ସୁଦାନରେ ସେନା-ବିଦ୍ରୋହୀ ୨୪ ଘଣ୍ଟାର ସଂଘର୍ଷ ବିରାମରେ ସହମତ
ଖାରତୁମ,୧୯।୪: ସୁଦାନର ସେନା ମଙ୍ଗଳବାର ସନ୍ଧ୍ୟାରୁ ୨୪ ଘଣ୍ଟାର ସଂଘର୍ଷ ବିରାମକୁ ନେଇ ସହମତି ପ୍ରକାଶ କରିଛନ୍ତି। କିଛି ଘଣ୍ଟା ପୂର୍ବରୁ ବିଦ୍ରୋହୀ ଅର୍ଦ୍ଧସାମରିକ ବଳ କହିଛି କି ସେ ବି ଚୁକ୍ତିର ପାଳନ କରିବ। ଉପଗ୍ରହ ଚ୍ୟାନେଲ ଅଲ-ଅରବିୟା ଓ…
ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ
ବ୍ରହ୍ମପୁର ଅଫିସ,୧୯।୪: ବ୍ରହ୍ମପୁର ସ୍ବତନ୍ତ୍ର ଫାଷ୍ଟ ଟ୍ରାକ୍ କୋର୍ଟ ବିଚାରପତି ମଙ୍ଗଳବାର ଏକ ନାବାଳିକା ବଳାତ୍କାର ମାମଲାର ଚୂଡାନ୍ତ ରାୟ ପ୍ରକାଶ କରି ଅଭିଯୁକ୍ତ ବୁଲୁ ବେହେରା (୨୪)ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତ ଜଣଙ୍କ ହିଞ୍ଜିଳିକାଟୁର ହୋଇଥିବା ବେଳେ ସେ…
ନିଶାବେପାରୀ ବିଜୟ ମାଣିଆଙ୍କୁ ବର୍ଷେ ଜେଲଦଣ୍ଡ
ଭୁବନେଶ୍ୱର,୧୯।୪(ବ୍ୟୁରୋ): ଦୋଷୀ ସାବ୍ୟସ୍ତ ନିଶାବେପାରୀ ବିଜୟ ମାଣିଆ ଭୁବନେଶ୍ୱର କୋର୍ଟ ପରିସରରୁ ଖସି ପଳାଇବା ମାମଲାରେ ମଙ୍ଗଳବାର ରାୟ ପ୍ରକାଶ ପାଇଛି। ନିଶା କାରବାର ମାମଲାରେ ଝାରପଡ଼ା ଜେଲରେ ସଜା କାଟୁଥିବା ବିଜୟଙ୍କୁ ଭୁବନେଶ୍ୱର ଜେଏମ୍ଏଫ୍ସି (୪) ଏକବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି।…
ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ମିଳିଲା
ଭୁବନେଶ୍ୱର (ବ୍ୟୁରୋ)/ବାରଙ୍ଗ୧୯।୪ (ଡି.ଏନ୍.ଏ.): ଭୁବନେଶ୍ୱରର ଚନ୍ଦକା ଥାନା ଅନ୍ତର୍ଗତ ଗୋଠପାଟଣା ଅଞ୍ଚଳରେ ଥିବା ଏକ ଘରୋଇ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଜଣେ ଛାତ୍ରୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ସେ ହେଲେ କେନ୍ଦୁଝରର ଅର୍ଚ୍ଚନା ଦାଶ (୨୪)। ସେ ଏଠାରେ ବିଏସ୍ସି ଡାଟା…
ପ୍ରୟାଗରାଜ କୋର୍ଟରେ ହାଜର ହେବେ ଅତିକ-ଅଶରଫଙ୍କ ହତ୍ୟାକାରୀ, ପୋଲିସ ମାଗିଛି ୧୪ ଦିନିଆ ରିମାଣ୍ଡ
ପ୍ରୟାଗରାଜ,୧୯।୪: ମାଫିଆ ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କ ହତ୍ୟାକରୀଙ୍କୁ କଡା ସୁରକ୍ଷା ବ୍ୟବସ୍ଥାରେ ପ୍ରୟାଗରାଜର ସିଜେଏମ କୋର୍ଟ ନିଆଯାଉଛି। ଏହି କୋର୍ଟରେ ମାମଲା ସହ ଜଡିତ ଓକିଲଙ୍କ ବ୍ୟତୀତ ଅନ୍ୟ କୌଣସି ଓକିଲଙ୍କୁ ପ୍ରବେଶ ଅନୁମତି ଦିଆଯାଇ ନାହିଁ।…
ଜନବସତିକୁ ଲାଗି କୁଢ଼ କୁଢ଼ ଆବର୍ଜନା
କାଶୀନଗର,୧୯।୪: ଗଜପତି ଜିଲାର ଏକମାତ୍ର ଏନ୍ଏସି କାଶୀନଗର। ଏହାକୁ ସବୁଜ ସୁନ୍ଦର କରି ଗଢି ତୋଳିବାର ଆବଶ୍ୟକତା ଥିବା ବେଳେ ସେଥିପ୍ରତି ଏନ୍ଏସି ପକ୍ଷରୁ ଗୁରୁତ୍ୱ ଦିଆଯାଉନଥିବା ଅଭିଯୋଗ ହୋଇଛି। ୧୧, ୧୨, ୧୩ ୱାର୍ଡର ଜନବସତି ନିକଟସ୍ଥ ଲେବଲ କ୍ରସିଂ…
ରଥକାଠ ଅନୁକୂଳ ପାଇଁ କୁରାଢ଼ି ନିର୍ମାଣ
ପୁରୀ ଅଫିସ,୧୯।୪: ଚଳିତ ମାସ ୨୩ ତାରିଖରେ ଅକ୍ଷୟ ତୃତୀୟା। ଏହିଦିନଠାରୁ ବାହାର ଚନ୍ଦନଯାତ୍ରା ଆରମ୍ଭ ସହ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଅକ୍ଷୟତୃତୀୟା ତିଥିରେ ବାହାର ଚନ୍ଦନଯାତ୍ରା ପାଇଁ ଶ୍ରୀ ରାମକୃଷ୍ଣ, ଶ୍ରୀମଦନମୋହନ, ଶ୍ରୀଦେବୀ, ଭୂଦେବୀ ଆଜ୍ଞାମାଳ…
ଭୁବନେଶ୍ୱରରେ ପୁଅକୁ ଖୋଜୁଛନ୍ତି ଛତିଶଗଡ଼ର ବୃଦ୍ଧ ଦମ୍ପତି
ଭୁବନେଶ୍ୱର,୧୯।।୪ (ବ୍ୟୁରୋ): ଛତିଶଗଡର ଯୁବକ ଭବେଶ। ହୋଲିରେ ଘରକୁ ଯିବାକୁ କହିଥିଲେ। କିନ୍ତୁ ଘରେ ପହଞ୍ଚତ୍ ନ ଥିଲେ। କିଛିଦିନ ଅପେକ୍ଷା କରିବା ପରେ ଚିନ୍ତାରେ ପଡିଯାଇଥିଲେ ବୃଦ୍ଧ ମା’-ବାପା। ସାଙ୍ଗସାଥୀ, ସମ୍ପର୍କୀୟ ତାଙ୍କ ସମ୍ପର୍କରେ କିଛି ବି ସୂଚନା ଦେଇପାରି…
ତୃଷାର୍ତ୍ତ ପ୍ରାଣୀପକ୍ଷୀଙ୍କ ପାଇଁ ଜଳ ବ୍ୟବସ୍ଥା
ନୀଳଗିରି,୧୯।୪ (ସ୍ବ.ପ୍ର) ପ୍ରକୃତି, ପ୍ରାଣୀପକ୍ଷୀ ଆଉ ମଣିଷ ମଧ୍ୟରେ ରହିଛି ନିବିଡ଼ ସମ୍ପର୍କ। ପରିବେଶର ଜାଗ୍ରତ ପ୍ରହରୀ ସାଜି ନୀଳଗିରିର କେତେଜଣ ପ୍ରକୃତିପ୍ରେମୀ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଆଖିଆଗରେ ରଖି ଏକ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି। ସଂରକ୍ଷଣ ଜଙ୍ଗଲରେ ପକ୍ଷୀ ଓ…
‘ଉନ୍ନତ ଚିନ୍ତାଧାରା ସହ ଆଗକୁ ବଢ଼ିବାର ସମୟ ଆସିଛି’
ଭୁବନେଶ୍ୱର,୧୯।୪(ବ୍ୟୁରୋ): ବାହାରେ ତାତିକୁ ଚିନ୍ତା ଓ ଚେତନାର ଏହି ବୈଶାଖୀ ଉତ୍ସବ ସାରେ ଶାନ୍ତି ଦେଉଛି। ଆଜିକାଲି ରାସ୍ତାକଡ଼ରେ ହିଂସା ଦେଖାଯାଉଛି। ସମୟ ଆସିଛି କିଛି ଉନ୍ନତ ଚିନ୍ତାଧାରା ସହ ଆଗକୁ ବଢ଼ିବା। ସମାଜର ବିଭିନ୍ନ ସାମାଜିକ ସ୍ଥିତି ଉପରେ ଗୁରୁତ୍ୱାରୋପ…
କାର୍ଯ୍ୟକ୍ଷମ ହେଉନି ବସୁଧା ପାନୀୟ ଜଳ ବ୍ୟବସ୍ଥା
ମୋରଡ଼ା,୧୯।୪(ଡି.ଏନ.ଏ.) ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡିଗଁ। ପଞ୍ଚାୟତର ଫୁଲବାଡ଼ିଆ ଗ୍ରାମରେ ନିର୍ମାଣ ହୋଇଥିବା ବସୁଧା ଯୋଜନା ପାନୀୟଜଳ ବ୍ୟବସ୍ଥା କାର୍ଯ୍ୟକ୍ଷମ ହେଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ବିଡିଓ ସାଗର ପାଲୋଙ୍କୁ ଲିଖିତ ଅଭିଯୋଗ ପତ୍ର…
ପ୍ରତି ମ୍ୟାଚ ପୂର୍ବରୁ ପାପାଙ୍କ ସହିତ କଥା ହେଉଛି, ଆଇପିଏଲରେ ପ୍ରଥମ ଓ୍ବିକେଟ ନେବା ପରେ କହିଲେ ଅଜୁର୍ନ ତେନ୍ଦୁଲକର…
କୋଲକାତା,୧୯।୪ : ଆଇପିଏଲ ୨୦୨୩ ରେ ତାଙ୍କ ଦଳ ମୁମ୍ବାଇ ଇଣ୍ଡିଆନ୍ସକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଜିତାଇବା ପରେ ଅର୍ଜୁନ ତେନ୍ଦୁଲକର ତାଙ୍କ ପିତାଙ୍କ ସହ ହୋଇଥିବା ବାର୍ତ୍ତାଳାପକୁ ପ୍ରକାଶ କରିଛନ୍ତି। ଏହି ମ୍ୟାଚ ଅର୍ଜୁନଙ୍କ ପାଇଁ ସ୍ମରଣୀୟ ହେବ, କାରଣ…
Archives


