ଚାଷ ଦେଲା ପରିଚୟ
ଭବାନୀପାଟଣା,୩।୪(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଚାରଭାଟି ପଞ୍ଚାୟତ କାଦୋପଦର ଗ୍ରାମର ଯୁଧିଷ୍ଠିର ମାଝୀ ଏବଂ ତାଙ୍କର ସ୍ତ୍ରୀ ପ୍ରେମଶିଲା ଏବେ ବିଭିନ୍ନ ପ୍ରକାର ପନିପରିବା ଚାଷ କରି ଚର୍ଚ୍ଚାକୁ ଆସିଛନ୍ତି। ଏପରି କି ଦମ୍ପତିଙ୍କ ସଫଳ ଚାଷକୁ ନେଇ ଜୁନାଗଡ଼…
ଜିଲାପାଳ କାର୍ଯ୍ୟାଳୟ ଘେରିଲା ପୂର୍ବତନ ସୈନିକ ସଙ୍ଘ
ବଲାଙ୍ଗୀର ଅଫିସ,୩।୪: ଦେଶରେ ଓ୍ବାନ ର଼୍ୟାଙ୍କ ଓ୍ବାନ ପେନସନ ଦାବିରେ ସୋମବାର ସମସ୍ତ ଜିଲା ମୁଖ୍ୟାଳୟମାନଙ୍କରେ ପୂର୍ବତନ ସୈନିକ ସଙ୍ଘ ବିକ୍ଷୋଭ ପ୍ରଦର୍ଶନ କରିଛି। ସେହି କ୍ରମରେ ୪ ଦଫା ଦାବି ନେଇ ବଲାଙ୍ଗୀରର ପୂର୍ବତନ ସୈନିକ ସଙ୍ଘ ଏକ ରାଲିରେ…
ଇଶାନଙ୍କ ହାତରେ ହଲିଉଡ ପ୍ରୋଜେକ୍ଟ
ମୁମ୍ବାଇ: ‘ଫୋନ ଭୁତ’ ଅଭିନେତା ଇଶାନ ଖଟ୍ଟର ବଲିଉଡ ଇଣ୍ଡଷ୍ଟ୍ରିରେ ଜଲଓ୍ବା ଦେଖାଇ ପାରି ନାହାନ୍ତି ସତ। ହେଲେ ତାଙ୍କ ଅଭିନୟର ଖୁବ୍ ପ୍ରଶଂସା କରାଯାଇଛି। ଏବେ ଇଶାନ ହଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ତାଙ୍କୁ ନିକୋଲ କିଡମ୍ୟାନ ଓ ଲିଭ…
ଆଇପିଏଲ୍ର ବିରାଟଙ୍କ ରେକର୍ଡ
ବେଙ୍ଗାଲୁରୁ,୩।୪: ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ୍)ର ପଞ୍ଚମ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି) ୮ ଉଇକେଟରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଥିଲା। ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ୪୯ ବଲ୍ରେ ୬ ଚୌକା ଓ ୫ ଛକା ସହାୟତାରେ ୮୨ ରନ୍ କରି…
ଭାଜପାକୁ ଆଇନା ଦେଖାଇଲା ଜେଡିୟୁ
ପାଟନା,୩।୪: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିହାର ଗସ୍ତ ପରେ ଏବେ ରାଜ୍ୟରେ ରାଜନୀତି ହୋଇଛି ସରଗରମ। ଅମିତ ଶାହା ଜେଡିୟୁ ଉପରେ ଯେଉଁ ଅଭିଯୋଗ ଆଣିଥିଲେ ଏବେ ଏହାର ପାଲଟା ଜବାବ ଦେଇଛି ଜେଡିୟୁ। ଅର୍ଥମନ୍ତ୍ରୀ ବିଜୟ ଚୌଧୁରୀ ସୋମବାର…
ଆହୁରି ୧୪ ଦିନ ଜେଲରେ ରହିବେ ମନୀଷ ସିସୋଡିଆ
ନୂଆଦିଲ୍ଲୀ,୩।୪: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲରେ ଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଆହୁରି ୧୪ ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସୋମବାର ସିସୋଡିଆଙ୍କୁ ଦିଲ୍ଲୀର ରୌଜ ଏଭିନ୍ୟ କୋର୍ଟରେ ହାଜର କରାଯାଇଥିଲା। ଯେଉଁଠାରେ କୋର୍ଟ ତାଙ୍କୁ…
ଆଜି ଚେନ୍ନାଇ-ଲକ୍ଷ୍ନୌ ମୁହାଁମୁହିଁ
ଚେନ୍ନାଇ,୩।୪: ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମରେ ସୋମବାର ଆଇପିଏଲ୍ର ଷଷ୍ଠ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ମୁହାଁମୁହିଁ ହେବେ। ଏହା ଉଭୟ ଦଳର ଦ୍ୱିତୀୟ ମ୍ୟାଚ । ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ…
ଭଉଣୀ ଖୁସିଙ୍କ ସହ ତିରୁମାଳା ବାଲାଜୀ ମନ୍ଦିର ପରିଦର୍ଶନ କଲେ ଜାନଭୀ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜାନଭୀ କପୁର ନିଜର ଅଭିନୟ ସହିତ ଖୁବ୍ କମ ସମୟ ମଧ୍ୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏହି ଅଭିନେତ୍ରୀ ବର୍ତ୍ତମାନ ହିନ୍ଦୀ ସହିତ ଦକ୍ଷିଣ ଇଣ୍ଡଷ୍ଟ୍ରିରେ ପାଦ ଦେବାକୁ ଯାଉଛନ୍ତି। ସାଉଥ୍ ଅଭିନେତା ଜୁନିୟର…
ଇଣ୍ଡିଆନ ଆଇଡଲ ସିଜନ୍-୧୩ର ବିଜେତାଙ୍କୁ ଫଲୋ କରନ୍ତି ବିରାଟ କୋହଲି
ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ହୋଉଥିବା ଇଣ୍ଡିଆନ ଆଇଡଲ ସିଜନ୍-୧୩ର ବିଜେତାଙ୍କ ନାମ ନିକଟରେ ଘୋଷଣା କରାଯାଇଛି। ୟୁପିର ଋଷି ସିଂ ସିଜନ୍-୧୩ର ବିଜେତା ହୋଇଛନ୍ତି। ତାଙ୍କୁ ଏକ ଚମତ୍କାର ଟ୍ରଫି ସହ ୨୫ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଛି। ଯାହା…
ବାତ ମାରୁଥିଲେ…
କୌଣସି ଛୋଟ ପିଲା କିମ୍ବା ବ୍ୟକ୍ତିଙ୍କୁ ବାତ ମାରୁଥିଲେ କେତୋଟି ବିଷୟ ପ୍ରତି ପ୍ରାଥମିକତା ଦେବା ନିହାତି ଜରୁରୀ। ଗୋଟିଏ କଥା ମନେରଖନ୍ତୁ ଯେ, ବାତ ମାରିବା ଲକ୍ଷଣ ଅସ୍ଥାୟୀ ଏବଂ ତାହା ମନକୁ ମନ ଉପଶମ ହୋଇଯାଏ। ବାତ ମାରିବା…
ଜବରଦଖଲ ଉଚ୍ଛେଦରେ ପ୍ରଶାସନର ପଛଘୁଞ୍ଚା
ଦେବଗଡ଼,୩।୪(ଡି.ଏନ୍.ଏ.): ଦେବଗଡ଼ ସହର କଲେଜ ରୋଡ ଶନି ମନ୍ଦିର ନିକଟ ଷୋହଳ ବଖରି କଟା (ପୋଖରୀ) ଉନ୍ନତିକରଣ କରାଯାଉଛି। ହେଲେ ଏହି ପୋଖରୀର କିଛି ଜାଗାକୁ କେତେଜଣ ବ୍ୟକ୍ତି ଜବରଦଖଲ କରିରଖିଛନ୍ତି। ଫଳରେ ଆଗକୁ ଉନ୍ନତିକରଣ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେବା…
ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ବିଧବା ମଞ୍ଜୁଙ୍କ ପରିବାର
ପଲମ,୩।୪(ଡି.ଏନ.ଏ.): କଳାହାଣ୍ଡି ଜିଲା ନର୍ଲା ବ୍ଲକ୍ ରୁପ୍ରା ପଞ୍ଚାୟତସ୍ଥିତ ଟୁଟିଙ୍ଗ ଗ୍ରାମରେ ଅସହାୟ ଅବସ୍ଥାରେ ରହୁଛନ୍ତି ବିଧବା ମଞ୍ଜୁ ଦୁର୍ଗା(୫୦)ଙ୍କ ପରିବାରବର୍ଗ। ପରିବାର ପ୍ରତିପୋଷଣ କରିବା ପାଇଁ ରାଜ୍ୟ ବାହାରୁ କାମ କରିବାକୁ ଯାଇଥିଲେ ମଞ୍ଜୁଙ୍କ ସ୍ବାମୀ ସାଧୁରାମ ଦୁର୍ଗା। କିନ୍ତୁ…
Archives


