Home Left

ବଢୁଛି ଅନ୍‌ଲାଇନ ଜୁଆଖେଳ

ରାଉରକେଲା ଅଫିସ,୨୬।୪:ସ୍ମାର୍ଟସିଟି ରାଉରକେଲାରେ ଅନ୍‌ଲାଇନ ଜୁଆଖେଳ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତରୁଣରୁ ବୃଦ୍ଧ ଯାଏ ସଭିଏଁ ତିନିଗୁଣା ଟଙ୍କା ଜିତିବା ଲୋଭରେ ମୋବାଇଲ ମାଧ୍ୟମରେ ଏହି ଜୁଆଖେଳ ଖେଳୁଛନ୍ତି। ଏଥିରେ ସାଇବର କ୍ରାଇମ ଜଗତର ବଡ଼ ବଡ଼ ମାଷ୍ଟର…

ମିଳୁନି ହଷ୍ଟେଲ, ପାଠପଢ଼ାରୁ ବଞ୍ଚିତ ଛାତ୍ରୀଛାତ୍ର

ବିଷମକଟକ,୨୬।୪ (ଡି.ଏନ୍‌.ଏ.) ଆଦିବାସୀ ପିଲାମାନେ ଶିକ୍ଷାରୁ ଯେଭଳିି ବଞ୍ଚିତ ନ ହେବେ ସେ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା, କଳାହାଣ୍ଡି, କନ୍ଧମାଳ ଓ ବଲାଙ୍ଗୀର ଜିଲାର…

କେନ୍ଦୁପତ୍ର ଫଡ଼ିରେ ଶ୍ରମିକ ରୂପେ କାମ କରୁଛନ୍ତି ପିଲା

ମାଥିଲି,୨୬।୪ (ଡି.ଏନ.ଏ.) ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ଧୂଙ୍ଗିଆପୁଟ ପଞ୍ଚାୟତରେ ସରକାରୀ କେନ୍ଦୁପତ୍ର ଫଡ଼ିରେ ଶିଶୁ ଶ୍ରମିକଙ୍କୁ ନିୟୋଜିତ କରି କାର୍ଯ୍ୟ କରାଯାଉଥିବା ଅଭିଯୋଗ ହେଉଛି। ରାଜ୍ୟ ସରକାର ଆଦିବାସୀଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ସେମାନଙ୍କ ପିଲାମାନେ…

ଆୟୋଜକଙ୍କୁ ଦାୟୀ କରିବା ହିନ୍ଦୁ ବିରୋଧୀ ମାନସିକତା: ଭାଜପା

ଭୁବନେଶ୍ବର, ୨୬।୪(ବ୍ୟୁରୋ): ବିଜେଡି ଶାସନରେ ଓଡ଼ିଶାରେ ଅରାଜକତା ବ୍ୟାପିଛି। ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ନେଇ ରାଜ୍ୟବାସୀଙ୍କ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସମ୍ବଲପୁରଠାରେ ରାମନବମୀ ଓ ହନୁମାନ ଜୟନ୍ତୀ ପାଳନ ସମୟରେ ଘଟିଥିବା ବିଶୃଙ୍ଖଳା ପାଇଁ ଆୟୋଜକମାନଙ୍କୁ ଦାୟୀ…

୨୦ ହଜାର ଲୋକଙ୍କୁ ଚିକିତ୍ସା ଯୋଗାଉଛନ୍ତି ଜଣେ ଡାକ୍ତର

ପୋଟେରୁ,୨୬।୪ (ଡି.ଏନ୍‌.ଏ.) ଅବ୍ୟବସ୍ଥାରେ ଚାଲିଛି ଏମ୍‌ଭି-୫୫ସ୍ଥିତ ସ୍ବାସ୍ଥ୍ୟକେନ୍ଦ୍ର। ପୋଟେରୁ ଆଖପାଖର ୪ଟି ପଞ୍ଚାୟତର ୨୦ହଜାରରୁ ଊର୍ଦ୍ଧ୍ୱ ଲୋକ ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭରକରନ୍ତି। ଏତେ ସଂଖ୍ୟକ ଲୋକଙ୍କ ପାଇଁ ଏଠାରେ ରହିଛନ୍ତି ଜଣେ ମାତ୍ର ଡାକ୍ତର। ଏଠାରେ ଆମ୍ବୁଲାନ୍ସ ନାହିଁ କି…

ଦେଢ଼ ବର୍ଷ ପରେ ରାହାନେ ଫେରିଲେ

ନୂଆଦିଲ୍ଲୀ,୨୬ା୪(ପି.ଟି): ମଙ୍ଗଳବାର ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଦଳକୁ ଦୀର୍ଘ ଦେଢ ବର୍ଷ ପରେ ଅଜିଙ୍କ୍ୟ ରାହାନେ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ରେ ସାମିଲ ଥିବା…

ଉତ୍କଳ ଚାମ୍ପିୟନ, ନିଲ୍‌ସୁ ରନରଅପ୍‌

ଭୁବନେଶ୍ୱର, ୨୬।୪ (କ୍ରୀଡ଼ା ପ୍ରତିନିଧି): ଆଇଆଇଜି ସ୍ପୋଟର୍‌ସ ଏକାଡେମୀ ଆନୁକୂଲ୍ୟରେ ଖୋର୍ଦ୍ଧାର ବରୁଣେଇଠାରେ ଆୟୋଜିତ କେଟି ଗ୍ଲୋବାଲ ସର୍ବଭାରତୀୟ ଓପନ ଫିଡେ ରେଟିଂ ଚେସ୍‌ ଟୁର୍ନାମେଣ୍ଟ ମଙ୍ଗଳବାର ଉଦ୍‌ଯାପିତ ହୋଇଛି। ୯ ରାଉଣ୍ଡ ବିଶିଷ୍ଟ ଟୁର୍ନାମେଣ୍ଟରେ ଓଡ଼ିଶାର ଉତ୍କଳ ରଞ୍ଜନ ସାହୁ…

ପୁରୀକୁ ୧୫-୧ରେ ହରାଇଲା ସୁନ୍ଦରଗଡ଼

ଭୁବନେଶ୍ୱର, ୨୬।୪(କ୍ରୀଡ଼ା ପ୍ରତିନିଧି): ସିନିୟର ପୁରୁଷ ଆନ୍ତଃ ଜିଲା ଫୁଟବଲ ଚାମ୍ପିୟନଶିପ୍‌ ସାହାଣୀ କପ୍‌ରେ ମଙ୍ଗଳବାର ୪ଟି ମ୍ୟାଚ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ୭ମ ବାଟାଲିୟନ ଗ୍ରାଉଣ୍ଡରେ ଅନୁଷ୍ଠିତ ମ୍ୟାଚରେ ସୁନ୍ଦରଗଡ଼ ୧୫-୧ ଗୋଲରେ ପୁରୀକୁ ପରାସ୍ତ କରିଛି। ବିଜୟୀ ଦଳ…

ବୈଠକରେ ସୀମିତ ମ୍ୟାଲେରିଆ ନିରାକରଣ

ରାୟଗଡା ଅଫିସ,୨୬।୪: ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ସରକାର ପ୍ରତିବର୍ଷ ଜିଲା ଓ ପଞ୍ଚାୟତସ୍ତରରେ ସରକାର ଅନେକ ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବାସ୍ତବରେ ତାହା ଫଳପ୍ରଦ ହେଉନାହିଁ। ପ୍ରତିବର୍ଷ କେବଳ ବୈଠକ କରି ସରକାରୀ ଅଧିକାରୀମାନେ କାମ ସାରି ଦେଉଥିବା ଅଭିଯୋଗ…

ମା’ ତାରିଣୀ ଏକାଦଶ ଚାମ୍ପିୟନ

ଭୁବନେଶ୍ୱର, ୨୬।୪(କ୍ରୀଡ଼ା ପ୍ରତିନିଧି): ରସୁଲଗଡ଼ ୟୁଥ୍‌ କ୍ଲବ ଆନୁକୂଲ୍ୟରେ ଆୟୋଜିତ ୮ମ ରସୁଲଗଡ଼ ପ୍ରିମିୟର ଲିଗ୍‌ ଉଦ୍‌ଯାପିତ ହୋଇଛି। ଏହାର ଫାଇନାଲରେ ମା’ କୋଚିଳେଇ ଏକାଦଶକୁ ୨ ରନରେ ହରାଇ ମା’ ତାରିଣୀ ଏକାଦଶ ଚାମ୍ପିୟନ ହୋଇଛି। ଟସ୍‌ ହାରି ବ୍ୟାଟିଂ…

ବ୍ଲକ ପ୍ରଶାସନର ପାଦ ପଡ଼ି ନ ଥିବା ଗାଁ ଚିନ୍ତାଲଗୁଡ଼ା

ପଟ୍ଟାଙ୍ଗି,୨୬।୪ (ଡି.ଏନ.ଏ.) କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକରେ ଏପରି ଏକ ଗ୍ରାମ ରହିଛି ଯେଉଁଠି ଆଜି ଯାଏ କୌଣସି ସରକାରୀ ଅଧିକାରୀଙ୍କ ପାଦ ପଡିନାହିଁ। ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାଗୁଡିକୁ ଗ୍ରାମାଞ୍ଚଳରେ ପହଞ୍ଚାଉଥିବା ନେଇ କହୁଥିବା ବ୍ଲକ ପ୍ରଶାସନ ଏହି ଗ୍ରାମକୁ…

ଓଡ଼ିଶା ଦଳ କ୍ୱାର୍ଟର ଫାଇନାଲରେ

ଭୁବନେଶ୍ୱର, ୨୬।୪ (କ୍ରୀଡ଼ା ପ୍ରତିନିଧି): ପୁଣେର ବାଲଓ୍ବାଡ଼ି ଷ୍ଟାଡିୟମରେ ଚାଲିଥିବା ୧୭ ବର୍ଷରୁ କମ୍‌ ଜାତୀୟ ରୋଲ ବଲ୍‌ ଚାମ୍ପିୟନଶିପ୍‌ର କ୍ୱାର୍ଟର ଫାଇନାଲରେ ପ୍ରବେଶ କରି ଓଡ଼ିଶା ଦଳ ଇତିହାସ ରଚିଛି। ଓଡ଼ିଶା ରୋଲ୍‌ ବଲ୍‌ ଇତିହାସରେ ରାଜ୍ୟ ବାଳକ ଦଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri