Home Left

ଟାଟା ପାଓ୍ବାର ଡିସ୍‌କମ୍‌ଗୁଡ଼ିକୁ ଶ୍ରେଷ୍ଠ ରେଟିଂ

ନୂଆଦିଲ୍ଲୀ,୧୫।୪: ଦେଶର ପ୍ରମୁଖ ଘରୋଇ ଶକ୍ତି ବିତରଣ କମ୍ପାନୀ ଟାଟା ପାଓ୍ବାରକୁ ଜାତୀୟ ସ୍ତରରେ ଶ୍ରେଷ୍ଠ ବିତରଣ ସଂସ୍ଥାର ସ୍ବୀକୃତି ପ୍ରଦାନ କରାଯାଇଛି। ବିଶେଷ କରି ପାୱାର ଫାଇନାନ୍ସ କର୍ପୋରେଶନ ଜରିଆରେ କରାଯାଇଥିବା ସର୍ଭେ ସହ କେନ୍ଦ୍ର ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ…

ଯାଜପୁରରେ ଗାଡ଼ି, ଗଜପତିରୁ ଆସିଲା ଚାଲାଣ

ବ୍ରହ୍ମବରଦା,୧୫୪(ଡି.ଏନ.ଏ.):  ରାଜ୍ୟରେ ଦିନକୁଦିନ ବଢ଼ିଚାଲିଛି ଚୋରି ଓ ରାହାଜାନି। ଦୁଇଚକିଆ ଯାନର ଅହେତୁକ ବୃଦ୍ଧି ଯୋଗୁ କିଛିଲୋକ ନିଶା କାରବାର ଓ ଅସାମାଜିକ କାର୍ଯ୍ୟରେ ବ୍ୟବହାର କରୁଛନ୍ତି ଅନ୍ୟ ଗାଡ଼ିର ନମ୍ବର ପ୍ଲେଟ୍‌ ଏବଂ ଚୋରାଗାଡ଼ି। ଏହିପରି ଏକ ଘଟଣା ଦେଖିବାକୁ…

ଟିଭିଏସ୍‌ ୟୁରୋଗ୍ରିପ୍‌ର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୫।୪: ଦେଶର ପ୍ରମୁଖ ଦୁଇ ଓ ତିନିଚକିଆ ଯାନର ଟାୟାର ବ୍ରାଣ୍ଡ୍‌ ଟିଭିଏସ୍‌ ୟୁରୋଗ୍ରିପ୍‌ର ନୂତନ ଉତ୍ପାଦ ନିକଟରେ ସର୍ବଭାରତୀୟ ଉନ୍ମୋଚିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆଇପିଏଲ୍‌ ଟିମ୍‌ ସିଏସ୍‌କେ ଅଧିନାୟକ ଏମ୍‌.ଏସ୍‌. ଧୋନୀ ଓ ଅନ୍ୟ ସିଏସ୍‌କେ ଖେଳାଳି ସମ୍ମାନିତ…

ରିଅଲ୍‌ମି ନାର୍‌ଜୋ ଏନ୍‌ ୫୫ ଉନ୍ମୋଚିତ

ନୂଆଦିଲ୍ଲୀ,୧୫।୪: ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ରିଅଲ୍‌ମିର ନାର୍‌ଜୋ ଏନ୍‌୫୫ର ସର୍ବଭାରତୀୟ ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ୬୪ଏମ୍‌ପି କ୍ୟାମେରା ଓ ୩୩ ୱାଟ୍‌ ଚାର୍ଜିଂକୁ ସୁଲଭ ମୂଲ୍ୟରେ ପ୍ରଦାନ କରୁଛି। ଏଥିରେ ମିନି କ୍ୟାପ୍‌ସୁଲ ଫିଚର ମଧ୍ୟ ରହିଛି, ଯାହା ୩ଟି…

ସମ୍ବଲପୁରରେ ଟ୍ରେଣ୍ଡ୍‌ସ ମ୍ୟାନର ଏକ୍ସକ୍ଲୁସିଭ ଆଉଟ୍‌ଲେଟ

ନୂଆଦିଲ୍ଲୀ,୧୫।୪: ରିଲାଏନ୍ସ ରିଟେଲର ପ୍ରମୁଖ ବ୍ରାଣ୍ଡ୍‌ ଟେଣ୍ଡ୍‌ସର ସ୍ବତନ୍ତ୍ର ଷ୍ଟୋର ଟ୍ରେଣ୍ଡ୍‌ସ ମ୍ୟାନ୍‌ ଏବଂ ଟ୍ରେଣ୍ଡ୍‌ସ ଓମ୍ୟାନ୍‌ ଆଉଟ୍‌ଲେଟ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ବିଶେଷ କରି ଓଡ଼ିଶା ବଜାରରେ ବ୍ରାଣ୍ଡ୍‌ର ଉକ୍ତ ଷ୍ଟୋରଗୁଡିକ ଖୋଲିଥିବା ଜଣାପଡ଼ିଛି। ଏପରିକି ସମ୍ବଲପୁର ସହରରେ ଟ୍ରେଣ୍ଡ୍‌ସ…

ଭିଜିଲାନ୍ସ ବ୍ୟୁରୋରେ ହାଜର ହେଲେ ଚନ୍ନି

ଚଣ୍ଡିଗଡ଼, ୧୫ା୪: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚନ୍ନି ଶୁକ୍ରବାର ଭିଜିଲାନ୍ସ ବ୍ୟୁରୋରେ ହାଜର ହୋଇଛନ୍ତି। ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଦୀର୍ଘ ସମୟ ଧରି ଜେରା କରିଥିଲେ। ସମ୍ପୂର୍ଣ୍ଣ ରାଜନୈତିକ ଉଦ୍ଦେଶ୍ୟ ରଖି…

ପ୍ରାଣୀ-ମଣିଷ ସଂଘର୍ଷ କରାଇବ ଜଳବାୟୁ ପରିବର୍ତ୍ତନ

ନୂଆଦିଲ୍ଲୀ, ୧୫।୪: ଜଳବାୟୁ ପରିବର୍ତ୍ତନ ଫଳରେ ଜଙ୍ଗଲରେ ନିଆଁ ଲାଗିବା ସାଙ୍ଗକୁ ବନସ୍ପତି ମାତ୍ରା କମିବାରେ ଲାଗିଛି। ଏହାର ନକାରାତ୍ମକ ପ୍ରଭାବ ଜଙ୍ଗଲରେ ବାସ କରୁଥିବା ଜୀବଙ୍କ ଉପରେ ପଡ଼ିଛି। ଜଙ୍ଗଲ କ୍ଷୟ ଯୋଗୁ ପଶୁ ଖାଦ୍ୟ ଓ ବାସ ଅନ୍ବେଷଣରେ…

କେମୋଥେରାପି ବେଳେ ପୁଟିନ୍‌ଙ୍କୁ ହତ୍ୟା କରିବେ ନିଜ ଲୋକ

ମସ୍କୋ,୧୫।୪: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ କର୍କଟ ରୋଗ ପାଇଁ କେମୋଥେରାପି ନେଉଛନ୍ତି। ଏହି ଚିକିତ୍ସା ବେଳେ ତାଙ୍କୁ ନିଜ ଲୋକ ହତ୍ୟା କରିପାରନ୍ତି। ପେଣ୍ଟାଗନ୍‌ ଡକ୍ୟୁମେଣ୍ଟରେ ଏ ସମ୍ପର୍କିତ ଯୋଜନାର ପ୍ରଘଟ ହୋଇଛି। ‘ଟପ୍‌ ସିକ୍ରେଟ୍‌’ ଭାବେ ବର୍ଗୀକୃତ ଉକ୍ତ…

ରାଜ୍ୟରେ ବ୍ୟାପିଲା କରୋନା, ଗଲା ୨ ଜୀବନ

ଭୁବନେଶ୍ୱର,୧୫।୪(ବ୍ୟୁରୋ): ଦେଶର ବିଭିନ୍ନ ରାଜ୍ୟରେ ଏବେ କରୋନା ବ୍ୟାପିବାରେ ଲାଗିଛି। ପ୍ରଥମେ ଦିଲ୍ଲୀ, ମହାରାଷ୍ଟ୍ର ଆଦି ରାଜ୍ୟରେ ସଂକ୍ରମଣ ବଢ଼ୁଥିଲା। ଏବେ ଓଡ଼ିଶାର ସ୍ଥିତି ମଧ୍ୟ ଧୀରେ ଧୀରେ ବିଗିଡିବାରେ ଲାଗିଛି। ସଂକ୍ରମଣ ବୃଦ୍ଧି ସହ ଏହି ମହାମାରୀ ଜୀବନ ବି…

ପ୍ରଘଟକାରୀ ଜ୍ୟାକ୍‌ ଟେକ୍ସେରା ଗିରଫ

ଓ୍ବାଶିଂଟନ୍‌,୧୫ା୪: ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟ ‘ପେଣ୍ଟାଗନ୍‌’ର ଗୋପନୀୟ ଦସ୍ତାବିଜ ପ୍ରଘଟ ଖବର ବିଶ୍ୱ ଗଣମାଧ୍ୟମରେ ଛାଇଯାଇଛି। ଏହି ମାମଲାରେ ଦେଶର ପ୍ରମୁଖ ତଦନ୍ତକାରୀ ସଂସ୍ଥା ଫେଡେରାଲ ଇନ୍‌ଭେଷ୍ଟିଗେଶନ୍‌ ବ୍ୟୁରୋ (ଏଫ୍‌ବିଆଇ) ୨୧ ବର୍ଷୀୟ ଜ୍ୟାକ୍‌ ଡୋଗ୍‌ଲାସ୍‌ ଟେକ୍ସେରାଙ୍କୁ ମାସାଚ୍ୟୁସେଟ୍ସର ଡିଘଟନ୍‌ରୁ ଗିରଫ…

ବିଦେଶରେ ଚାଳୁଥିବା ଭାରତ ନିର୍ମିତ ଟ୍ରେନ୍‌ ବସିଲେ ଜୟଶଙ୍କର

ନୂଆଦିଲ୍ଲୀ,୧୪ା୪: ମୋଜାମ୍ବିକ୍‌ ଗସ୍ତରେ ଥିବା ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ସେଠାରେ ଭାରତ ନିର୍ମିତ ଟ୍ରେନ୍‌ରେ ଯାତ୍ରା କରିଛନ୍ତି। ତାଙ୍କ ସହ ମୋଜାମ୍ବିକ୍‌ର ପରିବହନ ମନ୍ତ୍ରୀ ମାଟେଅସ୍‌ ମାଗାଲା ଏବଂ ଆଇଆଇଟିଇଏସ୍‌ର ସିଏମ୍‌ଡି ରାହୁଲ ମିତ୍ତଲ ମାପୁଟୋରୁ ଟ୍ରେନ୍‌ରେ ଯାତ୍ରା…

କୁଲର ମରାମତି ବେଳେ କରେଣ୍ଟ ଲାଗି ଚାଲିଗଲା ଜୀବନ

ରାଉରକେଲା ଅଫିସ,୧୪।୪: ବ୍ରାହ୍ମଣୀତରଙ୍ଗ ଥାନା ଅଧୀନ ବୁଚାହଣ୍ଡା ଗ୍ରାମରେ ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଅମ୍ରିତ ଇକା(୨୩)। ଏ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ.୨୭।୨୩) ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri