ସୁଷମା ସ୍ବରାଜଙ୍କ ଝିଅଙ୍କୁ ମିଳିଲା ବଡ଼ ପଦବୀ
ନୂଆଦିଲ୍ଲୀ,୨୬।୩: ସ୍ବର୍ଗତ ଭାଜପା ନେତା ସୁଷମା ସ୍ବରାଜଙ୍କ ଝିଅ ବାଂସୁରୀ ସ୍ବରାଜ ସକ୍ରିୟ ରାଜନୀତିରେ ପ୍ରବେଶ କରିଛନ୍ତି। ବାଂସୁରୀଙ୍କୁ ଭାଜପା ଏକ ବଡ଼ ଦାୟିତ୍ୱ ଦେଇଛି। ତାଙ୍କୁ ଭାଜପାର ଦିଲ୍ଲୀ ୟୁନିଟ୍ର ଲିଗାଲ ସେଲର ସହ-ସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଛି। ବାଂସୁରୀ…
କଠୋର ଆଇନ ଲାଗୁ ହେବା ପରେ ପ୍ରଥମ ଥର ହେଲା ବିରୋଧ ପ୍ରଦର୍ଶନ
ହଙ୍ଗକଙ୍ଗ,୨୬ ।୩: ହଙ୍ଗକଙ୍ଗରେ ରବିବାର ତ୍ସୁଂଗ କ୍ୱାନ ଓର ଲୋକେ ସରକାରଙ୍କୁ ବିରୋଧ କରି ମାର୍ଚ୍ଚ ବାହାର କରିଥିଲେ । ଏହି ବିରୋଧ ପ୍ରଦର୍ଶନରେ ପ୍ରାୟ ୧୦୦ ଜଣ ସାମିଲ ହୋଇଥିଲେ । ଏହି ସମୟରେ ପ୍ରାୟ ୩୦ ପୋଲିସ ଅଧିକାରୀ…
ଜୁନିୟର ଏନଟିଆରଙ୍କୁ ସ୍ପେଶାଲ ଗିଫ୍ଟ ଦେଲେ ଆଲିଆ
ମୁମ୍ବାଇ: ଦକ୍ଷିଣ ଭାରତୀୟ ଫିଲ୍ମର ଆଗଧାଡିର ନାୟକ ଜୁନିୟର ଏନଟିଆର ଓ ରାମ ଚରଣଙ୍କ ଷ୍ଟାରର ମୁଭି ଆର ଆର ଆରରେ ବଲିଉଡ ନାୟିକା ଆଲିଆ ଭଟ୍ଟ ଏକ ମହତ୍ୱପୂର୍ଣ୍ଣ କ୍ୟାମିଓ ରୋଲରେ ନଜର ଆସିଥିଲେ । ଏହାପରଠାରୁ ଆଲିଆ ଓ…
ଦେବଗିରି ଜଳକୁଣ୍ଡରୁ ମିଳିଲା ଛାତ୍ରୀଙ୍କ ମୃତଦେହ
ରାୟଗଡ଼ା,୨୬।୩(ସ୍ବ.ପ୍ର.): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ମହକୁମାସ୍ଥିତ ଐତିହାସିକ ଶୈବପୀଠ ଦେବଗିରି ପାହାଡ଼ରୁ ପୋଲିସ ରବିବାର ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରିଛି। ମୃତା ଛାତ୍ରୀ ହେଲେ ବିରେନ ଗୌଡ଼ଙ୍କ ଝିଅ ଦେବକୀ। ତାଙ୍କ ଘର କାଶୀପୁର ବ୍ଲକ ସୁଙ୍ଗେର ଗ୍ରାମରେ।…
ପୁଣି କଳାହାଣ୍ଡି ଦାଦନ ଶ୍ରମିକଙ୍କ ମୃତ୍ୟୁ
କୋକସରା,୨୬।୩(ଡି.ଏନ୍.ଏ.): କଳାହାଣ୍ଡି ଜିଲାର ଦାଦନ ଦୁଃଖ ସରିବାର ନାଁ ଧରୁନାହିଁ। ଗତ ୩ ମାସ ମଧ୍ୟରେ କୋକସରା ବ୍ଲକର ୩ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଣି ଜଣେ ଦାଦନ ଶ୍ରମିକଙ୍କ ଝୁଲନ୍ତା ମୃତଦେହ ତାମିଲନାଡୁ ରାଜ୍ୟର କୋଏମ୍ବାଟୁର କାଦୁବାଟି…
ମୁମ୍ବାଇକୁ ୧୩୨ ରନ୍ର ଟାର୍ଗେଟ୍
ମୁମ୍ବାଇ,୨୬।୩: ମହିଳା ପ୍ରିମିୟର ଲିଗର ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୩୨ ରନ୍ର ଟାର୍ଗେଟ୍ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ। ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଦିଲ୍ଲୀ ୨୦ ଓଭରରେ ନଅ ଉଇକେଟ ହରାଇ ୧୩୧ ରନ ସଂଗ୍ରହ କରିଛି। ଦଳ…
ଜ୍ୟାକ୍ଲିନଙ୍କ ପାଇଁ ପାଗଳ ସୁକେଶ
ବଲିଉଡ୍ ଅଭିନେତ୍ରୀ ଜ୍ୟାକ୍ଲିନ୍ ଫର୍ନାଣ୍ଡିଜ୍ଙ୍କୁ ଜେଲ୍ରେ ଥାଇ ଚିଠି ଲେଖିଛନ୍ତି ପ୍ରେମିକ ସୁକେଶ ଚନ୍ଦ୍ରଶେଖର। କୋଟି କୋଟି ଟଙ୍କା ଠକେଇ ଅଭିଯୋଗରେ ଜେଲରେ ସଜା କାଟୁଥିବା ସୁକେଶ ନିଜ ଚିଠିରେ ଜ୍ୟାକ୍ଲିନ୍ଙ୍କୁ ତାଙ୍କ ଜୀବନର ସବୁଠାରୁ ବଡ଼ ଉପହାର ବୋଲି କହିଛନ୍ତି।…
ଭାରତୀୟ ବଂଶୋଦ୍ଭବ ବାଳିକାଙ୍କ ମୃତ୍ୟୁ ଘଟଣା: ଅଭିଯୁକ୍ତଙ୍କୁ ୧୦୦ ବର୍ଷ ଜେଲ୍
ନ୍ୟୁୟର୍କ,୨୬।୩: ଆମେରିକାର ଲୁସିଆନାରେ ଭାରତୀୟ ମୂଳର ଜଣେ ପାଞ୍ଚ ବର୍ଷର ବାଳିକାଙ୍କର ମୃତ୍ୟୁ ଅଭିଯୋଗରେ କୋର୍ଟ ଅଭିଯୁକ୍ତଙ୍କୁ ୧୦୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଖବର ଅନୁଯାୟୀ, ୨୦୨୧ରେ ପାଞ୍ଚ ବର୍ଷର ବାଳିକା ମିଆ ପଟେଲ ମାଙ୍କହାଉସ ଡ୍ରାଇଭରେ ଥିବା ଏକ…
‘କଂଗ୍ରେସର ସତ୍ୟାଗ୍ରହ ସତ୍ୟ ପାଇଁ ଲଢ଼େଇ ନୁହେଁ’
ନୂଆଦିଲ୍ଲୀ, ୨୬ା୩: କଂଗ୍ରେସର ସଂକଳ୍ପ ସତ୍ୟାଗ୍ରହକୁ ଭାଜପା କଡ଼ା ସମାଲୋଚନା କରିଛି। ଏହା ଦେଶର ସମ୍ବିଧାନ ଏବଂ କୋର୍ଟଙ୍କ ରାୟ ବିରୋଧରେ ଆନ୍ଦୋଳନ ବୋଲି ଭାଜପା ଅଭିଯୋଗ କରିଛି। କଂଗ୍ରେସ ସତ୍ୟାଗ୍ରହ ନାମରେ ମହାତ୍ମା ଗାନ୍ଧୀଙ୍କୁ ଅପମାନିତ କରିଛି। ମାହାତ୍ମା ଗାନ୍ଧୀ…
‘କଂଗ୍ରେସ’ର ଅର୍ଥ ବୁଝାଇଲେ ଜେ.ପି. ନଡା
ଭୋପାଳ,୨୬।୩: ଭାଜପା ସଭାପତି ଜେ.ପି. ନଡା ରବିବାର କଂଗ୍ରେସର ସତ୍ୟାଗ୍ରହ ଏବଂ ନାଁ ନ ନେଇ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରିଥିଲେ। ଭୋପାଳର ଲାଲ ପରେଡ ଗ୍ରାଉଣ୍ଡରେ ଡିଭିଜନାଲ ବୁଥ ଅଧ୍ୟକ୍ଷ ସମ୍ମିଳନୀକୁ ସମ୍ବୋଧିତ କରି ନଡା କହିଛନ୍ତି, କଂଗ୍ରେସର ଅର୍ଥ…
ବୃଦ୍ଧା ମା’ଙ୍କୁ ତଣ୍ଟି ଚିପି ହତ୍ୟା କଲା ପୁଅ
ବରଗଡ଼ ଅଫିସ,୨୬।୩: ପୁଅଟିଏ ଜନ୍ମହେଲେ ପରିବାରରେ ଖୁସିର ମାହୋଲ ଖେଳିଯାଏ। ପୁଅ ଦିନେ ବଡ଼ ହୋଇ ପରିଣତ ବୟସରେ ସାହା ଭରସା ପାଲଟିବ ବୋଲି ମା’ ବାପାଙ୍କ ମନରେ ଆଶା ବାନ୍ଧିଥାନ୍ତି । ମା’ ସେବା ସୁଶ୍ରୂଷା କରି ପୁଅକୁ ଛୋଟରୁ…
କାର-ବାଇକ୍ ମୁହାଁମୁହିଁ ଧକ୍କା: ଚାଲିଗଲା ଦୁଇ ଜୀବନ
କାଲିମେଳା,୨୬।୩(ଡି.ଏନ୍.ଏ.): ମାଲକାନଗିରି ଜିଲା କାଲିମେଳା ଥାନା ଅଧୀନ ପୋତାଖାର ଗ୍ରାମ ନିକଟ ୩୨୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍ ଧକ୍କାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ କାଲିମେଳା ଥାନା ଏରାଗୋଣ୍ଡା…
Archives


