ବିଗ୍ବସ ଫେମ୍ ସୌନ୍ଦର୍ଯ୍ୟା ଶର୍ମାଙ୍କ ହାତରେ ହଲିଉଡ ପ୍ରୋଜେକ୍ଟ
ମୁମ୍ବାଇ: ବିଗ୍ବସ ସିଜନ ୧୬ରୁ ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ସୌନ୍ଦର୍ଯ୍ୟା ଶର୍ମା ବଲିଉଡରେ ତ କାମ କରିସାରିଛନ୍ତି। ବର୍ତ୍ତମାନ ଅଭିନେତ୍ରୀଙ୍କୁ ଖୁବ୍ଶୀଘ୍ର ହଲିଉଡ ଫିଲ୍ମରେ ମଧ୍ୟ ଦେଖିବାକୁ ମିଳିବ। ଏକ ଖବର ଅନୁଯାୟୀ, ଅଭିନେତ୍ରୀ କିଛି ଦିନ ତଳେ ବିଦେଶରେ ଥିଲେ।…
ମାନଚିତ୍ରରୁ ଅଦୃଶ୍ୟ ହେବ ଏସବୁ ସହର
ଯେଉଁମାନେ ବୁଲିବାକୁ ପସନ୍ଦ କରନ୍ତି, ସେମାନେ ଦେଶ ତଥା ବିଶ୍ୱର ଅନନ୍ୟ ସହର ଖୋଜିଥାନ୍ତି। ଯେଉଁଠାରେ ସେମାନେ ସେମାନଙ୍କର ଭ୍ରମଣକୁ ସଫଳ କରିପାରିବେ। କିନ୍ତୁ ଏହି ସହରଗୁଡ଼ିକ ଜଳବାୟୁ ପରିବର୍ତ୍ତନ ହେତୁ ଖୁବ୍ଶୀଘ୍ର ଲୀନ ହେବାକୁ ଯାଉଛି। ଜାଣନ୍ତୁ ଏପରି ସହରଗୁଡ଼ିକ…
୫୫ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ
ଆନନ୍ଦପୁର,୧୨।୪(ସ୍ବ.ପ୍ର.): ବ୍ରାଉନ ସୁଗାର ଚୋରା ଚାଲାଣ ଅଭିଯୋଗରେ ବୁଧବାର ସମ୍ବଲପୁର ଅବକାରୀ ବିଭାଗର ଏକ ସ୍ବତନ୍ତ୍ର ଟିମ ଦ୍ୱାରା ଚଢାଉ କରାଯାଇଛି। ଏହି ଚଢାଉରେ ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନାର ଶାଳଣିଆ ବଜାର ନିକଟରୁ ୫୫ଗ୍ରାମ ବ୍ରାଉନସୁଗାର ଜବତ କରାଯିବା ସହିତ…
ଗାଧୋଇବାବେଳେ ଅଘଟଣ: ନଦୀରେ ବୁଡି ଯୁବକଙ୍କ ମୃତ୍ୟୁ
ଆନନ୍ଦପୁର,୧୨।୪(ସ୍ବ.ପ୍ର.): ଆନନ୍ଦପୁରର ବୈତରଣୀ ନଦୀରେ ସାଙ୍ଗମାନଙ୍କ ସହିତ ଗାଧୋଇବା ସମୟରେ ବୁଡିଯାଇ ଯୁବକଙ୍କ ମୃତ୍ୟୁ ହୋଇଛି। ସେ ହେଉଛନ୍ତି ଆନନ୍ଦପୁର ଫକୀରମୋହନ ବସଷ୍ଟାଣ୍ଡ ନିକଟରେ ମୋବାଇଲ ଯନ୍ତ୍ରାଂଶ ବିକ୍ରୟ କରୁଥିବା ରଘୁନାଥ ପୃଷ୍ଟିଙ୍କ ପୁଅ ଆଶିଷ ପୃଷ୍ଟି। ସୂଚନାଯୋଗ୍ୟ, ଆଶିଷ ବୁଧବାର…
ପାଟନା ଏୟାର ପୋର୍ଟରେ ବୋମା ଆତଙ୍କ
ପାଟନା,୧୨।୪: ବିହାରର ପାଟନା ଏୟାରପୋର୍ଟରେ ବୋମା ଥିବା ସୂଚନା ମିଳିବା ପରେ ଭୟର ବାତାବରଣ ଦେଖାଦେଇଥିଲା। ସୂଚନା ମିଳିବା ପରେ ବୋମା ନିଷ୍କ୍ରିୟକାରୀ ଦଳ ଯାଞ୍ଚ ଆରମ୍ଭ କରିଦେଇଛନ୍ତି। ହେଲେ ସେଠାରୁ ସେମିତି କିଛି ମିଳି ନାହିଁ। ଏବେ ପାଟନା ଏସଏସପି…
‘କିସି କା ଭାଇ କିସି କି ଜାନ’ ଫିଲ୍ମ ପାଇଁ ସଲମାନ ନେଇଛନ୍ତି ଏତିକି କୋଟି…
ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନ ନିଜର ଅପକମିଙ୍ଗ୍ ଫିଲ୍ମ ‘କିସି କା ଭାଇ କିସି କି ଜାନ’କୁ ପ୍ରମୋଟ କରିବାରେ ବ୍ୟସ୍ତ ଅଛନ୍ତି। ବର୍ତ୍ତମାନ ଏହି ଫିଲ୍ମର ରିଲିଜ ତାରିଖ ଆଉ କିଛି ଦିନ ବାକି ଅଛି। ଏହା ଏକ…
କଂଗ୍ରେସର ‘ହାତ’ ଛାଡି ପଦ୍ମ ଧରିଲେ ରାଜନନ୍ଦିନି
ବେଙ୍ଗାଲୁରୁ,୧୨।୪: କର୍ନାଟକ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ନେତାଙ୍କ ଦଳ ବଦଳ ପ୍ରକ୍ରିୟା ଜାରି ରହିଛି। ବୁଧବାର ଅର୍ଥାତ୍ ୧୨ ଏପ୍ରିଲରେ କଂଗ୍ରେସକୁ ଝଟକା ଲାଗିଛି। ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସ୍ପିକର କାଗୋଡୁ ଥିମ୍ମପ୍ପାଙ୍କ ଝିଅ ଡା.…
୩ ସହରରେ ୪୦ ଡିଗ୍ରୀ ଉପରେ ତାପମାତ୍ରା
ଭୁବନେଶ୍ୱର,୧୨।୪(ବ୍ୟୁରୋ): ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା। ସକାଳ ୮ଟାରୁ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ରାଜ୍ୟରେ ୩ ଦିନ ପାଇଁ ହିଟ ୱେଭ ଓ୍ବାର୍ନିଂ ଜାରି କରିଛି। ପାଣିପାଗ ବିଭାଗ ଅନୁଯାୟୀ,…
ଜଳିଗଲା ୩ ବଖରା, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ
ଆରଡ଼ି,୧୨ା୪(ଡି.ଏନ୍.ଏ.): ଭଦ୍ରକ ଜିଲା ଧୂଷୁରୀ ଥାନା ଓ ଆରଡ଼ି ଫାଣ୍ଡି ଅଧୀନ ଭୂଇଁପୁର ଗାଁର ସୁସ୍ମନ୍ତ ବିଶ୍ୱାଳଙ୍କ ୩ ବଖର ବୁଧବାର ସମ୍ପୂର୍ଣ୍ଣ ଜଳିଯାଇଛି । ଘରେ ଥିବା ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ଗ୍ରାମବାସୀ ନିଆଁକୁ ଆୟତ୍ତ…
ଆହତ ହେଲେ ମୁନ୍ନା ଭାଇ
ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଞ୍ଜୟ ଦତ୍ତ ତାଙ୍କ ଅଭିନୟକୁ ନେଇ ବେଶ ପରିଚିତ। ଏବେ ସଞ୍ଜୟଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଶୁଟିଂ ସମୟରେ ସେ ଆହତ ହୋଇଥିବା ଜଣାପଡିଛି। ସଞ୍ଜୟ ଏବେ ବେଙ୍ଗାଲୁର ନିକଟରେ ତାଙ୍କ ଆଗାମୀ…
ଅଜମୈର-ଦିଲ୍ଲୀରେ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ, ସବୁଜ ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୨।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଅଜମୈର-ଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିଛନ୍ତି। ଜୟପୁରର ରେଳ ଷ୍ଟେଶନରେ ଆୟୋଜିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ସବୁଜ ପତାକା ଦେଖିଛନ୍ତି।…
ଆମେରିକାରେ ଶବଦାହ ଗୃହ ବାହାରେ ଫୁଟିଲା ଗୁଳି, ଜଣେ ମୃତ, ୩ ଆହତ
ଓ୍ବାଶିଂଟନ,୧୨।୪: ଆମେରିକାର ରାଜଧାନୀ ଓ୍ବାଶିଂଟନ ଡିସିରେ ମଙ୍ଗଳବାର ଏକ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି। କୁହାଯାଉଛି କି ଏହି ଗୁଳିକାଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଛି। ଏହାସହ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ସେହି ସମୟରେ ହୋଇଥିଲା…
Archives


