Home Left

ବସ୍‌ରେ ଗୋରୁ ଚାଲାଣ

ବାଲେଶ୍ବର,୧୨।୯(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ସେରଗଡ଼ ଟୋଲଗେଟ୍‌ ନିକଟରୁ ୯ରୁ ଅଧିକ ଗୋରୁଙ୍କୁ ଏକ ବସରେ ଭଦ୍ରକରୁ ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଛି। ବସ୍‌ଟି ପୂର୍ବରୁ ଏମିତି ଗୋରୁ ଚାଲାଣ କରୁଥିବା ବେଳେ ୪/୫ ଥର ଖସି ଯାଇଥିଲା। ହେଲେ ସୋମବାର…

କୁଏତରେ ବ୍ରିଟିଶ ଏୟାରୱେଜର ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କୁ ରଖାଯାଇଥିଲା ବନ୍ଧକ, ୩୩ବର୍ଷ ପରେ ସରକାର, କମ୍ପାନୀ ବିରୋଧରେ ହେବ ମାମଲା

କୁଏତ,୧୨।୯: ୧୯୯୦ରେ ଇରାକ କୁଏତ ଉପରେ ଆକ୍ରମଣ କରିଥିଲା। ବ୍ରିଟିଶ ଯାତ୍ରୀ ଏବଂ କର୍ମଚାରୀମାନେ ମଧ୍ୟ ଇରାକ ଏବଂ କୁଏତ ମଧ୍ୟରେ ଚାଲିଥିବା ଯୁଦ୍ଧର ଶିକାର ହୋଇଥିଲେ। ଯୁଦ୍ଧରେ ବ୍ରିଟିଶ ଯାତ୍ରୀ ଏବଂ କର୍ମଚାରୀଙ୍କୁ ବନ୍ଧକ ରଖାଯାଇଥିଲା। ବର୍ତ୍ତମାନ ସେହି ବିମାନରେ…

ଫ୍ଲୋରାଇଡ୍‌ଯୁକ୍ତ ପାଣି ବ୍ୟବହାର କରୁଛନ୍ତି ଛାତ୍ରୀଛାତ୍ର

ନୂଆପଡ଼ା,୧୨।୯(ମକାରୁ ବେମାଲ): କେନ୍ଦ୍ର ତଥା ରାଜ୍ୟ ସରକାର ଶିକ୍ଷାର ପ୍ରଚାର ପ୍ରସାର ଓ ଲୋକାଭିମୁଖୀ କରିବା ଛାତ୍ରୀଛାତ୍ରଙ୍କ ଉତ୍ସାହ ବଢାଇବା ପାଇଁ ପୋଷାକଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରିଛନ୍ତି। ପିଲାଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଖେଳ ସାମଗ୍ରୀ…

୭୨ ବର୍ଷ ପରେ ବି କାର୍ଯ୍ୟାଳୟର ନିଜସ୍ବ କୋଠା ନାହିଁ

ଭବାନୀପାଟଣା,୧୨।୯(ଉତ୍ତମ କୁମାର ଦାଶ): ଗୋଟେ ବର୍ଷ ନୁହଁ କି ୨ ବର୍ଷ ନୁହଁ। ଦୀର୍ଘ ୭୨ ବର୍ଷର ପୌରପାଳିକାର ନିଜସ୍ବ କାର୍ଯ୍ୟାଳୟ ଗୃହ ନ ଥିବା ସାଧାରଣରେ ଏବେ ଚର୍ଚ୍ଚାର ବିଷୟ। ପୌରପାଳିକା ସ୍ଥାପନରୁ ବର୍ତ୍ତମାନ ଯାଏଁ ରାଜୁଡା ଅମଳର ନିର୍ମିତ…

ପ୍ରବଳ ବର୍ଷା ହେତୁ ଦକ୍ଷିଣ ଚାଇନାରେ ଅନେକ ଲୋକଙ୍କର ମୃତ୍ୟୁ, ସହରରେ ପଶିଲେ ୭୦ରୁ ଅଧିକ କୁମ୍ଭୀର

ବେଜିଂ,୧୨।୯: ଗତ କିଛି ଦିନ ହେବ ଦକ୍ଷିଣ ଚାଇନାରେ ପ୍ରବଳ ବର୍ଷା ହଇଚଇ ସୃଷ୍ଟି କରିଛି। ଏହି କାରଣରୁ ପ୍ରାୟ ୭ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। ଏଥିସହ ୭୦ରୁ ଅଧିକ କୁମ୍ଭୀର ଏକ ଫାର୍ମରୁ ଖସି ନିକଟସ୍ଥ ସହରକୁ…

୨୪ରେ ମା’ ମାଣିକେଶ୍ୱରୀଙ୍କଠାରେ ଲାଗି ହେବ ନବାନ୍ନ

ଭବାନୀପାଟଣା,୧୨।୯(ଉତ୍ତମ କୁମାର ଦାଶ): ପଶ୍ଚିମ ଓଡିଶାର ମହାନ ଗଣପର୍ବ ନୂଅଁାଖାଇ ଆସନ୍ତା ୨୦ ତାରିଖରେ ପାଳିତ ହେବ। ଏହି ପରମ୍ପରା ଅନୁଯାୟୀ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ଭବାନୀପାଟଣାରେ ଥିବା ମା’ ମାଣିକେଶ୍ୱରୀଙ୍କ ପୀଠରେ ଆସନ୍ତା ୨୪ ତାରିଖ (ରବିବାର) ଭାଦ୍ରବ ଶୁକ୍ଲପକ୍ଷ…

‘କେନ୍‌ ନ ବସ୍‌ମୁଁ, କେନ୍‌ ନ ଖାଏମୁଁ’

ବଲାଙ୍ଗୀର,୧୨ା୯(ବୀରେନ୍ଦ୍ର କୁମାର ଝାଙ୍କର): ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ହୋଇ ବହୁ ଗ୍ରାମବାସୀ ଝାଙ୍କରପାଲି, ଗେଡାବାଞ୍ଜି, କୁସ୍‌ମେଲ ଥଇଥାନ କଲୋନୀ ଏବଂ ଅନ୍ୟ ଗାଁ ଗୁଡିକରେ ବଡ ଅସୁବିଧାରେ ରହୁଛନ୍ତି। ବିଶେଷକରି ଝାଙ୍କରପାଲି, ଗେଡାବାଞ୍ଜି ଏବଂ କୁସ୍‌ମେଲ କଲୋନୀରେ…

ରୁଷିଆରେ ଟଳିଲା ବଡ ବିମାନ ଦୁର୍ଘଟଣା, ୟୁରାଲ ଏୟାରଲାଇନ୍ସର ଜରୁରୀ ଅବତରଣ

ମସ୍କୋ,୧୨।୯: ରୁଷିଆର ୟୁରାଲ ଏୟାରଲାଇନ୍ସର ବିମାନ ୧୩୮୩କୁ ଜରୁରୀ ଅବତରଣ କରାଯାଇଛି। ବିମାନରେ ୧୫୯ ଜଣ ଯାତ୍ରୀ ଥିଲେ। ମଙ୍ଗଳବାର ଦିଆଯାଇଥିବା ସୂଚନା ଅନୁଯାୟୀ ବିମାନଟି ରୁଷିଆର ନୋଭୋସିବିରସ୍କ ଅଞ୍ଚଳରେ ଜରୁରୀକାଳୀନ ଅବତରଣ କରିଛି। ସୌଭାଗ୍ୟବଶତଃ ଏହି ଜରୁରୀକାଳୀନ ଅବତରଣ ସମୟରେ…

ସମୟ ଗଡୁଛି, ସରୁନି କାମ

ସମ୍ବଲପୁର,୧୨ା୯(ଶୁଭାଶିଷ ପାଢ଼ୀ): ସମ୍ବଲପୁର ଦୁର୍ଗାପାଲି ରେଲୱେ ଫାଟକ ଉପରେ ବ୍ରିଜ୍‌ ନିର୍ମାଣ କାମ ପ୍ରାୟ ୪ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା। ଧାର୍ଯ୍ୟ ସମୟ ବିତିଯାଇଥିଲେ ମଧ୍ୟ କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି। ସମ୍ବଲପୁର ସହରକୁ ଆସିବାକୁ…

ଚିଲି-ବୋଲିଭିଆ ସୀମାରେ ଭୂକମ୍ପ ଝଟକା

ଓ୍ବାଶିଂଟନ୍‌,୧୨।୯: ଦକ୍ଷିଣ ଆମେରିକା ମହାଦ୍ୱୀପରେ ମଙ୍ଗଳବାର ଚିଲି-ବୋଲିଭିଆ ସୀମା ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପର ତୀବ୍ରତା ୫.୫ ରେକର୍ଡ କରାଯାଇଛି। ଜର୍ମାନ ରିସର୍ଚ ସେଣ୍ଟର ଫର ଜିଓ ସାଇନ୍ସ ଅନୁଯାୟୀ, ୧୦୪ କିଲୋମିଟର (୬୪.୬୨ମାଇଲ) ଗଭୀରରେ ଏହି ଭୂକମ୍ପ…

ମୂଷାମରା ବିଷ ଖାଇଦେଲେ ୨ ଶିଶୁ

ଝରିଗାଁ, ୧୨।୯ (କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପଞ୍ଚାୟତ କୋଟନାପାନି ଗ୍ରାମରେ ମୂଷାମରା ବିଷ ଖାଇ ୨ ଶିଶୁ ଗୁରୁତର ଅଛନ୍ତି। ସେମାନେ ହେଲେ ଈଶ୍ୱର ସାନ୍ତାଙ୍କ ପୁଅ ଦେବରାଜ (୭) ଓ ସୁଶାନ୍ତ (୨)। ଉଭୟଙ୍କୁ ଉମରକୋଟ…

ଅଚଳ ହୋଇ ପଡ଼ିଛି ୨ ସହରର ୩୪ ସିସି କ୍ୟାମେରା

ସୁନାବେଡ଼ା/ ସେମିଳିଗୁଡ଼ା ୧୨ା୯ (କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼): ସୁନାବେଡ଼ା ଓ ସେମିଳିଗୁଡ଼ା ହେଉଛି ବ୍ୟବସାୟିକ ସହର। ସୁନାବେଡ଼ାରେ ହାଲ୍‌ ପରି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ରହିଛି। ଦିନକୁ ଦିନ ଜନସଂଖ୍ୟା ମଧ୍ୟ ବଢୁଛି। ବିଭିନ୍ନ କାର୍ଯ୍ୟରେ ଦୁଇ ସହରକୁ ବାହାର ଅଞ୍ଚଳରୁ ଲୋକମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?