Home Left

ଜାଲ୍‌ ସାର୍ଟିଫିକେଟ କାରବାର ଘଟଣା: ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌ରେ ଚଢ଼ାଉ

ବଲାଙ୍ଗୀର ଅଫିସ,୨୬ା୩: ଜାଲ୍‌ ସାର୍ଟିଫିକେଟ କାରବାର ଘଟଣାରେ ବଲାଙ୍ଗୀର ପୋଲିସ ଓ ପ୍ରଶାସନ ପକ୍ଷରୁ ରବିବାର ସ୍ଥାନୀୟ ଜୀବନ ବୀମା କାର୍ଯ୍ୟାଳୟ ନିକଟରେ ଥିବା କମ୍ପ ଭାଇ ଭୋକେଶନାଲ ଟ୍ରେନିଂ ଇଷ୍ଟିଚ୍ୟୁଟ୍‌ରେ ଚଢ଼ାଉ କରାଯାଇଛି। ମାଜିଷ୍ଟ୍ରେଟ୍‌ ତହସିଲଦାର ପୁଷ୍ପାଞ୍ଜଳି ପଣ୍ଡାଙ୍କ ଉପସ୍ଥିତିରେ…

ହାତୀ ଖେଳୁଛି ଫୁଟବଲ୍‌: ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ପ୍ରତିଦିନ  ସୋସିଆଲ ମିଡିଆରେ କିଛି ମଜାଦାର ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥାଏ, ଯାହା ୟୁଜର୍ସଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥାଏ। ନିକଟରେ ସୋସିଆଲ ମିଡିଆରେ ଏଭଳି ଏକ ମଜାଦାର ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ କୁନି ହାତୀ ଫୁଟବଲ ଖେଳୁଥିବା ଦେଖିବାକୁ…

ନିଶରେ ତିଆରି ସୁଟ୍‌

ଅନେକଙ୍କୁ ପ୍ରାଣୀଙ୍କ ଲୋମ ବା ଫର୍‌ରେ ତିଆରି ପୋଷାକ ପିନ୍ଧିବାକୁ ଭଲ ଲାଗେ। ହେଲେ ଜାଣନ୍ତି କି ଅଷ୍ଟ୍ରେଲିଆର ମେନ୍ସଓ୍ବେର କମ୍ପାନୀ ‘ପୋଲିଟିକ୍ସ’ ମଣିଷ ନିଶରେ ତିଆରି କରିଛି ସୁଟ୍‌। ଭିଜୁଆଲ ଆର୍ଟିଷ୍ଟ ପାମେଲା କ୍ଲିମନ୍‌ ପାସୀଙ୍କ ସହ ମିଶି ପୋଲିଟିକ୍ସ…

ଭାରତର ସବୁଠୁ ଧନୀ ମହିଳା କିଏ ଜାଣନ୍ତି

ନୂଆଦିଲ୍ଲୀ,୨୬।୩: ବିଶ୍ୱର ଧନୀ ତାଲିକାରେ ମହିଳାମାନେ ପୁରୁଷଙ୍କଠାରୁ ପଛରେ ନାହାନ୍ତି। ଆମେରିକା, ଜର୍ମାନୀ, ଇଟାଲୀ ଏବଂ ଭାରତ ସମେତ ଅନ୍ୟାନ୍ୟ ଦେଶରୁ ମହିଳାମାନେ ଧନୀ ତାଲିକାରେ ସାମିଲ ଅଛନ୍ତି। ଫୋର୍ବସ ବିଲିୟନେୟାର ତାଲିକାରେ ଆମେରିକାରେ କେବଳ ୯୨ ବିଲିୟନେୟାର ମହିଳା ଥିବାବେଳେ…

ସଲମାନଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ଗିରଫ

ଯୋଧପୁର,୨୬।୩: ବଲିଉଡ୍‌ ଅଭିନେତା ସଲମାନଙ୍କୁ ହତ୍ୟା ଧମକ ଦେବା ପ୍ରସଙ୍ଗରେ ମୁମ୍ବାଇ ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଘଟଣାରେ ଅଭିଯୁକ୍ତ ଧାକଡ ରାମ ବିଷ୍ଣୋଇଙ୍କୁ ଯୋଧପୁରରୁ ପୋଲିସ ଗିରଫ କରିଛି। ମୁମ୍ବାଇ ଏବଂ ଲୁନି ପୋଲିସ ମିଳିତ କାର୍ଯ୍ୟାନୁଷ୍ଠାନ…

ସିଦ୍ଧୁ ମୁସଓ୍ବୋଲାଙ୍କ ପିତାଙ୍କୁ ହତ୍ୟା ଧମକ

ଚଣ୍ଡିଗଡ଼,୨୬।୩: ସ୍ବର୍ଗତ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ପିତା ବାଲକୌର ସିଂଙ୍କୁ ପୁଣି ଇ-ମେଲ ମାଧ୍ୟମରେ ହତ୍ୟା ଧମକ ଦିଆଯାଇଛି। ରବିବାର ସେ ଏନେଇ ପୋଲିସରେ ଅଭିଯୋଗ କରିଛନ୍ତି। ବାଲକୌରଙ୍କୁ ରାଜସ୍ଥାନରୁ ଇମେଲ ଯୋଗେ ହତ୍ୟା ଧମକ ମିଳିଛି। ଲରେନ୍ସ ବିଷ୍ଣୋଇଙ୍କ…

ଖୁବଶୀଘ୍ର ବାଜିବ ପରିଣୀତିଙ୍କ ସାହାନାଇ

ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ପରିଣୀତି ଚୋପ୍ରା ଆଜିକାଲି ରାଜ୍ୟ ସଭା ଏମ୍‌ପି ରାଘବ ଚଢାଙ୍କ ପ୍ରେମରେ ପଡିଛନ୍ତି। ଖୁବ୍‌ଶୀଘ୍ର ଉଭୟଙ୍କ ହାତଗଣ୍ଠି ପଡିବ ବୋଲି ଚର୍ଚ୍ଚା ହେଉଛି। ଏଥିପାଇଁ ଦୁହିଁଙ୍କ ପରିବାର ଲୋକଙ୍କ ମଧ୍ୟ ମଧ୍ୟ କଥାବାର୍ତ୍ତା ଆରମ୍ଭ ହୋଇଛି। ନିକଟରେ…

୨ କୋଟିର ନେଲ୍‌ପଲିଶ୍‌

ଆଜିକାଲି ସମସ୍ତେ ସୌନ୍ଦର୍ଯ୍ୟ ସଚେତନ। ତେଣୁ ବ୍ରାଣ୍ଡେଡ ଓ ଦାମୀ ବିଉଟି ପ୍ରଡକ୍ଟର ଆଦର ଦିନକୁ ଦିନ ବଢିବାରେ ଲାଗିଛି। ହେଲେ ଏମିତି ବି କିଛି ବିଉଟି ପ୍ରଡକ୍ଟ ଅଛି ଯାହାକୁ କିଣିବା ସାତ ସପନ। ସେଥିମଧ୍ୟରେ ଗୋଟିଏ ହେଉଛି ଏଜାଟୁର…

ସ୍ମାର୍ଟ ତକିଆ

ନିଦର ଅଭାବ, ଠିକ୍‌ରେ ନିଦ ନ ହେବା ଆଜିକାଲିର ଏକ ମୁଖ୍ୟ ସମସ୍ୟା ପାଲିଗଲାଣି। ଏଥିଯୋଗୁ ମଧୁମେହ, ହୃଦରୋଗ, ଅବସାଦ ପରି ଅନେକ ପ୍ରକାରର ସ୍ବାସ୍ଥ୍ୟଗତ ସମସ୍ୟା ଉପୁଜୁଛି। ତେଣୁ ସୁନିଦ୍ରା ସମସ୍ତଙ୍କ ପାଇଁ ନିହାତି ଜରୁରୀ। ଏହାକୁ ନଜରରେ ରଖି…

ଜିଭରେ କରନ୍ତି ପେଣ୍ଟିଂ

ସ୍ବାଦ ବାରିବା କାମ ଜିଭ କରିଥାଏ। କଥା କହିବାରେ ବି ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ଜାଣନ୍ତିକି ଜଣେ ବ୍ୟକ୍ତି ତାଙ୍କ ଜିଭକୁ ରଙ୍ଗ ତୂଳୀଭାବେ ବ୍ୟବହାର କରି ପେଣ୍ଟିଂ ବି କରିପାରନ୍ତି। ଆମେରିକାର ନିକ୍‌ ଷ୍ଟୋଏବରଲ ନାମକ ଏହି…

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ପହଲଗାମ୍‌

ଜମ୍ମୁ ଓ କଶ୍ମୀରସ୍ଥିତ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ହେଉଛି ପହଲଗାମ୍‌। ଏଠାରେ ପର୍ଯ୍ୟଟକ ପାଇନ୍‌ ଗଛର ଜଙ୍ଗଲ ସାଙ୍ଗକୁ ଅନେକ ସୌନ୍ଦର୍ଯ୍ୟପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀ ଦେଖିପାରିବେ। ତା’ସାଙ୍ଗକୁ ଟ୍ରେକିଂ, ଫିଶିଂ ଆଉ ଫଟୋଗ୍ରାଫିର ମଧ୍ୟ ଭରପୂର ମଜା ନେଇପାରିବେ… ପହଲଗାମ୍‌ ଜମ୍ମୁ ଓ…

ଏୟାର ଇଣ୍ଡିଆ ବିବାଦ: ଏୟାର ଟ୍ରାଫିକ କଣ୍ଟ୍ରୋଲରଙ୍କୁ ପଦବୀରୁ ହଟାଇଲା ନେପାଳ…

କାଠମାଣ୍ଡୁ,୨୬।୩ : ଏୟାର ଇଣ୍ଡିଆ ଏବଂ ନେପାଳ ଏୟାରଲାଇନ୍ସ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ତ୍ରିଭୁବନ  ଅନ୍ତର୍ଜାତୀୟ ବିମାନବନ୍ଦରର ଏୟାର ଟ୍ରାଫିକ କଣ୍ଟ୍ରୋଲରଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ପଦବୀରୁ ହଟାଇ ଦିଆଯାଇଛି। ନେପାଳର ବେସାମରିକ ବିମାନ ଚଳାଚଳ ବିଭାଗ ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri