ଜୁନରେ ବିବାହ କରିବେ କୃଷ୍ଣା ଭଟ୍ଟ
ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କ ଝିଅ ତଥା ନିର୍ଦ୍ଦେଶିକା କୃଷ୍ଣା ଭଟ୍ଟ ତାଙ୍କର ଲଙ୍ଗ ଟାଇମ ବୟ ଫ୍ରେଣ୍ଡ ବେଦାନ୍ତ ସାରଦାଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ବିକ୍ରମ ଭଟ୍ଟଙ୍କ ଝିଅ କୃଷ୍ଣାଙ୍କ ବିବାହ ତାରିଖ ମଧ୍ୟ…
ଟ୍ରୋଲ ହେଲେ ଅନୁଷ୍କା
ମୁମ୍ବାଇ: ମଇ ୧୬ରୁ ଆରମ୍ଭ ହୋଇଥିବା କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୩ରେ ଅନୁଷ୍କା ଶର୍ମା ଏବେ ରେଡ କାର୍ପେଟରେ ନିଜର ଉପସ୍ଥିତି ଜାହିର କରିଛନ୍ତି। ଏହି ବିଶେଷ ଉତ୍ସବରେ ଅନୁଷ୍କା ଅଫ ସୋଲଡର ରିଚାର୍ଡ କ୍ୱିନ ଗାଉନ ପିନ୍ଧିଥିଲେ। ଯାହା ସିଲଭର…
ଗୋରୁ ବୋଝେଇ ଟ୍ରକ୍ ଜବତ: ୧୫ ଗୋରୁ ଉଦ୍ଧାର
ପାଟଣା,୨୭।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁମ୍ବାଇ-କୋଲକାତା ୪୯ ନମ୍ବର ଜାତୀୟ ରାଜପଥର ଝାରବେଡ଼ା ନିକଟରୁ ଶନିବାର ଭୋରରେ ଏକ ଗୋରୁ ବୋଝେଇ ଟ୍ରକ୍କୁ ତୁରୁମୁଙ୍ଗା ପୋଲିସ ଜବତ କରିଛି। ଉକ୍ତ ଟ୍ରକ୍ ଭିତରେ ଦୟନୀୟ ଅବସ୍ଥାରେ ବନ୍ଧା ଯାଇଥିବା ୧୫…
ଦେବଗଡ଼ ଜିଲାରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ଅଭିଯାନ
ଦେବଗଡ଼, ୨୭।୫(ଡି.ଏନ୍.ଏ.): ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକଙ୍କ ନିର୍ଦ୍ଦେଶ ଅନୁଯାୟୀ ଏବଂ ଜିଲା ଦୌରା ଜଜ୍ ତଥା ଅଧ୍ୟକ୍ଷ, ଜିଲା ଆଇନ ସେବା ପ୍ରାଧିକରଣ, ଦେବଗଡ଼ ଗୌତମ ଶର୍ମା ଏବଂ ସଚିବ, ଜିଲା ଆଇନ ସେବା ପ୍ରାଧିକରଣ, ଦେବଗଡ଼…
ଇମ୍ରାନଙ୍କୁ ଆଉ ଏକ ଝଟକା, ପିଟିଆଇ ନେତା ଫୟାଦ ଚୌଧୁରିଙ୍କ ଇସ୍ତଫା ମଧ୍ୟରେ ବାବର କଲେ ଲଣ୍ଡନ ଯାତ୍ରା
ଇସଲାମାବାଦ,୨୭।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଦଳ ପାକିସ୍ତାନ ତେହେରିକ-ଏ-ଇନସାଫ (ପିଟିଆଇ) ରୁ ଇସ୍ତଫା ଦେଇଥିବା ବ୍ୟକ୍ତିଙ୍କ ଏବେ ଲମ୍ବା ଧାଡି ଲାଗିଲାଣିି। ତିନିଜଣ ପିଟିଆଇ ନେତା ଗୁରୁବାର ଦଳ ଛାଡିବାକୁ ଘୋଷଣା କରିଥିଲେ। ଏଥି ସହିତ, ଗଣ ମାଧ୍ୟମର…
ଭୟରେ ଅଙ୍ଗନଓ୍ବାଡି କେନ୍ଦ୍ର ଯାଉନାହାନ୍ତି ଶିଶୁ, ଗର୍ଭବତୀ
ଲାଞ୍ଜିଗଡ଼,୨୭ା୫(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବସନ୍ତପଡା ସ୍ବାସ୍ଥ୍ୟ ଉପକେନ୍ଦ୍ର ଉପରେ ଥିବା ଆଜବେଷ୍ଟ ଛାତ ଗତ ସୋମବାର ଅପରାହ୍ନରେ ପବନରେ ଉଡିଯାଇ ନିକଟରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ର ଉପରେ ଢାଙ୍କି ହୋଇ ଯାଇଛି। ୪ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ…
ଶୁବମନ୍ ଗିଲ୍ଙ୍କ ଦ୍ରୁତ ଶତକ
ଅହମଦାବାଦ, ୨୭।୫: ଇଣ୍ଡିଆନ ପ୍ରିମିୟର ଲିଗ୍ର ଶୁକ୍ରବାର ଅନୁଷ୍ଠିତ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ କ୍ୱାଲିଫାୟର-୨ରେ ଦ୍ରୁତ ଶତକ ହାସଲ କରିଛନ୍ତି ଗୁଜରାଟ ଟାଇଟନ୍ସର ଶୁବମନ ଗିଲ୍। ଫଳରେ ଗୁଜରାଟ ଟାଇଟନ୍ସ ୨୦ ଓଭରରେ ୩ ଉଇକେଟ ହରାଇ ୨୩୩ ରନ ସଂଗ୍ରହ…
ପ୍ରତ୍ୟାରୋପଣ ପାଇଁ ଅର୍ଥ ବାଧକ
ବରଗଡ଼ ଅଫିସ,୨୭ା୫: ମୋ ଝିଅକୁ ବଞ୍ଚେଇ ଦିଅ। ଆପଣଙ୍କ ସାମାନ୍ୟ ସହାୟତା ମୋ ଝିଅର ଜୀବନକୁ ବଞ୍ଚେଇ ଦେଇପାରେ। ଏପରି କହି ଝିଅର ଲିଭର ପ୍ରତ୍ୟାରୋପଣ ପାଇଁ ସହାୟତା ଦେବାକୁ ନିବେଦନ କରିଛନ୍ତି ବରଗଡ଼ ପୋର ପରିଷଦ ଅଧୀନ ୱାର୍ଡ ନଂ-୧…
ଫାଇନାଲରେ ଭାରତ
ଭୁବନେଶ୍ୱର, ୨୭।୫, (କ୍ରୀଡ଼ା ପ୍ରତିନିଧି): ନେପାଳର କାଠମାଣ୍ଡୁରେ ଚାଲିଥିବା ଏନ୍ଏସ୍ସି କାଭା (ସେଣ୍ଟ୍ରାଲ ଏସିଆନ ଭଲିବଲ ଆସୋସିଏଶନ) ମହିଳା ଭଲିବଲ ଚ୍ୟାଲେଞ୍ଜ୍ କପ୍ର ଫାଇନାଲରେ ଭାରତ ପ୍ରବେଶ କରିଛି। ଶୁକ୍ରବାର ଅନୁଷ୍ଠିତ ସେମିଫାଇନାଲରେ ଭାରତ ୩-୦ (୨୫-୧୭, ୨୫-୨୦, ୨୫-୧୫) ସେଟ୍ରେ…
ପ୍ରୋ-ଲିଗ୍: ବେଲଜିୟମଠାରୁ ହାରିଲା ଭାରତ
ଲଣ୍ଡନ, ୨୭ା୫ (ପି.ଟି.): ଏଫ୍ଆଇଏ୍ ପ୍ରୋ-ଲିଗ୍ ହକିର ଏକ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାମୂଳକ ମ୍ୟାଚରେ ବେଲଜିୟମ ୨-୧ ଗୋଲ୍ରେ ଭାରତକୁ ହରାଇ ଦେଇଛି। ଶୁକ୍ରବାର ଖେଳାଯାଇଥିବା ମ୍ୟାଚର ସମସ୍ତ ଗୋଲ୍ ପେନାଲ୍ଟି କର୍ନର ଜରିଆରେ ସ୍କୋର ହୋଇଥିଲା। ବିଶ୍ୱର ଦୁଇ ନମ୍ବର ମାନ୍ୟତାପ୍ରାପ୍ତ…
ଜନ୍ ଓ୍ବାରବର୍ଟନ ସବ୍ଜୁନିୟର ବକ୍ସିଂ କୋଚ୍
ନୂଆଦିଲ୍ଲୀ, ୨୭ା୫ (ପି.ଟି.): ବକ୍ସିଂ ଫେଡେରେଶନ ଅଫ୍ ଇଣ୍ଡିଆ (ବିଏଫ୍ଆଇ) ଶୁକ୍ରବାର ଜନ୍ ଓ୍ବାରବର୍ଟନଙ୍କୁ ସବ୍ଜୁନିୟର କୋଚ୍ ଭାବେ ନିଯୁକ୍ତି ଦେଇଛି। ତୃଣମୂଳ ସ୍ତରରେ ଖେଳର ବିକାଶ ଲକ୍ଷ୍ୟ ନେଇ ଏହି ନିଯୁକ୍ତି ଦିଆଯାଇଛି। ଓ୍ବାରବର୍ଟନଙ୍କ କୋଚିଂ କ୍ୟାରିୟର ପାଖାପାଖି ୪…
ଇକୋର୍ସା, ଭୁବନେଶ୍ୱର ‘ଏ’ ବିଜୟୀ
ଭୁବନେଶ୍ୱର, ୨୭।୫,(କ୍ରୀଡ଼ା ପ୍ରତିନିଧି):କଟକର ବିଭିନ୍ନ ଗ୍ରାଉଣ୍ଡରେ ଚାଲିଥିବା ୨ ଦିନିଆ କଳାହାଣ୍ଡି କପ୍ କ୍ରିକେଟ ଟୁର୍ନାମେଣ୍ଟରେ ଶୁକ୍ରବାର ଆରମ୍ଭ ହୋଇଥିବା ୪ ମ୍ୟାଚରୁ ୨ଟିରୁ ଫଳାଫଳ ମିଳିଛି। ଏଥିରେ ଇକୋର୍ସା ଓ ଭୁବନେଶ୍ୱର ‘ଏ’ ଦଳ ବିଜୟୀ ହୋଇଛି। ମଳୟ ଜେନା…
Archives


