Home Left

ସିନ୍ଧୁ, ସେନ୍‌ କ୍ୱାର୍ଟରରେ

କାଉନ୍‌ସିଲ ବ୍ଲଫ୍ସ (ୟୁଏସ୍‌), ୧୫ା୭ (ପି.ଟି.): ଭାରତର ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ପି. ଭି. ସିନ୍ଧୁ ଓ ଲକ୍ଷ୍ୟ ସେନ୍‌ ସିଧାସଳଖ ଗେମ୍‌ରେ ବିଜୟ ହାସଲ କରି ଏଠାରେ ଚାଲିଥିବା ୟୁଏସ୍‌ ଓପନ ସୁପର ୩୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଯଥାକ୍ରମେ ମହିଳା…

ଦକ୍ଷିଣ ଆଫ୍ରିକା ଯିବ ଭାରତ

ନୂଆଦିଲ୍ଲୀ, ୧୫ା୭ (ପି.ଟି.): ଭାରତର ପରବର୍ତ୍ତୀ ଦକ୍ଷିଣ ଆଫ୍ରିକା ଟୁର୍‌ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ସହ ଡିସେମ୍ବର ୧୦ରୁ ଆରମ୍ଭ ହେବ। ଏହାପରେ ୩ଟି ଅନ୍ତର୍ଜାତୀୟ ଦିନିକିଆ ଏବଂ ଦୁଇଟି ଟେଷ୍ଟ ମ୍ୟାଚ ଖେଳାଯିବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ…

ବକ୍ସିଂ ଚାମ୍ପିୟନ ଡେଭିନ୍‌ ହେନି ଗିରଫ

ଲସ୍‌ଏଞ୍ଜେଲ୍ସ,୧୫ା୭(ଏପି): ଅପ୍ରତିଦ୍ୱନ୍ଦ୍ୱୀ ଲାଇଟ୍‌ଓ୍ବେଟ୍‌ ଚାମ୍ପିୟନ ଡେଭିନ୍‌ ହେନି ଲସ୍‌ଏଞ୍ଜେଲ୍ସରେ ଗିରଫ ହୋଇଛନ୍ତି। ସେ ତାଙ୍କ କାର୍‌ରେ ବେଆଇନ ଅସ୍ତ୍ର ଲୁଚାଇକରି ରଖିଥିଲେ। ୨୪ ବର୍ଷୀୟ ହେନି କିନ୍ତୁ ପରେ ୩୫,୦୦୦ ଜାମିନ ମୁଚାଲିକାରେ ଛାଡ଼ ପାଇଛନ୍ତି। ଅଗଷ୍ଟ ୩ରେ ମ୍ୟୁନିସିପାଲ୍‌ କୋର୍ଟରେ…

ଭାରତ ୮ଉଇକେଟରେ ବିଜୟୀ

କଲମ୍ବୋ,୧୫ା୭(ପି.ଟି.): ଏସିସି ପୁରୁଷ ଏମର୍ଜିଂ କପ୍‌ରେ ଭାରତ ଏହାର ପ୍ରଥମ ମ୍ୟାଚରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ‘ଏ’କୁ ୮ ଉଇକେଟରେ ପରାସ୍ତ କରଛି। ଅଧିନାୟକ ୟାଶ ଧୂଲଙ୍କ ଦ୍ରୁତ ଅପରାଜିତ ଶତକ ଏବଂ ହର୍ଷିତ ରାଣାଙ୍କ ଚମତ୍କାର ବୋଲିଂ ଯୋଗୁ…

ଆତଙ୍କବାଦ ଲଢେଇରେ ଭାରତ-ଫ୍ରାନ୍ସ ଏକାଠି ଅଛନ୍ତି: ପ୍ରଧାନମନ୍ତ୍ରୀ ମୋଦି

ପ୍ୟାରିସ,୧୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ଥିଲେ। ଏହି ସମୟରେ ସେ ଶୁକ୍ରବାର ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍‌ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ମାକ୍ରୋନ୍‌ଙ୍କ ସହିତ ଏକ ପାରସ୍ପରିକ ଆଲୋଚନାଚକ୍ରକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି…

ଅଜଣା ଜନ୍ତୁ ଆତଙ୍କ: ୪୦ ମେଣ୍ଡା ମୃତ୍ୟୁ

ଢେଙ୍କାନାଳ,୧୫।୭(ରତନ ନାୟାର): ଢେଙ୍କାନାଳ ଜିଲା ସଦର ବ୍ଲକ ସୋଗରପଶି ପଞ୍ଚାୟତ ଆରଦା ଗ୍ରାମରେ ଶନିବାର ଭୋରରେ ଚାଷୀ ସାଧୁ ଚରଣ ରାଉତଙ୍କ ୪୦ଟି ମେଣ୍ଡାଙ୍କ ମୃତ୍ୟୁ ହୋଇଯାଇଛି । ମୃତ ମେଣ୍ଡାଗୁଡ଼ିକର ବେଳ ଏବଂ ପେଟରେ କ୍ଷତ ଚିହ୍ନ ରହିଥିବା ଦେଖିବାକୁ…

ସଚିନଙ୍କ ନୂଆ ଏସିଆନ ରେକର୍ଡ

ନୂଆଦିଲ୍ଲୀ, ୧୫।୭: ପ୍ୟାରିସରେ ଚାଲିଥିବା ପାରା ଆଥ୍‌ଲେଟିକ୍ସ ବିଶ୍ୱ ଚାମ୍ପିୟନଶିପ୍‌ର ପୁରୁଷ ଶଟ୍‌ପୁଟ୍‌ ଏଫ୍‌୪୬ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭାରତର ସଚିନ ସର୍ଜେରାଓ ଖିଲାରି। ଶୁକ୍ରବାର ୧୬.୨୧ ମିଟର ଦୂରକୁ ଥ୍ରୋ କରି ସେ ନୂଆ ଏସିଆନ ରେକର୍ଡର ଅଧିକାରୀ…

ଫାଇନାଲରେ ଜୋକୋଭିଚ୍‌

ଲଣ୍ଡନ, ୧୫।୭: ସର୍ବିୟାର ନୋଭାକ୍‌ ଜୋକୋଭିଚ୍‌ ଚଳିତ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ବିଶ୍ୱର ଏହି ୨ ନମ୍ବର ଖେଳାଳି ଶୁକ୍ରବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ୮ମ ସିଡ୍‌ ଇଟାଲିର ଜାନିକ ସିନରଙ୍କୁ ୬-୩, ୬-୪,…

ସିସୋର୍‌ ଚିଟ୍‌ଫଣ୍ଡ ମାମଲା ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କ ଆବେଦନ ଖାରଜ

କଟକ,୧୫।୭ (କାର୍ତ୍ତିକ ସାହୁ): ସିସୋର୍‌ ଚିଟ୍‌ଫଣ୍ଡ ସଂସ୍ଥାର ମୁଖ୍ୟ ପ୍ରଶାନ୍ତ ଦାସଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ପ୍ରଶାନ୍ତଙ୍କ ବିରୋଧରେ ରାଜ୍ୟର ବିଭିନ୍ନ ଥାନାରେ ଥିବା ୧୯ଟି ମାମଲା ସିବିଆଇ ଅଦାଲତରେ ଶୁଣାଣି ପାଇଁ ପ୍ରଶାନ୍ତ ହାଇକୋର୍ଟରେ ଏକ ମାମଲା…

ଟାଟା ଷ୍ଟିଲ୍‌ର ସ୍ପ୍ରିଣ୍ଟ୍‌ ଟୁ ଜିରୋ ଚ୍ୟାଲେଞ୍ଜ ଅଭିଯାନ

ଭୁବନେଶ୍ୱର,୧୫।୭: ଦେଶର ପ୍ରମୁଖ ଶିଳ୍ପ ପ୍ରତିଷ୍ଠାନ ଟାଟା ଷ୍ଟିଲ୍‌ ପକ୍ଷରୁ ଏକ ଅଭିନବ ଅଭିଯାନ ‘ଟାଟା ଷ୍ଟିଲ୍‌-ସ୍ପ୍ରିଣ୍ଟ ଟୁ ଜିରୋ-୨୦୨୩ ଚ୍ୟାଲେଞ୍ଜ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଶିଳ୍ପ କ୍ଷେତ୍ରର ନିରନ୍ତର ଭବିଷ୍ୟତ ଲାଗି ଗ୍ରୀନ୍‌ ହାଇଡ୍ରୋଜେନ୍‌ ପ୍ରଯୁକ୍ତିର ମୁକାବିଲା ପାଇଁ…

ବଜାରରେ କିଆ ଇଣ୍ଡିଆର ଦି ନ୍ୟୁ ସେଲ୍‌ଟସ୍‌

ଭୁବନେଶ୍ୱର,୧୫।୭(ଅଭୟ ଦାଶ): ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ କିଆ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ମିଡ ସାଇଜ ଏସୟୁଭି ‘ଦି ନ୍ୟୁ କିଆ ସେଲଟସ୍‌’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସେଣ୍ଟ୍ରାଲ କିଆ ଭୁବନେଶ୍ୱର…

ରିଲାଏନ୍ସ ଡିଜିଟାଲରେ ‘ଡିଜିଟାଲ ଇଣ୍ଡିଆ ସେଲ୍‌’

ଭୁବନେଶ୍ୱର,୧୫।୭: ରିଲାଏନ୍ସ ଡିଜିଟାଲର ବହୁ ପ୍ରତୀକ୍ଷିତ ‘ଡିଜିଟାଲ ଇଣ୍ଡିଆ ସେଲ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବ୍ରାଣ୍ଡ୍‌ର ସବୁଠାରୁ ବଡ଼ ଇଲେକ୍ଟ୍ରୋନିକ୍ସ ସେଲ୍‌ର ପ୍ରଥମ ପର୍ଯ୍ୟାୟ ୨୦୨୩ ଜୁଲାଇ ୧୪ରୁ ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଅଗ୍ରଣୀ କ୍ରେଡିଟ୍‌ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?