୨୦ ଲକ୍ଷ ଖର୍ଚ୍ଚ ହୋଇଛି, କାମରେ ଲାଗୁନି ଦୋକାନ ଗୃହ
ନନ୍ଦପୁର, ୪ା୪ (ଡି.ଏନ.ଏ.): ବେକାର ଯୁବତୀଯୁବକଙ୍କୁ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ଗ୍ରାମାଞ୍ଚଳରେ ଦୋକାନ ଗୃହମାନ ନିର୍ମାଣ କରାଯାଉଛି। ଏଥିରେ ବହୁ ଅର୍ଥ ବ୍ୟୟ ହେଉଛି। ମତ୍ର ଦୋକାନ ଗୃହ ନିର୍ମାଣ ପରେ ଏଗୁଡିକ କାର୍ଯ୍ୟକ୍ଷମ ହେଉ ନ ଥିବା ଦେଖିବାକୁ ମିଳୁଛି।…
ସୁନାବେଶରେ ଝଟକୁଛନ୍ତି ମା’ ମଝିଘରିଆଣୀ
ରାୟଗଡା ଅଫିସ,୪ା୪: ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ଚୈତ୍ରପର୍ବ ଝାମୁ ଯାତ୍ରା ଗତ ୧ ତାରିଖରୁ ଆରମ୍ଭ ହୋଇଛି । କରୋନା ମହାମାରୀ ପାଇଁ ଦୁଇ ବର୍ଷ ଯାତ୍ରା ସମ୍ପୂର୍ଣ୍ଣ ବନ୍ଦ ଓ ଗତବର୍ଷ କଟକଣା ମଧ୍ୟରେ ହୋଇଥିଲା। ଚଳିତବର୍ଷ…
ବେଆଇନ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ରକୁ ଲଗାମ ନାହିଁ
କେନ୍ଦ୍ରାପଡ଼ା ଅଫିସ, ୪।୪: ନକଲି ସାର୍ଟିଫିକେଟ୍ରେ ଚାକିରି ମାମଲାରେ ରାଜ୍ୟ ଏବେ ଚର୍ଚ୍ଚାରେ ଅଛି। ବଲାଙ୍ଗୀର ଜିଲାରେ ଏପରି ଘଟଣା ପ୍ରକାଶ ପରେ କେନ୍ଦ୍ରାପଡ଼ା ଜିଲାରେ ଏପରି ଏକ ଘଟଣା ଗତ ମାର୍ଚ୍ଚ ୨୧ରେ ଦେଖିବାକୁ ମିଳିଥିଲା। ଡାକ ବିଭାଗର ଏକ…
ମିଲ୍ରୁ ୪.୫ ଲକ୍ଷ ଟଙ୍କାର କାଜୁ ଚୋରି ଘଟଣାରେ ୨ ଗିରଫ
ନବରଙ୍ଗପୁର,୪।୪(ବି.ପ୍ର.): କାଜୁ ମିଲ୍ରୁ ଲକ୍ଷାଧିକ ଟଙ୍କାର କାଜୁ ଚୋରିକରି ପୋଲିସ ହାତରେ ଧରାପଡ଼ିଛନ୍ତି ୨ ଯୁବକ। ଅଭିଯୁକ୍ତମାନେ ହେଲେ ବିଜରାଗୁଡ଼ା ଗ୍ରାମର ନରହରି ଭତରା ଏବଂ ପ୍ରହଲ୍ଲାଦ ହରିଜନ। ସେମାନଙ୍କଠାରୁ ନଗଦ ୧ଲକ୍ଷ ୬ ହଜାର ଟଙ୍କା ସହ ଏକ କୁଇଣ୍ଟାଲ…
ପାଣି ପାଇଁ ସମସ୍ୟା ଭୋଗୁଛନ୍ତି କାମ୍ପ ମାଲିଗାଁବାସୀ
ରାୟଗଡ଼ା ଅଫିସ/ରାୟଗଡ଼ା,(ସ୍ବ.ପ୍ର.)୪ା୪: ରାୟଗଡ଼ା ଜିଲା ଗଠନର ୩୦ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ବି ବହୁ ଗ୍ରାମାଞ୍ଚଳରେ ପାନୀୟ ଜଳର ଅସୁବିଧା ଲାଗି ରହିଛି। ଗ୍ରୀଷ୍ମ ଆରମ୍ଭରୁ ଜିଲାବାସୀ ପାନୀୟ ଜଳ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ପ୍ରଶାସନିକ ଆନ୍ତରିକତା ଅଭାବ ସମସ୍ୟା…
‘କ୍ଲିନ୍ ଟୁ ଗ୍ରୀନ୍ କ୍ୟାମ୍ପେନ୍’
ନୂଆଦିଲ୍ଲୀ,୪।୪: ବହୁରାଷ୍ଟ୍ରୀୟ ଲଜିଷ୍ଟିକ କମ୍ପାନୀ ଆରଏଲ୍ଜି ସିଷ୍ଟମ୍ସ ଇଣ୍ଡିଆ ପକ୍ଷରୁ ଏକ ଅଭିନବ କାର୍ଯ୍ୟକ୍ରମ ‘କ୍ଲିନ୍ ଟୁ ଗ୍ରୀନ୍ ଅଭିଯାନ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଉକ୍ତ ଅଭିଯାନ ଅଧୀନରେ କମ୍ପାନୀ ବିଭିନ୍ନ ବର୍ଗର ଇ-ଆବର୍ଜନା ସଂଗ୍ରହ ଡ୍ରାଇଭ୍ ପ୍ରୋଗ୍ରାମ…
ଗ୍ରାହକଙ୍କୁ ଆକୃଷ୍ଟ କରୁଛି ଆକର୍ଷଣୀୟ ଅଫର
କଟକ,୪।୪: ଦେଶର ପ୍ରମୁଖ ଖାଇବା ତେଲ ବ୍ରାଣ୍ଡ୍ ଫ୍ରିଡମର ଓଡ଼ିଶା ୟୁନିଟ ପକ୍ଷରୁ ଚଳିତବର୍ଷର ବୈଶାଖୀ ବାଣିଜ୍ୟ ମେଳାରେ ଆକର୍ଷଣୀୟ ଫ୍ରିଡମ୍ ମଣ୍ଡପ କରାଯାଇଛି। ଏପରିକି ପ୍ରତିଦିନ ସନ୍ଧ୍ୟାରେ ଶହ ଶହ ଲୋକଙ୍କର ବିଶାଳ ଜନସମାଗମ ହେଉଛି। ଏହି ପରିପ୍ରେକ୍ଷୀରେ ମେଳାର…
ସରିଲା ଭୋଟ, ଫଳାଫଳକୁ ଅପେକ୍ଷା
ଢେଙ୍କାନାଳ ଅଫିସ,୪ା୪: ଢେଙ୍କାନାଳ ଜିଲା ହିନ୍ଦୋଳ ଏନ୍ଏସି ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ସୋମବାର ଅପରାହ୍ନ ୫ଟାରେ ଶେଷ ହୋଇଛି। ମୋଟ୍ ମତଦାନ ହାର ୮୮ ପ୍ରତିଶତ ହୋଇଥିବାବେଳେ ସେଥିରୁ ୯୦ ପ୍ରତିଶତ ମହିଳା ଓ ୮୬ ପ୍ରତିଶତ ପୁରୁଷ ଭୋଟର ଭୋଟ୍…
‘ଉତ୍କଳ ପ୍ରତିଭା ସମ୍ମାନ-୨୦୨୩’
ଭୁବନେଶ୍ୱର,୪।୪: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଓଡିଏମ୍ ପବ୍ଲିକ ସ୍କୁଲ ପକ୍ଷରୁ ଓଡିଶା ଦିବସ ପାଳିତ ହୋଇଯାଇଛି। ଏପରିକି ସ୍ଥାନୀୟ ପଟିଆସ୍ଥିତ ସ୍କୁଲ ପରିସରରେ ଏକ ସ୍ବତନ୍ତ୍ର ସମାରୋହର ଆୟୋଜନ କରାଯାଇଥିଲା। ବିଶେଷକରି ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ କଳା,ସାହିତ୍ୟ,ଭାଷା,ବିଜ୍ଞାନ,ନୃତ୍ୟ ଓ…
ସରିଲା ଚୈତ୍ର ଯାତ୍ରା: ଆର ବର୍ଷକୁ ଅପେକ୍ଷା
ପୁରୁଷୋତ୍ତମପୁର,୪।୪(ଡି.ଏନ୍.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଶେଷ ଚତୁର୍ଥ ପାଳି ହୋଇଥିବା ବେଳେ ଭକ୍ତ ଆର ବର୍ଷକୁ ଅପେକ୍ଷା କରିଛନ୍ତି। ଅନ୍ୟପକ୍ଷେ ହଜାର ହଜାର ଶ୍ରଦ୍ଧାଳୁ ମା’ଙ୍କ ଆର୍ଶିବାଦ ଭିକ୍ଷା କରୁଛନ୍ତି। ଏପରି…
ଟୁଇଟରର ନୀଳ ପକ୍ଷୀକୁ କୁକୁରରେ ପରିବର୍ତ୍ତନ କଲେ ମସ୍କ
ଓ୍ବାଶିଂଟନ,୪।୪: ଟୁଇଟର ମାଲିକ ଏଲନ ମସ୍କ ଏହି ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମର ଫିଚରରୁ ନେଇ ଏହାର ସମ୍ପୂର୍ଣ୍ଣ ରୂପରେଖକୁ ପରିବର୍ତ୍ତନ କରିବାରେ ଲାଗିପଡିଛନ୍ତି। ଏହି କ୍ରମରେ ଟୁଇଟରର ଚିର ପରିଚିତ ’ବାର୍ଡ ଲୋଗୋ’ ଅର୍ଥାତ୍ ନୀଳ ପକ୍ଷିର ଟ୍ରେଡମାର୍କ ଚିହ୍ନକୁ ବଦଳାଇ…
ଆଇଡିବିଆଇ ବ୍ୟାଙ୍କର ‘ଇ-ବ୍ୟାଙ୍କ ଗ୍ୟାରେଣ୍ଟି’
ନୂଆଦିଲ୍ଲୀ,୪।୪: ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ନିକଟରେ ଏକ ନୂତନ ସେବାର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ୟାଙ୍କ ନ୍ୟାଶନାଲ ଇ-ଗଭର୍ନାନ୍ସ ସର୍ଭିସେସ୍ ଲିମିଟେଡ୍ (ଏନ୍ଇଏସ୍ଏଲ୍) ସହଭାଗିତାରେ ‘ଇ-ବ୍ୟାଙ୍କ ଗ୍ୟାରେଣ୍ଟି’ ସୁବିଧାର ଶୁଭାରମ୍ଭ କରାଯାଇଛି। ଏପରିକି ଏହା କାଗଜ-ଆଧାରିତ ବ୍ୟାଙ୍କ ଗ୍ୟାରେଣ୍ଟି…
Archives


