୨୬୨ରେ ଅଟକିଲା ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ,୧୮।୨: ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଭାରତୀୟ ଟିମ୍ ୨୬୨ ରନ୍ କରିଛି। ଦଳ ପକ୍ଷରୁ ଅକ୍ଷର ପଟେଲ ୭୪ ଏବଂ ଆର୍. ଅଶ୍ୱିନ ୩୭ ରନ୍ କରିଛନ୍ତି। ସେହିଭଳି ବିରାଟ କୋହଲି ମଧ୍ୟ ୪୪ ରନ୍…
କୋହଲିଙ୍କ ଉଇକେଟକୁ ନେଇ ବିବାଦ
ନୂଆଦିଲ୍ଲୀ,୧୮।୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ଏକ ବଡ଼ ବିବାଦ ଦେଖାଦେଇଛି। ପୂର୍ବତନ ଅଧିନାୟକ ତଥା ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କୁ ଯେଉଁଭଳି ଭାବେ ଆଉଟ୍ ଦିଆଯାଇଛି, ତାହା ଉପରେ ପ୍ରଶ୍ନ ଉଠିଛି। କେବଳ ପ୍ରଶଂସକ ନୁହନ୍ତି…
ପରିବାର ନିୟୋଜନ ଅସ୍ତ୍ରୋପଚାର କରିବାରୁ ୧୧ ଛୁଆର ମା’ଙ୍କୁ ଘରେ ପୂରାଉନାହାନ୍ତି ସ୍ବାମୀ
କେନ୍ଦୁଝର,୧୮ା୨(ସ୍ବ.ପ୍ର.): ସାମାଜିକ ଅନ୍ଧ ବିଶ୍ୱାସ ଓ ପରମ୍ପରାକୁ ନେଇ ଆଦିବାସୀ ସମାଜ ବଞ୍ଚିଥିବା ବେଳେ ଅନେକ ସମୟରେ ଆଜିକାର ଆଧୁନିକ ଯୁଗରେ ଏହା ସେମାନଙ୍କ ପାଇଁ ବିପଦ ସୃଷ୍ଟି କରିଥାଏ। ଏଭଳି ଏକ ଘଟଣାରେ ପରିବାର ନିୟୋଜନ ଅସ୍ତ୍ରୋପଚାର କରିବାରୁ ଜଣେ…
ମହିଳା ଟି୨୦ ବିଶ୍ୱକପ୍: ସେମିଫାଇନାଲ ଲକ୍ଷ୍ୟରେ ଭାରତ
ଜିକ୍ୱେବର୍ହା,୧୮ା୨: ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍ରେ ଭାରତ ଶନିବାର ଇଂଲଣ୍ଡକୁ ଭେଟିବ। ହରମନପ୍ରୀତ କୌରଙ୍କ ଦଳ ପୂର୍ବରୁ ପାକିସ୍ତାନକୁ ୭ ଉଇକେଟ ଏବଂ ଓ୍ବେଷ୍ଟଇଣ୍ଡିଜକୁ ୬ ଉଇକେଟରେ ପରାସ୍ତ କରିଛି। ୨ଟି ବିଜୟ ଯୋଗୁ ଭାରତ ସେମିଫାଇନାଲରେ ପ୍ରବେଶ ପାଇଁ ଦୃଢ…
ପାଟଣାର ପ୍ରମୁଖ ଶୈବ ପୀଠ ଚଳଚଞ୍ଚଳ
ପାଟଣା,୧୮।୨(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ମହାଶିବରାତ୍ରି ପାଇଁ ବିଭିନ୍ନ ଶୈବପୀଠ ଚଳଚଞ୍ଚଳ ହୋଇ ଉଠିଛି। ସକାଳୁ ମୁଖ୍ୟାଳୟ ପୁରାତନ ଶୈବ ପୀଠ ଆନନ୍ଦେଶ୍ୱର ଶିବ ମନ୍ଦିର, ବୈତରଣୀ ତଟ ପରମେଶ୍ୱର ମହାଦେବ, ସ୍ବାମଶାସନ ସ୍ଥିତ ସୋମେଶ୍ୱର ମହାଦେବ…
ପାରିବାରିକ କଳହରୁ ଠେଙ୍ଗାରେ ପିଟି ସ୍ତ୍ରୀକୁ ହତ୍ୟା
ପରଜଙ୍ଗ,୧୮।୨(ଡି.ଏନ୍.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଆମ୍ବପଳାସ ଗାଁର ସାନମସମସା ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ଠେଙ୍ଗାରେ ପିଟି ସ୍ତ୍ରୀକୁ ହତ୍ୟା କରିଛନ୍ତି ମଦ୍ୟପ ସ୍ବାମୀ । ମୃତକ ହେଲେ ମମତା ଖଟୁଆ। ପୋଲିସ କହିବାନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ…
୨୦୨୪ରେ ରିଲିଜ ହେବ ‘ପ୍ରୋଜେକ୍ଟ କେ’
ବମ୍ବେ: ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପ୍ରୋଜେକ୍ଟ କେ’ର ପ୍ରଥମ ପୋଷ୍ଟର ରିଲିଜ କରାଯାଇଛି। ମହାଶିବରାତ୍ରୀ ଉପଲକ୍ଷେ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ୍ ପ୍ରଶଂସକଙ୍କୁ ଖୁସି ଖବର ଦେଇ ଏହାର ରିଲିଜ୍ ଡେଟ୍ ବିଷୟରେ ଜଣାଇଛନ୍ତି। ‘ପ୍ରୋଜେକ୍ଟ କେ’ ଏକ ସାଇନ୍ସ ଫ୍ରିକ୍ସନ ଫିଲ୍ମ।…
୧୭ ବର୍ଷ ବୟସରେ ପ୍ରେମରେ ପଡିଥିଲେ ଏହି ଅଭିନେତ୍ରୀ
ମୁମ୍ବାଇ: ଟେଲି ଅଭିନେତ୍ରୀ ଶିବାଙ୍ଗୀ ଯୋଶୀଙ୍କୁ ‘ୟେ ରିସ୍ତା କିୟା କେହଲତା ହୈ’ରୁ ଲାଇମଲାଇଟ୍ରେ ରହିଥିଲେ। ଅଭିନେତ୍ରୀ ନାଇରାଙ୍କ ଚରିତ୍ର ପାଇଁ ଅନେକ ପ୍ରଶଂସା ଲାଭ କରିଛନ୍ତି। ଲୋକମାନେ ତଥାପି ତାଙ୍କୁ ନାଇରା ନାମରେ ଜାଣିଛନ୍ତି। ଏହି ଶୋ’ ପରେ ଅଭିନେତ୍ରୀଙ୍କୁ…
ଦିଲ୍ଲୀ ଟେଷ୍ଟରୁ ବାଦ୍ ପଡ଼ିଲେ ଓ୍ବାର୍ନର
ନୂଆଦିଲ୍ଲୀ,୧୮।୨: ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆକୁ ବଡ ଝଟ୍କା ଲାଗିଛି। ଦଳର ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ଓ୍ବାର୍ନର ଆହତ ହୋଇଥିବା କାରଣରୁ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ତେବେ ନିୟମାନୁଯାୟୀ ତାଙ୍କ ସ୍ଥାନରେ ମ୍ୟାଟ୍ ରେନ୍ସାଓଙ୍କୁ…
ଟେମ୍ବା ବାଭୁମା ଦକ୍ଷିଣ ଆଫ୍ରିକାର ନୂଆ ଟେଷ୍ଟ ଅଧିନାୟକ
କେପ୍ଟାଉନ୍,୧୮।୨: ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏକ ବଡ଼ ନିଷ୍ପତ୍ତି ନେଇ କ୍ରିକେଟ ଦକ୍ଷିଣ ଆଫ୍ରିକା (ସିଏସ୍ଏ) ହଠାତ୍ ଏହାର ଟେଷ୍ଟ ଅଧିନାୟକଙ୍କୁ ବଦଳାଇ ଦେଇଛି। ଆଗାମୀ ଦିନରେ ଦକ୍ଷିଣ ଆଫ୍ରିକା ଟେଷ୍ଟ ଦଳର…
ବାସନ ମାଜୁଛି ମାଙ୍କଡ଼, ଭିଡିଓ ଦେଖିଲେ…
ମାଙ୍କଡ଼କୁ ସବୁଠାରୁ ଅନୁକରଣକାରୀ ପ୍ରାଣୀ ଭାବରେ ବିବେଚନା କରାଯାଏ। ତାଲିମ ପାଇବା ମାତ୍ରେ ସେ ଏତେ ଆଶ୍ଚର୍ଯ୍ୟଜନକ ଅଭିନୟ ଆରମ୍ଭ କରନ୍ତି ଯେ, ବିଶ୍ୱାସ କରିବା କଷ୍ଟକର। ଅନେକଥର ମାଙ୍କଡ଼ମାନେ ସେମାନଙ୍କ ଦୁଃସାହସିକ କାର୍ଯ୍ୟ କରୁଥିବା ଆମେ ଦେଖିଛେ। ବେଳେବେଳେ କାହାର…
୨୪ ବର୍ଷ ହେଲା ନଡିଆ ପାଣି ପିଇ ବଞ୍ଚୁଛନ୍ତି ଏହି ବ୍ୟକ୍ତି
ଆଜିକାଲି ଲୋକେ ନିଜକୁ ଫିଟ୍ ରଖିବା ପାଇଁ ସବୁକିଛିକୁ ଆପଣାଉଛନ୍ତି। କିନ୍ତୁ ଜଣେ ବ୍ୟକ୍ତି ଏହିପରି କିଛି କରିଛନ୍ତି, ଯାହା ବୋଧହୁଏ କଳ୍ପନା ବାହାରେ। ବାସ୍ତବରେ, ବାଲକ୍ରିଷ୍ଣନ ନାମକ ଜଣେ ବ୍ୟକ୍ତି ଗ୍ୟାଷ୍ଟ୍ରୋସୋଫିଗାଲ ରିଫ୍ଲକ୍ସ ରୋଗ ହେତୁ ଏଭଳି ନିଷ୍ପତ୍ତି ନେଇଛନ୍ତି।…
Archives


