୩ କୋଟି ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
ଚିତ୍ରକୋଣ୍ଡା,୨୭ା୩(ଡି.ଏନ୍.ଏ.): ଚିତ୍ରକୋଣ୍ଡା ପୋଲିସକୁ ଗଞ୍ଜେଇ ଚଢ଼ାଉରେ ସଫଳତା ମିଳିଛି। ମାଲକାନଗରି ଜିଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଡାଇକ ଥ୍ରୀ (dyke-3) ଜଙ୍ଗଲରେ ଚଢ଼ାଉ କରି ୧୩୨ ଜରି ବସ୍ତା ଅର୍ଥାତ୍ ୩ ଟନ୍ ୩୦୦ କେଜି ଗଞ୍ଜେଇ ଜବତ ହୋଇଛି। ଯାହାର…
ଅନୁଷ୍କାଙ୍କ ଆଗରେ ‘ନାଟୁ ନାଟୁ’ ଗୀତରେ ଡ୍ୟାନ୍ସ କଲେ କୋହଲି
ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟର ବିରାଟ କୋହଲି ଦେଶର ଚର୍ଚ୍ଚିତ ଦମ୍ପତ୍ତିଙ୍କ ମଧ୍ୟରୁ ଅନ୍ୟତମ। ନିକଟରେ ଏହି ଦମ୍ପତି ଭାରତୀୟ କ୍ରୀଡ଼ା ସମ୍ମାନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତଙ୍କ ହୃଦୟ ଜିତିଥିଲେ। ଏହି କାର୍ଯ୍ୟକ୍ରମରେ କୋହଲି ଓସ୍କାର…
ଗାଁ ଭିତରେ ପଶି ୩ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲା ଭାଲୁ
ପାଟଣା,୨୭ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ରାଇଡିହା ବିଟ୍ ଖିଲାରୀ ପାଟନୂଆଗାଁରେ ସୋମବାର ଏକ ବଣୁଆ ଭାଲୁ ଆକ୍ରମଣରେ ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ବ୍ୟକ୍ତିମାନେ ହେଲେ ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବଡ଼ ନୂଆଗାଁର ବୀବବଲ…
ଫିଲ୍ମ ପୂର୍ବରୁ ଏହି କଳାକାରମାନେ ଥିଏଟରରେ କରିଥିଲେ ଅଭିନୟ
ମୁମ୍ବାଇ: ପ୍ରତିବର୍ଷ ମାର୍ଚ୍ଚ ୨୭ରେ ସାରା ବିଶ୍ୱରେ ‘ବିଶ୍ୱ ନାଟ୍ୟ ଦିବସ’ ପାଳନ କରାଯାଏ। ଫିଲ୍ମ ଆରମ୍ଭ ଥିଏଟରରୁ ବୋଲି ବିଶ୍ୱାସ କରାଯାଏ। ୧୯୧୩ରେ ଭାରତରେ ପ୍ରଥମ ଫିଲ୍ମ ‘ରାଜା ହରିଶ୍ଚନ୍ଦ୍ର’ଆସିବା ପୂର୍ବରୁ ‘ଥିଏଟର’ ଏକମାତ୍ର ମାଧ୍ୟମ ଥିଲା। ଯାହା କଳାକାର…
ରାହୁଲ ଗାନ୍ଧୀଙ୍କ ଭଳି ଲୋକ ଗଣତନ୍ତ୍ର ପାଇଁ ବିପଦ: କେନ୍ଦ୍ର ମନ୍ତ୍ରୀ
ନୂଆଦିଲ୍ଲୀ,୨୭।୩: କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ସୋମବାର ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ଗାନ୍ଧୀ ପରିବାର ନିଜକୁ ସମସ୍ତଙ୍କଠାରୁ ଅଲଗା ଏବଂ ସମ୍ବିଧାନଠାରୁ ଊର୍ଦ୍ଧ୍ୱରେ ବିବେଚନା କରନ୍ତି। ରାହୁଲ ଗାନ୍ଧୀଙ୍କ ସଂସଦର ସଦସ୍ୟତା ବାତିଲ କରିବାରେ ଭାଜପା…
କେ.ଏଲ, ରାହୁଲଙ୍କୁ ଝଟ୍କା, ଗ୍ରେଡେଶନ ହ୍ରାସ ଯୋଗୁ କମିଲା ପାରିଶ୍ରମିକ, ରବିନ୍ଦ୍ର ଜାଡେଜାଙ୍କୁ ସର୍ବାଧିକ ଲାଭ…
କୋଲକାତା,୨୭।୩ : କେ.ଏଲ ରାହୁଲଙ୍କ ସମସ୍ୟା କମିବାର ନା ଧରୁନି। ବିସିସିଆଇର ବାର୍ଷିକ ଚୁକ୍ତି ଯୋଗୁ ଏହି ଓପନରଙ୍କୁ ଆଉ ଏକ ବଡ଼ ଝଟକା ଲାଗିଛି। ବୋର୍ଡ କେ.ଏଲ. ରାହୁଲଙ୍କୁ ଏ ଗ୍ରେଡରୁ ହଟାଇ ତାଙ୍କୁ ବି ଗ୍ରେଡରେ ରଖିଛି। ଅକ୍ଟୋବର…
ଆଇପିଏଲ ପୂର୍ବରୁ କୋହଲିଙ୍କ ନୂଆ ଅବତାର: ହାତରେ…
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଟାଟୁ ପ୍ରେମ କାହାକୁ ଅଛପା ନାହିଁ। କୋହଲି ପିଲାଦିନରୁ ଟାଟୁକୁ ଭଲ ପାଉଥିଲେ ଏବଂ ବହୁତ କମ ବୟସରୁ ତାଙ୍କ ଶରୀରରେ ଟାଟୁ କରିଆସୁଥିଲେ। ତେବେ ପିତା ହେବା ପରେ ମଧ୍ୟ…
କ୍ଷତିଗ୍ରସ୍ତଙ୍କୁ ସହାୟତା ଦାବି
ଦଶପଲ୍ଲା,୨୭ା୩ (ଡି.ଏନ.ଏ.): ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଖମାରସାହି ପଞ୍ଚାୟତର ସାରେଣୀ ଗଣ୍ଡା ଗାଁରେ ଗତ ୨୧ ତାରିଖରେ ଝଡ ତୋଫାନ ହୋଇ ଗାଁର ପ୍ରକାଶ କୁମାର ଜାନୀଙ୍କ ଘର ଛପର ଉଡାଇ ଦେଇଥିଲା। ସେ ଜଣେ ଗରିବ ଶ୍ରେଣୀର ଲୋକ ହୋଇଥିବାରୁ…
ରାଶନ ଯୋଗାଇଦେବାକୁ ଯୋଗାଣ ନିରୀକ୍ଷକଙ୍କ ନିର୍ଦ୍ଦେଶ
ନୂଆଗାଁ,୨୭ା୩ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ବେରୁହାଁବାରି ଗ୍ରାମର ବାସନ୍ତୀ ନାୟକ ୬ ମାସ ହେଲା ରାଶନ ସାମଗ୍ରୀ ପାଉ ନ ଥିଲେ। ଏ ନେଇ ଶୁକ୍ରବାର ନୂଆଗାଁ ଯୋଗାଣ ନିରୀକ୍ଷକଙ୍କୁ ଭେଟି ବାସନ୍ତୀ ଓ ଭିନ୍ନକ୍ଷମ ଝିଅ ଅଭିଯୋଗ…
ନିଯୁକ୍ତି ଦାବିରେ ଧାରଣାରେ ବସିଲେ ସ୍ଥାନୀୟ ଲୋକେ
ଜେନାପୁର,୨୭ା୩(ଡି.ଏନ୍.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ଅଧୀନ ୫୩ ନମ୍ବର ଜାତୀୟ ରାଜପଥର ତାରିଣୀ ଛକ ନିକଟସ୍ଥ ଏଭର ସଣ୍ଡାଇ ନାମକ କମ୍ପାନୀ ରହିଥିବା ବେଳେ ସ୍ଥାନୀୟ ଲୋକମାନଙ୍କୁ ନିଯୁକ୍ତି ନ ମିଳିବାରୁ ଅସନ୍ତୋଷ ପ୍ରକାଶ ପାଇଛି।…
ଭଦ୍ରକରୁ ନୟାଗଡ଼ ଚାଲିବ ମେମୁ ଟ୍ରେନ୍
ନୟାଗଡ଼ ଅଫିସ,୨୭।୩: ନୟାଗଡ଼ରୁ ଭଦ୍ରକ ଚାଲିବ ମେମୁ ଟ୍ରେନ୍। ଏପରି ସୂଚନା ଆସିଛି ଭଦ୍ରକର ପୂର୍ବତନ ବିଧାୟକ ନରେନ୍ଦ୍ର ପଲେଇଙ୍କ ପାଖକୁ। ରେଳ ବିଭାଗ ପକ୍ଷରୁ ଆସିଥିବା ଏହି ସୂଚନା ଅନୁସାରେ ଏପ୍ରିଲ ପ୍ରଥମ ସପ୍ତାହରୁ ରେଳ ଚଳାଚଳ ହେବ। ଅନ୍ୟପକ୍ଷେ…
ଆଜି ବିଶ୍ୱ ନାଟକ ଦିବସ: ଓଡ଼ିଆ ନାଟକର ବିଶ୍ୱସ୍ତରୀୟ ସ୍ବପ୍ନ
ଯେବେ ଆମେ ନାଟକର କଥା କହୁ, ଆଖି ସାମ୍ନାକୁ ଚାଲିଆସନ୍ତି ବିଭିନ୍ନ ଚରିତ୍ର। ଯେଉଁମାନଙ୍କ ସହ ଯୋଡ଼ି ହୋଇ ରହିଥାଏ ସମାଜର ପ୍ରତିଫଳନ। ସାମାଜିକ କଥା କୁହ କି ରାଜନୈତିକ, ପାରିବାରିକ, ଅର୍ଥନୈତିକ କିମ୍ବା କୌଣସି ବ୍ୟକ୍ତି ବିଶେଷଙ୍କ କଥା, ସବୁକିଛିକୁ…
Archives


