Home Left

ଚନ୍ଦନକାଠ ଚୋରା ଚାଲାଣ, ଜଣେ ଅଟକ

ପଟାଙ୍ଗି,୧୩ା୪(ଡି.ଏନ୍‌.ଏ.): ଛତିଶଗଡ଼ ରାଜ୍ୟରୁ ଓଡ଼ିଶାର ଜୟପୁର, କୋରାପୁଟ, ସୁନାବେଡ଼ା, ଶେମିଳିଗୁଡ଼ା ଓ ପଟ୍ଟାଙ୍ଗି ଦେଇ ଯାଇଥିବା ଜାତୀୟ ରାଜପଥ ପଡ଼ୋଶୀ ଆନ୍ଧ୍ର ରାଜ୍ୟକୁ ସଂଯୋଗ କରିଥାଏ। ଉକ୍ତ ରାସ୍ତା ଦେଇ ଅନେକ କିଛି ଚୋରା ଚାଲାଣ ହେଉଥିବା ବେଳେ ମୁଖ୍ୟତଃ ଉକ୍ତ…

କୋର୍ଟ ଆଦେଶକୁ ଅବମାନନା କରି ପଳାତକ ଘୋଷିତ ହୋଇଥିଲେ, ୨ ହତ୍ୟା ଅଭିଯୁକ୍ତଙ୍କ ସମ୍ପତ୍ତି ଜବତ କଲା ପୋଲିସ

ବେଗୁନିଆପଡ଼ା,୧୩ା୪(ଡି.ଏନ୍‌.ଏ.): ପୋଲିସ ହାତରେ ଧରା ଦେଲେନି, କୋର୍ଟକୁ ବି ଅବମାନନା କଲେ। ଶେଷରେ ଜବତ ହେଲା ଅପରାଧୀଙ୍କ ସମ୍ପତ୍ତି। ଏଭଳି ଏକ ଖବର ସାମ୍ନାକୁ ଆସିଛି ଗଞ୍ଜାମ ଜିଲା କୋଦଳା ଥାନା ଅନ୍ତର୍ଗତ ମର୍ଦ୍ଦମେଖ ପଞ୍ଚାୟତର ମାଟିଗଡ଼ ଗାଁରୁ। ଖବର ଅନୁଯାୟୀ,…

ବିଭିନ୍ନ ଦାବିରେ ଶ୍ରମିକଙ୍କ ଆନ୍ଦୋଳନ

ଛତ୍ରପୁର,୧୩ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଆଇଆର୍‌ଇ କମ୍ପାନୀ ପରିସରରେ ଥିବା ରିପ୍‌ ପ୍ଲାଣ୍ଟରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ଲାଗି ରହିଛି। ଏହି ଦାବି ପୂରଣ ନେଇ ପୂର୍ବରୁ ଆଇଆର୍‌ଇ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ ମାତ୍ର ୩ ମାସ…

ଛାତ୍ରୀଙ୍କୁ ଅପହରଣ ସହ ବଳାତ୍କାର ମାମଲା: ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୧୩ା୪: ସ୍ବତନ୍ତ୍ର ପୋକ୍ସୋ ଜଜ୍‌ ପ୍ରଭାତ କୁମାର ରାଜଗୁରୁ ଜନୈକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି। ପ୍ରମାଣ ଅଭାବରୁ ସେ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ସେ ହେଉଛନ୍ତି ସଦର ଥାନା ଅନ୍ତର୍ଗତ…

ପ୍ରଥମ ଥର ପରଦାରେ ରୋମାନ୍ସ କରିବେ ବିକି-ସାରା

  ମୁମ୍ବାଇ: ବଲିଉଡ ଅଭିନେତା ବିକି କୌଶଲ ଏବଂ ସାରା ଅଲି ଖାନ ପ୍ରଥମ ଥର ଅନସ୍କ୍ରିନରେ ରୋମାନ୍ସ କରୁଥିବା ନଜର ଆସିବେ। ଶେଷରେ ତାଙ୍କ ଫିଲ୍ମର ଟାଇଟଲ ସାମ୍ନାକୁ ଆସିଛି। ବୁଧବାର, ଜିଓ ଷ୍ଟୁଡିଓ ଏହାର ଆଗାମୀ ଚଳଚ୍ଚିତ୍ର ଏବଂ…

କେଣ୍ଟୁକି ବ୍ୟାଙ୍କ ଫାୟରିଂ ସମୟରେ ୯୧୧କୁ କଲ କରି ଲୋକେ ବଖାଣିଥିଲେ ଭୟ, ଗୁଳିକାଣ୍ଡରେ ୫ ମୃତ

ଲୁଇସଭିଲେ,୧୩।୪: ଆମେରିକାର ଟେକ୍ସାସ ଅଞ୍ଚଳରେ ଲୁଇସଭିଲେ ସହରରେ ଥିବା ଏକ ବ୍ୟାଙ୍କ ବିଲଡିଂରେ ମଙ୍ଗଳବାର ହୋଇଥିବା ଗୁଳିକାଣ୍ଡରେ କେତେଜଣ ହତାହତ ହୋଇଛନ୍ତି। ହଠାତ୍‌ କେତେଜଣ ଆକ୍ରମଣକାରୀ ବ୍ୟାଙ୍କ ଭିତରକୁ ପସି ଯାଇଥିଲେ ଓ ଆଖିବୁଜା ଗୁଳି ଚଳାଇଥିଲେ । ଏହି ଗୁଳିକାଣ୍ଡରେ…

ପ୍ରୟାଗରାଜ କୋର୍ଟରେ ହାଜର ହେଲେ ଅତିକ ଅହମଦ

ଲକ୍ଷ୍ନୌ,୧୩।୪: ଉତ୍ତରପ୍ରଦେଶର ମାଫିଆ ଏବଂ ପୂର୍ବତନ ଏମ୍‌ପି ଅତିକ ଅହମଦ ଏବଂ ତାଙ୍କ ଭାଇ ଅଶରଫଙ୍କୁ ପ୍ରୟାଗରାଜରେ ଉମେଶ ପାଲ ହତ୍ୟା ମାମଲାରେ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର କରାଯାଇଛି। ପଚରାଉଚରା ପାଇଁ ଅତିକଙ୍କୁ ହେପାଜତରେ ନେବାକୁ ପୋଲିସ…

ସାମନ୍ଥା ରୁଥ ପ୍ରଭୁଙ୍କ ’ଶାକୁଂତଳମ’ର ଫାଷ୍ଟ ରିଭ୍ୟୁ ଆଉଟ

ମୁମ୍ବାଇ: ସାମନ୍ଥା ରୁଥ ପ୍ରଭୁଙ୍କ ’ଶାକୁଂତଳମ’କୁ ଦର୍ଶକେ ବଡ ଉତ୍ସୁକତାର ସହ ଅପେକ୍ଷା ରଖିଛନ୍ତି। ଏହି ଫିଲ୍ମ କାଳିଦାସଙ୍କ କବିତା ‘ଅଭିଜ୍ଞାନ ଶାକୁଂତଳମ’ ଉପରେ ବେସ୍ଡ ଏକ ମାଇଥୋଲଜିକାଲ ଡ୍ରାମା। ସାମନ୍ଥାଙ୍କ ଏହି ମୋଷ୍ଟ ଆଓ୍ବେଟେଡ ମୁଭି ୧୪ ଏପ୍ରିଲ ଅର୍ଥାତ୍‌…

ମାତୋଶ୍ରୀ ଆସି କାନ୍ଦିଥିଲେ ସିନ୍ଦେ: ଆଦିତ୍ୟ ଠାକରେ

ମୁମ୍ବାଇ,୧୩।୪: ଶିବସେନାରେ ବିଭାଜନ ଓ ଏକନାଥ ସିନ୍ଦେଙ୍କ ବିଦ୍ରୋହ ସମ୍ପର୍କରେ ଆତିଦ୍ୟ ଠାକରେ ଏକ ବଡ କଥା କହିଛନ୍ତି। ମାତୋଶ୍ରୀ ଆସିବା ପରେ ଏକନାଥ ସିନ୍ଦେ କାନ୍ଦିଲେ ବୋଲି ଆଦିତ୍ୟ ଦାବି କରିଛନ୍ତି। ଏହାସହ ସେ କହିଛନ୍ତି ଯଦି ସେ ଭାରତୀୟ…

ଝାରସୁଗୁଡା ଉପନିର୍ବାଚନ: ଆଜିଠୁ ନାମାଙ୍କନପତ୍ର ଦାଖଲ

ଭୁବନେଶ୍ୱର,୧୩।୪(ବ୍ୟୁରୋ): ମେ’୧୦ରେ ଝାରସୁଗୁଡା ବିଧାନସଭା ଉପନିର୍ବାଚନ। ଏନେଇ ଗୁରୁବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ତେବେ ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଥିବା ବେଳେ ଆଜିଠାରୁ ନାମାଙ୍କନପତ୍ର ଦାଖଲ କରିବାର ପ୍ରକ୍ରିୟା ଆରମ୍ଭ ହେବ। ପୂର୍ବାହ୍ନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ପ୍ରାର୍ଥୀମାନେ…

ବଠିଣ୍ଡା ମିଲିଟ୍ରି ଷ୍ଟେଶନରେ ଆଉ ଜଣେ ଯବାନ ମୃତ: ସେନା କହିଲା ଆକ୍ସିଡେଣ୍ଟ

ଜୟପୁର,୧୩।୪: ବଠିଣ୍ଡା ମିଲିଟ୍ରି ଷ୍ଟେଶନରେ ଆଉ ଜଣେ ଯବାନଙ୍କର ଗୁଳି ବାଜି ମୃତ୍ୟୁ ହୋଇଛି। ଭାରତୀୟ ସେନା ପକ୍ଷରୁ ଏହାକୁ ଏକ ଆକ୍ସିଡେଣ୍ଟ ବୋଲି କୁହାଯାଇଛି। ସେନା କହିଛି ଯେ ଅସ୍ତ୍ରଶସ୍ତ୍ର ରଖିବା ସମୟରେ ଏହି ଦୁର୍ଘଟଣା ହୋଇଛି। ବଠିଣ୍ଡା କ୍ୟାଣ୍ଟ…

୪୮ ଘଣ୍ଟା ପାଇଁ ସମ୍ବଲପୁରରେ ଇଣ୍ଟରନେଟ ସେବା ବନ୍ଦ

ସମ୍ବଲପୁର,୧୩।୪(ବ୍ୟୁରୋ) ସମ୍ବଲପୁର ଜିଲାରେ ଗୁରୁବାର ପୂର୍ବାହ୍ନ ୧୦ଟାରୁ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଛି। ଏନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିସହ ସମସ୍ତ ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri