କାର-ବାଇକ୍ ମୁହାଁମୁହିଁ ଧକ୍କା: ଚାଲିଗଲା ଦୁଇ ଜୀବନ
କାଲିମେଳା,୨୬।୩(ଡି.ଏନ୍.ଏ.): ମାଲକାନଗିରି ଜିଲା କାଲିମେଳା ଥାନା ଅଧୀନ ପୋତାଖାର ଗ୍ରାମ ନିକଟ ୩୨୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍ ଧକ୍କାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ କାଲିମେଳା ଥାନା ଏରାଗୋଣ୍ଡା…
ସ୍କନ୍ଦମାତା ବେଶରେ ଦର୍ଶନ ଦେଲେ ମା’ ବନଦୁର୍ଗା
ନିରାକାରପୁର,୨୬।୩(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ରାମେଶ୍ୱର ପଞ୍ଚାୟତସ୍ଥିତ ବନଦୁର୍ଗାଙ୍କ ପୀଠରେ ଆୟୋଜିତ ନବଦିନାତ୍ମକ ବାସନ୍ତିକ ଦୁର୍ଗାପୂଜାର ପଞ୍ଚମ ଦିନରେ ମା’ ବନଗୁର୍ଗା ସ୍କନ୍ଦମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏହି ଉପଲକ୍ଷେ ସକାଳୁ ମଙ୍ଗଳ ଆଳତି, ବାଳ ଭୋଗ, ଷୋଡ଼ଶ ଉପଚାରରେ ମଧ୍ୟାହ୍ନ…
ଦେଶ ପାଇଁ ସ୍ବର୍ଣ୍ଣ ଜିତିଲେ ନିଖତ
ନୂଆଦିଲ୍ଲୀ,୨୬।୩: ମହିଳା ବିଶ୍ୱ ବକ୍ସିଂ ଚାମ୍ପିଅନଶିପରେ ଦେଶ ତୃତୀୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି ନିଖତ ଜରିନ। ୪୮-୫୦ କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହା ପୂର୍ବରୁ ନୀତୁ ଘାଙ୍ଗସ ୪୫-୪୮ କିଲୋଗ୍ରାମରେ ଏବଂ ସାଓ୍ବିଟି ବୁରା ୭୫-୮୧ କିଲୋଗ୍ରାମରେ ଜିତିଥିଲେ।…
କଡ଼ା ସୁରକ୍ଷା ମଧ୍ୟରେ ଆତିକ ଅହମ୍ମଦଙ୍କୁ ଅଣାଯାଉଛି ପ୍ରୟାଗରାଜ
ପ୍ରୟାଗରାଜ,୨୬।୩: ଉତ୍ତରପ୍ରଦେଶର ଉମେଶ ପାଲ ହତ୍ୟା ମାମଲାରେ ଅଭିଯୁକ୍ତ ତଥା ପୂର୍ବତନ ଏମ୍ପି ଆତିକ ଅହମ୍ମଦଙ୍କୁ ରବିବାର ଗୁଜରାଟର ସାବରମତି ଜେଲରୁ ୟୁପିର ପ୍ରୟାଗରାଜ ଜେଲକୁ ସ୍ଥାନାନ୍ତର କରାଯାଇଛି। ଏହା ସହିତ ୟୁପି ପୋଲିସ କନଭେନର ଲାଇଭ ଟ୍ରାକିଂକୁ ବନ୍ଦ କରିବା…
ଶୁଟିଂ ବିଶ୍ୱକପ: ଶେଷ ଦିନରେ ସାମରାଙ୍କୁ ମିଳିଲା ବ୍ରୋଞ୍ଜ
ଭୋପାଳ,୨୬ା୩: ଭୋପାଳରେ ଚାଲିଥିବା ଆଇଏସ୍ଏସ୍ଏଫ୍ ଶୁଟିଂ ବିଶ୍ୱକପ୍ର ଶେଷ ଦିନରେ ଲଢୁଆ ପ୍ରଦର୍ଶନ ସହିତ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି ଭାରତର ସିଫ୍ଟ କୌର୍ ସାମରା। ସାମରାଙ୍କ ବ୍ରୋଞ୍ଜ ପଦକ ସହିତ ଭାରତ ୭ଟି ପଦକ ସହିତ ଦ୍ୱିତୀୟ ସ୍ଥାନରେ ରହି…
ଭତ୍ତା ଟଙ୍କା ଛଡାଇ ନେଇ ମହିଳାଙ୍କୁ ଆକ୍ରମଣ
ପଦ୍ମପୁର,୨୬ା୩(ଡି.ଏନ.ଏ.): ଭଦ୍ରକ ସଦର ବ୍ଲକ ଅଧୀନ ଶେରପୁର ଗ୍ରାମର ଜଣେ ମହିଳା ଭତ୍ତା ଟଙ୍କା ନେଇ ଶନିବାର କେଦାରପୁର ପଞ୍ଚାୟତ କାଯର୍ର୍ୟାଳୟରୁ ଫେରୁଥିବା ବେଳେ କୁଣ୍ଡିପୋଲଠାରେ କେତେଜଣ ଅସାମାଜିକ ବ୍ୟକ୍ତି ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିବା ସହ ଟଙ୍କା ଛଡ଼ାଇ…
ପୂର୍ବତନ ସ୍ତ୍ରୀ, ଭାଇଙ୍କ ନାଁରେ ୧୦୦ କୋଟି ଟଙ୍କାର ମାନହାନି କେସ୍ କଲେ ଏହି ଅଭିନେତା
ନୱାଜୁଦ୍ଦିନ ସିଦ୍ଦିକି ହିନ୍ଦୀ ସିନେମାର ଜଣେ ଭେଟେରାନ ଅଭିନେତା। ଆଜିକାଲି ସେ ଚଳଚ୍ଚିତ୍ର କିମ୍ବା ଅଭିନୟ ନୁହେଁ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ପୂର୍ବତନ ସ୍ତ୍ରୀ ଆଲିଆ ସିଦ୍ଦିକି ଅଭିନେତାଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଛନ୍ତି। କେବଳ…
ମୁଖାପିନ୍ଧା ଚୋର ଆତଙ୍କ: ଗୋଟିଏ ରାତିରେ ୨ ଘରେ ବୁଲାଇଲେ କଳାକନା
କେନ୍ଦୁଝର,୨୬ା୩(ସ୍ବ.ପ୍ର.): କେନ୍ଦୁଝର ସହରର ବଳଦେବଜୀଉ କଲୋନୀ ଲେନ୍ ୬ ଏବଂ ଲେନ୍ ୭ରେ ଶନିବାର ବିଳମ୍ବିତ ରାତିରେ ଦୁଇ ଜଣ ଲୋକଙ୍କ ଘରୁ ଚୋରି ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏହାକୁ ନେଇ ବନ ବିଭାଗ ପକ୍ଷରୁ ଟାଉନ ଥାନାରେ ରବିବାର…
ସ୍ବିସ ଓପନ ବ୍ୟାଡମିଣ୍ଟନ: ଚାମ୍ପିଅନ୍ ହେଲେ ସାତ୍ତ୍ୱିକ-ଚିରାଗ
ନୂଆଦିଲ୍ଲୀ,୨୬।୩: ସ୍ବିସ ଓପନ ପୁରୁଷ ଡବଲ୍ସ ଟାଇଟଲ ଜିତିଛନ୍ତି ଭାରତୀୟ ଯୋଡି ସାତ୍ତ୍ୱିକସାଇରାଜ ରାଙ୍କିରେଡି ଏବଂ ଚିରାଗ ଶେଟ୍ଟୀ। ଫାଇନାଲରେ ଭାରତୀୟ ଯୋଡି ଚାଇନାର ଯୋଡି ଟାଙ୍ଗ କିଆନ ଏବଂ ରେନ ୟୁ ଜିଆଙ୍ଗଙ୍କୁ ପରାସ୍ତ କରିଛନ୍ତି। ସାତ୍ତ୍ୱିକ ଏବଂ ଚିରାଗ…
୨ ପିଲାଙ୍କୁ ବିଷ ଦେଇ ଜୀବନ ହାରିଲେ ଦମ୍ପତି
ହାଇଦ୍ରାବାଦ,୨୬।୩: ହାଇଦ୍ରାବାଦ କୁଶାଇଗୁଡ଼ାରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଆପାର୍ଟମେଣ୍ଟରେ ରହୁଥିବା ଗୋଟିଏ ପରିବାରର ୪ ଜଣ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ମୃତକ ହେଲେ ସ୍ବାମୀ…
ଜଙ୍ଗଲରୁ ମିଳିଲା ୪ ମଇଁଷି ଛୁଆଙ୍କ ମୃତଦେହ: ବାଘ ଆକ୍ରମଣ ସନ୍ଦେହ
କେନ୍ଦୁଝର,୨୬ା୩(ସ୍ବ.ପ୍ର.): ଘଟଗାଁ ରେଞ୍ଜ ଅନ୍ତର୍ଗତ ଅଟେଇ ସଂରକ୍ଷିତ ଜଙ୍ଗଲରୁ ବନ ବିଭାଗ ଚାରୋଟି ମଇଁଷିଙ୍କ ମୃତଦେହ ବନ ବିଭାଗ ଉଦ୍ଧାର କରିଛି। ଗତ ୨୪ ତାରିଖ ରାତିରେ ଏହି ମୃତଦେହ ମିଳିଥିବା ବେଳେ ସେମାନଙ୍କୁ ବାଘ ମାରିଥିବା ଆଶଙ୍କା କରାଯାଇଛି। ଉକ୍ତ…
ଅଟା ପାଇଁ ଦଳାଚକଟା: ୪ ମୃତ
ଲାହୋର,୨୬।୩: ପାକିସ୍ତାନରେ ଅର୍ଥନୈତିକ ସଙ୍କଟ ଲାଗିରହିଛି। ଲୋକେ ଅଟା ପାଇଁ ଲମ୍ବା ଲାଇନ ଲଗାଉଛନ୍ତି। ପଞ୍ଜାବ ପ୍ରଦେଶରେ ସରକାରୀ ବଣ୍ଟନ କେନ୍ଦ୍ରରୁ ମାଗଣା ଅଟା ଆଣିବାକୁ ଚେଷ୍ଟା କରୁଥିବାବେଳେ ଦଳାଚକଟା ହୋଇଛି। ଏଥିରେ ଚାରିଜଣ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକେ…
Archives


