Home Left

‘ଆଦିପୁରୁଷ’ର ଦ୍ୱିତୀୟ ଗୀତ ରିଲିଜ: ୧ ଘଣ୍ଟା ମଧ୍ୟରେ ୧.୨ ମିଲିୟନ ଭ୍ୟୁ

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆଦିପୁରୁଷ’ର ଦ୍ୱିତୀୟ ଗୀତ ରିଲିଜ ହୋଇଛି। ଏହି ଗୀତ ଆସିବା ସାମ୍ନାକୁ ମାତ୍ରେ ଦର୍ଶକଙ୍କ ହୃଦୟକୁ ଛୁଇଁ ଯାଇଛି। ଏହି ଚଳଚ୍ଚିତ୍ରର ଟ୍ରେଲର ପରେ ଏହାର ପ୍ରଥମ ଗୀତ ସୋସିଆଲ ମିଡିଆରେ ମଧ୍ୟ ଲୋକପ୍ରିୟ ହୋଇପାରିଛି।…

କେବେ ଲଞ୍ଚ ହେବ ଚନ୍ଦ୍ରାୟନ -୩? ଇସ୍ରୋ ମୁଖ୍ୟ ଦେଲେ ସୂଚନା

ନୂଆଦିଲ୍ଲୀ,୨୯।୫: ଚଳିତ ବର୍ଷ ଜୁଲାଇରେ ଚନ୍ଦ୍ରାୟନ -3 ଲଞ୍ଚ ହେବ। ଏନେଇ ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେଶନ(ଇସ୍ରୋ)ର ମୁଖ୍ୟ ଏସ୍‌. ସୋମନାଥ ସୂଚନା ଦେଇଛନ୍ତି। ମହାକାଶ କ୍ଷେତ୍ରରେ ଏହା ଭାରତର ଆଉ ଏକ ବଡ଼ ସଫଳତା ହେବ ବୋଲି ସେ କହିଛନ୍ତି।…

ସୌନ୍ଦର୍ଯ୍ୟକରଣ ପରେ ରକ୍ଷଣାବେକ୍ଷଣ ହେଉନି

ବ୍ରହ୍ମପୁର ଅଫିସ,୨୯ା୫: ପୂର୍ବରୁ ବ୍ରହ୍ମପୁର ସହରବାସୀ ପିଇବା ପାଣି ପାଇଁ ଜଳାଶୟ ଉପରେ ନିର୍ଭର କରୁଥିଲେ। ଜଳାଶୟ ଅନ୍ୟାନ୍ୟ ଆବଶ୍ୟକତା ମଧ୍ୟ ପୂରଣ କରୁଥିଲା। ସହର ଉପକଣ୍ଠସ୍ଥ ଚାଷୀମାନେ ଅନେକ ସମୟରେ ଚାଷ କାର୍ଯ୍ୟରେ ଜଳାଶୟ ପାଣି ବ୍ୟବହାର କରୁଥିଲେ। ତଦନୁଯାୟୀ…

ଝିଅଘରକୁ ଯାଇ ଆଉ ଫେରିଲେନି ବାପା

ଲାଞ୍ଜିଗଡ଼,୨୯।୫(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବସନ୍ତପଡା ପଞ୍ଚାୟତ ନିୟମଗିରି ପାହାଡର ପାଦ ଦେଶର ଥିବା ବସନ୍ତ ପଡା ଗ୍ରାମର ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାଙ୍ଗରା ମାଝୀ(୫୭)। ସ୍ବର୍ଗତ ବାଙ୍ଗରା ରବିବାର ସାରେ ବସନ୍ତପଡା ଠାରୁ…

ନାଲି ରସିଦ କାଟିବାକୁ ନାଲିଆଖି

ଭୁବନ,୨୯।୫(ଡି.ଏନ୍‌.ଏ.): ଡିଲର ପଏଣ୍ଟରେ ଜବରଦସ୍ତ ଆଦାୟ ହେଉଛି ପରିମଳ ଟିକସ। ଯେଉଁମାନେ ଏଥିରେ ଅସମର୍ଥ ପ୍ରକାଶ କରୁଛନ୍ତି, ସେମାନଙ୍କୁ ଚାଉଳ ଦିଆଯାଉନାହିଁ। ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିରେ ଏଭଳି ବିଚିତ୍ର ସ୍ଥିତି ଦେଖିବାକୁ ମିଳିଛି। ପରିମଳ ଟିକସ ଆଦାୟରେ ବିଫଳ ଏନ୍‌ଏସି…

ମା’ ଶୀତଳା ଠାକୁରାଣୀଙ୍କ ଯାତ୍ରା ନେଇ ଉତ୍ସବ ମୁଖର ମୁନିଷିପେଣ୍ଠ ଗାଁ

ଛତ୍ରପୁର,୨୯।୫(ଡି.ଏନ୍‌.ଏ.): ଗଞ୍ଜାମ ଜଲା ଛତ୍ରପୁର ବ୍ଲକ ପୋଟଲାମପୁର ପଞ୍ଚାୟତ ଅଧୀନ ମୁନିଷିପେଣ୍ଠ ଗାଁରେ ଚାଲିଥିବା ମା’ ଶୀତଳା ଠାକୁରାଣୀଙ୍କ ଯାତ୍ରା ନେଇ ଅଞ୍ଚଳ ଉତ୍ସ। ମୁଖରିତ ହୋଇଉଠିଛି। ପ୍ରତି ୧୨ ବର୍ଷକୁ ଥରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ପରିପ୍ରେକ୍ଷୀରେ…

୨୪ ହଜାର ଚାରାରୁ ବଞ୍ଚିଛି ୨୪ ଶହ

ଆନନ୍ଦପୁର/କଣ୍ଟିପାଳ,୨୯।୫(ସ୍ବ.ପ୍ର/ଡି.ଏନ୍‌.ଏ.): ବନ ବିଭାଗ ପକ୍ଷରୁ ବନୀକରଣ କରାଇ ଗ୍ରାମାଞ୍ଚଳରେ ଜଙ୍ଗଲ ସୃଷ୍ଟି କରିବାକୁ ସରକାର ବ୍ୟବସ୍ଥା କରୁଛନ୍ତି। ଏ ନେଇ ବହୁ କୋଟି ଟଙ୍କା ବ୍ୟୟ କରାଯାଉଛି। ମାତ୍ର ବିଭାଗର କିଛି ଦୁର୍ନୀତିଖୋର୍‌ ଅଧିକାରୀଙ୍କ ମନମାନୀ ଓ ଆନ୍ତରିକତା ଅଭାବରୁ ସରକାରୀ…

ଆସାମକୁ ମିଳିଲା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ

ନୂଆଦିଲ୍ଲୀ,୨୯।୫: ଦେଶର ବିଭିନ୍ନ ସ୍ଥାନରେ ବନ୍ଦେ ଭାରତ ଏକ୍ସପ୍ରେସ ଆରମ୍ଭ ହେବା ପରେ ସୋମବାର ଉତ୍ତର-ପୂର୍ବ ଆସାମ ରାଜ୍ୟ ଏହାର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ସବୁଜ ପତାକା ଦେଖାଇ…

ବିନା ନିର୍ଦ୍ଦେଶନାମାରେ ଲୁଟୁଛନ୍ତି ଶାରୀଶୁଆ ପାହାଡ଼

ଖଇରା, ୨୯।୫: ବାଲେଶ୍ୱର ଜିଲା ଖଇରା ତହସିଲ କୁପାରୀ ଓ ବର୍ତ୍ତନା ରାଜସ୍ବ କ୍ଷେତ୍ର ଅଧୀନ ଶାରୀଶୁଆ ପାହାଡରେ ଥିବା ପଥର ଖଣିଗୁଡିକ କାର୍ଯ୍ୟକ୍ଷମ ପାଇଁ ରାଜସ୍ବ ଏବଂ ଇସ୍ପାତ, ଖଣି ବିଭାଗ ତରଫରୁ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ନ ହେଉଣୁ…

ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି: ବାନ୍ଧି ପକାଇ ବୁଲାଇଲେ କଳାକନା

କେସିଙ୍ଗା,୨୯।୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ୯ ନଂ. ୱାର୍ଡର ବ୍ୟବସାୟୀ ସୁବାସ ଅଗ୍ରୱାଲଙ୍କ ଘରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଛି। କିଛି ଦୁର୍ବୃତ୍ତ ଘର କବାଟ ଭାଙ୍ଗି ପଶି ସମସ୍ତ ପରିବାର ଲୋକଙ୍କୁ ଧମକ ଦେଇଥିଲେ। ପରେ ସମସ୍ତଙ୍କୁ ରଶିରେ…

ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷାକୁ ଅଣଦେଖା

କେନ୍ଦୁଝର,୨୯ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ଉପାନ୍ତ ଯୋଡ଼ା-ବଡ଼ବିଲ ଖଣି ଅଞ୍ଚଳରେ ଓଡ଼ିଆ ଭାଷାକୁ ଅଣଦେଖା କରାଯାଉଛି। ସରକାରଙ୍କ ତାଗିଦା ସତ୍ତ୍ୱେ ଓଡ଼ିଆରେ ନାମଫଳକ ବା ସୂଚନା ଫଳକ ଲେଖାଯାଉନାହିଁ। ବିଶେଷ କରି ବିଭିନ୍ନ ସରକାରୀ କମ୍ପାନୀ, ଘରୋଇ ଖଣି ସଂସ୍ଥାରେ କାମ କରୁଥିବା…

ବାପପୁଅଙ୍କ ୩ କୋଟିର ସମ୍ପତ୍ତି ବାଜ୍ୟାପ୍ତି

ପୁରୀ ଅଫିସ/ବ୍ରହ୍ମଗିରି, ୨୯ା୫(ଡି.ଏନ୍‌.ଏ): ଦୀର୍ଘଦିନ ଧରି ନିଶା କାରବାର ମାଧ୍ୟମରେ ଅଚଳାଚଳ ସମ୍ପତ୍ତି ଠୁଳ କରି କୋଟିପତି ପାଲଟିଥିବା ଗଞ୍ଜେଇ ମାଫିଆ ବିଜୟ ପାଣି ଏବଂ ତାଙ୍କ ପୁଅ ଶତ୍ରୁଜିତ୍‌ ପାଣିଙ୍କ ୩କୋଟି ଟଙ୍କାର ସମ୍ପତ୍ତିି ବାଜ୍ୟାପ୍ତି କରିଛି ପୁରୀ ପୋଲିସ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri