ନେତୃତ୍ୱ ଭୂମିକା ଗ୍ରହଣ କରିଥିବାରୁ ସାରା ବିଶ୍ୱ ଭାରତକୁ କରୁଛି ପ୍ରଶଂସା: ଜିତେନ୍ଦ୍ର ସିଂ
ଶ୍ରୀନଗର,୪।୮: ଭାରତର ଅର୍ଥନୀତି ଦ୍ରୁତ ଗତିରେ ବଢୁଛି ଏବଂ ଏହା ସହିତ ବିଶ୍ୱସ୍ତରରେ ମଧ୍ୟ ଭାରତର ସ୍ଥିତି ବୃଦ୍ଧି ପାଇଛି। ବିଶ୍ୱ ସ୍ତରରେ ଭାରତ ବର୍ତ୍ତମାନ ଅନେକ କ୍ଷେତ୍ରରେ ନେତୃତ୍ୱ ଭୂମିକାରେ ଦେଖାଯାଉଛି। କାହାର ପଦାଙ୍କ ଅନୁସରଣ ନ କରି ନେତୃତ୍ୱ…
ମରାଠା ସମ୍ପ୍ରଦାୟକୁ ସଂରକ୍ଷଣ ଦେବାକୁ ଆମେ ପ୍ରତିଶ୍ରୁତିବଦ୍ଧ: ଏକନାଥ ଶିନ୍ଦେ
ମୁମ୍ବାଇ,୪।୮: ମରାଠା ସଂରକ୍ଷଣ ଦାବିରେ ମହାରାଷ୍ଟ୍ରର ଜଲନା ଜିଲାରେ ହିଂସା ଉପରେ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ। ସେ କହିଛନ୍ତି ଯେ, ମୋର ସରକାର ରାଜ୍ୟର ମରାଠା ସମ୍ପ୍ରଦାୟକୁ ସଂରକ୍ଷଣ ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ। ସମ୍ପ୍ରଦାୟ ଉପଯୁକ୍ତ ସଂରକ୍ଷଣ ନ…
ସଫଳତା ପଥେ ଚନ୍ଦ୍ରୟାନ-୩
ଅଗଷ୍ଟ ୨୩ ତାରିଖ, ସମୟ ସା ୫ଟା ୪୩ ମିନିଟ୍। ବେଙ୍ଗାଲୁରୁସ୍ଥିତ ଭାରତୀୟ ଅନ୍ତରୀକ୍ଷ ସଙ୍ଗଠନ (ଇସ୍ରୋ)ର କଣ୍ଟ୍ରୋଲ ରୁମ୍ରେ ଏକ ଉତ୍କଣ୍ଠା ଓ ଆବେଗପୂର୍ଣ୍ଣ ମୁହୂର୍ତ୍ତ। ଭାରତର ଅନ୍ତରୀକ୍ଷଯାନ ଚନ୍ଦ୍ରୟାନ-୩ ଅନ୍ତରୀକ୍ଷରେ ଦୀର୍ଘ ୪୧ ଦିନ କାଳ ଯାତ୍ରା କଲା…
ବାପା ହେଲେ ଜଶପ୍ରୀତ୍ ବୁମ୍ରା
ନୂଆଦିଲ୍ଲୀ,୪।୯: ଭାରତୀୟ ଦ୍ରୁତ ବୋଲର ଜଶପ୍ରୀତ୍ ବୁମ୍ରା ବାପା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ସ୍ତ୍ରୀ ସଞ୍ଜନା ଗଣେଶନ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଏନେଇ ସେ ତାଙ୍କ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି। ଆଜିକାଲି ଖେଳାଯାଉଥିବା ଏସିଆ…
‘ଭାଜପା ଶାସନ କାଳରେ ଲୋକଙ୍କ ଜୀବନ ଖରାପରୁ ଅତି ଖରାପ ହୋଇଯାଇଛି’
ଭୋପାଳ,୪।୯: ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ସଜବାଜ ଆରମ୍ଭ ହୋଇଯାଇଛି। ଏହାପୂର୍ବରୁ ରାଜନୈତିକ ଦଳର ନେତାଙ୍କ ମଧ୍ୟରେ ବାକ୍ଯୁଦ୍ଧ ତୀବ୍ର ହୋଇଛି। କଂଗ୍ରେସ ରାଜ୍ୟ ସଭାପତି କମଲ ନାଥ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ସୋସିଆଲ ମିଡିଆ ଜରିଆରେ ଟାର୍ଗେଟ୍ କରିଛନ୍ତି।…
‘ଅପରେଶନ ଲୋଟସ୍’ର ଧମକ ଦେଲେ ଭାଜପା ନେତା
ବେଙ୍ଗାଲୁରୁ,୪।୯: ବରିଷ୍ଠ କର୍ନାଟକ ଭାଜପା ନେତା କେ.ଏସ ଇଶ୍ୱରପ୍ପା ରାଜ୍ୟରେ କଂଗ୍ରେସ ସରକାରକୁ ନେଇ ଏକ ବଡ ଦାବି କରିଛନ୍ତି। ସେ କହିଛନ୍ତି ଯେ, ୨୦୨୪ ନିର୍ବାଚନ ପରେ କର୍ନାଟକ ସରକାର ରହିବ ନାହିଁ। ଦଳ ଭାବରେ କଂଗ୍ରେସର ଭବିଷ୍ୟତ ନା…
ଭାରତର ସୌର ଅଭିଯାନ
ଭାରତ ଚନ୍ଦ୍ରପୃଷ୍ଠରେ ସଫଳ ଭାବରେ ‘ଚନ୍ଦ୍ରୟାନ-୩’ର ଲ୍ୟାଣ୍ଡରକୁ ଅବତରଣ କରାଇ ଇତିହାସ ସୃଷ୍ଟି କରିଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ଅନ୍ୟ କୌଣସି ଦେଶର ଯାନ ଅବତରଣ କରି ନ ଥିଲା। ଏହାର ରୋଭର ଚନ୍ଦ୍ର ମୃତ୍ତିକାରେ ଗନ୍ଧକ, ଆଲୁମିନିୟମ, କ୍ୟାଲସିୟମ, ଟାଇଟାନିୟମ,…
ଏମ୍କେସିଜିରେ ଏଣ୍ଡୋସ୍କୋପି ମେଶିନ ଅଚଳ
ବ୍ରହ୍ମପୁର ୪ା୯(ସୁବାସ ଚନ୍ଦ୍ର ପାଢ଼ୀ): ଦକ୍ଷିଣ ଓଡ଼ିଶାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପ୍ରାଣକେନ୍ଦ୍ର ହେଉଛି ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମକେସିଜି) ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ। ରୋଗୀଙ୍କ ଚିକିତ୍ସା ସେବା ନିମନ୍ତେ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହାସତ୍ତ୍ୱେ…
ଭାଇରାଲ ହେଉଛି ବିରାଟ କୋହଲିଙ୍କ ରିଆକ୍ସନ୍
ପାଲେକେଲ୍,୪।୯: ବର୍ଷା ଯୋଗୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ରଦ୍ଦ ହୋଇଯାଇଥିଲା। ଫଳରେ ଉଭୟ ଦଳ ୧-୧ ପଏଣ୍ଟ ପାଇଲେ। ଏଥି ସହିତ ଭାରତ-ପାକିସ୍ତାନ ମ୍ୟାଚରେ ପାକିସ୍ତାନୀ ଦ୍ରୁତ ବୋଲରଙ୍କ ଆଭିମୁଖ୍ୟ ଦେଖିବାକୁ ମିଳିଥିଲା। ପାକିସ୍ତାନର ଦ୍ରୁତ ବୋଲରମାନେ ସମସ୍ତ…
ପରିବା ବିକ୍ରି ଆଢୁଆଳରେ ଜୁଆଖେଳ
ଖଇରା,୪।୯(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ବିଭିନ୍ନ ଗ୍ରାମାଞ୍ଚଳର ବିଭିନ୍ନ ସାପ୍ତାହିକ ହାଟର ଦୃଶ୍ୟ ଏବେ ନ କହିବା ଭଲ। ଅଧିକାଂଶ ଗାଁ ହାଟରେ ପରିବା ବିକ୍ରି ଆଢୁଆଳରେ ଜୁଆ ଖେଳ ସାଙ୍ଗକୁ ନିଶାକାରବାର ଚାଲୁଛି। ଏଭଳି ବେଆଇନ…
ଆଜି ଭାରତ-ନେପାଳ ମୁକାବିଲା: ଜାଣନ୍ତୁ କେଉଁଠି, କେତେବେଳେ ଦେଖିପାରିବେ ମ୍ୟାଚ୍
ପାଲେକେଲ୍,୪।୯: ଏସିଆ କପ ୨୦୨୩ର ପଞ୍ଚମ ମ୍ୟାଚ ଭାରତ ଏବଂ ନେପାଳ ମଧ୍ୟରେ ଖେଳାଯିବ। ଗ୍ରୁପ ପର୍ଯ୍ୟାୟରେ ଟିମ ଇଣ୍ଡିଆ ପାଇଁ ଏହା ଦ୍ୱିତୀୟ ମ୍ୟାଚ ହେବ। ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳାଯାଇଥିଲା। ବର୍ଷା ଯୋଗୁ ପ୍ରଥମ ମ୍ୟାଚ ବାତିଲ…
ଅନ୍ଧାରରେ ରୁଗୁଡ଼ିକସଡ଼ାବାସୀ
କେନ୍ଦୁଝର,୪ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ୍ ସାହାରପୁର ପଞ୍ଚାୟତ ବଣପାହାଡ଼ଘେରା ରୁଗୁଡ଼ିକସଡ଼ାବାସୀ ସ୍ବାଧୀନତାର ୭୭ ବର୍ଷ ପରେ ବି ମୌଳିକ ସୁବିଧାରୁ ବଞ୍ଚତ୍ତ ରହିଛନ୍ତି। ଘରେ ଘରେ ପାଣି ଯୋଗାଣ ପାଇଁ ଟ୍ୟାପ୍ ଲାଗିଥିଲେ ମଧ୍ୟ ପାଣି ଆସୁନାହିଁ।…

