‘ଜିତୋ ଧନ୍ ଧନା ଧନ୍ କାର୍ ଉଇନର୍ସ’
ମୁମ୍ବାଇ,୧୩।୪: ରିଲାଏନ୍ସ ଗ୍ରୁପ୍ର ପ୍ରମୁଖ କମ୍ପାନୀ ତଥା ରିଲାଏନ୍ସ ଜିଓର ଅଗ୍ରଣୀ ପ୍ଲାଟ୍ଫର୍ମ ଜିଓ ସିନେମା ଚଳିତ ଥର ଟାଟା ଆଇପିଏଲ୍ର ଅଫିସିଆଲ ଡିଜିଟାଲ ଷ୍ଟ୍ରିମିଂ ପାଟର୍ନର ଭାବେ ଜଡ଼ିତ ହୋଇଛି। ଏହି ପରିପ୍ରେକ୍ଷୀରେ ଗତ ସପ୍ତାହରେ କମ୍ପାନୀ ପକ୍ଷରୁ ଏକ…
ୱେଲ୍ନେସ୍ ସେଣ୍ଟର ଉଦ୍ଘାଟିତ
ଭୁବନେଶ୍ୱର,୧୩।୪: ହେଲ୍ଥ ପ୍ଲାଟ୍ଫର୍ମ ଷ୍ଟାର୍ଟଅପ୍ ସ୍ପା ହୋଲିକ୍ ୱେଲ୍ନେସ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଏକ ଅତ୍ୟାଧୁନିକ ୱେଲ୍ନେସ୍ ସେଣ୍ଟରର ଶୁଭାରମ୍ଭ କରାଯାଇଛି। ସ୍ଥାନୀୟ ଜୟଦେବବିହାର ନିକଟସ୍ଥ ବିଜୁ ପଟ୍ଟନାୟକ କଲେଜ ରୋଡ୍ରେ ଉକ୍ତ ସେଣ୍ଟର ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଏହି…
ସମ୍ବଲପୁରରେ ଆକାଶ ବାଇଜୁସ୍ର ସେଣ୍ଟର
ଭୁବନେଶ୍ୱର୧୩।୪: ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଆକାଶ ବାଇଜୁସ୍ ପକ୍ଷରୁ ଓଡ଼ିଶା କ୍ଷେତ୍ରରେ ଆଉ ଏକ ସେଣ୍ଟରର ଶୁଭାରମ୍ଭ କରାଯାଇଛି। ଏପରିକି ସମ୍ବଲପୁର ନିକଟସ୍ଥ ଅଇଁଠାପାଲିଠାରେ ଆକାଶ ବାଇଜୁସ୍ର ପ୍ରଥମ କ୍ଲାସ୍ରୁମ୍ ସେଣ୍ଟର ବୁଧବାର ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଏହି…
ବେଦାନ୍ତ ବାଲ୍କୋ ‘ପ୍ୟାଟ୍ ଟପ୍ ପ୍ରଦର୍ଶନକାରୀ’
ଭୁବନେଶ୍ୱର,୧୩।୪: ବେଦାନ୍ତ ଆଲୁମିନିୟମର ସହାୟକ କମ୍ପାନୀ ଭାରତ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ବାଲ୍କୋ)କୁ ନିକଟରେ ସମ୍ମାନଜନକ ‘ପ୍ୟାଟ୍ ଟପ୍ ପ୍ରଦର୍ଶନକାରୀ’ ପୁରସ୍କାର ପ୍ରଦାନ କରାଯାଇଛି। ବିଶେଷକରି ଭାରତ ସରକାରଙ୍କ ପ୍ରଦର୍ଶନ, ସଫଳତା ଏବଂ ବାଣିଜ୍ୟ(ପ୍ୟାଟ୍) ଯୋଜନା ଅନ୍ତର୍ଗତ ଶକ୍ତି ଅଧୀନ ତଥା…
ଗାଡ଼ି ବିକ୍ରିରେ ୧୨% ଅଭିବୃଦ୍ଧି
ଭୁବନେଶ୍ୱର,୧୩।୪: ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ମାର୍ଚ୍ଚରେ ଗାଡ଼ି ବିକ୍ରି ଓଡ଼ିଶା ବଜାରରେ ବୃଦ୍ଧି ଘଟିଛି। ଏପରିକି ୨୦୨୨-୨୩ ଆର୍ଥିକ ବର୍ଷର ମାର୍ଚ୍ଚ ମାସରେ ମୋଟ ୬୫,୨୪୫୫ ୟୁନିଟ୍ ଗାଡ଼ି ରାଜ୍ୟରେ ବିକ୍ରି ହୋଇଥିବା ଫେଡେରେଶନ ଅଫ୍ ଅଟୋମୋବାଇଲ ଡିଲର…
ନୟାଗଡ଼ ପୋଷ୍ଟାଲ ଡିଭିଜନରେ ନକଲି ସାର୍ଟିଫିକେଟ
ନୟାଗଡ଼ ଅଫିସ,୧୩।୪: ଡାକସେବକ ପଦବୀ ପାଇଁ ନକଲି ସାର୍ଟିଫିକେଟ ଦେଇ ପୋଷ୍ଟାଲ ଡିଭିଜନରେ ଚାକିରି କରିବା ଖବର ରାଜ୍ୟରେ ଝଡ଼ ସୃଷ୍ଟି କରିଛି। ଏଭଳିସ୍ଥଳେ ନୟାଗଡ଼ ପୋଷ୍ଟାଲ ଡିଭିଜନରେ ୧୪ ଡାକସେବକ ଆବେଦନକାରୀ ସନ୍ଦେହ ଘେରକୁ ଆସିବା ପରେ ଜାଲ ସାର୍ଟିଫିକେଟ…
ଆର୍ଆଇ କାର୍ଯ୍ୟାଳୟ ଖୋଲିବାକୁ ଜବରଦଖଲ ଉଚ୍ଛେଦ
ଭାପୁର,୧୩ା୪(ଡି.ଏନ.ଏ.): ଭାପୁର ବ୍ଲକ ଅନ୍ତର୍ଗତ ଶାଳପଡ଼ା ପଞ୍ଚାୟତରେ ରାଜସ୍ବ ନୀରିକ୍ଷକ ଗୃହ ନିର୍ମାଣ ପାଇଁ ବୁଧବାର ରାଜସ୍ବ ପ୍ରଶାସନିକଙ୍କ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ଶାଳପଡ଼ା ପଞ୍ଚାୟତରେ ଆର୍ଆଇ କାର୍ଯ୍ୟାଳୟ ଖୋଲିବାକୁ ଭାପୁରଠାରୁ ଖଣ୍ଡପଡ଼ା ରାସ୍ତା ଶାଳପଡ଼ା ସ୍କୁଲ ନିକଟସ୍ଥ ସାମ୍ନାରେ…
କାଷ୍ଠା ଉପବାସର ପର୍ବ ଦଣ୍ଡଯାତ୍ରା
ନୟାଗଡ଼ ଅଫିସ:୧୩ା୪: କାଷ୍ଠା ଉପବାସ ରହି ଅଗ୍ନିଦଣ୍ଡ ଧରି ଦିନତମାମ ରୌଦ୍ର ତାପରେ ଅବିଶ୍ରାନ୍ତ ଯାତ୍ରା ହେଉଛି ଦଣ୍ଡଯାତ୍ରା। ଏହାର ଠାକୁର କାମନାବର ବା ବାନାମ୍ବର ଏବଂ ଉପାସନାକାରୀ ଦଣ୍ଡୁଆ (ଭଗତା) ରୂପେ ପରିଚିତ। ଏହି ପର୍ବ ନୟାଗଡ଼ ସହର ସମେତ…
ସ୍ବତନ୍ତ୍ରତା ବଜାୟ ରଖିଛି ଦଣ୍ଡନୃତ୍ୟ
ବଅଁରପାଳ, ୧୩ା୪ (ଡି.ଏନ.ଏ.): ଅନୁଗୋଳ ଜିଲାରେ ଦଣ୍ଡନୃତ୍ୟ ପରମ୍ପରା ବେଶ୍ ପୁରାତନ। ଶୈବ ଧର୍ମ ଉପରେ ଏହା ସମ୍ପୂର୍ଣ୍ଣ ଆଧାରିତ। ଭଗବାନ ଶିବଙ୍କ ଉପାସନା ଏହି ନୃତ୍ୟର ବିଶେଷତ୍ୱ। କଠୋର ସାଧନା ମାଧ୍ୟମରେ ଆହାର, ନିଦ୍ରା ପରିତ୍ୟାଗ କରି ତଥା ଶିବଙ୍କ…
ଉପଶମ ହେଉଛି ଉପାନ୍ତ କ୍ଷତ
ଢେଙ୍କାନାଳ ଅଫିସ୍, ୧୩।୪: ଶିଳ୍ପରେ ସମୃଦ୍ଧ। ଅଥଚ ଅପହଞ୍ଚ ଅଞ୍ଚଳବାସୀଙ୍କ ଦୁର୍ଦ୍ଦଶାର ଅନ୍ତ ହେଉ ନ ଥିଲା। କେତେବେଳେ ଭୋକର ଭୂଗୋଳ ତ ଆଉ କେବେ ଜନନୀ ଯନ୍ତ୍ରଣାର ଚିତ୍ର ଦୋହଲାଇ ଦେଉଥିଲା। ନା ନା ଯୋଜନା ସତ୍ତ୍ୱେ ବର୍ଷ ବର୍ଷ…
ଅତି ବାଇଗଣି ରଶ୍ମି ଦ୍ୱାରା ବାଇବେଲ ରହସ୍ୟ ତଥ୍ୟ ଠାବ
ଭିଏନା, ୧୩।୪: ନିକଟରେ ବୈଜ୍ଞାନିକମାନେ ୧୫୦୦ ବର୍ଷ ପୂର୍ବରୁ ଲେଖାଯାଇଥିବା ବାଇବେଲର ଏକ ଲୁକ୍କାୟିତ ଅଧ୍ୟାୟର ଠାବ କରିଛନ୍ତି। ସେହି ପୃଷ୍ଠାରେ ମେଥ୍ୟୁର ୧୧ରୁ ୧୨ ଅଧ୍ୟାୟ ରହିଛି। ଯେଉଁଥିରେ ଏବେର ଲେଖାଠାରୁ ଅଧିକ ତଥ୍ୟ ରହିଛି। ଭାଟିକାନ ଲାଇବ୍ରେରିରେ ରଖାଯାଇଥିବା…
ବ୍ରାହ୍ମଣୀ କୂଳର ଶୋଷିଲା ଗଁା କମଳାଙ୍ଗ
ଢେଙ୍କାନାଳ ଅଫିସ, ୧୩।୪: ଗଁା ନିକଟରେ ପ୍ରବାହିତ ହେଉଛି ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀ। ଶିଳ୍ପସଂସ୍ଥା ପାଣି ଶୋଷୁଛନ୍ତି। ଜମିକୁ ଜଳଯୋଗାଣ ହେଉଛି। ହେଲେ ନଦୀ ନିକଟରେ ଶୋଷରେ ଆଉଟୁପାଉଟୁ ହେଉଛନ୍ତି ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କମଳାଙ୍ଗ ପଞ୍ଚାୟତର…
Archives


