ରାଜ୍ୟରେ ଏପ୍ରିଲ ୧ ଯାଏ ବର୍ଷା
ଭୁବନେଶ୍ୱର,୨୮।୩(ବ୍ୟୁରୋ): ୨୯ରୁ ଆଉ ଏକ ପଶ୍ଚିମାଝଡ। ଏହାର ପ୍ରଭାବରେ ରାଜ୍ୟରେ ୩୦ମାର୍ଚ୍ଚରୁ ୧ ଏପ୍ରିଲ ଯାଏ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ତେବେ ମାର୍ଚ୍ଚ ୩୧ରେ ରାଜ୍ୟର ଅନେକ ସ୍ଥାନରେ ହାଲୁକା ମଧ୍ୟମ ଧାରଣ ବର୍ଷା ସହ କଟକ,…
ଜାମିଆ ହିଂସା ମାମଲାରେ ଶର୍ଜିଲଙ୍କ ସମେତ ୯ଅଭିଯୁକ୍ତଙ୍କୁ ହାଇକୋର୍ଟରୁ ଝଟ୍କା
ନୂଆଦିଲ୍ଲୀ,୨୮।୩: ୨୦୧୯ ଜାମିଆ ହିଂସା ମାମଲାରେ ଶର୍ଜିଲ ଇମାମ, ସଫୁରା ଜାରଗାର ଏବଂ ଆସିଫ ଇକବାଲ ତନ୍ହାଙ୍କ ସମେତ ୯ଜଣ ଅଭିଯୁକ୍ତଙ୍କ ଏକ ବଡ଼ ଝଟ୍କା ଲାଗିଛି। ଆଉ ୨ଜଣଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ଏହାପୂର୍ବରୁ ସାକେତ କୋର୍ଟ ସମସ୍ତ…
ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ
ଭଞ୍ଜନଗର ୨୮।୩ (ଡି.ଏନ୍.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଖଲାସାହିରେ ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରୁ ସନ୍ତୋଷ ପଣ୍ଡାଙ୍କ ପରିବାର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ରୋଷେଇ କରୁଥିବା ବେଳେ ଗ୍ୟାସ ସିଲିଣ୍ଡର ଲିକ୍ ହୋଇ ଅଗ୍ନିକାଣ୍ଡ ଘଟିଛି। ଖବରପାଇ ଅଗ୍ନିଶମ କର୍ମଚାରୀ…
କେନ୍ଦ୍ର ରାଜ୍ୟମନ୍ତ୍ରୀ ନିସିଥଙ୍କ କନ୍ଭେ ଉପରେ ଆକ୍ରମଣ ଘଟଣାର ହେବ ସିବିଆଇ ଯାଞ୍ଚ: ହାଇକୋର୍ଟଙ୍କ ନିର୍ଦ୍ଦେଶ
କୋଲକାତା,୨୮।୩: ପଶ୍ଚିମବଙ୍ଗର କେନ୍ଦ୍ର ରାଜ୍ୟ ଗୃହ ଏବଂ କ୍ରୀଡ଼ା ମନ୍ତ୍ରୀ ନିସିଥ ପ୍ରାମାଣିକଙ୍କ କନ୍ଭେ ଉପରେ ହୋଇଥିବା ଆକ୍ରମଣର ସିବିଆଇ ଯାଞ୍ଚ ହେବ। ମଙ୍ଗଳବାର କୋଲକାତା ହାଇକୋର୍ଟ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ମୁତାବକ, ଗତ ଫେବୃଆରୀରେ ପଶ୍ଚିମବଙ୍ଗର…
ପାନ୍-ଆଧାର ଲିଙ୍କ୍ ଅବଧି ଜୁନ୍ ୩୦ ଯାଏ ବୃଦ୍ଧି
ନୂଆଦିଲ୍ଲୀ,୨୮।୩: ପାନ୍ କାର୍ଡ (ପର୍ମାନେଣ୍ଟ ଆକାଉଣ୍ଟ ନମ୍ବର) ସହ ଆଧାର କାର୍ଡ ଲିଙ୍କ୍ କରିବାର ସମୟସୀମାକୁ ଆସନ୍ତା ଜୁନ୍ ୩୦ ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ମଙ୍ଗଳବାର ଏକ ବିଜ୍ଞପ୍ତି ଜାରି କରି…
ଗାଡ଼ି ଚଲାଉଥିଲେ ପୁଅ: ତଣ୍ଡ ଗଣିଲେ ବାପା
ସମ୍ବଲପୁର,୨୮। ୩(ବ୍ୟୁରୋ): ରାଜ୍ୟ ସରକାର ବେଆଇନ ନାବାଳକ ବାଇକ ଚଳାଇବା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଏ ନେଇ ସମ୍ବଲପୁର ଜିଲା ହୀରାକୁଦ ଥାନା ହୀରାକୁଦ-ରେମେଡ ରାସ୍ତା ଓ ଧନୁପାଲି ଥାନା ସରଲାକାନିରେ ପୋଲିସ ଓ ପରିବହନ ବିଭାଗ…
ଜାପାନରେ ୬.୧ ତୀବ୍ରତାର ଭୂକମ୍ପ
ଟୋକିଓ, ୨୮।୩: ଉତ୍ତର-ପୂର୍ବ ଏସୀୟ ଦେଶ ଜାପାନର ହୋକ୍କାଇଡୋ ଦ୍ୱୀପରେ ମଙ୍ଗଳବାର ଅପରାହ୍ନ ୧୪.୪୮ ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୬.୧ ରେକର୍ଡ କରାଯାଇଛି। ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ଚାଲିଆସିଥିଲେ। ତେବେ ଏହି…
ପାହାଡ଼ ବ୍ଲାଷ୍ଟିଂ ବେଳେ ଶ୍ରମିକ ମୃତ
ବ୍ରହ୍ମପୁର ଅଫିସ,୨୮।୩: ଗଞ୍ଜାମ ଜିଲା ବାଲିଛାଇ ଭାଟଖାଲି ପାହାଡ଼ରେ ବ୍ଲାଷ୍ଟିଂ ବେଳେ ପଥର ଫାଟି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତ ଶ୍ରମିକଙ୍କ ପରିଚୟ ମିଳି ନ ଥିବା ବେଳେ ସେ ଖୋର୍ଦ୍ଧା ଅଞ୍ଚଳର ବୋଲି କୁହାଯାଉଛି। ପୋଲିସ ଘଟଣାସ୍ଥଳରେ…
କୋର୍ଟଙ୍କ ରାୟ ପରେ ସାମ୍ନାକୁ ଆସିଲା ଭାଜପା ନେତାଙ୍କ ପ୍ରଥମ ପ୍ରତିକ୍ରିୟା
ନୂଆଦିଲ୍ଲୀ,୨୮।୩: ଉମେଶ ପାଲ ଅପହରଣ ମାମଲାରେ ପ୍ରୟାଗରାଜର ଏମ୍ପି-ଏମ୍ଏଲ୍ଏ କୋର୍ଟ ରାୟ ପ୍ରକାଶ କରିଛନ୍ତି। ୧୭ ବର୍ଷ ପୁରୁଣା ମାମଲାରେ ଅତିକ ଅହମ୍ମଦଙ୍କ ସମେତ ୩ଜଣଙ୍କୁ କୋର୍ଟ ମଙ୍ଗଳବାର ଦୋଷୀ ସାବ୍ୟସ୍ତ କରିଛନ୍ତି। ସେହିପରି ଅତିକଙ୍କ ଭାଇ ଅଶରଫଙ୍କ ସମେତ ୭…
ଅମ୍ରିତ୍ପାଲଙ୍କ ସହ ପୂର୍ବତନ ପାକିସ୍ତାନ ଆର୍ମି ମୁଖ୍ୟଙ୍କ ପୁଅ ସହିତ ରହିଛି ଲିଙ୍କ୍
ନୂଆଦିଲ୍ଲୀ,୨୮।୩: ପୋଲିସକୁ ଚକ୍ମା ଦେଇ ଫେରାର ଥିବା ଖଲିସ୍ତାନୀ ନେତା ଅମ୍ରିତ୍ପାଲ ସିଂଙ୍କ ସମର୍ଥନରେ ବିଦେଶରେ ଖଲିସ୍ତାନୀ ସମର୍ଥକ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏଭଳିସ୍ଥିତିରେ ଅମ୍ରିତ୍ପାଲଙ୍କ ସହ ପାକିସ୍ତାନ ପୂର୍ବତନ ଆର୍ମି ମୁଖ୍ୟ କମର ଜାଭେଦ ବାଜଓ୍ବାଙ୍କ ପୁଅ ସହିତ ଲିଙ୍କ୍…
୧୩ ଦଫା ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
କେନ୍ଦୁଝର,୨୮।୩(ସ୍ବ.ପ୍ର.): କେନ୍ଦୁଝରରେ ଏବିଭିପି ପକ୍ଷରୁ ୧୩ ଦଫା ଦାବି ନେଇ ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟଙ୍କ ଆଗରେ ଧାରଣା ଦେଇଥିବା ସୂଚନା ମିଳିଛି। ବିଭିନ୍ନ ଦାବି ମଧ୍ୟରୁ କଲେଜରେ ଖାଲି ଥିବା ଅଧ୍ୟାପକ ପଦବୀ ପୂରଣ, ସେମିଷ୍ଟାର ପରୀକ୍ଷାଫଳ ୪୫ ଦିନରେ ପ୍ରକାଶ…
ନାବାଳକ ବାଇକ୍ ଚଳାଇଲେ ହେବ କାର୍ଯ୍ୟାନୁଷ୍ଠାନ
ରାୟଗଡ଼ା,୨୮।୩(ସ୍ବ.ପ୍ର.): ରାୟଗଡ଼ା କଲେଜ ରୋଡରେ ୨ ନାବାଳକ ବାଇକ୍ ଚଳାଇବା ବେଳେ ଧରା ପଡିଛନ୍ତି। ଉକ୍ତ ଦୁଇ ଜଣ ନାବାଳକଙ୍କୁ ୨୫ ହଜାର ଲେଖାଏ ଜରିମାନା କରାଯାଇଛି। ସୂଚନାଯୋଗ୍ୟ, ସ୍କୁଲ ଓ କଲେଜରେ ପଢୁଥିବା ନାବାଳକ ଓ ନାବାଳିକା ବିପଦଜନକ ଭାବେ…
Archives


