Home Left

ଭାଜପାକୁ ଝଟକା, ଦଳ ଛାଡିଲେ ଏହି ନେତା

ନୂଆଦିଲ୍ଲୀ,୩୧।୮: ଭାରତୀୟ ଜନତା ପାର୍ଟି (ଭାଜପା) ଉପରେ ଅସନ୍ତୁଷ୍ଟ ଥିବା କୋଲାରସ ବିଧାୟକ ବିରେନ୍ଦ୍ର ରଘୁବଂଶୀ ଶେଷରେ ଦଳର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ସହିତ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ତାଙ୍କ ସମର୍ଥକ ମନ୍ତ୍ରୀ ପ୍ରଦ୍ୟୁମନ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ମା’ ମୃତ, ୪ ମାସର ଶିଶୁପୁତ୍ର ସହ ବାପା ଗୁରୁତର

ପାଟଣା,୩୧ା୮(ବୀରକିଶୋର ଦାଶ): କେନ୍ଦୁଝର-ମୟୂରଭଞ୍ଜ ଜିଲା ଦେଇ ଯାଇଥିବା ମୁମ୍ବାଇ କୋଲକାତା ୪୯ ନମ୍ବର ଜାତୀୟ ରାଜପଥ ନିକଟ ଚଢେଇଭୋଳଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ମା’ଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ମାସର ଶିଶୁପୁତ୍ର ଓ…

ଖଣି କର୍ମଚାରୀଙ୍କ ଘରେ ପଶି ଦୁର୍ବୃତ୍ତ ଲୁଟିନେଲେ ୩୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନାଗହଣା

ତାଳଚେର,୩୧ା୮(ମନୋଜ ନନ୍ଦ): ଅନୁଗୋଳ ଜିଲା କଲିୟାରୀ ଥାନା ବଲଣ୍ଡା ଫାଣ୍ଡି ଅଞ୍ଚଳରେ ଦୁର୍ବୃତ୍ତମାନେ ବୁଧବାର ରାତିରେ ଜଣେ ଖଣି କର୍ମଚାରୀଙ୍କ ଘରେ ପଶି ୩୫ ଲକ୍ଷରୁ ଊଦ୍ଧର୍‌ବ ଟଙ୍କାର ସୁନା ଓ ରୁପା ଗହଣା ନଗଦ ୪ଲକ୍ଷ ୧୦ ହଜାର ଟଙ୍କା…

ଗୁରୁତର ଅବସ୍ଥାରେ ବ୍ୟବସାୟୀ ଉଦ୍ଧାର, ଦୁର୍ଘଟଣା ନା ହତ୍ୟା ଉଦ୍ୟମ ସେନେଇ ଚର୍ଚ୍ଚା

ଦାରିଙ୍ଗବାଡ଼ି,୩୧ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ବ୍ରାହ୍ମଣୀଗାଁ-ଦାରିଙ୍ଗବାଡ଼ି ରାସ୍ତାର ଏକ ଘାଟିରେ ଜଣେ ବ୍ୟବସାୟୀଙ୍କୁ ଗୁରୁତର ଅବସ୍ଥାରେ ପୋଲିସ ଉଦ୍ଧାର କରିଛି। ସେ ହେଲେ ଦାରିଙ୍ଗବାଡ଼ିର କାଳୁ ପ୍ରଧାନ। କାଳୁଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବାରୁ ସେ ଅଚେତ ହୋଇପଡ଼ିଛନ୍ତି।…

ସ୍ବାୟତ୍ତ ଶାସନ ଦିବସକୁ ବର୍ଜନ କଲେ କାଉନସିଲର

କେନ୍ଦୁଝର,୩୧ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌରପାଳିକାର ମନମୁଖୀ କାର୍ଯ୍ୟ ପ୍ରତିବାଦରେ ସ୍ବାୟତ୍ତ ଶାସନ ଦିବସକୁ ବର୍ଜନ କଲେ ୧୬ ନମ୍ବର ଓ୍ବାର୍ଡର କାଉନସିଲର ସବିତା ପଟ୍ଟନାୟକ। ଜୁଲାଇରୁ ଅବଧି ସରିଥିଲେ ହେଁ ବିନା ଆଲୋଚନାରେ ପୂର୍ବ ଠିକାସଂସ୍ଥାଙ୍କୁ ସଫେଇ କାମ ଦିଆଯାଇଥିବା…

ବହୁ ପ୍ରତୀକ୍ଷିତ ଫିଲ୍ମ ‘ଯବାନ’ର ଟ୍ରେଲର ରିଲିଜ୍‌

ଶାହରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଯବାନ’ ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଫିଲ୍ମ ରିଲିଜ୍‌ର ଗୋଟିଏ ସପ୍ତାହ ପୂର୍ବରୁ ‘ଯବାନ’ର ଟ୍ରେଲର ରିଲିଜ ହୋଇଛି। ଶାହାରୁଖ ଦୁବାଇରୁ ଯବାନଙ୍କ…

ଭାଇଙ୍କୁ ରାଖୀ ବାନ୍ଧିବା ଅଧା ରହିଲା: ଦୁର୍ଘଟଣାରେ ଚାଲିଗଲା ଭଉଣୀଙ୍କ ଜୀବନ

ଗଞ୍ଜାମ,୩୧ା୮(ବିଦ୍ୟାଧର ସାହୁ): ରକ୍ଷାବନ୍ଧନରେ ଭଉଣୀ ଭାଇ ହାତରେ ରାଖୀ ବାନ୍ଧି ଭାଇଙ୍କର ଶୁଭ ମନାସିବା ସହ ନିଜକୁ ସୁରକ୍ଷା ଦେବା ପାଇଁ ଭାଇଙ୍କଠାରୁ ପ୍ରତିଜ୍ଞା ଗ୍ରହଣ କରନ୍ତି। କିନ୍ତୁ ଜଣେ ଭଉଣୀ ଭାଇ ହାତରେ ରାଖୀ ବାନ୍ଧିବାକୁ ଯିବା ବାଟରେ ଦୁର୍ଘଟଣାରେ…

ଜି-୨୦ ବୈଠକରେ ଯୋଗଦେବେ ନାହିଁ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ!

ନୂଆଦିଲ୍ଲୀ/ବେଜିଂ,୩୧।୮: ସେପ୍ଟେମ୍ବର ୮ ରୁ ୧୦ ମଧ୍ୟରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିଖର ବୈଠକରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଯୋଗଦେବେ ନାହିଁ। ଜିନପିଙ୍ଗ ଜି-୨୦ ବୈଠକରେ ଯୋଗଦେବେ ନାହିଁ ବୋଲି ନ୍ୟୁଜ ଏଜେନ୍ସି ରଏଟର୍ସ ଏକ ରିପୋର୍ଟ…

ଆମ ମେଣ୍ଟର ଶକ୍ତି ଦେଖି ଚାଇନା ମଧ୍ୟ ସୀମାରୁ ପଛକୁ ଯିବ: ସଞ୍ଜୟ ରାଉତ

ମୁମ୍ବାଇ,୩୧ା୮: ଆଜିଠାରୁ ମୁମ୍ବାଇରେ ବିରୋଧୀ ବ୍ଲକ୍‌ ଇଣ୍ଡିଆନ୍‌ ନ୍ୟାଶନାଲ ଡେଭେଲପ୍‌ମେଣ୍ଟାଲ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ (ଇଣ୍ଡିଆ)ର ତୃତୀୟ ବୈଠକ ଅନୁଷ୍ଠିତ ହେଉଛି। ଏହାପୂର୍ବରୁ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି, ‘ଇଣ୍ଡିଆ’ ବୈଠକ ଏମିତି…

ଓୱାଇସିଙ୍କ ରାଲିରେ ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ

ହାଇଦ୍ରାବଦ୍‌,୩୧।୧: ଡୁମରି ବିଧାନସଭା ଉପନିର୍ବାଚନ ପାଇଁ ଅଲ ଇଣ୍ଡିଆ ମଜଲିସ-ଇ-ଇଥାହାଦୁଲ ମୁସଲିମିନ(ଏଆଇଏମଆଇଏମ) ପକ୍ଷରୁ ଆୟୋଜିତ ବୈଠକରେ ଏଆଇଏମଆଇଏମ ସଭାପତି ଅସଦୁଦ୍ଦିନ ଓୱାଇସିଙ୍କ ଅଭିଭାଷଣରେ ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଦିଆଯାଇଥିଲା। ଏନେଇ ଜିଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଜିଲାର ଡିସି ଏବଂ…

ଭାରତ ଆସିବେ କାନାଡା ପ୍ରଧାନମନ୍ତ୍ରୀ: ବିଶ୍ୱ ସଙ୍କଟ ଉପରେ ହେବ ଚର୍ଚ୍ଚା

ଓଟଓ୍ବା/ନୂଆଦିଲ୍ଲୀ,୩୧।୮: ନୂଆଦିଲ୍ଲୀରେ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ଯୋଗଦେବା ପାଇଁ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସେପ୍ଟେମ୍ବର ୯ରୁ ୧୦ ପର୍ଯ୍ୟନ୍ତ ଭାରତ ଗସ୍ତ କରିବେ। ନୂଆଦିଲ୍ଲୀ ଯାତ୍ରା କରିବା ପୂର୍ବରୁ ଟ୍ରୁଡୋ ଇଣ୍ଡୋନେସିଆ ଗସ୍ତରେ ଆସି ଏସିଆନ୍‌ ସମ୍ମିଳନୀରେ ଏବଂ…

ସାରା ବିଶ୍ୱକୁ ଦେଉଥିଲେ ଫିଟ୍‌ନେସ୍‌ ମନ୍ତ୍ର,ନିଜେ ୩୩ ବର୍ଷରେ ହୃଦ୍‌ଘାତରେ ହରାଇଲେ ପ୍ରାଣ

ବ୍ରାସିଲିଆ,୩୧।୮: ବ୍ରାଜିଲର ଇନ୍‌ଫ୍ଲୁଏନ୍ସର ଲାରିସା ବୋର୍ଗସ ସମଗ୍ର ବିଶ୍ୱକୁ ଫିଟ୍‌ ରହିବାର ମନ୍ତ୍ର ଦେଉଥିଲେ। କିନ୍ତୁ ସେ ନିଜେ ମାତ୍ର ୩୩ ବର୍ଷ ବୟସରେ ଜୀବନ ହାରିଛନ୍ତି। ହୃଦଘାତ ହେତୁ ସେ ମୃତ୍ୟୁବରଣ କରିଛନ୍ତି। ବୋର୍ଗସ ପ୍ରାୟ ଏକ ସପ୍ତାହ ଧରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?