Home Left

ଋଷିକୂଲ୍ୟାରେ ମରି ଭାସୁଛି ହଜାର ହଜାର ମାଛ

ଗଞ୍ଜାମ,୧୪।୪(ଡି.ଏନ୍‌.ଏ.): ଗଞ୍ଜାମ ସହର ପୋତାଗଡ଼ସ୍ଥିତ ଋଷିକୂଲ୍ୟା ନଦୀରେ ହଜାର ହଜାର ସଂଖ୍ୟକ ମାଛ ମରି ଭାସୁଥିବା ଦେଖିବାକୁ ମିଳିଛି । ପଣା ସଂକ୍ରାନ୍ତି ପାଇଁ କୌଣସି ମତ୍ସଜୀବୀ ଋଷିକୂଲ୍ୟା ନଦୀକୁ ଡ଼ଙ୍ଗା ନେଇ ମାଛ ମାରିବାକୁ ଯାଇ ନ ଥିବା ବେଳେ…

ସରକାରୀ ଘର ଖାଲି କଲେ ରାହୁଲ

ନୂଆଦିଲ୍ଲୀ,୧୪।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ତାଙ୍କର ସରକାରୀ ବାସଭବନକୁ ଖାଲି କରିବା ଆରମ୍ଭ କରିଛନ୍ତି। ତାଙ୍କ ଘର ସାମ୍ନାରୁ ଟ୍ରକ ଜିନିଷ ନେଇ ଯାଉଥିବା ଦେଖାଯାଇଛି। ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀଙ୍କୁ ସୁରଟ କୋର୍ଟ ମୋଦି ସରନେମ ଟିପ୍ପଣି ମାମଲାରେ…

ଦୁଇ ଫୁଲମାଳା ବିନିମୟରେ ବାଛିଲେ ଜୀବନସାଥୀ

ବରଗଡ଼ ଅଫିସ,୧୪।୪: ବିବାହରେ ନ ଥିଲା ଯାନି ଯୌତୁକ। ଫୁଟି ନଥିଲା ବାଣ ଫୋଟକା। କେବଳ ଦୁଇଟି ଫୁଲମାଳାରେ ପରସ୍ପରକୁ ଜୀବନସାଥୀ ଭାବେ ବାଛି ନେଇଥିଲେ। ଏଭଳି ଏକ ଆଦର୍ଶ ଗଣବିବାହ ଶୁକ୍ରବାର ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲରେ ନିରାଡମ୍ବରଭାବେ…

ମା’ଦଣ୍ଡ କାଳୀଙ୍କ ଯାତ୍ରା ଉଦ୍‌ଯାପିତ

ପୁରୁଷୋତ୍ତମପୁର,୧୪।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡ କାଳୀଙ୍କ ଯାତ୍ରା ମେଷ ସଂକ୍ରାନ୍ତି ବା ମେରୁ ଯାତ୍ରାରେ ଉଦ୍‌ଯାପିତ ହୋଇଛି। ଏନେଇ ପୁରୁଷୋତ୍ତମପୁର ସହରରେ ଏକ ଆଧାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଏହି ଅବସରରେ ତୋଲ, ଝାଞ୍ଜ ଓ କଳାରୁଦ୍ରମଣିଙ୍କୁ ଭଜହେ…

ଭିନ୍ନ ଅନ୍ଦାଜରେ ରଣବୀରଙ୍କୁ ବିବାହ ବାର୍ଷିକିର ଶୁଭେଚ୍ଛା ଜଣାଇଲେ ଆଲିଆ

ମୁମ୍ବାଇ: ବଲିଉଡର ମୋଷ୍ଟ ଲିଭିଙ୍ଗ କପୁଲ ଆଲିଆ ଭଟ୍ଟ ଓ ରଣବୀର କପୁର ଏପ୍ରିଲ ୧୪ରେ ତାଙ୍କ ପ୍ରଥମ ବିବାହ ବାର୍ଷିକି ପାଳନ କରୁଛନ୍ତି। ଏହି କପଲ ଗତବର୍ଷ ଇଣ୍ଟିମେଟ ଓ୍ବେଡିଂ କରିଥିଲେ। ଆଲିଆ-ରଣବୀରଙ୍କ ପ୍ରଥମ ଓ୍ବେଡିଂ ଆନିଭର୍ସାରିରେ ପରିବାର ଓ…

ଜମ୍ମୁ-କଶ୍ମୀର: ଉଧମପୁରରେ ଭାଙ୍ଗିଲା ଫୁଟ ଓଭରବ୍ରିଜ, ୨୦ରୁ ଅଧିକ ଆହତ, ଉଦ୍ଧାର କାର୍ଯ୍ୟ ଜାରି

ଜମ୍ମୁ,୧୪।୪: ଜମ୍ମୁ-କଶ୍ମୀରରେ ଶୁକ୍ରବାର ଏକ ବଡ ଅଘଟଣ ଘଟିଛି। ଉଧମପୁରର ଚେନାନି ବ୍ଲକର ବେନ ଗାଁର ବେନି ସଙ୍ଗମରେ ବୈଶାଖି ଉତ୍ସବ ସମୟରେ ଫୁଟ ଓଭରବ୍ରିଜ ଭାଙ୍ଗି ଯାଇଛି। ଏହି ଘଟଣାରେ ଅନେକ ଶ୍ରଦ୍ଧାଳୁ ଆହତ ହୋଇଥିବା ସୂଚନା ମିଳିଛି। ରେସକ୍ୟୁ…

ଏଏପିର ବଡ ଘୋଷଣା, ଆଜିଠାରୁ ବନ୍ଦ ହୋଇଯିବ ସବସିଡି ବିଜୁଳି

ନୂଆଦିଲ୍ଲୀ,୧୪।୪: ଆମ ଆଦମୀ ପାର୍ଟି(ଏଏପି)ର ଦିଲ୍ଲୀ ସରକାର ଲୋକଙ୍କୁ ଦେଉଥିବା ଫ୍ରି ବିଜୁଳି ସବସିଡି ଉପରେ ରୋକ ଲଗାଇବାକୁ ଘୋଷଣା କରିଛି। ଶକ୍ତି ମନ୍ତ୍ରୀ ଆତିଶି ଶୁକ୍ରବାର ଏହି ସୂଚନା ଦେଇ କହିଛନ୍ତି, ଆଜିଠାରୁ ଦିଲ୍ଲୀବାସୀଙ୍କୁ ଦିଆଯାଉଥିବା ସବସିଡି ବାଲା ବିଜୁଳି…

ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର କରୋନା ପଜିଟିଭ, ନିଜକୁ କଲେ ଆଇସୋଲେଟ

ଜୟପୁର,୧୪।୪: ରାଜସ୍ଥାନ ରାଜ୍ୟପାଳ କଲାରଜ ମିଶ୍ର କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି। କୋଭିଡ ଟେଷ୍ଟ ପରେ ଶୁକ୍ରବାର ୧୪ ଏପ୍ରିଲରେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ଏହି ସୂଚନା ରାଜ ଭବନ ପକ୍ଷରୁ ଦିଆଯାଇଛି। ଏହାସହ ରାଜଭବନ ପକ୍ଷରୁ କୁହାଯାଇଛି…

କୁକୁର କାମୁଡାରେ ୧୭ ଜଣ ଆହତ

ରାୟଗଡା ଅଫିସ,୧୪।୪: କୁକୁର କାମୁଡାରେ ୧୭ ଜଣ ଶିକାର ହୋଇଛନ୍ତି। ରାୟଗଡାର ଜିସିଡ଼ି ପଡିଆ ଆଖପାଖ ଅଞ୍ଚଳ ଏବଂ ସ୍ଥାନୀୟ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ରୋଡ଼ରେ ଏହି ଘଟଣା ଦେଖିବାକୁ ମିଳିଛି। କୁକୁର କାମୁଡାରେ ଆହତ ହୋଇଥିବା ୧୭ ଜଣଙ୍କୁ…

ଯୋଗୀଙ୍କ ବାର୍ତ୍ତାରେ କମ୍ପିଲା ପାକିସ୍ତାନ, ୟୁପି ଏନକାଉଣ୍ଟର ପରେ ସୀମାରେ ପ୍ରଭାବ

ଲକ୍ଷ୍ନୌ/ଇସଲାମାବାଦ,୧୪।୪: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଆକ୍ସନକୁ ନେଇ ନା କେବଳ ମାଫିଆ ଭୟ କରି ଯାଉଛନ୍ତି ବରଂ ଏହାର ପ୍ରଭାବ ପଡୋଶୀ ଦେଶ ପାକିସ୍ତାନ ଉପରେ ପଡୁଥିବା ଦେଖାଯାଇଛି। ଭାରତରେ ଯେଉଁଭଳି ଭାବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଆକ୍ସନ…

‘ମୋ ଯୋଗୀ ଭାଇଙ୍କ ଭଳି କେହି ନାହାନ୍ତି’: କଙ୍ଗନା

ମୁମ୍ବାଇ,୧୪।୪: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାଓ୍ବତ ଅନେକ ପ୍ରସଙ୍ଗକୁ ନେଇ ନିଜର ବୟାନ ଦେବାକୁ କେବେବି ପଛଘୁଞ୍ଚା ଦିଅନ୍ତି ନାହିଁ। ସେ ଫିଲ୍ମ ହେଉ ଅବା ରାଜନୀତି ଅବା ଆଇନ ବ୍ୟବସ୍ଥା। ନିକଟରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ…

‘କେଜରିଓ୍ବାଲ, ମନିଷ, ସତ୍ୟେନ୍ଦ୍ରଙ୍କୁ ଦେଇ ଦିଅ ବିଷ ପୁଡିଆ’, ଇଡିର ଯାଞ୍ଚକୁ ନେଇ ବର୍ଷିଲେ ଏଏପି ଏମପି ସଞ୍ଜୟ ସିଂ

ନୂଆଦିଲ୍ଲୀ,୧୪।୪: ଆମ ଆଦମୀ ପାର୍ଟି(ଏଏପି) ଏମପି ସଞ୍ଜୟ ସିଂ ଶୁକ୍ରବାର ଏକ ପ୍ରେସ କନଫରେନ୍ସ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଅବକାରୀ ନୀତି ମାମଲାର ଯାଞ୍ଚକୁ ନେଇ ଗମ୍ଭିର ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ଯଦି ଏତେ କଷ୍ଟ ଲାଗୁଛି ତେବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri