ଶହୀଦ ସୁଶାନ୍ତଙ୍କୁ ହରାଇ କାନ୍ଦୁଛି ଆନନ୍ଦପୁର: ସ୍ବାମୀଙ୍କ ପରେ ବର୍ଷକ ମଧ୍ୟରେ ତିନି ପୁଅଙ୍କୁ ହରାଇଲା ମା’
ଆନନ୍ଦପୁର,୧୧।୮(ସନ୍ତୋଷ ରାଉତ): କଥାରେ ଅଛି ଦୁଃଖ ଯେତେ ବେଳେ ଆସେ ସାଙ୍ଗ ସାଥିଙ୍କୁ ନେଇ ଆସେ। ଉକ୍ତ ଲୋକକଥାଟି ଏକ ପ୍ରକାର ପ୍ରମାଣିତ ହୋଇଛି ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମିରେ ମାଓବାଦୀ ଆକ୍ରମଣରେ ଶହୀଦ ହୋଇଥିବା କେନ୍ଦୁଝର ଜିଲା ଆନନ୍ଦପୁର ପୌରାଞ୍ଚଳର…
ସେମିଫାଇନାଲରେ ପହଞ୍ଚିଲା ସୁଇଡେନ, ସ୍ପେନ
ଅକଲାଣ୍ଡ/ଓ୍ବେଲିଂଟନ,୧୧।୮: ସୁଇଡେନ ଓ ସ୍ପେନ୍ ଚଳିତ ଫିଫା ମହିଳା ଫୁଟ୍ବଲ ବିଶ୍ୱ କପ୍ରେ ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଅକ୍ଲାଣ୍ଡଠାରେ ଅନୁଷ୍ଠିତ କ୍ୱାର୍ଟରଫାଇନାଲ ମ୍ୟାଚରେ ସୁଇଡେନ ୨-୧ ଗୋଲ୍ରେ ଜାପାନକୁ ପରାସ୍ତ କରିଛି। ସୁଇଡେନ୍ ପକ୍ଷରୁ ଅମାଣ୍ଡା ଇଲେଷ୍ଟେଡ୍ ପ୍ରଥମାର୍ଦ୍ଧ ଖେଳର ୩୨ତମ…
୧୬ରେ ଆଇଆର୍ଇଏଲ୍ ପ୍ଲାଣ୍ଟ ଆଗରେ ଧାରଣା: ଛଟେଇ ଧମକକୁ ଶ୍ରମିକଙ୍କ ବିରୋଧ
ଛତ୍ରପୁର,୧୧ା୮(ସନ୍ତୋଷ ପାଢ଼ୀ ): ଛତ୍ରପୁର ଉପକଣ୍ଠସ୍ଥିତ ଭାରତୀୟ ବିରଳ ମୂର୍ତ୍ତିକା (ଆଇଆର୍ଇଏଲ) ପ୍ଲାଣ୍ଟରେ ଥିବା ସମସ୍ତ ବିଭାଗରେ ଥିବା କଣ୍ଟା୍ରକ୍ଟର ଓ ଅଧିକାରୀମାନେ କାମ ଦେବା ବଦଳରେ ଛଟେଇ କରିବାକୁ ଧମକ ଦେଉଥିବା ଶ୍ରମିକମାନଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି। ଏହାର ପ୍ରତିବାଦ…
ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବେଦାନ୍ତଙ୍କୁ ଚିଠି ଲେଖି କଲେ ତାଗିଦ
ସମ୍ବଲପୁର,୧୧ା୮(ଶୁଭାଶିଷ ପାଢୀ): ଝାରସୁଗୁଡ଼ା ବେଦାନ୍ତ କମ୍ପାନୀରୁ ବାହାରୁଥିବା ଫ୍ଲାଏଆଶ ସମ୍ବଲପୁର ଜିଲାର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ପକାଯାଉଛି । ଏହାକୁ ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସମ୍ବଲପୁର ଆଞ୍ଚଳିକ ଶାଖା ବେଦାନ୍ତ କମ୍ପାନୀ ମୁଖ୍ୟ ପରିଚାଳକଙ୍କୁ ଚିଠି (ନଂ.୨୭୯୩/୨୩)…
୧୦୮ ଖଣ୍ଡ ଭୋଟରେ ଜିତିଲେ କମଲୁ
ରାଇଘର, ୧୧।୮(କିରଣ ପଟ୍ଟନାୟକ): ନବରଙ୍ଗପୁର ଜିଲା ରାଇଘର ବ୍ଲକ ଅଧୀନ ପରିଚିପାରା ପଞ୍ଚାୟତ ସମିତି ସଭ୍ୟ ଉପନିର୍ବାଚନରେ ଭାଜପା ସମର୍ଥିତ ପ୍ରାର୍ଥୀ କମଲ ଗଣ୍ଡ ବିଜୟୀ ହୋଇଛନ୍ତି। ସେ ୨୧୬୮ ଖଣ୍ଡ ଭୋଟ ପାଇଛନ୍ତି। ଅନ୍ୟ ପ୍ରତିଦ୍ୱନ୍ଦ୍ୱୀ ଗୌଦାସ ଗଣ୍ଡ ୨୦୬୦…
ଅସୁବିଧାରେ ପଡ଼ି କରଜ କରିଛନ୍ତି କି? ଜାଣନ୍ତୁ ଶୀଘ୍ର ମୁକ୍ତ ହେବେ କିପରି
ବେଳେବେଳେ ଅସୁବିଧାରେ ପଡିଲେ, ମଣିଷ କରଜ କରିବାକୁ ବାଧ୍ୟ ହୋଇଥାଏ। କିନ୍ତୁ ଏହାକୁ ଠିକ୍ ସମୟରେ ସୁଝିଦେଲେ ମନକୁ ଶାନ୍ତି ମିଳିଥାଏ ନଚେତ୍ ଏହା ବୋଝ ଭଳି ଲାଗିଥାଏ। ହେଲେ ଏମିତି ବି କିଛି ବାସ୍ତୁଟିପ୍ସ ରହିଛି, ଯାହାକୁ ମାନିଲେ କରଜରୁ…
ଚାକିରି-ବ୍ୟବସାୟରେ ସଫଳ ହେବାକୁ ଚାହାନ୍ତି କି? ଆପଣାନ୍ତୁ ଚାଣକ୍ୟଙ୍କ ଏହି ୪ ନୀତି…
ମନୁଷ୍ୟ ଜୀବନକୁ ସରଳ କରିବାକୁ ନେଇ ‘ଚାଣକ୍ୟ ନୀତି’ଅନେକ ପ୍ରସଙ୍ଗ ବିଷୟରେ ବର୍ଣ୍ଣନା କରାଯାଇଛି। ଏହି କାରଣରୁ ଆଜି ବି ଲୋକେ ଏହାକୁ ଅଧ୍ୟୟନ କରିବା ସହ ଦିଆଯାଇଥିବା ପରାମର୍ଶ ଏବଂ ପ୍ରତିକାରକୁ ନିଜ ଜୀବନରେ କାର୍ଯ୍ୟକାରୀ କରିଥାନ୍ତି। ଏହି କ୍ରମରେ…
ହଳଦୀ ଚାଷୀଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଲା ଚିଠି
ଦାରିଙ୍ଗବାଡି,୧୧।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଅନୁସୂଚିତ ଜନଜାତି ସମ୍ପ୍ରଦାୟର ହଳଦୀ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟାଳୟରୁ ଚିଠି ଆସିଛି। ଦିଲ୍ଲୀ ଲାଲକିଲ୍ଲାଠାରେ ଚଳିତ ସ୍ବାଧୀନତା ଦିବସ ପାଳନ ଅବସରରେ ଉପସ୍ଥିତ ରହିବାକୁ ନିମନ୍ତ୍ରଣ ମିଳିଛି। ନିମନ୍ତ୍ରଣ…
ପୋଲିସ କବ୍ଜାରେ ୫ଜଣିଆ ଲୁଟେରା ଗ୍ୟାଙ୍ଗ: ଗଞ୍ଜେଇ ଚାଲାଣରେ ବ୍ୟବହାର ହେଉଥିଲା ଚୋରି ଗାଡ଼ି
ବ୍ରହ୍ମପୁର,୧୧ା୮(ସୁବାସ ଚନ୍ଦ୍ର ପାଢ଼ୀ): ସ୍ବତନ୍ତ୍ର ପୋଲିସ ଟିମ ୫ଜଣିଆ ଲୁଟେରା ଗ୍ୟାଙ୍ଗକୁ କାବୁ କରଛି। ସେମାନଙ୍କ ମଧ୍ୟରେ ୨ଜଣ ଲିଡ଼ର ଥିବାବେଳେ ଦୁଇଜଣ ନାବାଳକ ଅଛନ୍ତି। ଅଭିଯୁକ୍ତମାନେ ଏମ୍କେସିଜି ମେଡିକାଲ, କମାପଲ୍ଲୀ ଭେଣ୍ଡିଂଜୋନ ଅଞ୍ଚଳରେ ଲୋକଙ୍କ ଗାଡି ଓ ମୋବାଇଲ ଫୋନ୍…
‘ନମସ୍କାର! ମୁଁ ନିଲମ୍ବିତ ଏମପି ରାଘବ ଚଢା’, ଏଏପି ନେତାଙ୍କ ପ୍ରଥମ ପ୍ରତିକ୍ରିୟା
ନୂଆଦିଲ୍ଲୀ,୧୧।୮: ଆମ ଆଦମୀ ପାର୍ଟି(ଏଏପି) ନେତା ତଥା ରାଜ୍ୟ ସଭା ଏମପି ରାଘବ ଚଢା ନିଲମ୍ବିତ ହେବା ପରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି। ରାଘବ ଏକ ଭିଡିଓ ଜାରି କରି ପ୍ରଶ୍ନ କରିଛନ୍ତି ଯେ ମୋର ଭୁଲ କ’ଣ,…
କୁକୁରର ୨ ଘଣ୍ଟାର ସଫଳ ଅସ୍ତ୍ରୋପଚାର
ବାସୁଦେବପୁର, ୧୧।୮(ନାରାୟଣ ପ୍ରସାଦ ବାରିକ୍): ଭଦ୍ରକ ଜିଲା ବାସୁଦେବପୁର ପ୍ରାଣୀ ଚିକିତ୍ସାଳୟରେ ଗୁରୁବାର ଏକ କୁକୁର (ଟମି)ର ୨ ଘଣ୍ଟା ଧରି ସଫଳ ଅସ୍ତ୍ରୋପଚାର କରାଯାଇଛି। ଅସ୍ତ୍ରୋପଚାର ପରେ କୁକୁର ସୁସ୍ଥ ହୋଇଥିବା ଜଣାଯାଇଛି। କୁକୁରଟି କିଛିଦିନ ତଳେ ଇଅର ହେମାଟୋମା…
ତାରାତାରିଣୀ ପୀଠର ବିକାଶ ଲାଗି ହଟିଲା ଜବରଦଖଲ
ପୁରୁଷୋତ୍ତମପୁର,୧୧।୮(ସୀମାଞ୍ଚଳ ମିଶ୍ର): ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ଜନସାଧାରଣଙ୍କ ସୁବିଧା ଲାଗି ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିରର ଉନ୍ନତୀକରଣ ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟ ଗେଟରୁ ମନ୍ଦିର…

