Home Left

ଜୁନ ୨୩ରେ ହେବାକୁ ଥିବା ବିରୋଧୀ ଦଳ ବୈଠକରେ ସାମିଲ ହେବାକୁ ଏହି ବିରୋଧୀ ଦଳମାନେ ଦେଇଛନ୍ତି ସହମତି

ପାଟନା,୮।୬: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପାଟନାରେ ଡକାଇଥିବା ବିରୋଧୀ ଦଳ ବୈଠକ ଜୁନ୨୩ରେ ଅନୁଷ୍ଠିତ ହେବାକୁ ଯାଉଛି। ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ଦେଶର ଅନେକ ରାଜନୈତିକ ଭେଟେରାନଙ୍କ ସମାବେଶ ହେବ। ଏହି ବୈଠକ…

କେଜ୍‌ରିଓ୍ବାଲଙ୍କ ଭାଷଣ ସମୟରେ ମୋଦି-ମୋଦି ନାରା, ମୁଖ୍ୟମନ୍ତ୍ରୀ ହାତଯୋଡି କହିଲେ…

ନୂଆଦିଲ୍ଲୀ,୮।୬: ଦେଶର ରାଜଧାନୀ ଦିଲ୍ଲୀର ଗୁରୁ ଗୋବିନ୍ଦ ସିଂ ଇନ୍ଦ୍ରପ୍ରସ୍ଥ ବିଶ୍ୱବିଦ୍ୟାଳୟ (ଜିଜିଏସ୍‌ଆଇପିୟୁ)ର ପୂର୍ବ ଦିଲ୍ଲୀ କ୍ୟାମ୍ପସକୁ ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏକାଠି ଉଦ୍‌ଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ ଏହି ଉଦ୍‌ଘାଟନୀ ସମାରୋହରେ ମଞ୍ଚରେ…

ରାହୁଲ ଗାନ୍ଧୀଙ୍କ ବିଦେଶରେ ଭାରତକୁ ସମାଲୋଚନା କରିବାର ଅଭ୍ୟାସ ରହିଛି: ଏସ୍‌ ଜୟଶଙ୍କର

ନୂଆଦିଲ୍ଲୀ,୮।୬: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର। ଗୁରୁବାର କହିଛନ୍ତି , କଂଗ୍ରେସ ନେତାଙ୍କ ବିଦେଶରେ ଭାରତକୁ ସମାଲୋଚନା କରିବାର ଅଭ୍ୟାସ ରହିଛି, କିନ୍ତୁ ବିଶ୍ୱ ସାମ୍ନାରେ ନିଜର ଆଭ୍ୟନ୍ତରୀଣ ପ୍ରସଙ୍ଗ ଉଠାଇବା ଦେଶର…

କାଜଲଙ୍କ ସହ ଝିଅ ନିଶାଙ୍କ ପିଲାଦିନର ଫଟୋ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କାଜଲ ଏବଂ ଅଜୟ ଦେବଗନଙ୍କ ଝିଅ ନିଶା ତାଙ୍କ ଷ୍ଟାଇଲ୍‌ ଷ୍ଟେଟ୍‌ମେଣ୍ଟ ଯୋଗୁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏବେ ସେ ସବୁଠାରୁ ଲୋକପ୍ରିୟ ଷ୍ଟାର୍‌କିଡ୍‌ଙ୍କ ମଧ୍ୟରୁ ଜଣେ। ତାଙ୍କ ଫଟୋ ଏବଂ ଭିଡିଓଗୁଡ଼ିକ ସୋସିଆଲ ମିଡିଆରେ ପ୍ରାୟତଃ…

ହୋଇପାରେ ଭାଜପା-ଜେଡିଏସ୍‌ ମେଣ୍ଟ

ନୂଆଦିଲ୍ଲୀ,୮ା୬: ୨୦୨୪ ସାଧାରଣ ନିର୍ବାଚନରେ ଧର୍ମନିରପେକ୍ଷ ଜନତା ଦଳ(ଜେଡିଏସ୍‌) ଏବଂ ଭାଜପା ମଧ୍ୟରେ ମେଣ୍ଟ ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ୨୦୧୯ ଲୋକ ସଭା ନିର୍ବାଚନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବେଗୌଡ଼ାଙ୍କ ଦଳ କର୍ନାଟକର ୨୮ ଆସନରେ ନିର୍ବାଚନ ଲଢିଥିଲା।…

୩୦୦ କେଜି ଗଞ୍ଜେଇ ଜବତ, ଧରାପଡ଼ିଲେ ୨ ଅଭିଯୁକ୍ତ

ବ୍ରହ୍ମପୁର ଅଫିସ,୮।୬- ଅବକାରୀ ଗୋଇନ୍ଦା ଡେପୁଟି କମିଶନର ଡମ୍ବୁରଧର ଖଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଟିମ୍‌ ସଦର ଥାନା ଅଧୀନ ବାଲିପଡା ଛକରୁ ଗୁରୁବାର ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ଏପରିକି ୨ଜଣ ଚାଲାଣକାରୀଙ୍କୁ ଅବକାରୀ ଟିମ୍‌ କାବୁ କରିଛି।…

କୋହ୍ଲାପୁର ହିଂସାକୁ ନେଇ ପ୍ରତିକ୍ରିୟା ରଖିଲେ ଶରଦ ପାୱାର, କହିଲେ ଏହାର ମୂଲ୍ୟ ଦେବାକୁ ପଡିବ

ମୁମ୍ବାଇ,୮।୬: କୋହ୍ଲାପୁରରେ ହୋଇଥିବା ହିଂସାକୁ ନେଇ ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଦୁର୍ଭାଗ୍ୟବଶତଃ, କିଛି ଲୋକ ଏପରି ପରିସ୍ଥିତି ସୃଷ୍ଟି କରିଛନ୍ତି। ଏହା ସମାଜ ପାଇଁ ଠିକ୍‌ ନୁହେଁ। ସାଧାରଣ ଲୋକଙ୍କୁ ଏହାର ମୂଲ୍ୟ ଦେବାକୁ…

ବିବାହ କଲେ ଏହି ଭାରତୀୟ ଦ୍ରୁତ ବୋଲର

ନୂଆଦିଲ୍ଲୀ,୮।୬: ଭାରତୀୟ ଦଳ ଜୁନ ୭ରୁ ଇଂଲଣ୍ଡରେ ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ମ୍ୟାଚ ଖେଳୁଛି। ମ୍ୟାଚ ଆରମ୍ଭ ହେବାର ଗୋଟିଏ ଦିନ ପରେ ଭାରତୀୟ ଦଳର ଷ୍ଟାର ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣ ଭାରତୀୟ ପ୍ରଶଂସକଙ୍କୁ ଏକ…

ହେବନି ମୃତକଙ୍କ ଦଶାହ କର୍ମ: ଖର୍ଚ୍ଚ ଟଙ୍କାରେ ପାଠ ପଢ଼ିବେ ପିଲା, ରୋପଣ ହେବ ଚାରା…

ବାରାଣସୀ,୮।୬ : ମୃତକଙ୍କର ଦଶାହ କର୍ମରେ ହେଉଥିବା ଅଯଥା ଖର୍ଚ୍ଚ ରୋକିବା ପାଇଁ ବାରାଣାସୀର ୱାଜିଦପୁରର ଲୋକମାନେ ଏକଜୁଟ ହୋଇଛନ୍ତି। ଗାଁରେ କାହାର ମୃତ୍ୟୁରେ ଦଶାହ କର୍ମ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦଶାହ କର୍ମରେ ହେଉଥିବା ଖର୍ଚ୍ଚରେ ପିଲାମାନଙ୍କର ପାଠପଢ଼ା…

ଅହମଦାବାଦରେ ଖେଳିବାକୁ ଚାହୁଁନାହିଁ ପାକିସ୍ତାନ: ପିସିବି

କରାଚୀ,୮ା୬: ଭାରତରେ ଅକ୍ଟୋବର-ନଭେମ୍ବରରେ ଖେଳାଯିବାକୁ ଥିବା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ବିଶ୍ୱକପ୍‌ର ଫାଇନାଲ ମ୍ୟାଚ ବ୍ୟତୀତ ଅହମଦାବାଦରେ ଅନ୍ୟ କୌଣସି ମ୍ୟାଚ ଖେଳିବାକୁ ଚାହୁଁନାହିଁ ପାକିସ୍ତାନ। ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଚେୟାରମ୍ୟାନ ନଜାମ ସେଠୀ ଏନେଇ ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନ୍‌ସିଲ (ଆଇସିସି)…

ସଞ୍ଜିବ ଜିଭା ହତ୍ୟା ମାମଲା: ଟ୍ରମା ସେଣ୍ଟରରେ ଆହତ ଶିଶୁଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୮।୬: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ଲକ୍ଷ୍ନର ଟ୍ରମା ସେଣ୍ଟରରେ ପହଞ୍ଚି ସେଠାରେ ଗୁଳି ବିନିମୟରେ ଆହତ ହୋଇଥିବା ଝିଅଙ୍କୁ ଭେଟିଛନ୍ତି। ଏସସି-ଏସଟି କୋର୍ଟ ମଧ୍ୟରେ ହୋଇଥିବା ହତ୍ୟାକାଣ୍ଡରେ ଦେଢ ବର୍ଷର ବାଳିକା ଆହତ ହୋଇଥିଲେ। ଏହି ଆକ୍ରମଣରେ…

ବିବାଦ ମଧ୍ୟରେ କେଜରିଓ୍ବାଲ-ଏଲଜି କ୍ୟାମ୍ପସ ୧ର କଲେ ଶୁଭାରମ୍ଭ

ନୂଆଦିଲ୍ଲୀ,୮।୬: ଦିଲ୍ଲୀର କେଜରିଓ୍ବାଲ ସରକାର ଓ ଉପରାଜ୍ୟପାଳଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିବାହ ବଢିବାରେ ଲାଗିଛି। ହେଲେ ଏବେ ମିଳିଥିବା ତାଜା ଖବର ଅନୁଯାୟୀ, ଆଇପି ୟୁନିଭର୍ସିଟିର ପୂର୍ବ ଦିଲ୍ଲୀ କ୍ୟାମ୍ପସକୁ ଉଭୟ ମିଶି ଉଦଘାଟନ କରିଛନ୍ତି। ବିବାଦ ମଧ୍ୟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri