ଫଳାଫଳ ଯେକୌଣସି ସମୟରେ ବଦଳିପାରେ: ଅମିତ ମାଲଭିୟା
ବେଙ୍ଗାଲୁରୁ,୧୩।୫: କର୍ନାଟକ ବିଧାନସଭା ନିର୍ବାଚନ ୨୦୨୩ ପାଇଁ ଭୋଟ ଗଣନା ଚାଲିଛି। ତେବେ କଂଗ୍ରେସ ୧୨୮ଟି ଆସନରେ, ଭାଜପା ୬୮ଟି ଏବଂ ଜେଡିଏସ ୨୨ଟି ଆସନରେ ଆଗରେ ରହିଛି। ଏହି ସମୟରେ, କଂଗ୍ରେସର ବର୍ତ୍ତମାନର ଆକଳନକୁ ଦୃଷ୍ଟିରେ ରଖି ଭାଜପାର ଆଇଟି…
ଆମେରିକା ଆଉ କାନାଡାରେ ଲୋକେ ଦେଖିଲେ ‘ଦ କେରଲା ଷ୍ଟୋରି’, ୨୦୦ ସ୍କ୍ରିନରେ ହେଲା ରିଲିଜ
ମୁମ୍ବାଇ: ବିବାଦୀୟ ଚଳଚ୍ଚିତ୍ର ‘ଦ କେରଲା ଷ୍ଟାରି’ ଶୁକ୍ରବାର ଆମେରିକା ଓ କାନାଡାର ୨୦୦ରୁ ଅଧିକ ସ୍କ୍ରିନରେ ରିଲିଜ ହୋଇଛି। ଏହାର ନିର୍ଦ୍ଦେଶକ ସୁଦିପ୍ତୋ ସେନ କହିଛନ୍ତି ଯେ ଚଳଚ୍ଚିତ୍ରଟି ହେଉଛି ଏକ ମିଶନ ଯାହା ସିନେମାର ସୃଜନଶୀଳ ସୀମା ଅତିକ୍ରମ…
ଭାଜପାରୁ ପଙ୍ଗା ନେବା ପଡିଲା ଭାରି, ହାରିଗଲେ ଶେଟ୍ଟାର
ବେଙ୍ଗାଲୁରୁ,୧୩।୫: ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଅସନ୍ତୁଷ୍ଟ ହୋଇ କଂଗ୍ରେସରେ ଯୋଗଦେଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦିଶ ଶେଟ୍ଟାରଙ୍କୁ ପଙ୍ଗା ନେବା ଭାରି ପଡିଛି। ଶେଟ୍ଟାର ହୁବଲି ଧାରବାଡ ସେଣ୍ଟ୍ରାଲ ସିଟରୁ ନିର୍ବାଚନ ହାରି ଯାଇଛନ୍ତି। ସେଠାରେ ତାଙ୍କୁ ଭାଜପାର ମହେଶ ଟେଂଗିନକଇ ବହୁ…
କର୍ନାଟକରେ ପରାଜୟକୁ ସ୍ବୀକାର କଲା ଭାଜପା, ବୋମ୍ମାଇ କହିଲେ ଆମେ ପୁଣି ଫେରିବୁ
ବେଙ୍ଗାଲୁରୁ,୧୩।୫:କର୍ନାଟକରେ କଂଗ୍ରେସ ଜିତିବା ପରେ ଭାଜପା ନେତା ତଥା ମୁଖ୍ୟମନ୍ତ୍ରୀ ବାସବାରାଜ ବୋମ୍ମାଇ ତାଙ୍କ ପରାଜୟକୁ ଗ୍ରହଣ କରିଛନ୍ତି। ବୋମ୍ମାଇ କହିଛନ୍ତି, ଆସନ୍ତା ନିର୍ବାଚନରେ ଆମେ ଭଲ କରିବାକୁ ଚେଷ୍ଟା କରିବୁ। ଦଳକୁ ପୁନଃ ସଂଗଠିତ କରିବୁ। ଲୋକ ସଭା ନିର୍ବାଚନରେ…
ତିନି ବର୍ଷ ହେବ ଶୁଖିଲା ପଡିଥିବା ଇଥିଓପିଆ-ସୋମାଲିଆରେ ବନ୍ୟା, ଲକ୍ଷ ଲକ୍ଷ ଲୋକେ ଛାଡୁଛନ୍ତି ଦେଶ
ଆଦିସ ଅବାବା/ମୋଗାଦିସୁ,୧୩।୫: ଏବେ ଇଥିଓପିଆ ଏବଂ ସୋମାଲିଆରେ ବନ୍ୟା ହୋଇଛି। ଚଳିତ ବର୍ଷ ମାର୍ଚ୍ଚରେ ପ୍ରବଳ ବର୍ଷା ହେତୁ ଅଚାନକ ଆସିଥିବା ବନ୍ୟାରେ ବହୁ ଲୋକଙ୍କର ମୃତ୍ୟୁ ଘଟିଥିଲା ଏବଂ ତିନି ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ। କୁହାଯାଉଛି କି ଏଠାରେ…
ବିବାହ ବନ୍ଧନରେ ବାନ୍ଧିହେଲେ ପାଲଲହଡା ବିଧାୟକ
ପାଲଲହଡ଼ା, ୧୩।୫(ଡି.ଏନ୍.ଏ.): ଅନୁଗୋଳ ଜିଲା ପାଲଲହଡାର ଯୁବ ବିଧାୟକ ମୁକେଶ ପାଲ ଶୁକ୍ରବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ହିନ୍ଦୁ ରୀତିନୀତି ଅନୁଯାୟୀ ଅନୁଗୋଳସ୍ଥିତ ଏକ ତାରକା ହୋଟେଲରେ ତାଙ୍କ ବିବାହ ଧୂମଧାମରେ ସମ୍ପନ୍ନ ହୋଇଛି । ବିଧାୟକ ପାଲ…
ପିକେଙ୍କ ଜନ୍ମଦିନରେ ଏଆଇଏଫ୍ଏଫ୍ ଗ୍ରାସ୍ରୁଟ୍ ଡେ
ନୂଆଦିଲ୍ଲୀ, ୧୩ା୫ (ପି.ଟି.): ଭାରତୀୟ ଫୁଟ୍ବଲ ଆଇକନ ପ୍ରଦୀପ କୁମାର ବାନାର୍ଜୀଙ୍କ ଜନ୍ମଦିନ ଜୁନ ୨୩ ତାରିଖକୁ ‘ଏଆଇଏଫ୍ଏଫ୍ ଗ୍ରାସ୍ରୁଟ୍ ଡେ’ ରୂପେ ଘୋଷଣା କରିଛି ସର୍ବଭାରତୀୟ ଫୁଟ୍ବଲ ମହାସଂଘ (ଏଆଇଏଫ୍ଏଫ୍)। ଖେଳପ୍ରେମୀଙ୍କ ନିକଟରେ ପିକେ ନାମରେ ପରିଚିତ ସ୍ବର୍ଗତ ବାନାର୍ଜୀ…
ସାହାଣୀ କପ୍: କଟକ-କନ୍ଧମାଳ ଫାଇନାଲ
ଭୁବନେଶ୍ୱର, ୧୩।୫ (କ୍ରୀଡ଼ା ପ୍ରତିନିଧି): ଆନ୍ତଃଜିଲା ସାହାଣୀ କପ୍ ଫୁଟବଲ ଟୁର୍ନାମେଣ୍ଟର ୨ଟି ସେମିଫାଇନାଲ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜୟୀ ହୋଇ କଟକ ଓ କନ୍ଧମାଳ ଦଳ ଫାଇନାଲରେ ପ୍ରବେଶ କରିଛି। କ୍ୟାପିଟାଲ ଫୁଟବଲ ଆରେନାରେ ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ପ୍ରଥମ…
ଓଡ଼ିଶା ଏଫ୍ସି ସହ ଅମରିନ୍ଦରଙ୍କ ନୂଆ ଚୁକ୍ତି
ଭୁବନେଶ୍ୱର, ୧୩ା୫(ସ୍ପୋଟର୍ସ ବ୍ୟୁରୋ): ଅମରିନ୍ଦର ସିଂ ଏକ ନୂଆ ଚୁକ୍ତିରେ ସ୍ବାକ୍ଷର କରିଥିବା ଓଡ଼ିଶା ଏଫ୍ସି ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି। ଫଳତଃ ସେ ଏହି କ୍ଲବ ସହ ୨୦୨୬ ପର୍ଯ୍ୟନ୍ତ ରହିବେ। ୨୦୨୩ ହିରୋ ଇଣ୍ଡିଆନ ସୁପର ଲିଗ୍ (ଆଇଏସଏଲ୍)ରେ…
ଅଲିମ୍ପିକ୍ସ ପଦକ ଶ୍ୱେତାରାଣୀଙ୍କ ସ୍ବପ୍ନ
୨୦୨୩ ମେ ୭ରେ ରୁଷିଆର ମସ୍କୋରେ ଅନୁଷ୍ଠିତ ମସ୍କୋ ଉଷୁ ଷ୍ଟାର୍ସ ଚାମ୍ପିୟନଶିପ୍ର ସବ୍ଜୁନିୟର ବାଳିକା ୪୮ କେଜି ସାଣ୍ଡା (ଫାଇଟ୍) ବର୍ଗରେ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟ ଏବଂ ଦେଶକୁ ଗର୍ବିତ କରିଛନ୍ତି ଓଡ଼ିଶାର ଶ୍ୱେତାରାଣୀ ମହନ୍ତ। ମିନାଲ ନାମରେ…
କ’ଣ କଂଗ୍ରେସ,ଜେଡିଏସ ପୁରା ଚିତ୍ର ବଦଳାଇଦେବେ? ଫଳାଫଳ ପୂର୍ବରୁ ହାତ ମିଳାଇଲେ…
ବେଙ୍ଗାଲୁରୁ,୧୩।୫: କର୍ନାଟକ ବିଧାନସଭା ନିର୍ବାଚନର ଗଣତି ଜାରି ରହିଛି। ପ୍ରାରମ୍ଭିକ ଧାରାରେ ଚିତ୍ର କ୍ରମାଗତ ଭାବେ ବଦଳୁଛି। ସେପଟେ ବର୍ତ୍ତମାନ ଭାଜପା ନେତା ସଦାନନ୍ଦ ଗୌଡା ଏକ ବଡ ଦାବି କରିଛନ୍ତି। ସେ କହିଛନ୍ତି ଯେ ଏବେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି…
ବାଇକ୍କୁ ଧକ୍କା ଦେଲା ଟ୍ରକ୍: ନାବାଳକ ମୃତ
ପାରଳାଖେମୁଣ୍ଡି, ୧୩।୫(ଡି.ଏନ.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ଉପକଣ୍ଠ ରାଣିପେଣ୍ଠ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ବାଇକ୍କୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ଶନିବାର ବାଇକ୍ଟି ଗୁମ୍ମା ବ୍ଲକର ଗାଇବା…
Archives


