Home Left

ସ୍ଲିପ୍‌ ମୋଡରେ ବିକ୍ରମ ଲ୍ୟାଣ୍ଡର୍‌, ୨୨ ସେପ୍ଟେମ୍ବରରେ ସକ୍ରିୟ ହେବା ନେଇ ଆଶା

ନୂଆଦିଲ୍ଲୀ,୪।୯: ଭାରତର ଚନ୍ଦ୍ରୟାନ-୩ ମିଶନର ବିକ୍ରମ ଲ୍ୟାଣ୍ଡର ସ୍ଲିପ୍‌ ମୋଡରେ ରହିଛି। ସୋମବାର ଇସ୍ରୋ ଏହି ସୂଚନା ଦେଇଛି। ତେବେ ଏହା ୨୨ ସେପ୍ଟେମ୍ବରରେ ସକ୍ରିୟ ହେବ ବୋଲି ଆଶା କରାଯାଉଛି ବୋଲି ସ୍ପେସ ଏଜେନ୍ସି କହିଛି। ଇସ୍ରୋ ସୋସିଆଲ ମିଡିଆ…

ସଂସଦୀୟ ଦଳର ବୈଠକ ଡାକିଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୪।୯: ସଂସଦର ସ୍ବତନ୍ତ୍ର ଅଧିବେଶନ ପୂର୍ବରୁ ମଙ୍ଗଳବାର କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏକ ବୈଠକ ଡାକିଛନ୍ତି। ଏହାପୂର୍ବରୁ ସୋନିଆଙ୍କୁ ସାମାନ୍ୟ ଜ୍ୱର ପରେ ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ଆଜି ଅର୍ଥାତ୍‌ ସୋମବାର…

ଫୁସଫୁସ ଜନିତ ସମସ୍ୟା ପାଇଁ ଜଳବାୟୁ ପରିବର୍ତ୍ତନ ଦାୟୀ: ସର୍ଭେ ରିପୋର୍ଟ…

ପ୍ୟାରିସ,୪।୯ : ଏକ ରିପୋର୍ଟରୁ ଜଣାପଡିଛି ଆଜମା ଏବଂ କ୍ରନିକ ଅବଷ୍ଟ୍ରକ୍ଟିଭ ଫୁସଫୁସ ରୋଗ (ସିଓପିଡି) ପରି ଫୁସଫୁସ ସମସ୍ୟାରେ ପୀଡିତ ଶିଶୁ ଏବଂ ବୟସ୍କମାନେ ଜଳବାୟୁ ପରିବର୍ତ୍ତନ ହେତୁ ଅଧିକ ବିପଦଗ୍ରସ୍ତ ହୋଇପାରନ୍ତି। ୟୁରୋପୀୟ ଶ୍ୱାସକ୍ରିୟା ପତ୍ରିକାରେ ପ୍ରକାଶିତ ଏହି…

ରାଷ୍ଟ୍ରପତି ଜିନପିଙ୍ଗ ନୁହେଁ, ପ୍ରଧାନମନ୍ତ୍ରୀ ଲି କିଆଙ୍ଗ ହେବେ ଜି -୨୦ ସମ୍ମିଳନୀରେ ସାମିଲ

ବେଜିଂ,୪।୯: ଭାରତରେ ଆୟୋଜିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସ୍ଥାନରେ ପ୍ରଧାନମନ୍ତ୍ରୀ ଲି କିଆଙ୍ଗ ଜି -୨୦ ବୈଠକରେ ଯୋଗଦେବେ। ଚାଇନା ବୈଦେଶିକ ମନ୍ତ୍ରଣାଳୟ ସୋମବାର ଏହା ନିଶ୍ଚିତ କରିଛି। ସୂଚନାଯୋଗ୍ୟ ଯେ,…

ଜି -୨୦ ସମ୍ମିଳନୀର ସୁରକ୍ଷାରେ ନିୟୋଜିତ ହେବେ ମହିଳା କମାଣ୍ଡୋ

ନୂଆଦିଲ୍ଲୀ,୪।୯: ଜି -୨୦ଶିଖର ସମ୍ମିଳନୀ ୯ଏବଂ ୧୦ ସେପ୍ଟେମ୍ବରରେ ହେବାକୁ ଯାଉଛି। ଜି-୨୦ ସମ୍ମିଳନୀକୁ ସ୍ବତନ୍ତ୍ର କରିବା ପାଇଁ ଭାରତରେ ଜୋରଦାର ପ୍ରସ୍ତୁତି ଚାଲିଛି। ଏହି ସମୟରେ ବିଦେଶୀ ଅତିଥିଙ୍କ ସୁରକ୍ଷା ଠାରୁ ଆରମ୍ଭ କରି ସେମାନଙ୍କ ଖାଦ୍ୟ ଏବଂ ପାନୀୟ…

‘ଯବାନ’ର ଗୀତ ଡେଡିକେଟ କରି ଜ୍ୟାକଲିନଙ୍କୁ ପୁଣି ଲଭ ଲେଟର ଲେଖିଲେ ସୁକେଶ ଚନ୍ଦ୍ରଶେଖର

ମୁମ୍ବାଇ: ୨୦୦ କୋଟି ଟଙ୍କା ଲଣ୍ଡରିଂ ମାମଲାରେ ସୁକେଶ ଚନ୍ଦ୍ରଶେଖର ଏକ ଫେମଶ ନାମ ପାଲଟିଥିଲେ। ମାମଲାର ତଦନ୍ତ ପରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ନାମ ମଧ୍ୟ ପଦାକୁ ଆସଥିଲା। କୁହାଯାଏ ଯେ ସେହି ସମୟରେ ରାମ ସେତୁ ଅଭିନେତ୍ରୀ…

ଏସିଆ କପର ଅବଶିଷ୍ଟ ମ୍ୟାଚ ପାକିସ୍ତାନରେ ହେବାକୁ ନିବେଦନ କଲା ପିସିବି

ନୂଆଦିଲ୍ଲୀ,୪।୯: ଏସିଆ କପ ୨୦୨୩ରେ ବର୍ଷା ହେତୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଗ୍ରୁପ-ଏ ମ୍ୟାଚ ବାତିଲ ହୋଇଯାଇଥିଲା। ଏଥି ସହିତ ଶ୍ରୀଲଙ୍କାର କଲମ୍ବୋରେ ଲଗାତାର ପ୍ରବଳ ବର୍ଷା ହେତୁ ସୁପର-୪ ମୁକାବିଲା ମଧ୍ୟ ବାତିଲ ହେବାର ଆଶଙ୍କା ରହିଛି। ଏଭଳି…

ରିଲିଜ ବିନା ୧୩ କୋଟି ଟଙ୍କାର ଗ୍ରସ କଲେକଶନ କଲା ‘ଯବାନ’

ମୁମ୍ବାଇ: ବଲିଉଡ କିଙ୍ଗ ଖାଁଙ୍କ ଅପକମିଂ ଫିଲ୍ମ ‘ଯବାନ’ର ଆଡଭାନ୍ସ ବୁକିଂ ଜଙ୍ଗଲର ନିଆଁ ଭଳି ବଢି ଚାଲିଛି। ବୁକିଂ ଆରମ୍ଭ ହେବାର ୪୮ ଘଣ୍ଟା ମଧ୍ୟରେ ଫିଲ୍ମର ଟିକେଟ ଏତେ ପରିମାଣରେ ବିକ୍ରି ହୋଇଛି କି ସିନେମା ହଲରେ ବସିବାକୁ…

କାନାରା ବ୍ୟାଙ୍କ ପକ୍ଷରୁ ନଡ଼ିଆ ଚାରାରୋପଣ

ଭୁବନେଶ୍ୱର,୪।୯: କାନାରା ବ୍ୟାଙ୍କର ସର୍କଲ ଅଫିସ ଭୁବନେଶ୍ୱର ପକ୍ଷରୁ ଏକ ମେଗା ନଡ଼ିଆ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଶେଷ କରି ଓ୍ବେଲଫେୟାର ଏଜେନ୍ସି ଫର୍‌ ରୁରାଲ ଡେଭଲପମେଣ୍ଟ ଏବଂ ସାତପଡା ଏନଆର ଫାଉଣ୍ଡେଶନର ମିଳିତ ସହଯୋଗରେ ପୁରୀ ଜିଲାର…

ଦେଶର ସବୁଠାରୁ ଦାମୀ ଓକିଲଙ୍କ ମଧ୍ୟରୁ ଜଣେ ହରିଶ ସାଲଭେ ୬୮ ବର୍ଷ ବୟସରେ କଲେ ବିବାହ

ନୂଆଦିଲ୍ଲୀ,୪।୯: ଦେଶର ଅନ୍ୟତମ ଦାମୀ ଆଇନଜୀବୀ ତଥା ଭାରତର ପୂର୍ବତନ ସଲିସିଟର ଜେନେରାଲ ହରିଶ ସାଲଭେ ତୃତୀୟ ଥର ପାଇଁ ଘୋଡା ଚଢିଛନ୍ତି। ସେ ରବିବାର ଲଣ୍ଡନରେ ୬୮ବର୍ଷ ବୟସରେ ତୃତୀୟ ଥର ପାଇଁ ବିବାହ କରିଛନ୍ତି। ସୂଚନାଯୋଗ୍ୟ, ସେ ୨୦୨୦ରେ…

ହୋଟେଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭଦ୍ରକ,୪।୯(ସନାତନ ରାଉତ): ଭଦ୍ରକ-ଚରମ୍ପା ଷ୍ଟେଶନ ନିକଟ ଏକ ହୋଟେଲରୁ ସୋମବାର ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଭଣ୍ଡାରିପୋଖରୀ ଅଞ୍ଚଳର ଦେବରାଜ ସାମଲ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି l ଜନୈକ ଯୁବତୀଙ୍କ ସହ ସେ ଗତ ରାତିରେ ଉକ୍ତ…

ରାହୁଲ ଗାନ୍ଧୀ ସନାତନ ଧର୍ମକୁ ସମ୍ମାନ କରନ୍ତି ନା ନାହିଁ ସ୍ପଷ୍ଟ କରନ୍ତୁ: ହିମନ୍ତ ବିଶ୍ୱ ସରମା

ନୂଆଦିଲ୍ଲୀ,୪।୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ତଥା ମନ୍ତ୍ରୀ ଉଦୟନିଧିଙ୍କ ସନାତନ ଧର୍ମ ଉପରେ ବିବାଦୀୟ ମନ୍ତବ୍ୟ ଦେବା ପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା କଂଗ୍ରେସ ଦଳକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଯଦି କଂଗ୍ରେସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?