ନୂଆ ସଂସଦ ଭବନର ଉଦ୍ଘାଟନକୁ ବର୍ଜନ କରିବା ପ୍ରସଙ୍ଗ: ରାହୁଲଙ୍କ ଉପରେ ବର୍ଷିଲେ ଅନୁରାଗ ଠାକୁର
ନୂଆଦିଲ୍ଲୀ,୨୭।୫: ନୂଆ ସଂସଦ ଭବନର ଉଦ୍ଘାଟନ ନେଇ କେନ୍ଦ୍ର ଓ ବିରୋଧୀଙ୍କ ମଧ୍ୟରେ ତିକ୍ତତା ଲାଗି ରହିଛି। ଏହି ସମୟରେ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ନେତା ଅନୁରାଗ ଠାକୁର ଶନିବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ…
ଏସ୍ଏଚ୍ଜି ମହିଳାଙ୍କ ପାଇଁ ଗଠନ ହେବ ସତନ୍ତ୍ର ପାଣ୍ଠି
ଭୁବନେଶ୍ୱର ୨୭।୫(ବ୍ୟୁରୋ): ଏଣିକି ଏସ୍ଏଚ୍ଜି ମହିଳାଙ୍କ ପାଇଁ ସତନ୍ତ୍ର ପାଣ୍ଠି ଗଠନ ହେବ। ଏହି ପାଣ୍ଠି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଢାଞ୍ଚାରେ ଗଠନ ହେବ। କୌଣସି ମହିଳା ରୋଗଗ୍ରସ୍ତ, ଦୁର୍ଘଟଣାର ଶିକାର ହେଲେ କିମ୍ବା ମୃତ୍ୟୁମୁଖରେ ପଡ଼ିଲେ, ଏହି ପାଣ୍ଠିରୁ ସେମାନଙ୍କୁ…
ଅନୁମତି ମିଳିଲେ ରଥଯାତ୍ରାରେ ରୂପାରେ ଛାଉଣୀ ହେବ ସିଂହଦାର
ପୁରୀ ଅଫିସ, ୨୭।୫: ରଥଯାତ୍ରା ସମୟରେ ଶ୍ରୀମନ୍ଦିର ସିଂହଦାର ରୂପାରେ ଛାଉଣୀ ହେବ । ଏ ନେଇ ଏଏସ୍ଆଇକୁ ଅନୁମତି ମଗାଯାଇଛି । ସେହି ସମୟରେ ଉତ୍ତର ଦ୍ବାର ଦେଇ ପ୍ରବେଶ ବ୍ୟବସ୍ଥା କରାଯିବ । ସେହିପରି ରତ୍ନ ପଲଙ୍କର ମଧ୍ୟ…
ସଲମାନଙ୍କୁ ବିବାହ ପ୍ରସ୍ତାବ ଦେଲେ ହଲିଉଡ ମହିଳା
ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ଇଫା ପୁରସ୍କାର ପାଇଁ ଆଜିକାଲି ସଲମାନ ଆବୁଧାବିରେ ଅଛନ୍ତି। ଯେଉଁଠାରୁ ତାଙ୍କର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। କେବଳ ଦେଶରେ ନୁହେଁ, ବିଦେଶରେ…
ଆଶିଷଙ୍କ ଦ୍ୱିତୀୟ ବିବାହ ପରେ ପ୍ରଥମ ପତ୍ନୀ ରାଜୋଶୀ କହିଲେ ଏପରି କଥା, ୨୨ବର୍ଷର ସମ୍ପର୍କ ଥିଲା ଏପରି…
ମୁମ୍ବାଇ:ଆଶିଷ ବିଦାର୍ଥୀଙ୍କ ଦ୍ୱିତୀୟ ବିବାହ ନେଇ ସୋସିଆଲ ମିଡଆରେ ଖୁବ୍ ଚର୍ଚ୍ଚା ଚାଲିଛି। ଲୋକମାନେ ତାଙ୍କର ପ୍ରଥମ ପତ୍ନୀ ରାଜୋଶୀ ବିଦ୍ୟାର୍ଥୀ ଏବଂ ସେମାନଙ୍କ ସମ୍ପର୍କ ବିଷୟରେ ବିଭିନ୍ନ ପ୍ରକାର କଥା ହେଉଛନ୍ତି। ତେବେ ଏନେଇ ଆଶିଷ ଏକ ଭିଡିଓ ମାଧ୍ୟମରେ…
୨୩୩ କଲେଜର ପ୍ରିନ୍ସିପାଲଙ୍କ ଦରମା ବନ୍ଦ
ଭୁବନେଶ୍ୱର ୨୭।୫(ବ୍ୟୁରୋ): ଉଚ୍ଚ ଶିକ୍ଷା ବିଭାଗ ୨୩୩ଟି କଲେଜର ପ୍ରିନ୍ସିପାଲଙ୍କ ଦରମା ବନ୍ଦ କରିଛି। କାର୍ଯ୍ୟରେ ଅବହେଳା କରିଥିବାରୁ ଉଚ୍ଚଶିକ୍ଷା ବିଭାଗ ଏପରି ନିର୍ଦ୍ଦେଶାନାମା ଜାରି କରିଛି । ସୂଚନାଯୋଗ୍ୟ, ବାରମ୍ବାର ଜଣାଇବା ସତ୍ତ୍ୱେ ମଧ୍ୟ ୨୩୩ ମହାବିଦ୍ୟାଳୟ ଆବଶ୍ୟକ ସୂଚନା…
କେସିଆରଙ୍କୁ ଭେଟିଲେ କେଜ୍ରିଓ୍ବାଲ, କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ମାଗିଲେ ସମର୍ଥନ
ହାଇଦ୍ରାବାଦ,୨୭।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ଭେଟିଛନ୍ତି। କେଜ୍ରିଓ୍ବାଲଙ୍କ ସହ ଆମ ଆଦମୀ ନେତୃତ୍ୱାଧୀନ ଦଳର ପଞ୍ଜାବ ସରକାର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଏବଂ ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ଅତିଶୀ ଉପସ୍ଥିତ ଥିଲେ। ସ୍ଥାନାନ୍ତର-ପୋଷ୍ଟିଂକୁ…
ହଠାତ ପହଞ୍ଚିଲା ପୋଲିସ, ଘରୁ ଜବତ କଲା ୩ ଦେଶୀ ବନ୍ଧୁକ
ପାରଳାଖେମୁଣ୍ଡି,୨୭।୫: ଗଜପତି ଜିଲା ମୋହନା ବ୍ଳକ ଅଡ଼ବା ପୋଲିସ ଥାନା ଅନ୍ତର୍ଗତ ବୁଢାନିଲ୍ଡି ଗ୍ରାମରେ ଚଢ଼ାଉ ହୋଇ ୩ଟି ଦେଶୀ ବନ୍ଧୁକ ଜବତ ହୋଇଛି। କୋଣସି ସୁତ୍ରରୁ ଖବର ପାଇ ପୋଲିସର ଏକ ଟିମ୍ ଗ୍ରାମର ପ୍ରମୋଦ ମଳିକଙ୍କ ଘରେ ଚଢ଼ାଉ…
ନୂଆ ସଂସଦ ଭବନ ଉଦ୍ଘାଟନୀକୁ ନେଇ ମୋଦି ସରକାରଙ୍କ ଉପରେ ବର୍ଷିଲେ ନୀତୀଶ କହିଲେ, ଦେଶର ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ କରିବା ଉଚିତ୍
ନୂଆଦିଲ୍ଲୀ,୨୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅର୍ଥାତ୍ ମେ ୨୮ ରେ ନୂତନ ସଂସଦ ଭବନର ଉଦଘାଟନ କରିବେ। ଏ ସମ୍ପର୍କରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଭାଜପା ସରକାରଙ୍କ ଉପରେ ବର୍ଷିଛନ୍ତି। ଖବରଦାତାଙ୍କ ସହ କଥାବାର୍ତ୍ତା କରି ନୀତୀଶ କୁମାର…
ନୀତି ଆୟୋଗ ବୈଠକରେ ଯୋଗ ଦେଲେନି ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଆୟୋଜିତ ନୀତି ଆୟୋଗ ଗଭର୍ନିଂ କାଉନସିଲର ୮ମ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇନାହାନ୍ତି। ତେବେ ନବୀନ ବୈଠକରେ ଯୋଗ ନ ଦେବା ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଗୁରୁତ୍ୱପୂର୍ଣ୍ଣ…
ଜୁନରେ ବିବାହ କରିବେ କୃଷ୍ଣା ଭଟ୍ଟ
ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କ ଝିଅ ତଥା ନିର୍ଦ୍ଦେଶିକା କୃଷ୍ଣା ଭଟ୍ଟ ତାଙ୍କର ଲଙ୍ଗ ଟାଇମ ବୟ ଫ୍ରେଣ୍ଡ ବେଦାନ୍ତ ସାରଦାଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ବିକ୍ରମ ଭଟ୍ଟଙ୍କ ଝିଅ କୃଷ୍ଣାଙ୍କ ବିବାହ ତାରିଖ ମଧ୍ୟ…
ଟ୍ରୋଲ ହେଲେ ଅନୁଷ୍କା
ମୁମ୍ବାଇ: ମଇ ୧୬ରୁ ଆରମ୍ଭ ହୋଇଥିବା କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୩ରେ ଅନୁଷ୍କା ଶର୍ମା ଏବେ ରେଡ କାର୍ପେଟରେ ନିଜର ଉପସ୍ଥିତି ଜାହିର କରିଛନ୍ତି। ଏହି ବିଶେଷ ଉତ୍ସବରେ ଅନୁଷ୍କା ଅଫ ସୋଲଡର ରିଚାର୍ଡ କ୍ୱିନ ଗାଉନ ପିନ୍ଧିଥିଲେ। ଯାହା ସିଲଭର…
Archives


