Home Left

ଓଡ଼ିଶାରୁ ଭାଗନେବେ ୧୩ ପ୍ରତିଯୋଗୀ

ଭୁବନେଶ୍ୱର, ୨୫ା୩(କ୍ରୀଡ଼ା ପ୍ରତିନିଧି):  ହରିୟାଣାର କର୍ନଲଠାରେ ଜାତୀୟ ହ୍ବିଲଚେୟାର ଫେନ୍ସିଂ ପ୍ରତିଯୋଗିତା ଚଳିତ ମାସ ୨୫ରୁ ୨୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶାରୁ ୧୩ ଜଣ ଖେଳାଳି ଅଂଶଗ୍ରହଣ କରିବେ। ଓଡ଼ିଶା ପ୍ରତିଯୋଗୀ (ପୁରୁଷ): ଭି. ରମେଶ ରାଓ, ରାଖାଲ…

ଡବ୍ଲ୍ୟୁପିଏଲ୍‌: ଦିଲ୍ଲୀ-ମୁମ୍ବାଇ ଫାଇନାଲ

ମୁମ୍ବାଇ, ୨୫ା୩: ଚଳିତ ମହିଳା ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ରୁ ଏଲିମିନେଟ୍‌ ହୋଇଛି ୟୁପି ଓ୍ବାରିୟର୍ଜ। ଶୁକ୍ରବାର ଅନୁଷ୍ଠିତ ଏଲିମିନେଟର ମ୍ୟାଚରେ ୟୁପିକୁ ୭୨ ରନରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଫାଇନାଲରେ ପ୍ରବେଶ କରିଛି। ନାତାଲି ସ୍କିଭର-ବ୍ରଣ୍ଟଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହାୟତାରେ ମୁମ୍ବାଇ…

ଏହି ଦିନ ରିଲିଜ ହେବ ‘ପୋନିୟିନ ସେଲଭନ-୨’ର ଟ୍ରେଲର

ମୁମ୍ବାଇ: ନିର୍ଦ୍ଦେଶକ ମଣି ରତ୍ନମଙ୍କ ପ୍ରସିଦ୍ଧ ଚଳଚ୍ଚିତ୍ର ‘ପୋନିୟିନ ସେଲଭନ’ର ସଫଳତା ପରେ ପ୍ରଶଂସକମାନେ ଏହି ଚଳଚ୍ଚିତ୍ରର ଦ୍ୱିତୀୟ ଭାଗକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। କିଛି ଦିନ ହେବ ‘ପୋନିୟିନ ସେଲଭନ-୨’କୁ ନେଇ ଅନେକ ଚର୍ଚ୍ଚା କରାଯାଉଛି। ଏହି ଚଳଚ୍ଚିତ୍ର…

ଜାମିନ ଆବେଦନ ସ୍ଥଗିତ, ଏପ୍ରିଲ ୫ ଯାଏ ଜେଲରେ ରହିବେ ସିସୋଡିଆ

ନୂଆଦିଲ୍ଲୀ,୨୫।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡିର ନ୍ୟାୟିକ ହେପାଜତରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ମନୀଷ ସିସୋଡିଆଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଶନିବାର ସ୍ଥଗିତ ରଖାଯାଇଛି। ତେବେ ତାଙ୍କ ଜାମିନ ଆବେଦନ ଉପରେ ପରବର୍ତ୍ତୀ ଶୁଣାଣି ଏପ୍ରିଲ…

ମାତିଛି ବାଘ, ଗାଈକୁ ମାରି ଖାଉଛି

ନୂଆପଡ଼ା ଅଫିସ ୨୫।୩: ନୂଆପଡାରେ ବାଘ ଆତଙ୍କ ଦେଖାଯାଇଛି। ନୂଆପଡା ରେଞ୍ଜ ତରିଆ ମହୁଆଭଟା ଗାଁରେ ଗତ କିଛି ଦିନ ହେବ ବାଘ ମାତିଛି। ଟାନୱଟ ଗାଁ ପାଖରେ ବାଘ ବୁଲୁଥିବା ଲୋକେ ଦେଖିଛନ୍ତି । ତେବେ ଶନିବାର ବାଘ ପୁଣି…

ରୁନିଙ୍କ ରେକର୍ଡ ଭାଙ୍ଗିଲେ କେନ୍‌

ନାପଲ୍ସ (ଇଟାଲୀ),୨୫ା୩ (ଏପି): ଇଂଲଣ୍ଡ ଜାତୀୟ ଦଳ ଫୁଟ୍‌ବଲ ତରଫରୁ ସବୁଠାରୁ ଅଧିକ ଗୋଲ୍‌ ସ୍କୋର କରିବାରେ ଓ୍ବେନ ରୁନିଙ୍କ ନାମରେ ରହିଥିବା ରେକର୍ଡକୁ ହ୍ୟାରି କେନ୍‌ ଭାଙ୍ଗି ଦେଇଛନ୍ତି। ଗୁରୁବାର ଡିଏଗୋ ଆର୍ମାଣ୍ଡୋ ମାରାଡୋନା ଷ୍ଟାଡିୟମଠାରେ ଇଟାଲୀ ବିପକ୍ଷ ଏକ…

ଟ୍ରାକିଂ କ୍ୟାମେରାରେ କଏଦ କଲରାପତରିଆ ବାଘ

ନୂଆପଡ଼ା ଅଫିସ,୨୫।୩: ନୂଆପଡ଼ା ଜିଲା କୋମନା ବ୍ଲକ ଅଧୀନ ସୁନାବେଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟ ଭିତରେ ଥିବା ଗାଁ ଓ ପାହାଡତଳି ଗାଁରେ ଗତ ୩ ସପ୍ତାହରୁ ଊର୍ଦ୍ଧ୍ୱ ହେବ ବାଘ ଆତଙ୍କ ଲାଗି ରହିଛି। ବାଘର ଫଟୋ ଟ୍ରାକ କରିବା ପାଇଁ…

ସିବିଆଇରେ ହାଜର ହେଲେ ତେଜସ୍ବୀ ଯାଦବ

ନୂଆଦିଲ୍ଲୀ,୨୫।୩: ଜମି ବଦଳରେ ଚାକିରି ଦେବା ମାମଲାରେ ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଶନିବାର ସିବିଆଇରେ ହାଜର ହୋଇଛନ୍ତି। ପୂର୍ବରୁ ସିବିଆଇ ପଚରାଉଚରା କରିବା ପାଇଁ ତାଙ୍କୁ ତିନିଥର ଡକାଇଥିଲା, କିନ୍ତୁ ସେ ତାଙ୍କ ସ୍ତ୍ରୀଙ୍କ ଅସୁସ୍ଥତା ଦର୍ଶାଇ ହାଜର ହୋଇ…

ଅଜଣା ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ମୃତ, ପୋଲିସର ତଦନ୍ତ ଆରମ୍ଭ

ଦେବଗଡ଼,୨୫।୩ (ଡି.ଏନ. ଏ.): ରିଆମାଳ ଥାନା ଅନ୍ତର୍ଗତ ହରିହରପୁର ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଥିବା ବେଳେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି l ତେବେ ଘରେ ପଶି ଜଣେ ଅଜଣା ଦୁର୍ବୃତ୍ତଙ୍କ ଆକ୍ରମଣରେ ଗ୍ରାମର ଯୋଗୀନ୍ଦ୍ର ନାଗ ନାମକ ବ୍ୟକ୍ତିଙ୍କ ମୃତ୍ୟୁ…

ମେଶିନରେ ଚେକ୍‌ ଡ୍ୟାମ କାମକୁ ଗ୍ରାମବାସୀଙ୍କ ବିରୋଧ

ଲୋଇସିଂହା,୨୫।୩(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ମାଗୁରବେଡା ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣୀଡୁଙ୍ଗରୀ ଗାଁରେ ଏମ୍‌ଜିଏନ୍‌ଆରଇଜିଏସ୍‌ ଯୋଜନାରେ ଦୁଇଟି ଚେକ୍‌ ଡ୍ୟାମ କାମ କରାଯାଉଛି। ବିନା ସୂଚନା ଫଳକରେ ଏବଂ ଶ୍ରମିକ ବଦଳରେ ବେଆଇନ ଭାବେ ଜେସିବି ମେଶିନ ଲଗାଯାଇ କାମ କରାଯାଉଥିବାରୁ…

ନେଦରଲାଣ୍ଡ୍ସକୁ ୧ ରନରେ ହରାଇଲା ଜିମ୍ବାଓ୍ବେ

ହରାରେ, ୨୫ା୩ (ଏପି): ନେଦରଲାଣ୍ଡ୍ସ ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚକୁ ଜିମ୍ବାଓ୍ବେ ଅନ୍ତିମ ବଲ୍‌ରେ ୧ରନରେ ଜିତିନେଇଛି। ଏଥିସହିତ ଦଳର ସିରିଜ ୧-୧ରେ ବରାବର ସ୍ଥିତିକୁ ନେଇ ଆସିଛି। ହରାରେ ସ୍ପୋଟର୍‌ସ କ୍ଲବଠାରେ ଖେଳାଯାଇଥିବା ଏହି ମ୍ୟାଚରେ ଟସ୍‌…

କଳିଙ୍ଗରେ ହକି ସମରକ୍ୟାମ୍ପ

ଭୁବନେଶ୍ୱର, ୨୫ା୩ (କ୍ରୀଡ଼ା ପ୍ରତିନିଧି): ହକି ପ୍ରତି ଆଗ୍ରହ ରଖୁଥିବା କିମ୍ବା ଏହି ଖେଳକୁ କ୍ୟାରିୟର କରିବାକୁ ଚାହୁଁଥିବା ପିଲାମାନଙ୍କ ପାଇଁ ଏକ ଭଲ ଖବର। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଡ଼ିଶା ନାଭାଲ ଟାଟା ହକି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri