥିଲେ ଆଣ୍ଟି, ଘଟିଲା ଏମିତି, ଭିଡିଓ ଦେଖିଲେ…

କୁହାଯାଏ, ଯାହା ପାଇଁ ଯେଉଁ କାମ। ଯେଉଁ ଜିନିଷ ଯାହା ପାଇଁ ତିଆରି ହୋଇଛି ତାହାର ବ୍ୟବହାର ସେମାନଙ୍କ ପାଇଁ ଠିକ୍‌। ଯଦି ଏହାର ଅପବ୍ୟବହାର କରାଯାଏ ତେବେ ଫଳ ତ ଓଲଟା ମିଳିଥାଏ ନିଶ୍ଚିତ। ସୋସିଆଲ ମିଡିଆରେ ଏଭଳି ଏକ…

ପୁରୁଷୋତ୍ତମପୁର ଥାନାର ୧୩ ଗୋଟି ଗ୍ରାମ ଜିବ ହିଞ୍ଜିଳୀ ଥାନା

ପୁରୁଷୋତ୍ତମପୁର,୨୮।୬(ସିମାଞ୍ଚଳମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଧୀନରେ ଥିବା ପାଞ୍ଚଟି ପଞ୍ଚାୟତର ୧୩ଟି ଗ୍ରାମ ହିଞ୍ଜିଳି ଥାନା ଅଧୀନକୁ ସ୍ତାନାନ୍ତର ଲାଗି ଓଡ଼ିଶା ସରକାରଙ୍କ ସ୍ବରାଷ୍ଟ୍ର ବିଭାଗ ପକ୍ଷରୁ ମଙ୍ଗଗଳବାର ଚିଠି ନଂ ୨୬୧୩୯ ପ୍ରକାରେ ଘୋଷଣା କରାଯାଇଛି। ଏହା ଗେଜେଟ…

ପାଣିରେ ପଶି ସ୍କୁଲ ଯାଉଛନ୍ତି ଛାତ୍ରୀଛାତ୍ର

ବଇଣ୍ଡା,୨୮।୬ (ପରିକ୍ଷିତ ସାହୁ): କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ଅନୁଗୋଳ ଜିଲା କିଶୋରନଗର ବ୍ଲକ ଜାମୁନାଳୀ ଠାରୁ ବାମୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କାର୍ଯ୍ୟରେ ବହୁ ବିଳମ୍ବ ହେଉଥିବାରୁ ଅଞ୍ଚଳବାସୀ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅନେକ ସ୍ଥାନରେ ଗ୍ରାମର ମୁଖ୍ୟ…

‘୭୨ ହୁରେଂ’ର ଟ୍ରେଲରକୁ ସେନସରବୋର୍ଡ ଦେଲାନାହିଁ ସାର୍ଟିଫିକେଟ, ଡିଜିଟାଲି ରିଲିଜ କଲେ ମେକର୍ସ

ମୁମ୍ବାଇ,୨୮।୬: ଆତଙ୍କବାଦର କଳା କାହାଣୀ ଉପରେ ଆଧାରିତ ଫିଲ୍ମ ‘୭୨ ହୁରେଂ’ର ଟିଜର ସହ ଏହା ଚର୍ଚ୍ଚାରେ ରହି ଆସୁଛି। କିଛିଦିନ ତଳେ ଫିଲ୍ମର ଟିଜର ରିଲିଜର ଘୋଷଣା କରାଯାଇଥିଲା କି ୨୮ ଜୁନରେ ଏହା ରିଲିଜ ହେବାକୁ ଯାଉଛି।ସୂଚନାଯୋଗ୍ୟ, ସେଣ୍ଟ୍ରାଲ…

ବିଦ୍ୟୁତ୍‌ କାଟ ବନ୍ଦ, ଦର ହ୍ରାସ ଦାବିରେ ବିକ୍ଷୋଭ

ଅନୁଗୋଳ,୨୮।୬(ଅମିତ କୁମାର ସାମଲ): ଅଘୋଷିତ ବିଦ୍ୟୁତ୍‌ କାଟ ବନ୍ଦ ଏବଂ ବର୍ଦ୍ଧିତ ବିଦ୍ୟୁତ୍‌ ଦର ହ୍ରାସ ଦାବିରେ ମଙ୍ଗଳବାର ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଅନୁଗୋଳ ଜିଲା କଂଗ୍ରେସ ପକ୍ଷରୁ ସଭାପତି ସଂଗ୍ରାମ ମିଶ୍ରଙ୍କ ନେତୃତ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?