Home Left

ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉନ୍ନୀତ ପାଇଁ ଦାବିପତ୍ର

କେନ୍ଦୁଝର,୨୫ା୩(ସ୍ବ.ପ୍ର.): କେନ୍ଦୁଝର ଭଳି ଆଦିବାସୀବହୁଳ ଏବଂ ଅବିଭାଜିତ ଜିଲାରେ ଆଦିବାସୀ ଛାତ୍ରୀଛାତ୍ରଙ୍କ ଉଚ୍ଚଶିକ୍ଷା ନିମିତ୍ତ ପାଟଣା ବିଧାୟକ ତଥା କେନ୍ଦୁଝର ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାୟକ ଅନୁସୂଚିତ ଜନଜାତି ବିଭାଗର ଉଚ୍ଚ ବିଦ୍ୟାଳୟଗୁଡ଼ିକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉନ୍ନୀତ…

ଯକ୍ଷ୍ମା ନିରାକରଣରେ ଓଡ଼ିଶା ଦ୍ୱିତୀୟ

ଭୁବନେଶ୍ୱର,୨୫ା୩(ବ୍ୟୁରୋ): ଯକ୍ଷ୍ମା ବା ଟିବି ନିରାକରଣରେ ସାରା ଦେଶରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି। ଦେଶର ପ୍ରମୁଖ ରାଜ୍ୟକୁ ପଛରେ ପକାଇଥିବା ଇଣ୍ଡିଆ ଟିବି ରିପୋର୍ଟ ୨୦୨୩ରେ ପ୍ରକାଶ ପାଇଛି। ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ପୂର୍ବରୁ ଓଡ଼ିଶା ଦ୍ବିତୀୟ ଓ ତୃତୀୟରେ…

ନିର୍ବାଚନରେ ଖାତା ଖୋଲିବାକୁ ଭାଜପାର କସରତ

ସରଣ୍ଡା,୨୫ା୩(ଡି.ଏନ୍‌.ଏ.): ବରଗଡ଼ ଜିଲା ଅତାବିରା ଏନ୍‌ଏସି ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ରାଜନୈତିକ ତତ୍ପରତା ଦେଖିବାକୁ ମିଳୁଛି। ସହର ସାରା ଖେଳି ଗଲାଣି ଦଳୀୟ ପତାକା ଓ ପୋଷ୍ଟର। ବିଜେଡି ଓ କଂଗ୍ରେସ ଜୋର୍‌ଦାର୍‌ ପ୍ରଚାର ଜମାଇଥିବା ବେଳେ ଶନିବାର…

ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ : ଉପେନ୍ଦ୍ର ସଭାପତି , ସିମାଞ୍ଚଳ ସମ୍ପାଦକ

ପୁରୁଷୋତ୍ତମପୁର, ୨୫/୩(ଡିଏନଏ): ଗଞ୍ଜାମଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇ ଯାଇଛି। ନିର୍ବାଚନ ଅଧିକାରୀ ବାସୁଦେବ ଯେନାଙ୍କ ତତ୍ତ୍ୱାବଧାନ ଏହା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଭାବେ ଉପେନ୍ଦ୍ର ପଣ୍ଡା, ଉପ ସଭାପତି ଭାବେ ଗୌରିଶଙ୍କର ରାଉଳ, ସମ୍ପାଦକ…

ବିନା ମେକ୍‌ଅପ୍‌ରେ ଏମିତି ଦେଖାଯାଆନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ବି-ଟାଉନ୍‌ର ଅଭିନେତ୍ରୀମାନେ ସୌନ୍ଦର୍ଯ୍ୟ ଦୃଷ୍ଟିରୁ କେହି କାହାଠାରୁ କମ୍‌ ନୁହନ୍ତି। କେବଳ ସୌନ୍ଦର୍ଯ୍ୟରେ ନୁହନ୍ତି ଷ୍ଟାଇଲ୍‌ ଏବଂ ଫ୍ୟାଶନ ଦୃଷ୍ଟିରୁ ମଧ୍ୟ ଏହି ସୁନ୍ଦରୀଙ୍କର କଳନା ନାହିଁ। ମାତ୍ର ଯେତେବେଳେ ବିନା ମେକ୍‌ଅପ୍‌ କଥା ଆସେ ସେତେବେଳେ ସେମାନେ ବାସ୍ତବରେ…

‘ମିଛ କହିବା ରାହୁଲଙ୍କ ଅଭ୍ୟାସରେ ପଡିଗଲାଣି’, କଂଗ୍ରେସକୁ ଟାର୍ଗେଟ କଲା ଭାଜପା

ନୂଆଦିଲ୍ଲୀ,୨୫ ।୩: ଗୁଜରାଟର ସୁରଟ କୋର୍ଟରୁ ଆପରାଧିକ ମାନହାନୀ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସଜା ମିଳିବା ପରେ ତାଙ୍କ ସଂସଦ ସଦସ୍ୟତା ରଦ୍ଦ ହୋଇଯାଇଛି । ଏହାପରଠାରୁ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି(ଭାଜପା) ସାମ୍ନାସାମ୍ନି ହୋଇଛନ୍ତି ।…

କିଆରାଙ୍କୁ ଆୱାର୍ଡ ଡେଡିକେଟ କଲେ ସିଦ୍ଧାର୍ଥ

ମୁମ୍ବାଇ: ହିନ୍ଦୀ ସିନେମାର ସୁପରଷ୍ଟାର ସିଦ୍ଧାର୍ଥ ମାଲହୋତ୍ରା ଓ ଅଭିନେତ୍ରୀ କିଆରା ଆଡଭାନୀ ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏବେ ଏହି ନ୍ୟୁଲି ୱେଡ କପୁଲ ଲାଇମଲାଇଟରେ ରହିଛନ୍ତି । ଗତ ରାତିରେ ସିଦ୍ଧାର୍ଥ ମାଲହୋତ୍ରାଙ୍କୁ ଏକ ଆୱାର୍ଡ…

ଦୁନିଆର ସବୁଠୁ ଭୟଙ୍କର ଆପାର୍ଟମେଣ୍ଟ, କାରଣ ଜାଣିଲେ…

ଘର ଏପରି ଏକ ସ୍ଥାନ, ଯେଉଁଠାରେ ଜଣେ ବ୍ୟକ୍ତି ନିଜକୁ ଅଧିକ ସୁରକ୍ଷିତ ଅନୁଭବ କରିଥାଏ। ଜଣେ ବ୍ୟକ୍ତି ଘର ଭିତରକୁ ଯିବା ମାତ୍ରେ ବାହାରେ ଥିବା ସମସ୍ତ କ୍ଲାନ୍ତକୁ ଭୁଲିଯାଏ। କିନ୍ତୁ ଯଦି ଏହି ଘର, ସୁରକ୍ଷିତ ରହିବା ପରିବର୍ତ୍ତେ,…

ରଣବୀରଙ୍କୁ ଇଗନୋର କଲେ ଦୀପିକା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ପତି ରଣବୀର ସିଂ ସବୁବେଳେ ପରସ୍ପରକୁ ଖୁବ୍ ଭଲପାଇବା ଦେଉଥିବା ଦେଖାଯାଇଥାଏ । ନିକଟରେ ଦୀପିକା ତାଙ୍କ ପିତା ତଥା ପୂର୍ବତନ ବ୍ୟାଡମିଣ୍ଟନ ଖେଳାଳି ପ୍ରକାଶ ପାଦୁକୋନ ଓ ପତି ରଣବୀର ସିଂଙ୍କ…

ଇଣ୍ଟରଭ୍ୟୁ ବେଳେ ଚାଲିଗଲା ଜୀବନ

ବ୍ରହ୍ମପୁର ଅଫିସ,୨୫।୩ : ଓଡ଼ିଶା ପୋଲିସ କନଷ୍ଟେବଳ ପଦର ଦୌଡ଼ ସମୟରେ ଯୁବକଙ୍କ ମୃତ୍ୟୁ ଘଟିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଛତ୍ରପୁର ରିଜର୍ଭ ପୋଲିସ ପଡ଼ିଆରେ । ଗଞ୍ଜାମ ଖଲ୍ଲିକୋଟ ଶ୍ୟାମସୁନ୍ଦରପୁରର ଶ୍ୟାମସୁନ୍ଦର ଦାସ ଚାଲିଥିବା ଇଣ୍ଟରଭ୍ୟୁରେ ୧୬୦୦…

ମା’ଙ୍କୁ ଅପହରଣ କରି ବଳାତ୍କାର ପରେ ହତ୍ୟା ଅଭିଯୋଗ ଆଣିଲେ ଝିଅ

ଭଦ୍ରକ ଅଫିସ,୨୫ା୩: ପୂର୍ବରୁ ମୋ ଭଉଣୀଙ୍କୁ ପେଟ୍ରୋଲ ଢାଳି ପୋଡ଼ି ଦେଇଥିଲେ। ଏବେ ମା’ଙ୍କୁ ଅପହରଣ କରି ବଳାତ୍କାର ପରେ ହତ୍ୟା କରି ଟ୍ରେନ୍‌ ଲାଇନରେ ଫିଙ୍ଗି ଦିଆଯାଇଛି। ଏପରିକି ବାପାଙ୍କୁ ଭୟଭୀତ କରାଇ ମା’ଙ୍କ ଟ୍ରେନ୍‌ରେ କଟି ମୃତ୍ୟୁ ଘଟିଥିବା…

ମା’ ଦଣ୍ଡକାଳୀଙ୍କ ୨୧ ଦିନିଆ ଯାତ୍ରାରମ୍ଭ

ପୁରୁଷୋତ୍ତମପୁର, ୨୫।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଲୋକପର୍ବ ମା’ ଦଣ୍ଡକାଳୀଙ୍କ ୨୧ଦିନିଆ ଦଣ୍ଡଯାତ୍ରା ଶନିବାର ଆରମ୍ଭ ହୋଇଛି। ଏ ନେଇ ପୁରୁଷୋତ୍ତମପୁର ସହର ସମେତ ସମଗ୍ର ଜିଲାରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ପୁରୁଷୋତ୍ତମପୁର ସହରରେ ଥିବା ୩ଟିି ଦଣ୍ଡ ଯାତ୍ରା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri