ସ୍ବାମୀଙ୍କ ଉପରେ ହୁକୁମ ଚଳାଇବାରେ ମାହିର ଏହି ୪ ରାଶିର ଯୁବତୀ, ଶାଶୁଘରେ ବି ଥାଏ କଣ୍ଟ୍ରୋଲ…

ସବୁ ଝିଅ ଚାହାନ୍ତି ବିବାହ ପରେ ସବୁ ଇଚ୍ଛା ପୂରଣ କରିବା ଭଳି ସ୍ବାମୀ ଏବଂ ଶାଶୁଘର ମିଳୁ। ହେଲେ ଜ୍ୟୋତିଷଶାସ୍ତ୍ରରେ କୁହାଯାଇଛି କିଛି ଝିଅ ଡୋମିନେଟିଂ(ପ୍ରାଧାନ୍ୟ) ବିସ୍ତାର କରିବାରେ ମାହିର ହୋଇଥାନ୍ତି। ଏମାନେ ସ୍ବାମୀ ସହ ଶାଶୁଘରରେ ହୁକୁମ ଚଳାଇଥାନ୍ତି। ଲୋକମାନେ ତାଙ୍କ କଥା ନ ଶୁଣିଲେ ସେ ବରଦାସ୍ତ କରିପାରନ୍ତି ନାହିଁ। ଆସନ୍ତୁ ଜାଣିବା:
ଜ୍ୟୋତିଷଶାସ୍ତ୍ରରେ ଏପରି ୪ ରାଶି ବିଷୟରେ କୁହାଯାଇଛି, ଯେଉଁଥିରେ ଜନ୍ମିତ ଯୁବତୀମାନେ ସମସ୍ତଙ୍କ ଉପରେ ହୁକୁମ ଚଳାଇବାକୁ ଚାହାନ୍ତି। ଯେପରିକି:

ବୃଷ ରାଶି: ଏହି ରାଶିରେ ଜନ୍ମିତ ଯୁବତୀ ବହୁତ ଡୋମିନେଟିଂ। ସମସ୍ତଙ୍କ ଉପରେ ଏମାନେ ହୁକୁମ ଚଳାଇଥାନ୍ତି। ନିଜ କଥାକୁ ପ୍ରମାଣ କରିବାକୁ ଏମାନେ କୌଣସି ପରିସ୍ଥିତିର ସାମ୍ନା କରିପନdନ୍ତି। ଜୀବନସାଥୀଙ୍କୁ ନେଇ ବହୁତ ପୋଜେସିଭ୍‌ ଏମାନେ। ବିବାହ ପରେ ଏମାନେ ଶାଶୁଘରେ ରାଜ୍‌ କରିଥାନ୍ତି।

ବିଛା ରାଶି: ଏହି ରାଶିରେ ଜନ୍ମିତ ଯୁବତୀ ବହୁତ ବୁଦ୍ଧିମାନ। ଏମାନଙ୍କ ମଧ୍ୟରେ ନେତୃତ୍ୱ ନେବାର ଭଲ କ୍ଷମତା ଥାଏ। ଏଥିପାଇଁ ଏମାନେ ଡୋମିନେଟିଂ ହୋଇଥାନ୍ତି। ହେଲେ ଏମାନେ ନିଜ ସମ୍ପର୍କକୁ ସଫଳ କରିବାକୁ ଯଥା ସମ୍ଭବ ଚେଷ୍ଟା କରିଥାନ୍ତି। ଏମାନଙ୍କ ସମ୍ପର୍କରେ କେହି ମୁଣ୍ଡ ପୁରାଉ ସେ ଚାହାନ୍ତି ନାହିଁ। ନିଜ ସ୍ବାଧୀନତା ଏମାନଙ୍କୁ ବହୁତ ପସନ୍ଦ।

କନ୍ୟା ରାଶି: ଏହି ରାଶିରେ ଜନ୍ମିତ ଯୁବତୀ ବହୁତ ବାସ୍ତବବାଦୀ ହୋଇଥାନ୍ତି। ଏମାନେ ନିଜର ଭାବପ୍ରବଣତାକୁ କାବୁ କରିନେଇଥାନ୍ତି। ହେଲେ ଏମାନେ ଯାହାକୁ ପ୍ରେମ କରିଥାନ୍ତି ତାଙ୍କୁ ନେଇ ବହୁତ ପୋଜେସିଭ୍‌ ଥାନ୍ତି। ଏହି କାରଣରୁ ଶାଶୁଘରେ ଏମାନଙ୍କୁ ବହୁତ ସ୍ନେହ ମିଳିଥାଏ।

କୁମ୍ଭ ରାଶି: ଏହି ରାଶିର ଯୁବତୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଭରପୂର ରହିଥାଏ। ଏମାନେ ନିଜ ଭାବନାକୁ ଚପାଇ ରଖିଥାନ୍ତି। ବିବାହ ପରେ ଏମାନେ ଶାଶୁଘର ଏବଂ ସ୍ବାମୀଙ୍କ ଉପରେ ରାଜ୍‌ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପକାରୀ ଆଲୋଭେରା

ଆକର୍ଷଣୀୟ ଚେହେରା ପାଇବାକୁ କାହାର ବା ଇଚ୍ଛା ନୁହେଁ। ସେଥିପାଇଁ କିଏ କେତେ ପ୍ରକାରର ପ୍ରସାଧନ ସାମଗ୍ରୀର ବ୍ୟବହାର କରିଥାନ୍ତି। କିନ୍ତୁ ଜାଣନ୍ତି କି ସାମାନ୍ୟ...

ଝିଅଙ୍କ ବିବାହ ସମ୍ବନ୍ଧୀୟ ସମସ୍ୟା ହେଉଥିଲେ…..

ବାସ୍ତୁବିତ୍‌ଙ୍କ ଅନୁଯାୟୀ, ଯେକୌଣସି ଘରେ ଧନ ସେତେବେଳେ ବଢ଼ିଥାଏ, ଯେତେବେଳେ ଘରେ ରହୁଥିବା ସଦସ୍ୟଙ୍କ ମଧ୍ୟରେ ହସ ଏବଂ ଖୁସିର ବାତାବରଣଥାଏ। ଯେତେବେଳେ ଘରର ସଦସ୍ୟମାନଙ୍କ...

ଏହି ୩ ରାଶିର ଯୁବତୀ ହୋଇଥାନ୍ତି ବହୁତ ଦୟାବତୀ; ଅନ୍ୟର ଖୁସି ପାଇଁ କିଛି ବି କରିପାରନ୍ତି

ସମାଜରେ କିଛି ଲୋକ ଏପରି ଅଛନ୍ତି ଯେଉଁମାନେ ନିଜଠାରୁ ଅନ୍ୟମାନଙ୍କ ବିଷୟରେ ଅଧିକ ଚିନ୍ତା କରିଥାନ୍ତି। ଏମାନେ କାହାର କଷ୍ଟ ଦେଖିପାରନ୍ତି ନାହିଁ। ସମସ୍ତଙ୍କର ସାହାଯ୍ୟ...

ଅଣ୍ଟାବିନ୍ଧାର ଘରୋଇ ଉପଚାର

ଅଣ୍ଟା ବିନ୍ଧିବା ଆଜିକାଲି ଏକ ସାଧାରଣ ସମସ୍ୟା ପାଲଟିଗଲାଣି। ଏହାର ଲକ୍ଷଣ ସମ୍ପର୍କରେ ଅବଗତହେବା ପରେ ତାହାକୁ ହାଲୁକା ଭାବରେ ନିଅନ୍ତୁ ନାହିଁ। କାରଣ ପରବର୍ତ୍ତୀ...

ଏକୁଟିଆ ରହୁଥିବା ଲୋକଙ୍କଠାରେ ଦେଖାଯାଏ ଏହିସବୁ ଗୁଣ

ବଦଳୁଥିବା ଜୀବନଶୈଳୀ ଲାଗି ଲୋକଙ୍କ ମଧ୍ୟରେ ପରିବର୍ତ୍ତନ ଦେଖାଯିବା ସ୍ବାଭାବିକ। ତେବେ ଏହି ପରିବର୍ତ୍ତନ ପାଇଁ ଜଣେ ଅନ୍ୟଜଣଙ୍କଠାରୁ ଭିନ୍ନ ହୋଇଥାନ୍ତି। କାହାକୁ ପରିବାର ସହିତ...

ଶିମରି ଟ୍ରେଣ୍ଡ୍‌

ପାର୍ଟିକୁ ଗଲାବେଳେ ସାଧାରଣତଃ କେଉଁଭଳି ଡ୍ରେସ୍‌ ପିନ୍ଧିବେ ସେଥିପାଇଁ ସମସ୍ତେ ଦ୍ୱନ୍ଦ୍ୱରେ ପଡିଥାନ୍ତି। ତେବେ ନାଇଟ୍‌ ପାର୍ଟି ଯାଉଥିଲେ ଆପଣ ଶିମରି ଡ୍ରେସ୍‌କୁ ଆପଣାଇ ପାରିବେ।...

ସନ୍ଧ୍ୟାପରେ ଅଙ୍ଗୁର ଖାଇଲେ ସ୍ବାସ୍ଥ୍ୟ ଉପରେ ପଡ଼େ ଏହି ପ୍ରଭାବ …

ଅଙ୍ଗୁର ଖାଇବା ସ୍ବାସ୍ଥ୍ୟ ପାଇଁ ହିତକର। ଏହାକୁ ଦିନ ବେଳେ ଖାଦ୍ୟ ଖାଇ ସାରିବାର କିଛି ସମୟ ପରେ ଖାଇଲେ ସୁଫଳ ମିଳିଥାଏ। ଅଙ୍ଗୁରରେ ଟାରଟରିକ୍‌...

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ: ମନୁଷ୍ୟର ପ୍ରତିଟି କ୍ରିୟା ‘ଯୋଗ’

ଭୁବନେଶ୍ୱର, ୨୧।୬ (ବ୍ୟୁରୋ): ମନୁଷ୍ୟର ପ୍ରତିଟି କ୍ରିୟା ହେଉଛି ଯୋଗ। ଯୋଗ ଦ୍ୱାରା ଶରୀର ସୁସ୍ଥ ରହିବା ସହ ମାନସିକ ସ୍ତରରେ ଶାନ୍ତି ମିଳିଥାଏ। ନୀରୋଗ...

Advertisement
Archives

Model This Week