ଜମୁଛି ଦାରିଙ୍ଗବାଡ଼ି ଶୀତ ମହୋତ୍ସବ: ଭାଷା-ସାହିତ୍ୟ ସମାରୋହରେ ଯୋଗ ଦେଇ ଜ୍ଞାନ ହୋତା କହିଲେ ପ୍ରୀତି ବଢ଼ିବା ପାଇଁ…
ଦାରିଙ୍ଗବାଡ଼ି,୧୦ା୧(ଅରୁଣ ସାହୁ): ଏକାଦଶ ତମ ଦାରିଙ୍ଗବାଡ଼ି ଶୀତ ମହୋତ୍ସବର ତୃତୀୟ ଦିବସରେ ଭାଷା ଓ ସାହିତ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଶିଷ୍ଠ ସାହିତି୍ୟକ, କବି, ଲେଖକ, ଗବେଷକ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ଥିଲେ ବ୍ୟଙ୍ଗକବି ଜ୍ଞାନ ହୋତା,…
ଓଡ଼ିଶା ଆସିବେ ନୀତିନ ନବୀନ
ଭୁବନେଶ୍ୱର,୧୦ା୧: ଖୁବଶୀଘ୍ର ଓଡ଼ିଶା ଆସିବେ ଭାଜପା କାର୍ଯ୍ୟକାରୀ ସଭାପତି ନୀତିନ ନବୀନ। ଏନେଇ ସୂଚନା ଦେଇ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଦୀର୍ଘ ସମୟ ରାଷ୍ଟ୍ରୀୟ ସଭାପତିଙ୍କ ସହ ଆଲୋଚନା ହୋଇଥିଲା। ରାଜ୍ୟ ବିଷୟରେ ତାଙ୍କୁ ଅବଗତ କରିଥିଲ।…
JDUରୁ ବିଦା ହେଲେ କେସି ତ୍ୟାଗୀ! ଦଳ କହିଲା ଆମର ତାଙ୍କ ସହ କୌଣସି…
ପାଟନା,୧୦।୧: ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପାଇଁ ଭାରତ ରତ୍ନ ଦାବି କରିଥିବା ପୂର୍ବତନ ଏମପି କେସି ତ୍ୟାଗୀଙ୍କଠାରୁ ଜେଡିୟୁ ନିଜକୁ ଦୂରେଇ ରଖିଛି। ତ୍ୟାଗୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖି କହିଥିଲେ ଯେ ନୀତୀଶ କୁମାର ସମାଜବାଦୀ ଆନ୍ଦୋଳନର…
ନୀତୀଶଙ୍କୁ ମିଳୁ ଭାରତ ରତ୍ନ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ ପୂର୍ବତନ ଏମପି କେସି ତ୍ୟାଗୀ
ପାଟନା,୧୦।୧: ପୂର୍ବତନ ଏମପି ଏବଂ ଜେଡିୟୁ ରାଜନୈତିକ ପରାମର୍ଶଦାତା କେସି ତ୍ୟାଗୀ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ଦାବି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲେଖିଥିବା ଏକ ଚିଠିରେ ତ୍ୟାଗୀ କହିଛନ୍ତି,…
ଗ୍ରାହକଙ୍କୁ ୨ ଲକ୍ଷ ଟଙ୍କା ଅଫର ଦେଉଛି SBI! ଜାଣନ୍ତୁ କାହିଁକି, କେଉଁମାନେ ଉଠାଇପାରିବେ ଏହାର ଲାଭ…
ନୂଆଦିଲ୍ଲୀ,୧୦।୧: ଆପଣ ହୁଏତ ଆପଣଙ୍କ ଇନଷ୍ଟାଗ୍ରାମ ଫିଡ୍ରେ ଏକ ଭିଡିଓ ଦେଖିଥିବେ ଯେଉଁଥିରେ ଦାବି କରାଯାଇଛି ଯେ SBI ଏହାର ପୁରୁଣା ଗ୍ରାହକମାନଙ୍କୁ ୨ ଲକ୍ଷ ଦେଉଛି। ଏହା ପ୍ରକୃତରେ SBIର RTXC (ରିଅଲ-ଟାଇମ ଏକ୍ସପ୍ରେସ କ୍ରେଡିଟ) ଅଫର୍ ବିଷୟରେ, ଯାହା…
ନବୋଦୟ ବିଦ୍ୟାଳୟ ଜଣ୍ଡିସ: ବଡ଼ କଥା କହିଲେ ସ୍ବାସ୍ଥ୍ୟ ମନ୍ତ୍ରୀ, କାହିଁକି ବ୍ୟାପିଲା…
ଭୁବନେଶ୍ୱର,୧୦।୧: ଖୋର୍ଦ୍ଧା ନବୋଦୟ ବିଦ୍ୟାଳୟ ଜଣ୍ଡିସ ସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣରେ ରହିଛି। ଏ ନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ସ୍କୁଲ ରୋଷେଇ ଘର ପାଇପ ଫାଟି ପାଣି ଦୂଷିତ ହୋଇଥିଲା। ସେହି ପାଣିରୁ ଜଣ୍ଡିସ ବ୍ୟାପିଥିଲା, ପାଣି…
ହନୁମାନ ଚାଳିଶା ପଢୁଛନ୍ତି ପରିଣୀତି: କାରଣ ଜାଣିଲେ…
ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ନିକଟରେ ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି। ସେ ଏବେ ତାଙ୍କ ପ୍ରସବ ପରେ ଜୀବନ ବିଷୟରେ ମୁହଁ ଖୋଲିଛନ୍ତି। ପ୍ରସବର ଦୁଇ ମାସ ପରେ ସେ ଧୀରେ ଧୀରେ ସାଧାରଣ ଜୀବନକୁ ଫେରୁଛନ୍ତି। ପ୍ରସବ ପରେ…
ବାଂଲାଦେଶୀ କ୍ରିକେଟର ତମିମ ଇକବାଲଙ୍କୁ ‘ଭାରତୀୟ ଏଜେଣ୍ଟ’ କହି ଫସିଗଲେ BCB ନିର୍ଦ୍ଦେଶକ!
ନୂଆଦିଲ୍ଲୀ,୧୦।୧: ପୂର୍ବତନ ବାଂଲାଦେଶ ଅଧିନାୟକ ତାମିମ ଇକବାଲ ଭାରତ ଏବଂ ବାଂଲାଦେଶ ମଧ୍ୟରେ କ୍ରିକେଟ ସମ୍ପର୍କରେ ବର୍ତ୍ତମାନର ଉତ୍ତେଜନାର ସମାଧାନ ପାଇଁ ଆଲୋଚନା ପାଇଁ ଆହ୍ବାନ ଦେଇଥିଲେ, ଯାହା ଫଳରେ ବାଂଲାଦେଶ କ୍ରିକେଟ ବୋର୍ଡ (BCB) ନିର୍ଦ୍ଦେଶକ ଏମ ନଜମୁଲ ଇସଲାମ…
ଟି-୨୦ ବିଶ୍ୱକପରେ ଭାରତ ପାଇଁ ଗେମ ଚେଞ୍ଜର ସାବ୍ୟସ୍ତ ହେବେ ଏହି ଖେଳାଳି, ବଡ଼ ଭବିଷ୍ୟବାଣୀ କଲେ ସୋଏବ ଅଖତର
ନୂଆଦିଲ୍ଲୀ,୧୦।୧: ଆସନ୍ତା ମାସରେ ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ଆୟୋଜିତ କରିବାକୁ ଯାଉଛନ୍ତି T20 ବିଶ୍ୱକପ। ଟିମ ଇଣ୍ଡିଆ ଡିଫେଣ୍ଡିଂ ଚାମ୍ପିଅନ ଭାବରେ ପଡ଼ିଆରେ ପ୍ରବେଶ କରିବ। ସମସ୍ତଙ୍କ ନଜର ଏହି ଦଳ ଉପରେ ରହିବ କାରଣ ଭାରତରେ କେତେଜଣ…
Budget 2026: ଟ୍ୟାକ୍ସପେୟରଙ୍କ ପାଇଁ ବଡ଼ ଘୋଷଣା! ଦେବାକୁ ପଡିବନି…
ନୂଆଦିଲ୍ଲୀ,୧୦।୧: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧, ୨୦୨୬ (ରବିବାର) ରେ ତାଙ୍କର କ୍ରମାଗତ ନବମ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ମଧ୍ୟବିତ୍ତ ଏବଂ ବେତନଭୋଗୀ କର୍ମଚାରୀମାନେ ମୋଦି ୩.୦ ସରକାରଙ୍କ ଏହି ଦ୍ୱିତୀୟ ପୂର୍ଣ୍ଣ ବଜେଟ ଠାରୁ ବହୁତ…
ରୌପ୍ୟ ପଦକ ହାତେଇ ଜିଲା ପାଇଁ ଗୌରବ ଆଣିଲେ ହରପ୍ରିୟା
କୋରାପୁଟ,୧୦।୧(ଅମିତାଭ ବେହେରା): ଭୁବନେଶ୍ୱର ସରକାରୀ ଦକ୍ଷତା ବିକାଶ ମହାବିଦ୍ୟାଳୟରେ ଆୟୋଜିତ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଭାଗ ନେଇଥିବା କୋରାପୁଟ ଜିଲା ଦାମନଯୋଡ଼ିର ଛାତ୍ରୀ ହରପ୍ରିୟା ସାମଲ ଦ୍ୱିତୀୟ ହୋଇଛନ୍ତି। ଏହି କୃତିତ୍ୱ ପାଇଁ ତାଙ୍କୁ ରୌପ୍ୟ ପଦକ ମିଳିଛି। ଶୁକ୍ରବାର ଲୋକସେବା…
ଜଳିଗଲା ଲକ୍ଷାଧିକ ଟଙ୍କାର ମକା, ସରକାରଙ୍କ ପାଖରେ କ୍ଷତିପୂରଣ ଦାବି କରି…
ମୋହନା,୧୦ା୧(ମନ୍ମଥ ମିଶ୍ର): ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଶୁଖିଲା ମକା ଜଳିପୋଡ଼ି ପାଉଁଶ ହୋଇଯାଇଛି। ଏଭଳି ଘଟଣା ଘଟିଛି ଗଜପତି ଜିଲା ରା.ଉଦୟଗିରି ଥାନା ଅନ୍ତର୍ଗତ ପରିସଲ ଗ୍ରାମରେ। ଶୁକ୍ରବାର ହଠାତ୍ ନିଆଁ ଲାଗିଥିଲା ମକା ଖଳାରେ। ପରିସଲ ଗ୍ରାମର ଅନେକ…
Archives


