ଏହି ଦେଶ ସହ ବଡ଼ ଚୁକ୍ତି କଲା ଭାରତ: ଚାଇନା-ପାକିସ୍ତାନର ଉଡ଼ିଯିବ ହୋଶ୍
ନୂଆଦିଲ୍ଲୀ,୧୨।୧: ପ୍ରୋଜେକ୍ଟ ୭୫(I) ଅନ୍ତର୍ଗତ ଭାରତ ପାଇଁ ୬ଟି ଅତ୍ୟାଧୁନିକ ଗୁପ୍ତ ପାରମ୍ପରିକ ବୁଡ଼ାଜାହାଜ ନିର୍ମାଣରେ ଜର୍ମାନୀ ସହାୟତା କରିବ। ମୁମ୍ବାଇସ୍ଥିତ ମାଜାଗନ ଡକୟାର୍ଡସ ଲିମିଟେଡ (MDL) ଏବଂ ପ୍ରସିଦ୍ଧ ଜର୍ମାନ ପ୍ରତିରକ୍ଷା କମ୍ପାନୀ ଥାଇସେନକ୍ରୁପ ମାରିନ ସିଷ୍ଟମ୍ସ (TKMS) ମଧ୍ୟରେ…
ଏଲିଭେଟେଡ଼ କରିଡ଼ର: ବଦଳିବ ଜୟଦେବ ବିହାର-ନନ୍ଦନକାନାନ ରାସ୍ତାର ରୂପରେଖ
ଭୁବନେଶ୍ୱର,୧୨।୧: ବଦଳିବ ଜୟଦେବ ବିହାର-ନନ୍ଦନକାନାନ ରାସ୍ତାର ରୂପରେଖ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ହେବାକୁ ଥିବା ସ୍ବତନ୍ତ୍ର ଏଲିଭେଟେଡ଼ କରିଡ଼ର’ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏପରିକି ନୂଆ ଲୋକସେବା ଭବନ ନିର୍ମାଣ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର…
ଅଟଳ ବସ୍ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୧୦ ଜିଲାରେ…
ଭୁବନେଶ୍ୱର,୧୨ା୧: ଲୋକସେବା ଭବନରେ ସୋମବାର ଶୁଭାରମ୍ଭ ହୋଇଛି ଜାତୀୟ ସଡ଼କ ସୁରକ୍ଷା ମାସ। ଏହି ପରିପ୍ରେକ୍ଷୀରେ ୧୪ଟି ଅଟଳ ବସ୍ଷ୍ଟାଣ୍ଡର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୧୦ଟି ଜିଲାରେ ମୋଟ୍ ୧୫୬.୫୩ କୋଟି ଟଙ୍କା ବ୍ୟୟରେ ବସ୍୍ଷ୍ଟାଣ୍ଡ ନିର୍ମାଣ…
ନୂଆ ବର୍ଷରେ ନୂଆ ଅଫିସ…. ବଦଳିବ ମୋଦିଙ୍କ କାର୍ଯ୍ୟାଳୟ ଠିକଣା, ଏବେ ଏଠାରେ….
ନୂଆଦିଲ୍ଲୀ,୧୨ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂତନ କାର୍ଯ୍ୟାଳୟ ପ୍ରସ୍ତୁତ ହୋଇସାରିଥିବା ବେଳେ ଏହାକୁ ଏବେ ଶେଷ ସ୍ପର୍ଶ ଦିଆଯାଉଛି । ସମ୍ଭବତଃ ପ୍ରଧାନମନ୍ତ୍ରୀ ମୋଦି ଏହି ମାସରେ ତାଙ୍କର ନୂତନ କାର୍ଯ୍ୟାଳୟକୁ ସ୍ଥାନାନ୍ତରିତ ହେବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କ୍ୟାବିନେଟ ସଚିବାଳୟ…
T20 WC: ବାଂଲାଦେଶକୁ ମହଙ୍ଗା ପଡ଼ିଲା ଭାରତଠାରୁ ପଙ୍ଗା ନେବା, କୋଟି କୋଟି ଟଙ୍କାର କ୍ଷତି…, ଗୋଟିଏ ଝଟକାରେ ଶେଷ ହେଲା ସ୍ପନସରଶିପ!
ନୂଆଦିଲ୍ଲୀ,୧୨।୧: ଭାରତ ଏବଂ ବାଂଲାଦେଶ ମଧ୍ୟରେ ବଢୁଥିବା ଉତ୍ତେଜନାର ପ୍ରଭାବ ଏବେ କ୍ରୀଡ଼ା କ୍ଷେତ୍ର ଏବଂ ବ୍ୟବସାୟିକ ମହଲରେ ସ୍ପଷ୍ଟ ଭାବରେ ଦେଖାଯାଉଛି। ରିପୋର୍ଟ ଅନୁଯାୟୀ, ବାଂଲାଦେଶ ପୁଣି ଥରେ ବଡ଼ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇପାରେ। ଏକ ଲୋକପ୍ରିୟ ଭାରତୀୟ…
ବାଇକ୍ ନେଇ ସିଧା ପିଟିଦେଲେ ଦୋକାନ ଘରେ, ଆଉ ତା’ ପରେ…
ବାସୁଦେବପୁର,୧୨ା୧(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଜଗନ୍ନାଥ ପ୍ରସାଦ ପଞ୍ଚାୟତର ମିଶ୍ରପୁରଠାରେ ଏକ ଦୋକାନ ଘରକୁ ଧକ୍କା ଦେଇ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଦଧିବାମନପୁର ଗ୍ରାମର ଦେବାଶିଷ ମହାକୁଡ଼ (୨୦)ଓ ବଳିଆ ପରିଡ଼ା…
ଇଂଲଣ୍ଡରୁ ମାଆ ମୃତ୍ୟୁର ସ୍କ୍ରିପ୍ଟ ନେଇ ଆସିଲେ ପୁଅ, ଗୁହାଳରେ ରହି ହତ୍ୟା ପରେ ଘର ପାଣିଟାଙ୍କିରେ….
ନୂଆଦିଲ୍ଲୀ,୧୨ା୧: ହରିୟାଣାର ଯମୁନାନଗରରୁ ଏକ ଖବର ସାମ୍ନାକୁ, ଯାହାକୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଏହି କାହାଣୀଟି କୌଣସି ଫିଲ୍ମ ଥ୍ରୀଲରଠାରୁ କମ୍ ନୁହେଁ, କିନ୍ତୁ ଏହାର ଶେଷ ସମ୍ପୂର୍ଣ୍ଣ ଦୁଃଖଦ ଏବଂ ହୃଦୟ ବିଦାରକ। ପୁଅକୁ ତାଙ୍କ ମାଆ ସାତ ସମୁଦ୍ର…
ସିବିଆଇ ମୁଖ୍ୟାଳୟରେ ବିଜୟ ଥଲାପତି
ନୂଆଦିଲ୍ଲୀ,୧୨।୧: ଅଭିନେତାରୁ ନେତା ପାଲଟିଥିବା ଟିଭିକେ ମୁଖ୍ୟ ବିଜୟ ଥଲାପତି ସୋମବାର ସିବିଆଇ ମୁଖ୍ୟାଳୟରେ ପହଞ୍ଚିଛନ୍ତି। ଏହି ଅବରରେ ବିଜୟଙ୍କୁ କରୁର ଦଳାଚକଟା ଘଟଣାରେ ସିବିଆଇ ଅଧିକାରୀ ପଚରାଉଚରା କରିଥିବା ଜଣାପଡିଛି। ସୂଚନା ଯୋଗ୍ୟ, ବିଜୟଙ୍କ ରାଜନୈତିକ ରାଲିରେ ଦଳାଚକଟା ଘଟି…
ସାବରମତି ଆଶ୍ରମ ନିକଟରେ ମୋଦିଙ୍କ ସହ ଗୁଡ଼ି ଉଡାଇଲେ ଜର୍ମାନ ଚାନ୍ସେଲର
ଅହମଦାବାଦ,୧୨।୧: ଜର୍ମାନ ଚାନ୍ସେଲର ଫ୍ରେଡ୍ରିଚ ମର୍ଜ ତାଙ୍କର ପ୍ରଥମ ଭାରତ ଗସ୍ତ ପାଇଁ ରବିବାର ରାତିରେ ଅହମଦାବାଦରେ ପହଞ୍ଚିଥିଲେ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କରି ତାଙ୍କର ଦୁଇ ଦିନିଆ ଯାତ୍ରା ଆରମ୍ଭ କରିଥିଲେ। ଦୁଇ ନେତା ସାବରମତୀ…
ଧାନପହ୍ଲା କିଆରି ନଷ୍ଟ କଲେ ବାର୍ହା ପଲ: ରବି ଫସଲ ପାଇଁ ଜମିରେ ବୁଣିଥିଲେ…
ବରଗଡ,୧୨।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଚାଷୀଙ୍କ ଦୁଃଖ ସରୁ ନାହିଁ। ଜିଲାର ଚାଷୀମାନେ ଏପର୍ଯ୍ୟନ୍ତ ଖରିଫ୍ରେ ଅମଳ ଧାନ ବିକ୍ରି କରି ନ ପାରି ହଟହଟାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପଟେ ରବି ଚାଷକାର୍ଯ୍ୟ ଆରମ୍ଭରୁ ଚାଷୀଙ୍କୁ ବନ୍ୟଜନ୍ତୁ ଦାଉ ସାଧିଛନ୍ତି। ଜିଲାର…
ଯୌନ ସମ୍ପର୍କ ପାଇଁ ଝରକା ଦେଇ ଯାଇଥିଲେ ୧୮ ବର୍ଷୀୟ ଛାତ୍ର, ସଫଳ ନହେବାରୁ ନିଆଁ ଲଗାଇ…
ନୂଆଦିଲ୍ଲୀ,୧୨ା୧: ବେଙ୍ଗାଲୁରୁରେ ଜଣେ ସଫ୍ଟୱେର୍ ଇଞ୍ଜିନିୟରଙ୍କୁ ପୋଡ଼ି ହତ୍ୟା କରିବା ଘଟଣାରେ ଏକ ନୂତନ ମୋଡ଼ ଆସିଛି । ଏହି ମହିଳା ସଫ୍ଟୱେର୍ ଇଞ୍ଜିନିୟରଙ୍କ ହତ୍ୟା ମାମଲାରେ ପୋଲିସ ତାଙ୍କ ପଡ଼ୋଶୀରେ ରହୁଥିବା ଜଣେ ଯୁବକଙ୍କୁ ଗିରଫ କରିଛି । ତଦନ୍ତରୁ…
ନୂଆ ଲୋକସେବା ଭବନ, ବିଧାନସଭା ପାଇଁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ, ଖର୍ଚ୍ଚ ହେବ ଏତିକି କୋଟି…
ଭୁବନେଶ୍ୱର,୧୨ା୧: ନୂଆ ଲୋକସେବା ଭବନ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଗୋଟିଏ ସ୍ଥାନରେ ଲୋକସେବା ଭବନ ଓ ନୂଆ ବିଧାନସଭା ରହିବ। ୭୧ ଏକର ଜମିରେ ଏହା ନିର୍ମାଣ…
Archives


