ସୋନି ବ୍ରାଭିଆର ନୂତନ ଉତ୍ପାଦ

ଭୁବନେଶ୍ୱର,୧୨।୯: ସୋନି ଇଣ୍ଡିଆର ନୂତନ ଉତ୍ପାଦ ତଥା ବ୍ରାଭିଆ ଏକ୍ସଆର୍‌ ମାଷ୍ଟର ସିରିଜକୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷକରି ନୂଆ ବ୍ରାଭିଆ ଏକ୍ସଆର୍‌ ମାଷ୍ଟର ସିରିଜ୍‌ ଏ୯୭ଏଲ୍‌ ଓଏଲ୍‌ଇଡି ୬୫ ଏବଂ ୫୫ ଇଞ୍ଚର ଦୁଇଟି ସ୍କ୍ରିନ୍‌ରେ ଉପଲବ୍ଧ। ଏପରିକି କଗ୍ନିଟିଭ୍‌ ପ୍ରୋସେସର ଏକ୍ସଆର୍‌ ସହ ନୂଆ ଓଏଲ୍‌ଇଡି ପ୍ୟାନେଲ୍‌ ଥିବା ବ୍ରାଭିଆ ଏକ୍ସଆର୍‌ ମାଷ୍ଟର୍‌କୁ କମ୍ପାନୀ ପକ୍ଷରୁ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ସେହିଭଳି ସୋନି ବ୍ରାଭିଆ ଏକ୍ସଆର୍‌ ପ୍ରୋସେସର ମଣିଷ ଦେଖି-ଶୁଣିଲା ଭଳି ପ୍ରା୍ରକୃତିକ ଅନୁଭୂତିକୁ ଉପସ୍ଥାପନ କରିବାର କ୍ଷମତା ରହିଛି, କଗ୍ନିଟିଭ୍‌ ପ୍ରୋସେସର ଏକ୍ସଆର୍‌ରେ ୪କେ ମାନର ଛବି ପ୍ରଦାନ କରୁଛି। ଏପରିକି ବ୍ରାଭିଆ ଏକ୍ସଆର୍‌ ଓଏଲ୍‌ଇଡି ଏ୯୫ଏଲ୍‌ ଟିଭିରେ ଏକ୍ସଆର୍‌ ଓଏଲ୍‌ଇଡି କଣ୍ଟ୍ରାଷ୍ଟ ପ୍ରୋ ଯାହା ଜରିଆରେ ଓଏଲ୍‌ଇଡି ପ୍ୟାନେଲ ପ୍ରକୃତ କଣ୍ଟ୍ରାଷ୍ଟ, ଉଜ୍ଜ୍ୱଳ ରଙ୍ଗ ଓ ବିଶୁଦ୍ଧ କଳା ପ୍ରଦାନ କରିବ। ବିଶେଷକରି ତାପମାତ୍ରା ଜାଣିବା ଲାଗି ଏଥିରେ ସେନ୍‌ସର ରହିଛି, ଯାହା ସ୍କ୍ରିନ୍‌ର ତାପମାତ୍ରାକୁ ହ୍ରାସ କରି ଆଲୋକକୁ ନିୟନ୍ତ୍ରଣ କରିବା ସହ ୨୦୦% ପର୍ଯ୍ୟନ୍ତ ବ୍ରାଇଟ୍‌ନେସ୍‌ ପ୍ରଦାନ କରିବ। ଟିଭିର ଏକ୍ସଆର୍‌ ଟ୍ରିଲୁମିନସ୍‌ ମ୍ୟାକ୍ସ ବ୍ୟାପକ ରଙ୍ଗ ପାଲେଟ୍‌ ପ୍ରଦାନ କରୁଛି,ଏ୯୫ଏଲ୍‌ ଓଏଲ୍‌ଇଡି ଟିଭି ଏଚ୍‌ଡିଏମ୍‌ାଇ ୨.୧ରେ କାର୍ଯ୍ୟ କରିବ ଏବଂ ଏଥିରେ ୪କେ ୧୨୦ ଏଫ୍‌ପିଏସ୍‌, ଭାରିଏବଲ୍‌ ରିଫ୍ରେସ୍‌ ରେଟ୍‌, ଅଟୋ ଲୋ ଲାଟେନ୍‌ସି ମୋଡ୍‌, ଅଟୋ ଏଚ୍‌ଡିଆର୍‌ ଟୋନ୍‌ ଅଟୋ ଗେମ୍‌ ମୋଡ୍‌ ଯାହା ସୁଟିଂ ଏବଂ ଉଚ୍ଚ ପ୍ରଦର୍ଶନକାରୀ କ୍ରୀଡ଼ାର ପ୍ରକୃତ ଅନୁଭୂତି ପ୍ରଦାନ କରିବାରେ ସହାୟକ ହେବ। ଏଥିରେ ଡଲ୍‌ବି ଭିଜନ, ଡଲ୍‌ବି ଆଟମସ୍‌, ଆକୋଷ୍ଟିକ୍‌ ସରଫେସ୍‌ ଅଡିଓ ଓ ଗୁଗୁଲ୍‌ ଟିଭି ସୁବିଧା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ସେହି ଯୁବତୀ, ଯାହାଙ୍କ ପ୍ରେମରେ ଉବୁଟୁବୁ ଗୋବିନ୍ଦା

ଅଭିନେତା ଗୋବିନ୍ଦା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସ୍ତ୍ରୀ ସୁନିତା ଆହୁଜା ତାଙ୍କ ନାଁରେ ଅନୈତିକ ସମ୍ପର୍କ ରଖିଥିବାର ଅଭିଯୋଗ ଆଣିଛନ୍ତି। ନିକଟରେ ଗୋବିନ୍ଦା…

ଭାଜପାକୁ କଟାକ୍ଷ କଲେ ପ୍ରିୟଙ୍କା କହିଲେ, ‘ପ୍ରଥମ ଥର ପାଇଁ ଶାସକ ଦଳକୁ ସଂସଦରେ ପ୍ରତିବାଦ କରୁଥିବାର ଦେଖିଲି’

ନୂଆଦିଲ୍ଲୀ,୧୧।୮: ମଙ୍ଗଳବାର ସଂସଦର ମୌସୁମୀ ଅଧିବେଶନର ୧୭ତମ ଦିନ, ଯାହାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ଅଧିବେଶନ ଆରମ୍ଭ ହେବା ପୂର୍ବରୁ, NDA ସମର୍ଥକମାନେ ଏକ ଶୋଭାଯାତ୍ରା…

ଧୋକା ଦେଇଛନ୍ତି ରାହୁଲ ଗାନ୍ଧୀ: କାହିଁକି ଏମିତି କହିଲେ କଙ୍ଗନା ରାଣାଓ୍ବତ

ନୂଆଦିଲ୍ଲୀ,୧୧।୮: ସଂସଦର ମକର ଦ୍ୱାରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ବିତର୍କ ଏଡାଇବା ଅଭିଯୋଗରେ ଏନଡିଏ ଏମ୍‌ପିମାନେ ମଙ୍ଗଳବାର ପ୍ରତିବାଦ ପ୍ରଦର୍ଶନ କରିଥିଲେ। ପ୍ଲାକାର୍ଡ ଧରି…

‘୨୪ ବର୍ଷରେ ଯାହା ହୋଇନି, ୨ ବର୍ଷରେ ତାହା କରୁଛୁ’-୫ ବର୍ଷରେ ଯାହା …

ଭୁବନେଶ୍ୱର,୧୧।୮: ଖୁବଶୀଘ୍ର ଓଡ଼ିଶା ନୂଆ ଲୋକାୟୁକ୍ତ ଦେଖିବ ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଏ ନେଇ ପ୍ରକ୍ରିୟା ଚାଲିଥିବା ସେ କହିଛନ୍ତି। ମନ୍ତ୍ରୀ…

ବିଶ୍ୱର ଶ୍ରେଷ୍ଠ ୫ ଅର୍ଥନୀତିରେ ବେକାରି ସ୍ଥିତି କ’ଣ? କେତେ ନମ୍ବରରେ ଭାରତର ସ୍ଥାନ, ପଢନ୍ତୁ …

ନୂଆଦିଲ୍ଲୀ, ୧୧।୮: ଭାରତରେ ଡିଗ୍ରୀର ଭାର ବୋହି ଯେତେବେଳେ କୌଣସି ଯୁବକ ସକାଳୁ ସକାଳୁ ଚାକିରି ଖୋଜିବା ପାଇଁ ଘରୁ ବାହାରିଥାଏ, ସେତେବେଳେ ତାଙ୍କ ଆଖିରେ କେବଳ…

ଲଞ୍ଚ୍‌ର ୮୫ ସେକେଣ୍ଡ ପରେ ଜୋରଦାର ବିସ୍ଫୋରଣ: ନିଆଁ ପିଣ୍ଡୁଳା ପାଲଟିଲା ବାହୁବଳୀ ରକେଟ୍

ବେଜିଂ,୧୧।୮: ଆକାଶରେ ଉଡ଼ାଣ ଭରିବାର କିଛି ସମୟ ପରେ ଚାଇନାର ଏକ ରକେଟ୍ ଅଗ୍ନି ପୁଣ୍ଡୁଳାରେ ପରିଣତ ହୋଇଛି । ଗତ ସୋମବାର (ଅଗଷ୍ଟ ୧୦) ଦିନ…

AI ଉପରେ କାର୍ଯ୍ୟାନୁଷ୍ଠାନ ପରେ ଭର୍ଚୁଆଲ ପ୍ରେମିକଙ୍କୁ ହରାଇ ଭାଙ୍ଗି ପଡ଼ିଲେଣି ଚାଇନାର ଅନେକ ଯୁବତୀ!

ବେଜିଂ,୧୧।୮: ଚାଇନା ସରକାର AI ବ୍ୟବହାର ସମ୍ପର୍କରେ କଠୋର ନିୟମ ଲାଗୁ କରିଛନ୍ତି, ଯାହା ଫଳରେ ପ୍ରଯୁକ୍ତିବିଦ୍ୟା କମ୍ପାନୀଗୁଡ଼ିକ ଏହି ନିୟମ ପାଳନ କରିବା ପାଇଁ ସେମାନଙ୍କର…

ବଢ଼ିବ ଡିଜେଲ ଦାମ! ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ବଢିଲା…

ନୂଆଦିଲ୍ଲୀ, ୧୧।୮: ଦେଶରେ ପେଟ୍ରୋଲ ପରେ ଡିଜେଲରେ ମଧ୍ୟ ଏଥାନଲ ମିଶାଇବା ଯୋଜନା ଉପରେ ସରକାର ବର୍ତ୍ତମାନ ପାଇଁ ରୋକ ଲଗାଇ ଦେଇଛନ୍ତି। ତେଲ ବିପଣନ କମ୍ପାନୀଗୁଡ଼ିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri