ସମର ଆଉଟ୍ଫିଟ୍
ଫ୍ୟାଶନ ସିଜନ୍ ଅନୁଯାୟୀ ବଦଳିଥାଏ। ଖରାଦିନକୁ ଲକ୍ଷ୍ୟକରି କ’ଣ ପିନ୍ଧିଲେ ଏହା ଆପଣଙ୍କୁ କମ୍ଫର୍ଟେବଲ୍ ଲାଗିବା ସହିତ କିପରି ଷ୍ଟାଇଲିଶ୍ ଦେଖାଯିବେ, ଜାଣନ୍ତୁ ଏ ସମ୍ପର୍କରେ….. ଧଳା ରଙ୍ଗ ଚୟନ କରନ୍ତୁ ପ୍ରଥମେ ଖରାଦିନରେ ଓ୍ବାର୍ଡରୋବ୍ରେ ନିହାତି ଧଳାରଙ୍ଗର ଆଉଟ୍ଫିଟ୍ ରଖନ୍ତୁ।…
ମେଟ୍ରୋ ଟ୍ରେନ୍ରେ ସୋଫାରେ ଯାତ୍ରା
ବେଜିଂ: ବହୁ ଲୋକ ବସ୍ ଅପେକ୍ଷା ଟ୍ରେନ୍ରେ ଯାତ୍ରା କରିବାକୁ ଅଧିକ ପସନ୍ଦ କରନ୍ତି। ହେଲେ ଅନେକ ସମୟରେ ଟ୍ରେନ୍ ଯାତ୍ରାରେ ଅଧିକାଂଶ ଲୋକ ବସିବାକୁ ସିଟ୍ ନ ପାଇ ଠିଆହୋଇ ଯାଇଥା’ନ୍ତି। ଏପରି ଅସୁବିଧା ପାଇଁ ଜଣେ ଯୁବକ ଏକ…
କେନାଲରେ ପାଣି ନାହିଁ,ଖୋଲୁନି ଜଳଛତ୍ର
ନିଶ୍ଚିନ୍ତକୋଇଲି,୧୭।୪(ସ୍ବ.ପ୍ର.): ଏପ୍ରିଲ ମାସରୁ ରାଜ୍ୟରେ ଅସହ୍ୟ ଗରମ ଅନୁଭୂତ ହେଉଛି। ଏପରିକି ଦିନେ ଦୁଇ ଦିନ ହେବ ସତେଯେପରି ଆକାଶରୁ ଅଗ୍ନି ବର୍ଷା ହେଉଛି। ଏଭଳିସ୍ଥିତିରେ ନିଶ୍ଚିନକୋଇଲିରେ ନଈ ପୋଖରୀ ଓ କେନାଲରେ ପାଣି ଶୁଖି ଜଳ ପତନ କମିଯାଇଛି। ଏପରିକି…
ଖାଦ୍ୟ ଉପଯୋଗୀ ବ୍ୟାଟେରି
ରୋମ: ଆଇଆଇଟି-ଇଟାଲୀୟ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ଏକ ଅନୁସନ୍ଧାନକାରୀ ଦଳ ଏକ ବ୍ୟାଟେରି ପ୍ରସ୍ତୁତ କରିଛନ୍ତି, ଯାହା ସମ୍ପୂର୍ଣ୍ଣ ଭାବେ ଭୋଜନଯୋଗ୍ୟ ଅଟେ। ଏହାକୁ ସାଧାରଣତଃ ଆମେ ଆମ ଦୈନନ୍ଦିନ ଖାଦ୍ୟର ଅଂଶ ଭାବେ ଖାଇଥାଉ। ପ୍ରକାଶିତ ଏକ ପତ୍ରିକାରେ ଉଲ୍ଲେଖ…
ସଲ୍ମାନଙ୍କ ସହ କାମ କରିବାକୁ କିଛି ରୁଲ୍ ନାହିଁ
ମୁମ୍ବାଇ: ବିଗ୍ବସ୍ ଫେମ୍ ଶେହେନାଜ୍ ଗିଲ୍ ବଲିଉଡ୍ ଭାଇଜାନ୍ ସଲମାନ୍ ଖାନ୍ଙ୍କ ସହ ଫିଲ୍ମ ‘କିସି କା ଭାଇ କିସି କି ଜାନ୍’ରେ ବଲିଉଡ୍ ଡେବ୍ୟୁ କରିବାକୁ ଯାଉଛନ୍ତି। ଶେହେନାଜ୍ଙ୍କ ସହ ଅଭିନେତ୍ରୀ ପଲକ୍ ତିୱାରୀ କହିଥିଲେ କି ସଲ୍ମାନଙ୍କ ସହ…
ବିଦ୍ୟାଳୟ ଶ୍ରେଣୀଗୃହରୁ ଖସିଲା ଓରା
ଗୋପ,୧୮।୪(ଡି.ଏନ୍.ଏ.): ପୁରୀ ଜିଲାର ସର୍ବପୁରାତନ ବିଦ୍ୟାଳୟ ମଧ୍ୟରେ ରହିଛି ଗୋପର ନିଗମାନନ୍ଦ ସ୍ମାର୍ଟ ସ୍କୁଲ। ଏହି ପୁରାତନ ବିଦ୍ୟାଳୟରେ ସପ୍ତାହ ତଳେ ଏକ ଶ୍ରେଣୀଗୃହର ଆଜବେଷ୍ଟସରେ ଲାଗି ଥିବା ଗୋଟିଏ ବଡ଼ ଓରା(କାଠ ଶ୍ରେଣୀ) ଖସି ପଡ଼ିଯାଇଥିଲା। ଏହାକୁ ନେଇ ଛାତ୍ରୀଛାତ୍ର…
ଟାଟୁରେ ଭର୍ତ୍ତି ଶିକ୍ଷକଙ୍କ ଶରୀର
ପ୍ୟାରିସ: ଆମେ ଶିକ୍ଷକଙ୍କୁ ସବୁବେଳେ ସରଳ ମଣିଷ ଭାବେ ଦେଖିବାକୁ ପାଇଥାଉ। ତାଙ୍କ ଆସନ ସର୍ବଦା ବହୁ ଊର୍ଦ୍ଧ୍ୱରେ ରହିଥାଏ। ସେମାନେ ନିଜ ଚାଲିଚଳନ, ବେଶଭୂଷାକୁ ସାଧାରଣ ରଖିଥା’ନ୍ତି। ହେଲେ ଜଣେ ବ୍ୟକ୍ତି ଅଛନ୍ତି, ଯିଏକି ପେସାରେ ଜଣେ ଶିକ୍ଷକ, ହେଲେ…
ଆମେରିକାରେ ଚାଲୁଥିଲା ଚାଇନାର ସିକ୍ରେଟ ପୋଲିସ ଷ୍ଟେଶନ, ୨ ଜଣ ଗିରଫ
ଓ୍ବାଶିଂଟନ,୧୮।୪: ଆମେରିକାର ଅଧିକାରୀମାନେ ନ୍ୟୁୟର୍କ ସହରରେ ୨ ଜଣ ଚାଇନା ମୂଳବାସିନ୍ଦ ଆମେରିକା ନାଗରିକଙ୍କୁ ଗିରଫ କରିଛନ୍ତି। ଆମେରିକାରେ ସିକ୍ରେଟ ପୋଲିସ ଷ୍ଟେଶନ ମାଧ୍ୟମରେ ଏମାନେ ଆମେରିକାରେ ଥାଇ ଚାଇନାକୁ ଅନେକ ତଥ୍ୟ ଯୋଗଉଥିବା ଅଭିଯୋଗ ରହିଛି। ଆମେରିକାର ଜଷ୍ଟିଶ ଡିପାର୍ଟମେଣ୍ଟ…
ଚନ୍ଦ୍ରଭାଗାରେ ପାନୀୟଜଳ ଟ୍ୟାପ୍ ଅଚଳ
କୋଣାର୍କ,୧୮।୪(ଡି.ଏନ୍.ଏ.): ଚନ୍ଦ୍ରଭାଗାଠାରେ ପର୍ଯ୍ୟଟକ, ପଥଚାରୀ ଓ ଜନସାଧାରଣଙ୍କ ନିମନ୍ତେ ଓ୍ବାଟ୍କୋ ପକ୍ଷରୁ ନିର୍ମିତ ପାନୀୟଜଳ ଟ୍ୟାପ୍ ଅଚଳାବସ୍ଥାରେ ପଡ଼ିଛି। ଏଥିଯୋଗୁ ଏଠାକୁ ଆସୁଥିବା ଲୋକେ ପାନୀୟଜଳ ନ ପାଇ ପ୍ରଚଣ୍ଡ ରୌଦ୍ରତାପ ଜନିତ ସମସ୍ୟାରେ ଛଟପଟ ହେଉଛନ୍ତି। ଚନ୍ଦ୍ରଭାଗା ପୁରାଣ ପ୍ରସିଦ୍ଧ…
ତୃତୀୟ ଦିନରେ ସୁଦାନ ବିଦ୍ରୋହ: ୯୭ ନାଗରିକ ମୃତ
ଖାର୍ଟୋମ, ୧୮।୪: ସୁଦାନ ରାଜଧାନୀ ଖାର୍ଟୋମ୍ରେ ସେନା ଓ ଶକ୍ତିଶାଳୀ ବିଦ୍ରୋହୀ ସଙ୍ଗଠନ ମଧ୍ୟରେ ସଂଘର୍ଷ ସୋମବାର ତୃତୀୟ ଦିନରେ ପହଞ୍ଚିଛି। ଏଥିରେ ଅନୂ୍ୟନ ୯୭ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଲାଣି। ସେଣ୍ଟ୍ରାଲ ଖାର୍ଟୋମର ରାସ୍ତାରେ କୁଢ଼ କୁଢ଼ ମୃତଦେହ ପଡ଼ିରହିଥିବାବେଳେ…
ମିଳିଳାନି ଟିକେଟ୍, ଅସନ୍ତୋଷ ପ୍ରକାଶ କଲେ ରାମଦାସ
ବେଙ୍ଗାଲୁରୁ,୧୮।୪: କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ତିନୋଟି ତାଲିକାରେ ଭାଜପା ୨୨୨ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଦଳରେ ଅସନ୍ତୋଷ ଓ ବିଦ୍ରୋହ ମଧ୍ୟରେ ତିନିଜଣ ବରିଷ୍ଠ ନେତାଙ୍କ ପରିବାର ସଦସ୍ୟଙ୍କୁ ସ୍ଥାନ ଦିଆଯାଇଛି। ତେବେ ମୈଶୁର ସହରର କୃଷ୍ଣରାଜ ନିର୍ବାଚନମଣ୍ଡଳୀରୁ…
ଅଦାଲତ ଅବମାନନା ମାମଲା ବନ୍ଦ ହେବନି: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୮।୪: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା ଦାବିରେ ଧର୍ମଘଟ ଓ ପିକେଟିଂରେ ସାମିଲ ହୋଇଥିବା ଓକିଲମାନଙ୍କ ବିରୋଧରେ ଅଦାଲତ ଅବମାନନା ବିଚାର ପ୍ରକ୍ରିୟା ବନ୍ଦ କରିବାକୁ ସୁପ୍ରିମକୋର୍ଟ ସୋମବାର ମନା କରିଦେଇଛନ୍ତି। ସମସ୍ତଙ୍କୁ ସତ୍ୟପାଠ ଦାଖଲ ଲାଗି ସୁଯୋଗ ଦିଆଯାଉ…
Archives


