ସରକାରୀ ଖାତାକୁ ଆସିଲା ଏକରେ ଜାଗା
ଅନୁଗୋଳ ଅଫିସ,୧୩।୬: ଅନୁଗୋଳ ସହରରେ ଜବରଦଖଲରେ ଥିବା ସରକାରୀ ଜାଗାକୁ ସରକାରୀ ଖାତାକୁ ଫେରାଇ ଆଣିବାକୁ ଜୋରଦାର ଉଚ୍ଛେଦ ପ୍ରକ୍ରିୟା ଜାର ରହିଛି। ସୋମବାର ପ୍ରଶାସନିକ ଅଧିକାରୀମାନେ ସରକାରୀ ଜାଗାରେ ଥିବା ଘର ଓ ଦୋକାନଘରକୁ ବୁଲଡୋଜର ଲାଗାଇ ଉଚ୍ଛେଦ କରିଥିବା…
ପାଇଲଟ ସାଇଣ୍ଟିଷ୍ଟ ହେବାକୁ ଲକ୍ଷ୍ୟ ରଖିଥିଲେ ଦିଶା
ମୁମ୍ବାଇ: ସିଲଭର ସ୍କ୍ରିନରେ ନିଜର ଅଭିନୟ ସହିତ ପ୍ରଶଂସକଙ୍କୁ ଘାୟଲ କରିବାରେ ମାହିର ଦିଶା ପାଟନୀ ବାସ୍ତବରେ ‘ବରେଲି କି ବାର୍ଫି’ ହୈ। ଅର୍ଥାତ ଦିଶା ୧୩ ଜୁନ ୧୯୯୨ରେ ଉତ୍ତରପ୍ରଦେଶର ବରେଲିରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଜଣେ ପୋଲିସ…
କାଳବୈଶାଖୀ ତାଣ୍ଡବରେ ବେସାହାରା ୧୫ ପରିବାର
ବେଗୁନିଆପଡ଼ା,୧୩ା୬: ସୋମବାର ଅପରାହ୍ନରେ କାଳ ବୈଶାଖୀର ତାଣ୍ଡବରେ ବେସାହାରା ହୋଇଛନ୍ତି ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଫାଶୀ ହରିଜନ ସାହିର ୧୫ ପରିବାର। ଦୀର୍ଘ ୫୦ ବର୍ଷରୁ ଉଦ୍ଧର୍ବ ସମୟ ଧରି ଗୋଟିଏ ସ୍ଥାନରେ ସ୍ଥାୟୀ ବସବାସ କରୁଥିବା ସମୁଦାୟ…
ଆଗାମୀ ୨୫ ବର୍ଷରେ ଭାରତକୁ ବିକଶିତ ରାଷ୍ଟ୍ର କରିବା ଲକ୍ଷ୍ୟ: ରୋଜଗାର ମେଳାରେ କହିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୦ ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ଏହି ଯୁବକମାନଙ୍କୁ ସରକାରଙ୍କ ବିଭିନ୍ନ ବିଭାଗରେ ଚାକିରି ଦିଆଯାଇଛି। ମଙ୍ଗଳବାର ପୂର୍ବାହ୍ନ ୧୦:୩୦ରେ ଭିଡିଓ କନଫରେନ୍ସିଂ ଜରିଆରେ ରୋଜଗର ମେଳା ଅଧୀନରେ ପ୍ରଧାନମନ୍ତ୍ରୀ ମୋଦି ପ୍ରାୟ…
୩୨ବର୍ଷ ହେଲା ଭଡ଼ାଘରେ ଚାଲିଛି କାର୍ଯ୍ୟାଳୟ
ବାରିପଦା ଅଫିସ,୧୩ା୬: ନିଜସ୍ବ ଅଫିସ ଗୃହ ନ ଥାଇ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବାରିପଦା ଶାଖା କାର୍ଯ୍ୟାଳୟ ୩୨ ବର୍ଷ ହେଲା ଭଡ଼ାଘରେ ଚାଲିଛି। ଭଙ୍ଗା ଦଦରା ଘରେ ଅଫିସ କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ ହେଉ ନ ଥିବାରୁ…
ଆଜି ଚାଲିବନି ୩୩ ଟ୍ରେନ୍
ଜଳେଶ୍ୱର,୧୩ା୬(ଡି.ଏନ୍.ଏ): ବାହାନଗା ରେଳ ଦୁର୍ଘଟଣା ପରେ ବିିଭିନ୍ନ ରେଳପଥ ମରାମତି କାର୍ଯ୍ୟ ଜାରି ରହିଛି। ଏନେଇ ବିଭିନ୍ନ ରୁଟ୍ରେ ରେଳ ଚଳାଚଳ ବାତିଲ ହେଉଛି। ଗତ ୩ ଦିନ ଧରି ଖଡଗପୁର-ଭଦ୍ରକ ସେକ୍ସନ ଦେଇ ଗତି କରୁଥିବା ୩୨ଟି ଟ୍ରେନ୍ ବାତିଲ…
ଦିଲ୍ଲୀକୁ ଦିଆଯାଇଥିବା ଅଧିକାର ଛଡ଼ାଇ ନ ନେବାକୁ କେନ୍ଦ୍ରକୁ ଚେତାବନୀ ଦେଲା ଏଏପି
ନୂଆଦିଲ୍ଲୀ,୧୩।୬: ଦିଲ୍ଲୀର ଅଧିକାରୀଙ୍କ ସ୍ଥାନାନ୍ତର ଏବଂ ପୋଷ୍ଟିଂକୁ ନେଇ ଅଧ୍ୟାଦେଶ ଲାଗୁ ହେବାର ୨୫ଦିନ ବିତିଗଲାଣି, କିନ୍ତୁ ଆମ ଆଦମୀ ପାର୍ଟି ଏବଂ ଭାଜପା ମଧ୍ୟରେ ଚାଲିଥିବା ରାଜନୈତିକ ବିବାଦ ବନ୍ଦ ହେବାର ନାଁ ନେଉନାହିଁ। ଦିଲ୍ଲୀର ରାମଲିଲା ମଇଦାନରେ ଏଏପିର…
ବେଜିଂ ବିମାନବନ୍ଦରରେ ଲିଓନେଲ ମେସିଙ୍କୁ ଅଟକ ରଖିଲା ପୋଲିସ, ଜାଣନ୍ତୁ କାରଣ
ବେଜିଂ,୧୩।୬: ଫୁଟବଲ ସୁପରଷ୍ଟାର ଲିଓନେଲ ମେସିଙ୍କୁ ଚାଇନା ପୋଲିସ ବେଜିଂ ବିମାନବନ୍ଦରରେ ଅଟକ ରଖିଛି। ଖବର ଅନୁଯାୟୀ, ଭିସା ସହିତ କିଛି ସମସ୍ୟା ହେତୁ ମେସିଙ୍କୁ ଅଟକ ରଖାଯାଇଛି। ତେବେ, ପ୍ରାୟ ୩୦ ମିନିଟ ପରେ ଏହି ସମସ୍ୟାର ସମାଧାନ ହେବା…
୭ମାସ ହେଲା ହିତାଧିକାରୀଙ୍କୁ ରାଶନ ସାମଗ୍ରୀ ମିଳୁନି
ଡେରାବିଶ,୧୩ା୬ (ସ୍ବ.ପ୍ର.): ଡେରାବିଶ ବ୍ଲକ ଅନ୍ତର୍ଗତ ନରସିଂହପୁର ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଏବିଡିଓ ଭଞ୍ଜକିଶୋର ନାୟକ ଶୁଭାରମ୍ଭ କରିଥିଲେ। ଏଥିରେ ନରସିଂହପୁର ସରପଞ୍ଚ ସୁଧୀର କୁମାର ଖଟୁଆ, ସମିତିସଭ୍ୟ ଅନନ୍ତ ପ୍ରସାଦ…
ବିଜୟଙ୍କ ସହ ରିଲେଶନକୁ କନଫର୍ମ କଲେ ତମନ୍ନା
ମୁମ୍ବାଇ: ଅଭିନେତ୍ରୀ ତମନ୍ନା ଭାଟିଆ ଓ ବିଜୟ ବର୍ମାଙ୍କ ରିଲେସନଶିପକୁ ନେଇ କିଛଇଦିନ ହେବ ଚର୍ଚ୍ଚା ଲାଗି ରହିଛି। ଏମାନଙ୍କୁ ଅନେକଥର ସ୍ପଟ ବି କରାଯାଇଛି। ଗୋଆରେ ହୋଇଥିବା ନ୍ୟୁୟର ପାର୍ଟିରେ ଏମାନଙ୍କୁ ଏକାଠି ସ୍ପଟ କରାଯାଇଥିଲା। ଏହିସମୟରେ ଏମାନେ ପରସ୍ପରକୁ…
କେନାଲ ବନ୍ଧକୁ ଜବରଦଖଲ କରି ଘର ନିର୍ମାଣ
ପଟ୍ଟାମୁଣ୍ଡାଇ, ୧୩ା୬(ସ୍ବ.ପ୍ର.): ବ୍ରିଟିଶ ଅମଳରୁ ଖୋଳାଯାଇଥିବା ପଟ୍ଟାମୁଣ୍ଡାଇ କେନାଲ ଓ ପଟ୍ଟାମୁଣ୍ଡାଇ ଗୋବରୀ ସମ୍ପ୍ରସାରିତ କେନାଲକୁ ରାଜ୍ୟ ସରକାର ୨୦୧୬ରେ ୧୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ଉଭୟପାର୍ଶ୍ୱ ପୋତେଇ କରିବା ସହ କେନାଲ ଓସାରକୁ କମ୍ କରି ସହଜରେ ଚାଷଜମିକୁ…
ୱେଷ୍ଟଇଣ୍ଡିଜ ବିପକ୍ଷ ଟି -୨୦ ସିରିଜରେ ଟିମ୍ ଇଣ୍ଡିଆରେ ରିଙ୍କୁ, ଜିତେଶ, ଯଶସ୍ବୀଙ୍କୁ ମିଳିପାରେ ସୁଯୋଗ
ନୂଆଦିଲ୍ଲୀ,୧୩।୬: କ୍ରମାଗତ ଦୁଇଟି ଡବ୍ଲୁଟିସି ଫାଇନାଲରେ ପରାଜୟ ପରେ ବର୍ତ୍ତମାନ ଟିମ ଇଣ୍ଡିଆ ପୁଣି ଥରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ଭଲ ପ୍ରଦର୍ଶନ କରିବାକୁ ଚାହୁଁଛି। ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ ସହିତ ଟିମ ଇଣ୍ଡିଆ ଡବ୍ଲୁଟିସିର ତୃତୀୟ ସଂସ୍କରଣ ଆରମ୍ଭ…
Archives


