Posted inଫୁରସତ

ଛପାହେଲା ଏମିତି ନିମନ୍ତ୍ରଣ କାର୍ଡ, ଦେଖିଲେ କହିବେ…

ଯେତେବେଳେ ବି କେହି ବିବାହ କରନ୍ତି, ସବୁକିଛି ସିଦ୍ଧ ଏବଂ ଅନନ୍ୟ କରିବା ପାଇଁ ସମସ୍ତ ପ୍ରୟାସ କରାଯାଏ। ଦୀର୍ଘଦିନ ଧରି ଏଥିପାଇଁ ପ୍ରସ୍ତୁତି ଚାଲିଥାଏ। ଯଦି ଏଥିରେ କିଛି ବି ଛୋଟ ତ୍ରୁଟି ଥାଏ, ତେବେ କରାଯାଇଥିବା ସମସ୍ତ କାର୍ଯ୍ୟ ନଷ୍ଟ ହୋଇଯାଏ। ବିବାହରେ କାର୍ଡ ଛପା ହେବା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। କାରଣ ଅତିଥିମାନଙ୍କୁ ନିମନ୍ତ୍ରଣ କରିବା ପାଇଁ ଏହାର ଗୁରୁତ୍ୱ ଅଧିକ।

ଯେତେବେଳେ ଏକ ବିବାହ କାର୍ଡ ଜଣଙ୍କ ଘରେ ପହଞ୍ଚେ, ସେତେବେଳେ ଲୋକେ ଏହାକୁ ଖୁବ୍‌ ଶାନ୍ତ ଭାବରେ ପଢ଼ନ୍ତି। ଯାହାଫଳରେ ସେ ସଠିକ୍‌ ସମୟ ଏବଂ ସ୍ଥାନରେ ପହଞ୍ଚି ପାରିବେ। କେବଳ ସ୍ଥାନ ଏବଂ ତାରିଖ ବ୍ୟତୀତ ଲୋକମାନେ ଅତିଥିମାନଙ୍କୁ ନିମନ୍ତ୍ରଣ କରିବା ପାଇଁ କାର୍ଡରେ ଇଚ୍ଛା ଏବଂ କବିତା ମଧ୍ୟ ଲେଖନ୍ତି। ଅନେକ ଥର କିଛି ଲୋକ ମଧ୍ୟ ଏପରି କଥା ଲେଖନ୍ତି ଯାହା ସୁଖର ବିଷୟ ହୋଇଯାଏ ଆଉ ବେଳେବେଳେ ଲୋକଙ୍କ ମଧ୍ୟରେ ଅଧିକ ଟେନ୍‌ସନ୍‌ ବି ହୋଇଥାଏ।

ଏକ ପୁରୁଣା ବିବାହ ନିମନ୍ତ୍ରଣ କାର୍ଡ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ବର-କନ୍ୟାଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି। ଟୁଇଟରରେ ପୋଷ୍ଟ କରାଯାଇଥିବା ନିମନ୍ତ୍ରଣରେ ବରଙ୍କ ନାମ ଆଇଆଇଟି ବମ୍ବେ ସହିତ ଜଡ଼ିତ ଥିବା ବେଳେ କନ୍ୟାଙ୍କ ନାମ ଆଇଆଇଟି ଦିଲ୍ଲୀ ସହ ଜଡ଼ିତ ଥିବା ଦର୍ଶାଯାଇଛି।

ମରାଠୀ କାର୍ଡ। ସେ ଏହି ପୋଷ୍ଟରେ କ୍ୟାପ୍‌ସନ୍‌ ଲେଖିଛନ୍ତି, ‘ତୁମକୁ କେବଳ ପ୍ରେମ ପାଇଁ ବିବାହ କରିବାକୁ ପଡ଼ିବ।’ କାର୍ଡଟି ଶେୟାର ହେବା ପରଠାରୁ ୫୪ ହଜାର ଥର ଦେଖାଯାଇଛି। କିଛି ୟୁଜର ଲେଖିଛନ୍ତି, ସେମାନେ ବେତନ ପ୍ୟାକେଜ ମଧ୍ୟ ଲେଖିପାରିବେ। କିଛି ୟୁଜର କହିଛନ୍ତି, ବିବାହ କାର୍ଡରେ ଏହା ଲେଖିବାର ଆବଶ୍ୟକତା କ’ଣ?


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାଧୀନତାର ୭୮ ବର୍ଷ ପରେ ବି ଅନ୍ଧାରରେ ଗ୍ରାମବାସୀ: ଦେଲେ ଏଭଳି ଚେତାବନୀ, ବିଜୁଳି ନ ମିଳିଲେ …

ଥୁଆମୁଳ ରାମପୁର, ୧୭।୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଆଦିବାସୀ ଅଧ୍ୟୁଷିତ ଥୁଆମୁଳ ରାମପୁର ବ୍ଲକ ଅଧୀନସ୍ଥ ‘ତୁମୋନୀଖୋଲ’ ଗ୍ରାମକୁ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସେବା ପହଞ୍ଚି…

ସୁବର୍ଣ୍ଣପୁର ପରେ ଏହି ଜିଲାରେ ସ୍କୁଲ ଛୁଟି, ୨୨ରେ ଖୋଲିବ ସ୍କୁଲ

ଭୁବନେଶ୍ୱର,୧୭।୬: ଜିଲାରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର ଜିଲା ପରେ ଅନୁଗୁଳ ଜିଲାରେ ଗ୍ରୀଷ୍ମଛୁଟି ଅବଧି ବୃଦ୍ଧି…

ଅନ୍ଧାରରେ ଲୁଚି ମଣିଷର ଜାସୁସୀ କରୁଛନ୍ତି ଏଲିଅନ! ବୈଜ୍ଞାନିକଙ୍କ ଏହି ଚେତାବନୀ ସାରା ବିଶ୍ୱରେ ସୃଷ୍ଟି କଲାଣି ଆତଙ୍କ

ବିଗତ ଅନେକ ବର୍ଷ ଧରି ଏହି ସୌରମଣ୍ଡଳରେ ଏଲିଅନଙ୍କ ଉପସ୍ଥିତିକୁ ନେଇ ଅନେକ ବଡ଼ ବଡ଼ ଦାବି କରାଯାଇଛି। ହେଲେ ଏପର୍ଯ୍ୟନ୍ତ ଏହା ଏକ ଅସମାହିତ ପ୍ରଶ୍ନ…

NEET ପରୀକ୍ଷା ପୂର୍ବରୁ ଭାରତରେ ଟେଲିଗ୍ରାମ୍ ବ୍ୟାନ୍: ସରକାରଙ୍କୁ ଘେରିଲେ ଟେଲିଗ୍ରାମ ସିଇଓ

ନୂଆଦିଲ୍ଲୀ,୧୭।୬: ଭାରତରେ ଟେଲିଗ୍ରାମ (Telegram) କୁ ସାମୟିକ ଭାବେ ବ୍ୟାନ କରାଯାଇଛି। NEET-UG ୨୦୨୬ ପୁନଃ-ପରୀକ୍ଷା ପୂର୍ୱରୁ କପି ଏବଂ ଗୁଜବ ବା ଭୁଲ ସୂଚନା ରୋକିବା…

ଗର୍ଜିଲା ଶୁଭମନଙ୍କ ବ୍ୟାଟ୍‌; ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ କଲେ ଏମିତି କାରନାମା, ସବୁ ଚାହିଁକି ରହିଗଲେ…

ନୂଆଦିଲ୍ଲୀ,୧୭।୬: ଲକ୍ଷ୍ନୌରେ ଖେଳାଯାଉଥିବା ଭାରତ ବନାମ ଆଫଗାନିସ୍ତାନ ଦ୍ୱିତୀୟ ଦିନିକିଆ (ODI) ମ୍ୟାଚରେ ଶୁଭମନ ଗିଲ ଏକ ଚମତ୍କାର ଶତକ ହାସଲ କରିଛନ୍ତି। ସେ ୭୭ ବଲରେ…

‘I Am The Boss’… G-7 ମିଟିଂରେ ବଡ଼ ଘୋଷଣା କଲେ ଟ୍ରମ୍ପ! ସମସ୍ତେ କାବା

ନୂଆଦିଲ୍ଲୀ,୧୭।୬: ବୁଧବାର G-7 ନେତାମାନଙ୍କ ବୈଠକର ଶେଷ ଦିନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଏକ ବିବୃତ୍ତି ଭାଇରାଲ ହେଉଛି। କ୍ଲିପରେ, ସମସ୍ତେ ବସିଥିବାବେଳେ…

ଅଭିଯୋଗ ଦେବାକୁ ଯାଇଥିବା ନାବାଳିକାଙ୍କୁ ଥାନାରେ ଧମକ, ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି…

ବାରିପଦା/ମୋରଡ଼ା,୧୭ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ): ବିବାଦୀୟ ମୋରଡ଼ା ଥାନା ଅଧିକାରୀ ସୁମିତ କୁମାର ସୋରେନ ଅଭିଯୋଗ ଦେବାକୁ ଯାଇଥିବା ଜଣେ ନାବାଳିକାଙ୍କୁ ଥାନାରେ ଧମକ ଦେବା ଘଟଣାକୁ…

ଇରାନକୁ ଡୋନାଲ୍ଡ ଟ୍ରମ୍ପଙ୍କ ଖୋଲା ଧମକ: ‘ସର୍ତ୍ତ ନ ମାନିଲେ ସିଧା ମୁଣ୍ଡ ଉପରେ ପକାଇବୁ ବୋମା’

ନୂଆଦିଲ୍ଲୀ,୧୭।୬: ଇରାନ ସହିତ ଚାଲିଥିବା ଆଲୋଚନା ଏବଂ ଚୁକ୍ତିକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ବୟାନ ପୁଣି ଥରେ ଯୁଦ୍ଧ ଚିନ୍ତାକୁ ବଢ଼ାଇ ଦେଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri