Home Left

ଗୁଜରାଟ ଫାଇନାଲରେ ପହଞ୍ଚିବା ପଛରେ କାହାର ବଡ଼ ଭୂମିକା? ଜାଣନ୍ତୁ…

ନୂଆଦିଲ୍ଲୀ,୨୭।୫: ଇତିହାସ ସୃଷ୍ଟି କଲା ଗୁଜରାଟ ଟାଇଟାନ୍ସ(ଜିଟି)। ସେ ଆଇପିଏଲର କ୍ରମାଗତ ଦ୍ୱିତୀୟ ସିଜନର ଫାଇନାଲରେ ପ୍ରବେଶ କରିଛି। ଦ୍ୱିତୀୟ କ୍ୱାଲିଫାୟରରେ ମୁମ୍ବାଇ ଇଣ୍ଡିଆନ୍ସକୁ ୬୨ ରନରେ ହରାଇ ଗୁଜରାଟ ବିଜୟୀ ହୋଇଛି। ଦଳର ସାମଗ୍ରିକ ପ୍ରଦର୍ଶନ ଅନ୍ୟ ଦଳ ଅପେକ୍ଷା…

ପ୍ରଥମଥର ପାଇଁ ଗର୍ଲଫ୍ରେଣ୍ଡଙ୍କ ସହ ନଜର ଆସିଲେ ପୃଥ୍ବୀ ଶ’

ନୂଆଦିଲ୍ଲୀ,୨୭।୫: ଆଇପିଏଲର ୧୬ତମ ସିଜନରେ ଯଦି କୌଣସି ଖେଳାଳିଙ୍କୁ ତାଙ୍କ ପ୍ରଦର୍ଶନ ଯୋଗୁ ସର୍ବାଧିକ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଥିଲା, ତେବେ ସେ ଦିଲ୍ଲୀ କ୍ୟାପିଟାଲ (ଡିସି) ଖେଳାଳି ପୃଥ୍ବୀ ଶ’। ବର୍ତ୍ତମାନ ଲିଗ ପର୍ଯ୍ୟାୟ ସହିତ ଦଳର ଯାତ୍ରା ସମାପ୍ତ…

ଆଇପିଏଲ୍‌ ୨୦୨୩ର ଟପ୍‌ ୫ ବ୍ୟାଟ୍ସମ୍ୟାନଙ୍କ ତାଲିକା ପ୍ରକାଶ କଲେ ସେହଓ୍ବାଗ୍‌: କୋହଲି, ଗିଲ୍‌ ପଡିଲେ ବାଦ୍‌

ନୂଆଦିଲ୍ଲୀ,୨୭।୫: ଆଇପିଏଲ୍‌ ୨୦୨୩ର ପ୍ଲେ ଅଫ୍‌ ମ୍ୟାଚ ଗତକାଲି ଅର୍ଥାତ୍‌ ଶୁକ୍ରବାର ଶେଷ ହୋଇଛି। ରବିବାର ଗୁଜୁରାଟ ଟାଇଟାନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ। ପ୍ରାୟ ଦୁଇମାସ ଧରି ୧୦ଟି ଦଳ ଆଇପିଏଲ୍‌ ଟ୍ରଫି ପାଇଁ…

ବ୍ରିଜ ଭୂଷଣ ଶରଣ ସିଂ ମାମଲା: କୋର୍ଟରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୨୭।୫: ଯୌନ ନିର୍ଯ୍ୟାତନା ଅଭିଯୋଗର ସମ୍ମୁଖୀନ ହେଉଥିବା ରେସଲିଂ ଫେଡେରେଶନ ଅଫ ଇଣ୍ଡିଆ (ଡବ୍ଲୁଏଫଆଇ) ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ମାମଲା ଥମିବାର ନାଁ ନେଉନାହିଁ। ବର୍ତ୍ତମାନ ଏହି ମାମଲାରେ ଦିଲ୍ଲୀ ପୋଲିସ ରୌଜ୍‌ ଏଭିନ୍ୟ କୋର୍ଟରେ ଷ୍ଟାଟସ୍‌ ରିପୋର୍ଟ…

ଶ୍ରୀମନ୍ଦିରରେ ଅଘଟଣ: ଗରମ ଡାଲି ପଡ଼ି ଦୁଇ ଗୁରୁତର

ପୁରୀ ଅଫିସ, ୨୭।୫: ଶ୍ରୀମନ୍ଦିରରେ ଶନିବାର ଅଘଟଣ ଘଟିଛି। ମହାପ୍ରଭୁଙ୍କ ପ୍ରଥମ ଭୋଗ ମଣ୍ଡପ ସରିବା ପରେ ବୋଝ ବାହାକମାନେ ବୋଝରେ ମହାପ୍ରସାଦ ବୋହୁଥିଲେ । ତେବେ ଭୋଗମଣ୍ଡପ ସମ୍ମୁଖ ରାସ୍ତା ଖସଡ଼ା ଥିବାରୁ ଦୁଇଜଣଙ୍କ ଗୋଡ ଖସି ଯାଇଥିଲା ।…

ଆହାର କେନ୍ଦ୍ରରେ ଭାତ, ଡାଲମା ସାଙ୍ଗକୁ ମିଳିବ ନୂଆ ଆଇଟମ

ଭୁବନେଶ୍ୱର ୨୭।୫(ବ୍ୟୁରୋ): ରାଜ୍ୟ ସରକାର ଆହାର ୧.୨ ରୁ ୨.୨ କରିବାକୁ ଯୋଜନା କରୁଛନ୍ତି । ଆହାରକେନ୍ଦ୍ରରେ ଭାତ ଡାଲମା ସହିତ ମିଳିବ ଅନ୍ୟ ଆଇଟମ । ସେହିପରି ଖାଦ୍ୟ ପ୍ରସ୍ତୁତ କରୁଥିବା ଏସ୍‌ଏସ୍‌ଜି ମହିଳାମାନଙ୍କୁ ୭ ତାରିଖ ଭିତରେ ପଇସା…

ଉଭୟ ଭବନରେ ସେବା କରିବାର ସୁଯୋଗ ପାଇ ନିଜକୁ ଭାଗ୍ୟବାନ ମନେ କରୁଛି: ଶାହା

ନୂଆଦିଲ୍ଲୀ, ୨୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅର୍ଥାତ୍‌ ମେ ୨୮ ରେ ନୂତନ ସଂସଦ ଭବନର ଉଦଘାଟନ କରିବେ। ତେବେ ଏହାର ଗୋଟିଏ ଦିନ ପୂର୍ବରୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏହାକୁ ଐତିହାସିକ ବୋଲି କହିଛନ୍ତି ଏବଂ…

ନୂଆ ସଂସଦ ଭବନର ଉଦ୍‌ଘାଟନକୁ ବର୍ଜନ କରିବା ପ୍ରସଙ୍ଗ: ରାହୁଲଙ୍କ ଉପରେ ବର୍ଷିଲେ ଅନୁରାଗ ଠାକୁର

ନୂଆଦିଲ୍ଲୀ,୨୭।୫: ନୂଆ ସଂସଦ ଭବନର ଉଦ୍‌ଘାଟନ ନେଇ କେନ୍ଦ୍ର ଓ ବିରୋଧୀଙ୍କ ମଧ୍ୟରେ ତିକ୍ତତା ଲାଗି ରହିଛି। ଏହି ସମୟରେ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ନେତା ଅନୁରାଗ ଠାକୁର ଶନିବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ…

ଏସ୍‌ଏଚ୍‌ଜି ମହିଳାଙ୍କ ପାଇଁ ଗଠନ ହେବ ସତନ୍ତ୍ର ପାଣ୍ଠି

ଭୁବନେଶ୍ୱର ୨୭।୫(ବ୍ୟୁରୋ): ଏଣିକି ଏସ୍‌ଏଚ୍‌ଜି ମହିଳାଙ୍କ ପାଇଁ ସତନ୍ତ୍ର ପାଣ୍ଠି ଗଠନ ହେବ। ଏହି ପାଣ୍ଠି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଢାଞ୍ଚାରେ ଗଠନ ହେବ। କୌଣସି ମହିଳା ରୋଗଗ୍ରସ୍ତ, ଦୁର୍ଘଟଣାର ଶିକାର ହେଲେ କିମ୍ବା ମୃତ୍ୟୁମୁଖରେ ପଡ଼ିଲେ, ଏହି ପାଣ୍ଠିରୁ ସେମାନଙ୍କୁ…

ଅନୁମତି ମିଳିଲେ ରଥଯାତ୍ରାରେ ରୂପାରେ ଛାଉଣୀ ହେବ ସିଂହଦାର

ପୁରୀ ଅଫିସ, ୨୭।୫: ରଥଯାତ୍ରା ସମୟରେ ଶ୍ରୀମନ୍ଦିର ସିଂହଦାର ରୂପାରେ ଛାଉଣୀ ହେବ । ଏ ନେଇ ଏଏସ୍‌ଆଇକୁ ଅନୁମତି ମଗାଯାଇଛି । ସେହି ସମୟରେ ଉତ୍ତର ଦ୍ବାର ଦେଇ ପ୍ରବେଶ ବ୍ୟବସ୍ଥା କରାଯିବ । ସେହିପରି ରତ୍ନ ପଲଙ୍କର ମଧ୍ୟ…

ସଲମାନଙ୍କୁ ବିବାହ ପ୍ରସ୍ତାବ ଦେଲେ ହଲିଉଡ ମହିଳା

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ଇଫା ପୁରସ୍କାର ପାଇଁ ଆଜିକାଲି ସଲମାନ ଆବୁଧାବିରେ ଅଛନ୍ତି। ଯେଉଁଠାରୁ ତାଙ୍କର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। କେବଳ ଦେଶରେ ନୁହେଁ, ବିଦେଶରେ…

ଆଶିଷଙ୍କ ଦ୍ୱିତୀୟ ବିବାହ ପରେ ପ୍ରଥମ ପତ୍ନୀ ରାଜୋଶୀ କହିଲେ ଏପରି କଥା, ୨୨ବର୍ଷର ସମ୍ପର୍କ ଥିଲା ଏପରି…

ମୁମ୍ବାଇ:ଆଶିଷ ବିଦାର୍ଥୀଙ୍କ ଦ୍ୱିତୀୟ ବିବାହ ନେଇ ସୋସିଆଲ ମିଡଆରେ ଖୁବ୍‌ ଚର୍ଚ୍ଚା ଚାଲିଛି। ଲୋକମାନେ ତାଙ୍କର ପ୍ରଥମ ପତ୍ନୀ ରାଜୋଶୀ ବିଦ୍ୟାର୍ଥୀ ଏବଂ ସେମାନଙ୍କ ସମ୍ପର୍କ ବିଷୟରେ ବିଭିନ୍ନ ପ୍ରକାର କଥା ହେଉଛନ୍ତି। ତେବେ ଏନେଇ ଆଶିଷ ଏକ ଭିଡିଓ ମାଧ୍ୟମରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri