ସମୀର ୱାନଖେଡେଙ୍କୁ ମିଳିଲା ଧମକ, ଆର୍ୟନ ଖାନଙ୍କ ମାମଲାର ତଦନ୍ତ ମଧ୍ୟରେ ମାଗିଲେ ସୁରକ୍ଷା
ମୁମ୍ବାଇ,୨୨।୫: ମୁମ୍ବାଇ ଏନସିବିର ପୂର୍ବତନ ଜୋନାଲ ନିର୍ଦ୍ଦେଶକ ଏନସିବି ସମୀର ୱାନଖେଡେ ଏବଂ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା ଧମକ ମିଳିଛି। ଏନେଇ ସେ ନିଜେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୋତେ ଏବଂ ମୋର ସ୍ତ୍ରୀଙ୍କୁ ଗତ ୪ ଦିନ ଧରି…
ଶ୍ରମିକଙ୍କ ମୃତ୍ୟୁରେ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି ନେଇ ଧାରଣା
ଢେଙ୍କାନାଳ ଅଫିସ,୨୨ା୫: ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଖଡ଼ଗପ୍ରସାଦ ଗ୍ରାମ ନିକଟସ୍ଥ ନବ ଲିମିଟେଡ୍ କମ୍ପାନୀରେ ରବିବାର ଅପରାହ୍ନରେ ମାଧବ ବେହେରା (୪୦) ନାମକ ଜଣେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ତେବେ ଏହ ଘଟଣାକୁ ନେଇ ସୋମବାର ସକାଳ ୬ଟାରୁ…
ଦ୍ୱିତୀୟ ଦିନରେ ଉଚ୍ଛେଦ କାର୍ଯ୍ୟ
ଭଦ୍ରକ ଅଫିସ,୨୨ା୫: ଭଦ୍ରକ ସହରର ମୋଚି ଛକଠାରୁ ଭଦ୍ରକାଳୀ ପୁରୁଣାବଜ଼ାର ରାସ୍ତା ନିର୍ମାଣ ପାଇଁ ରବିବାରଠାରୁ ପ୍ରଶାସନ ପକ୍ଷରୁ ଚାଲିଥିବା ଉଚ୍ଛେଦ ପ୍ରକ୍ରିୟା ସୋମବାର ଦ୍ୱିତୀୟ ଦିନରେ ଚାଲିଛି l ପ୍ରଥମ ଦିନରେ ମୋଚି ଛକଠାରୁ ସନ୍ଥିଆ ପୋଲ ପର୍ଯ୍ୟନ୍ତ ଉଚ୍ଛେଦ…
ନିଦ୍ରାହୀନତା ଓ ଆଲଜିମର୍ସ
ନିଦ୍ରାହୀନତା ଏଭଳି ଏକ ସମସ୍ୟା ଯାହା ପରୋକ୍ଷରେ କେତେକ ରୋଗକୁ ଡାକି ଆଣିଥାଏ। ଯଦି ଏହା ଦୀର୍ଘ ଦିନ ଧରି ଲାଗିରହେ ତେବେ ତାହାର ପ୍ରଭାବ ମସ୍ତିଷ୍କର କାର୍ଯ୍ୟଧାରା ଉପରେ ପଡ଼ିଥାଏ। ଏପରି କି ଏଥିପାଇଁ ଆଲଜିମର୍ସ ଭଳି ସ୍ବାସ୍ଥ୍ୟ ସମସ୍ୟାର…
ଗୁଜରାଟ ଦଙ୍ଗା ଉପରେ ହୋଇଥିବା ଡକ୍ୟୁମେଣ୍ଟାରୀକୁ ନେଇ ବିବିସିକୁ ହାଇକୋର୍ଟଙ୍କ ସମନ
ନୂଆଦିଲ୍ଲୀ,୨୨।୫: ଗୁଜରାଟ ଦଙ୍ଗା ଉପରେ ବିବିସିର ବିବାଦୀୟ ଡକ୍ୟୁମେଣ୍ଟାରୀ ଉପରେ ଦାଖଲ ହୋଇଥିବା ମାନହାନି ମାମଲାରେ ବିବିସିକୁ ଦିଲ୍ଲୀ ହାଇକୋର୍ଟ ସମନ ଜାରି କରିଛି। ହାଇକୋର୍ଟରେ ଦାଖଲ ହୋଇଥିବା ମାମଲାରେ କୁହାଯାଇଛି, ଏହି ଡକ୍ୟୁମେଣ୍ଟାରୀ ଦ୍ୱାରା କେବଳ ପ୍ରଧାନମନ୍ତ୍ରୀ ନୁହେଁ ନ୍ୟାୟପାଳିକା…
ପାଇପ୍ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ପାଇପ୍ ଜଳିଗଲା
ସମ୍ବଲପୁର,୨୨ା୫(ବ୍ୟୁରୋ): ସମ୍ବଲପୁର ଧମା ଥାନା ଗୁଣ୍ଡରପୁରସ୍ଥିତ ପାଇପ୍ ଗୋଦାମରେ ସୋମବାର ଭୟାବହ ଅଗ୍ନିକାଣ୍ଡ ହୋଇଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ପାଇପ୍ ଜଳିଯାଇଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲଗିଛନ୍ତି। ସୂଚନାନୁସାରେ ଗୁଣ୍ଡରପୁରଠାରେ ଏକ…
ପୃଥିବୀର ମୃତ୍ୟୁ
ଯାହାର ଜନ୍ମ ଅଛି, ତା’ର ମଧ୍ୟ ଦିନେ ମୃତ୍ୟୁ ଅଛି। ଆମର ଗ୍ରହ ପୃଥିବୀ ଅତୀତରେ ୪୫୦ କୋଟି ବର୍ଷ ପୂର୍ବେ ସୌର ନେବୁଲାରୁ ଜନ୍ମ ହୋଇଥିଲା। ବିଶ୍ୱାସ କରାଯାଏ ଯେ, ଆହୁରି ୪୫୦ କୋଟି ବର୍ଷ ପରେ ଏହାର ମୃତ୍ୟୁ…
ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲା: ସୁପ୍ରିମକୋର୍ଟରେ ପହଞ୍ଚିଲେ ଟିଏମସି ନେତା, ମେ’୨୬ରେ ଶୁଣାଣି
ନୂଆଦିଲ୍ଲୀ,୨୨।୫: ପଶ୍ଚିମବଙ୍ଗର ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଟିଏମସି ନେତା ଅଭିଷେକ ବାନାର୍ଜୀ ସୋମବାର ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ଏଥିସହ ଏହି ପ୍ରସଙ୍ଗରେ ଶୀଘ୍ର ଶୁଣାଣି କରିବାକୁ ମଧ୍ୟ ଦାବି କରିଛନ୍ତି। ତେବେ ସୁପ୍ରିମକୋର୍ଟ ୨୬ ମେ’ରେ ଏହି ମାମଲାର ଶୁଣାଣି କରିବେ…
ଆଜିଠୁ ସୁବର୍ଣ୍ଣପୁର ଜିଲାରେ ରବିଧାନ ସଂଗ୍ରହ
ସୋନପୁର,୨୨।୫(ନି.ପ୍ର.): ସୁବର୍ଣ୍ଣପୁର ଜିଲାରେ ସୋମବାରଠାରୁ ରବିଧାନ ସଂଗ୍ରହ ଆରମ୍ଭ ହେବ। ୬୦ ପ୍ୟାକ୍ସ ଓ ୩୪ ଡବ୍ଲ୍ୟୁଏସ୍ଏଚ୍ଜି ଜରିଆରେ ଯୋଗାଣ ନିଗମ ପଞ୍ଜୀକୃତ ଚାଷୀଙ୍କ ନିକଟରୁ ଧାନ କିଣିବ। ଆଗକୁ ଆଉ ୩ଟି ଡବ୍ଲ୍ୟୁଏସ୍ଏଚ୍ଜି ଓ ଗୋଟିଏ ପ୍ୟାକ୍ସ ଧାନ କ୍ରୟ…
ବିଗିଡିଲା ସତ୍ୟେନ୍ଦ୍ର ଜୈନଙ୍କ ସ୍ବାସ୍ଥ୍ୟାବସ୍ଥା, ହସ୍ପିଟାଲରେ ଭର୍ତ୍ତି
ନୂଆଦିଲ୍ଲୀ,୨୨।୫: ମନି ଲଣ୍ଡରିଂ ମାମଲାରେ ପ୍ରାୟ ଏକ ବର୍ଷ ଧରି ତିହାର ଜେଲରେ ଥିବା ଆମ ଆଦମୀ ପାର୍ଟି ନେତା ସତ୍ୟେନ୍ଦ୍ର ଜୈନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବା ପରେ ତାଙ୍କୁ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତ ସପ୍ତାହରେ ଶୁଣାଣି ସମୟରେ ସତ୍ୟେନ୍ଦ୍ର…
ଉଦ୍ଘାଟନ ହୋଇଛି, କାମରେ ଲାଗୁନି
କଣ୍ଟାବାଞ୍ଜି, ୨୨ା୫(ଡି.ଏନ.ଏ.): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଏନଏସିରେ ସର୍ବସାଧାରଣଙ୍କ ପାଇଁ ନିର୍ମିତ ଶୌଚାଳୟ ୨୦୨୧ନଭେମ୍ବର ୧୮ତାରିଖରେ ଉଦ୍ଘାଟିତ ହୋଇଥିଲା। ୧୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଶୌଚାଳୟ ଉଦ୍ଘାଟନୀର ଦେଢବର୍ଷ ପରେ ମଧ୍ୟ କାର୍ଯ୍ୟକ୍ଷମ ନ ହେବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ…
ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଲା ୨୦୦୦ ଟଙ୍କିଆ ନୋଟ ମାମଲା
ନୂଆଦିଲ୍ଲୀ,୨୨।୫: ଦେଶରେ ୨୦୦୦ ଟଙ୍କିଆ ନୋଟ ଉପରେ ନିଷେଧାଦେଶ ମାମଲା ଏବେ ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଛି। ଭାଜପା ନେତା ଅଶ୍ୱିନୀ ଉପାଧ୍ୟାୟ ଏ ସମ୍ପର୍କରେ କୋର୍ଟରେ ଜନହିତ ପିଟିସନ ଦାଖଲ କରିଛନ୍ତି। ଏହି ପିଟିସନରେ କୁହାଯାଇଛି, ପରିଚୟ ପ୍ରମାଣ ବିନା ବ୍ୟାଙ୍କରେ…
Archives


