Home Left

୩ ଘଣ୍ଟା ପରେ ଦୁର୍ଘଟଣାଗ୍ରସ୍ତ ଗାଡିରୁ ଉଦ୍ଧାର ହେଲେ ଚାଳକ ଓ ହେଲପର

ଆନନ୍ଦପୁର,୩।୪(ସ୍ବ.ପ୍ର.): ଘସିପୁରା ଥାନା ଅଧିନ ୨୦ନଂ ଜାତୀୟ ରାଜପଥର ବିରଗୋବିନ୍ଦପୁର ନିକଟରେ ଏକ ଟ୍ରକ୍‌ ସୋମବାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାଗ୍ରସ୍ତ ଗାଡିରେ ଉଭୟ ଚାଳକ ଓ ହେଲପର୍‌ ଦୀର୍ଘ ସମୟ ଧରି ଫସିରହିଥିଲେ। ଖବରପାଇ ଘସିପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚିି…

କିରନ ନାଦାରଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ବେସାମରିକ ସମ୍ମାନ

ନୂଆଦିଲ୍ଲୀ, ୩ା୪: ପରୋପକାରୀ ତଥା କଳା ସଂଗ୍ରାହକ କିରନ ନାଦାରଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଚେଭାଲିଅର୍‌ ଡି ଲା ଲେଗିଅନ୍‌ ଡି’ହନର’ରେ ସମ୍ମାନିତ କରାଯାଇଛି। ନାଦାରଙ୍କର କଳାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ, ଜାତୀୟ ଏବଂ ଅନ୍ତର୍ଜାତୀୟ ସଂସ୍କୃତିକୁ ପ୍ରଚାର ପ୍ରସାର କରିବାର…

ଭୂକମ୍ପର ୫୪ ଦିନ ପରେ ମା’କୁ ପାଇଲା ୨ ମାସର ଶିଶୁ

ଆଙ୍କାରା,୩।୪: ଫେବୃୟାରୀ ୬ ତାରିଖରେ ଦିନ ତୁର୍କୀ ଏବଂ ସିରିଆରେ ଘଟିଥିବା ଭୟଙ୍କର ଭୂକମ୍ପରେ ବହୁ କ୍ଷୟକ୍ଷତି ହୋଇଛି। ବଡ ବଡ କୋଠା ଭୁଶୁଡି ପଡିବାରୁ ଭଗ୍ନାବଶେଷ ତଳେ ଚାପି ହୋଇ ହଜାର ହଜାର ଲୋକେ ପ୍ରାଣ ହରାଇଛନ୍ତି। ସେହି ସମୟରେ…

ଚାକିରି ଦେବା ନାଁରେ ଠକେଇ : ୨ ଗିରଫ

ଭୁବନେଶ୍ୱର,୩।୪(ବ୍ୟୁରୋ): ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଚାକିରି ଦେବାକୁ ବହୁ ଆଶାୟୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ କରୁଥିବା ଏକ ରାକେଟର ୨ ସଦସ୍ୟଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ସୋମବାର ଗିରଫ କରିଛି। ଗିରଫ ଅଭିଯୁକ୍ତଦ୍ୱୟ ହେଲେ ବମିଖାଲସ୍ଥିତ ବିରଜା…

ଭିଏସ୍‌ଏସ୍‌ ନଗରରେ ବାଣ ବିସ୍ଫୋରଣ: ଜଣେ ଗୁରୁତର

ଭୁବନେଶ୍ୱର,୩।୪(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ଭିଏସ୍‌ଏସ୍‌ ନଗରରେ ସୋମବାର ସନ୍ଧ୍ୟାରେ ବାଣ ବିସ୍ଫୋରଣ ଘଟିଛି। ଏଥିରେ ଜଣେ ଗୁରୁତର ହୋଇଛନ୍ତି। ଘରେ ବାଣ ଭିଡ଼ୁଥିବା ବେଳେ ଏଭଳି ଘଟିଥିବା ଜଣାପଡ଼ିଛି । ଏଥିରେ ଘରର ଆଜବେଷ୍ଟ ଉଡିଯାଇଛି।

ଶାଗ ତୋଳିବା ବେଳେ ଗଛରୁ ଖସିପଡି ଚାଲିଗଲା ଜୀବନ

ବାଲିଗୁଡା,୩।୪:(ଡି.ଏନ.ଏ): ଶାଗ ତୋଳିବା ବେଳେ ଗଛରୁ ଖସିପଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି । ସୂଚନା ଅନୁଯାୟୀ, କୋଟଗଡ ଥାନା ଅନ୍ତର୍ଗତ ସାର୍ତ୍ତୁଲ ପଞ୍ଚାୟତ ରଡା…

ପାଟଣା ରେଞ୍ଜରେ ଗୋଠଛଡ଼ା ଦନ୍ତା ଗାଁରେ ବୁଲିଲା, ୪ ଘର ଭାଙ୍ଗିଲା

ପାଟଣା,୩ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ମାଛଗଡ଼ ସାଉଥ ଓ ନର୍ଥ ବିଟ୍‌ ଅଞ୍ଚଳରେ ଏକ ଗୋଠଛଡ଼ା ଦନ୍ତାହାତୀ ପଶି ଉତ୍ପାତ କରିଛି। ରାତିରେ ଗାଁ ଦାଣ୍ଡରେ ବୁଲିବା ସହ ୪ ଜଣଙ୍କ ଘର ଭାଙ୍ଗି ଦେଇଛି। ଲୋକେ…

ଟସ୍‌ ଜିତି ଲକ୍ଷ୍ନୌର ବୋଲିଂ ନିଷ୍ପତ୍ତି

ଚେନ୍ନାଇ,୩।୪: ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମରେ ସୋମବାର ଖେଳାଯାଉଥିବା ଆଇପିଏଲ୍‌ର ୬ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ଆମନ୍ତ୍ରଣ ପାଇ ଚେନ୍ନାଇ ସୁପର କିଙ୍ଗ୍ସ ବ୍ୟାଟିଂ କରିବ। ଅନ୍ୟପଟେ ଲକ୍ଷ୍ନୌର ଅଧିନାୟକ କେଏଲ୍‌ ରାହୁଲ…

ଯୌତୁକ ନିର୍ଯାତନା : ପୁଅକୁ ଆଣିବାକୁ ଯାଇ ମାଡ଼ ଖାଇଲେ ମହିଳା

ବ୍ରହ୍ମପୁର ଅଫିସ,୩ା୪: ବ୍ରହ୍ମପୁର ସଦର ଥାନାରେ ଜନୈକା ମହିଳା ଶିବାନୀ ସାହୁଙ୍କୁ ତାଙ୍କ ଶଶୁର ଘରେ ଅଧିକ ଯୌତୁକ ଦାବି କରି ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଥିବା ସୋମବାର ଅଭିଯୋଗ ହୋଇଛି। ପୋଲିସ ନଂ ୨୦୩/୨୩ରେ ଏକ ମାମଲା ରୁଜୁ…

୬୯ ଦୋକାନ ଘର, କୋଟିଏ ଟଙ୍କାର ସାମଗ୍ରୀ ଜଳିପୋଡି ପାଉଁଶ

କେନ୍ଦୁଝର,୩।୪(ସ୍ବ.ପ୍ର.) : କେନ୍ଦୁଝର ସହର ରାସ ମନ୍ଦିର ବଜାରରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୬୯ଟି ଖୁଚୁରା ଦୋକାନ ଜଳି ଯାଇଥିବାବେଳେ ବ୍ୟାପକ ସାମଗ୍ରୀ ପୋଡିଯାଇଥିବା ସୂଚନା ମିଳିଛି। ସଟସର୍କିଟ ଯୋଗୁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି। ନିଆଁର…

ଟିଡିସିସିଓଏଲ୍‌ର ଉପାଧ୍ୟକ୍ଷ ହେଲେ ଦିଲୀପ

ଦାରିଙ୍ଗବାଡ଼ି,୩।୪(ଡି.ଏନ୍‌.ଏ.): ରାଜ୍ୟରେ ଲଘୁ ବନଜାତ ସାମଗ୍ରୀର ସଂଗ୍ରହ ଓ ବିକ୍ରି ବ୍ୟବସ୍ଥା କରି ଆଦିବାସୀମାନଙ୍କ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଗଠିତ ଆଦିବାସୀ ଉନ୍ନୟନ ସମବାୟ ନିଗମର ବିଭିନ୍ନ ପଦବୀ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥିରେ କନ୍ଧମାଳର ଦିଲୀପ ପ୍ରଧାନ ରାଜ୍ୟ…

ଷ୍ଟାଟସ୍‌ ଦେଇ ଜୀବନ ହାରିଲେ ଛାତ୍ର

ଚେନ୍ନାଇ,୩।୪: ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ଆଇଆଇଟି) ମାଡ୍ରାସ୍‌ରେ ୩୨ ବର୍ଷୀୟ ପିଏଚ୍‌ଡି ଛାତ୍ର ସଚିନ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିବା ପୂର୍ବରୁ ସେ ‘ଆଇ ଆମ୍‌ ସରି ନଟ୍‌ ଗୁଡ୍‌ ଏନଫ୍‌’ ଲେଖି ହ୍ବାଟର୍‌ସଆପ୍‌ରେ ଷ୍ଟାଟସ୍‌ ଦେଇଥିଲେ। ଷ୍ଟାଟସ୍‌ ଦେଖି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri