Home Left

ପ୍ରଥମ ମ୍ୟାଚ୍‌ରେ ଧୋନୀ, ପାଣ୍ଡ୍ୟା ମୁକାବିଲା

ଅହମ୍ମଦାବାଦ,୩୧ା୩(ପି.ଟି.):ଆଇପିଏଲ୍‌ର ୧୬ତମ ସଂସ୍କରଣ ଶୁକ୍ରବାର ଗୁଜରାଟର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଉଦ୍‌ଘାଟନୀ ମ୍ୟାଚ୍‌ ହାର୍ଦ୍ଦିକ୍‌ ପାଣ୍ଡ୍ୟାଙ୍କ ଡିଫେଣ୍ଡିଂ ଚାମ୍ପିୟନ୍‌ ଗୁଜରାଟ ଟାଇଟନ୍ସ ଓ ୪ ଥରର ଚାମ୍ପିୟନ୍‌ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ।୨୦୨୨ ସିଜନରେ ପ୍ରଥମ ଥର…

ପ୍ରଥମ ମ୍ୟାଚରେ ଅଧିନାୟକତ୍ୱ କରିବେ ଭୁବନେଶ୍ୱର କୁମାର

ନୂଆଦିଲ୍ଲୀ, ୩୧ା୩ (ପି.ଟି.):ଭେଟେରାନ ଭାରତୀୟ ସିମର ଭୁବନେଶ୍ୱର କୁମାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ସନରାଇଜର୍ସ ହାଇଦ୍ରାବାଦର ଓପନିଂ ମ୍ୟାଚରେ ଅଧିନାୟକତ୍ୱ କରିବେ। ଦଳର ପ୍ରକୃତ ଅଧିନାୟକ ଏଡେନ ମାରକ୍ରାମ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଜାତୀୟ ଦଳ ସହିତ ଡ୍ୟୁଟିରେ ଅଛନ୍ତି।…

ଜାଗା ମିଶନ ସର୍ଭେରେ ଚଞ୍ଚକତା ଅଭିଯୋଗ

ଭୁବନେଶ୍ୱର,୩୧।୩ (ବ୍ୟୁରୋ): ଏପ୍ରିଲ ୧ ଓଡ଼ିଶା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଗା ମିଶନ ଅଧୀନରେ ଭୂମିହୀନଙ୍କୁ ପଟ୍ଟା ବଣ୍ଟନ କରିବେ। ସମୟ ପାଖେଇ ଆସୁଥିବାବେଳେ ଜାଗା ମିଶନ୍‌ ସର୍ଭେକୁ ନେଇ ଅଡୁଆ ବଢିବାରେ ଲାଗିଛି। ମହାନଗରରେ ଥିବା ବସ୍ତି ଅଞ୍ଚଳରେ…

କ୍ୟାପ୍‌ଟେନ୍ସ ମିଟ୍‌ରେ ଯୋଗ ଦେଲେନି ରୋହିତ

ଅହମ୍ମଦାବାଦ,୩୧ା୩:ଆଇପିଏଲ୍‌ର ୧୬ତମ ସଂସ୍କରଣ ଶୁକ୍ରବାର ଗୁଜରାଟର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଆରମ୍ଭ ହେବ। ଏହା ପୂର୍ବରୁ ଗୁରୁବାର ୧୦ଟି ଯାକ ଫ୍ରାଞ୍ଚାଇଜିର ଅଧିନାୟକଙ୍କୁ ନେଇ ଏକ ଫଟୋଶୁଟ୍‌ କରାଯାଇଥିଲା। ତେବେ ଏହି କ୍ୟାପ୍‌ଟେନ୍ସ ମିଟ୍‌ରେ ଅନୁପସ୍ଥିତ ଥିଲେ ମୁମ୍ବାଇ ଇଣ୍ଡିଆନ୍ସ…

ସାଙ୍ଗର ପ୍ରତିଶ୍ରୁତି ପାଇଁ ଟେଣ୍ଟରେ ୩ ବର୍ଷ

ଲଣ୍ଡନ: ପରିବାର ପରେ ସାଙ୍ଗ ହଁି ଏକମାତ୍ର ବିକଳ୍ପ, ଯିଏ ସବୁବେଳେ ସାଙ୍ଗରେ ରହିଥା’ନ୍ତି। ଅନେକ ସମୟରେ ସାଙ୍ଗ ପାଇଁ ସାଙ୍ଗ ଅନେକ କଷ୍ଟ ସହିଯିବା ଦେଖିବାକୁ ମିଳିଛି। ଏହା ତାଙ୍କ ଭିତରେ ଥିବା ସ୍ବଚ୍ଛ ବନ୍ଧୁତାକୁ ଦର୍ଶାଏ। ନିକଟରେ ୧୦…

୪ ବର୍ଷ ବୟସରେ ବହି ଲେଖି ରେକର୍ଡ

ଆବୁଧାବି: ଛୋଟ ପିଲାଙ୍କ ସ୍ମୃତିଶକ୍ତି ପ୍ରଖର ହୋଇଥାଏ। ପରିବାରରେ ନିଜ ନିଜ ଭିତରେ କଥା ହେବାବେଳେ ଛୋଟ ପିଲା ସେ ସବୁକୁ ଖୁବ୍‌ଶୀଘ୍ର ମନେରଖିଥା’ନ୍ତି। ତେବେ ସେମାନଙ୍କ ମଧ୍ୟରେ ପ୍ରବଳ ଜିଜ୍ଞାସୁଭାବ ରହିଥାଏ। ସେମାନେ ସବୁବେଳେ କିଛି ନା କିଛି ନୂଆ…

ପ୍ରେମରେ ପଡ଼ିଛନ୍ତି ନାଗା ଚୈତନ୍ୟ

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ନାଗା ଚୈତନ୍ୟ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାକୁ ଆସିଥିଲେ। ୨୦୨୧ରେ ସ୍ତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ ସହ ତାଙ୍କର ଛାଡ଼ପତ୍ର ହୋଇଥିଲା। ହେଲେ ଏବେ ସେ ପୁଣି ପ୍ରେମରେ ପଡ଼ିଥିବା ଜାଣିବାକୁ ମିଳୁଛି। ପୂର୍ବରୁ ଅଭିନେତ୍ରୀ…

ସାଂସ୍କୃତିକ ଦଳ ଚୟନ ପ୍ରକ୍ରିୟା ନେଇ ଅସନ୍ତୋଷ

ଜଗତ୍‌ସିଂହପୁର ଅଫିସ,୩୧ା୩: ଏପ୍ରିଲ ୩ରେ ଜଗତ୍‌ସିଂହପୁର ଜିଲା ପ୍ରତିଷ୍ଠା ଦିବସ। ଏନେଇ ପ୍ରସ୍ତୁତି ଏକପ୍ରକାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚତ୍ଛି। କିନ୍ତୁ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞାପନକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଉଛି। ବିଜ୍ଞାପନ ପତ୍ର ସଂଖ୍ୟା ନଂ. ୩୬୭/…

ବେଳାଭୂମି ଜଙ୍ଗଲରୁ ଭୂତଳ ଜଳ ଲୁଟ୍‌

ପାରାଦୀପ,୩୧ା୩ (ସ୍ବ.ପ୍ର.): ପାରାଦୀପର ଷଣ୍ଢକୁଦଠାରୁ ତ୍ରିଲୋଚନପୁର ଗ୍ରାମ ପର୍ଯ୍ୟନ୍ତ ବେଳାଭୂମି ସୁରକ୍ଷା ରାସ୍ତାର ଦୁଇ ପାଶର୍‌ବରୁ ବାଲି ସହ ଜଙ୍ଗଲରୁ ଭୂତଳ ଜଳ ଉଠାଣ ଓ ଝାଉଁ ଜଙ୍ଗଲରୁ କାଠ କାଟି ନିଆଯାଉଛି। ସେହିପରି କଂସାରିପାଟିଆ ନଦୀ ପଠାରୁ ମାଟି ମଧ୍ୟ…

ଦହି: ମୁଣ୍ଡ ନୁଆଇଲା ଏଫ୍‌ଏସ୍‌ଏସ୍‌ଏଆଇ

ନୂଆଦିଲ୍ଲୀ/ଚେନ୍ନାଇ/ବେଙ୍ଗାଲୁରୁ,୩୧ା୩:ନିର୍ବାଚନମୁହଁା କର୍ନାଟକ ସମେତ ତାମିଲନାଡୁ ଓ କେରଳରେ ଆଞ୍ଚଳିକ ଭାଷାଭାଷୀ ଗୋଷ୍ଠୀ ଏବଂ ରାଜନୈତିକ ଦଳଗୁଡ଼ିକର କଡ଼ା ବିରୋଧ ପରେ ଫୁଡ୍‌ ସିକ୍ୟୁରିଟି ଆଣ୍ଡ୍‌ ଷ୍ଟାଣ୍ଡାଡର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ଏଫ୍‌ଏସ୍‌ଏସ୍‌ଏଆଇ) ଗୁରୁବାର ଏହାର ପୂର୍ବ ନିର୍ଦ୍ଦେଶନାମାରେ ପରିବର୍ତ୍ତନ ଆଣିଛି। ବର୍ତ୍ତମାନ…

‘ରାହୁଲ ଗାନ୍ଧୀ’ଙ୍କ ସମାନ ନାଁକୁ ବି ଅଯୋଗ୍ୟ ଘୋଷିତ କଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୩୧ ।୩: ରାହୁଲ ଗାନ୍ଧୀଙ୍କ ନାମ ସହ ଯୋଡି ହୋଇଥିବା ଆଉ ଏକ ମାଲା ସାମ୍ନାକୁ ଆସିଛି । ନିର୍ବାଚନ କମିଶନ ରାହୁଲ ଗାନ୍ଧୀଙ୍କ ସମାନ ନାମକୁ ବି ଅଯୋଗ୍ୟ ଘୋଷିତ କରିଛନ୍ତି । ନିର୍ବାଚନ କମିଶନଙ୍କ ଅନୁଯାୟୀ, ନିର୍ବାଚନ ଖର୍ଚ୍ଚର…

୩୧ ମୃତବ୍ୟକ୍ତିଙ୍କ ନାଁରେ ୮୭ ବୀମା ପଲିସି

ରାଜକୋଟ, ୩୧ା୩:ଗୁଜରାଟର ଆମ୍ରେଲି ଜିଲାରୁ ଜାଲ୍‌ ଆଧାର କାର୍ଡ ଜରିଆରେ ଜୀବନ ବୀମା କରୁଥିବା ଏକ ର଼୍ୟାକେଟର ପର୍ଦ୍ଦାଫାସ ହୋଇଛି। ୩୧ଟି ଘରୋଇ ଓ ସରକାରୀ ବୀମା କମ୍ପାନୀରୁ ପାଖାପାଖି ୧୪ କୋଟି ଟଙ୍କା ଠକିଥିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri