Home Left

ପୋଖରୀରେ ବୁଡ଼ି ବିଜୟଙ୍କ ମୃତ୍ୟୁ

ପୋଲସରା,୧୩।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ଥାନା ଅଧୀନ ଢୁଙ୍କାପଡା ଗ୍ରାମର ଜଣେ ବ୍ୟକ୍ତି ସୋମବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ହେଲେ ସେହିପରି ଗ୍ରାମର ବିଜୟ ପ୍ରଧାନ। ସୂଚନାଯୋଗ୍ୟ ଯେ, ବିଜୟ ରାତି ସମୟରେ ପୋଖରୀକୁ ଶୌଚ…

ଟ୍ରକ୍‌ ପଛରେ ଧକ୍କା ଦେଇ ଜଳିଗଲା ଟ୍ରକ୍‌: ଚାଳକ ଗୁରୁତର

ଦେବଗଡ଼,୧୩।୬(ଡି.ଏନ୍‌.ଏ.): ଦେବଗଡ଼ ପୌରପରିଷଦ ରଜାମୁଣ୍ଡା ନିକଟସ୍ଥ ତିୱାରୀ ଢାବା ସମ୍ମୁଖରେ ୪୯ ନମ୍ବର ଜାତୀୟ ରାଜପଥରେ ସୋମବାର ରାତିରେ ଠିଆ ହୋଇଥିବା ଏକ ଟ୍ରକ୍‌କୁ ଧକ୍କାଦେଇ ଅନ୍ୟ ଏକ ଲୁହା ପଥର  ବୋଝେଇ ଟ୍ରକ୍‌ ଜଳିଯାଇଥିବା ଜଣାପଡିଛି । ଏଥିସହ ଟ୍ରକ୍‌…

ଯଦି ଡବ୍ଲୁଟିସି ଫାଇନାଲ ଭଳି ମ୍ୟାଚର ପ୍ରସ୍ତୁତି କରିବାର ଅଛି, ତେବେ ଆଇପିଏଲ ଛାଡିବାକୁ ପଡ଼ିବ: ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୧୩।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲୁଟିସି) ଫାଇନାଲରେ ଭାରତୀୟ ଦଳ ପରାଜୟ ହୋଇଛି। ଯାହାର ମୁଖ୍ୟ କାରଣ ଦଳର ପ୍ରସ୍ତୁତି ଅଭାବ ବୋଲି ଦର୍ଶାଯାଇଛି। ଫାଇନାଲ ମ୍ୟାଚରେ ପରାଜୟ ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯେ, ଏଭଳି ମ୍ୟାଚ…

କୋହଲିଙ୍କ ସହ ବିବାଦ ଉପରେ ନୀରବତା ଭାଙ୍ଗିଲେ ଗମ୍ଭୀର

ନୂଆଦିଲ୍ଲୀ, ୧୩।୬: ଆଇପିଏଲ ୨୦୨୩ରେ ରୟାଲ ଚ୍ୟାଲେଞ୍ଚର୍ସ ବାଙ୍ଗାଲୋର ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ ମେ’ ୧ରେ ଖେଳାଯାଇଥିଲା । ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଆରସିବି ୧୮ ରନରେ ଜିତିଥିଲା। ଏହି ମ୍ୟାଚ ପରେ ବିରାଟ…

ଭୋଜିକୁ ନିମନ୍ତ୍ରଣ କରି କନ୍ୟାପକ୍ଷଙ୍କୁ ଅପମାନ  ଦେଲେ ବର, ଶଙ୍ଖା ଖୋଲି ପଳାଇ ଆସିଲେ କନ୍ୟା 

 କୋଟଗଡ଼,୧୩।୬(ଡି. ଏନ.ଏ): ବର ଯୌତୁକରେ ବାଇକ୍‌ ମାଗିବାରୁ ବାପଘରକୁ ପଳେଇ ଆସିଲା ନବବଧୂ। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା କୋଟଗଡ ବ୍ଲକ ପାରିଗଡ଼ ପଞ୍ଚାୟତ ସାରୁପାଟା ଗାଁରେ। ଉକ୍ତ  ଗାଁର ଆନ୍ଦୁରୁ ଦିଗାଲଙ୍କ ଝିଅ ଦେବକୀ ଗତ ୯…

ମମତା ବାନାର୍ଜୀଙ୍କୁ ୬୦୦ କିଲୋଗ୍ରାମ ଆମ୍ବ ଉପହାର ଦେଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ

କୋଲକାତା/ଢାକା, ୧୩।୬: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଉପହାର ସ୍ବରୂପ ୬୦୦ କିଲୋଗ୍ରାମ ଆମ୍ବ ପଠାଇଛନ୍ତି। ଅଧିକାରୀମାନେ ସୋମବାର ଏହି ସୂଚନା ଦେଇଛନ୍ତି। କୂଟନୈତିକ ପ୍ରୟାସର ଅଧୀନରେ ମମତା ବାନାର୍ଜୀଙ୍କୁ ହିମସାଗର ଏବଂ ଲଙ୍ଗଡା କିସମର…

ଶେଷ ହେବାରେ ଲାଗିଛି ମଣିଷ ମନରୁ ଦୟା, ସଚ୍ଚୋଟ ପଣିଆ, ଅନ୍ୟପ୍ରତି ସମ୍ମାନ: ସର୍ଭେ ରିପୋର୍ଟ…

ଓ୍ବାଶିଂଟନ,୧୩।୬ : ସମ୍ପ୍ରତି ସମଗ୍ର ବିଶ୍ୱରେ ସାଧାରଣ ଲୋକଙ୍କ ମନରୁ ଦୟା, ଅନ୍ୟମାନଙ୍କ ପ୍ରତି ସମ୍ମାନର ଭାବନା, ସଚ୍ଚୋଟତା ଇତ୍ୟାଦି ଗୁଣ ଲୋପ ପାଇବାକୁ ଯାଉଛି। କିନ୍ତୁ ମନୋବିଜ୍ଞାନୀମାନେ ଯୁକ୍ତି କରନ୍ତି ଏଭଳି ମତ କେବଳ ଏକ ସ୍ବଭାବଗତ ତ୍ରୁଟି। ବିଶେଷଜ୍ଞମାନେ…

ଆମ୍ବ ପେଡ଼ା

ଆବଶ୍ୟକ ସାମଗ୍ରୀ- ଆମ୍ବରସ- ୩ ରୁ ୪ କପ, ମିଲ୍କ ପାଉଡର- ୩ରୁ ୪ କପ୍‌, କ୍ଷୀର – ୩ରୁ ୪ କପ୍‌, କାଜୁ ବାଦାମ- ୧୨ଟି, ଘିଅ- ୩ ଚାମଚ, ଚିନି- ଅଧା କପ୍‌ରୁ କମ୍‌, ଗୁଜୁରାତି ଗୁଣ୍ଡ- ଅଳ୍ପ,…

ଅରେଞ୍ଜ ଫେସ୍‌ ପ୍ୟାକ୍‌

ବେସନ ସହିତ କମଳା ମିଶାଇ ଫେସ୍‌ ପ୍ୟାକ୍‌ ତିଆରି କରି ମୁହଁରେ ଲଗାନ୍ତୁ। ଏହି ଫେସ୍‌ ପ୍ୟାକ୍‌ ତିଆରି କରିବା ନିମନ୍ତେ ୨ ଚାମଚ କମଳା ରସରେ ୧ ଚାମଚ ବେସନ ଓ ୧ ଚାମଚ ଗୋଲାପ ଜଳ ଭଲଭାବେ ମିଶାନ୍ତୁ।…

ପ୍ରେମ ବ୍ୟାପାରକୁ ନେଇ ସାଙ୍ଗକୁ ଗୁଳି ମାଡ

କେନ୍ଦୁଝର,୧୩।୬(ସ୍ବ.ପ୍ର): ପ୍ରେମ ବ୍ୟାପାରକୁ ନେଇ ସାଙ୍ଗ ସାଙ୍ଗକୁ ମାରିଲା ଗୁଳି। ଏପରି ଅଭାବନୀୟ ଘଟଣା ଘଟିଛି ହରିଚନ୍ଦନପୁର ଥାନା ସିଙ୍ଗିବିଲା ଗ୍ରାମରେ। ସୋମବାର ରାତିରେ ଗୁଳି ମାଡ଼ରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ତାଙ୍କ ନାମ ପୂର୍ଣ୍ଣଚନ୍ଦ୍ର ଦାସ ବୋଲି ଜଣାପଡିଛି।…

ଲେହେଙ୍ଗା କିଣିବା ଆଗରୁ…

ଲେହେଙ୍ଗା କିଣିବା ଆଗରୁ… ବିବାହ କିମ୍ବା ଅନ୍ୟ ପାର୍ଟିରେ ଆପଣ ଲେହେଙ୍ଗା ପିନ୍ଧିବାକୁ ଯାଉଛନ୍ତି କି! ଯଦି ନିଜ ପାଇଁ ଲେହେଙ୍ଗା କିଣିବାକୁ ଯାଉଥାନ୍ତି ତେବେ ଜାଣି ରଖନ୍ତୁ କିଛି ଟିପ୍ସ… ବିବାହ ଦିନ ପାର୍ଟିରେ ପିନ୍ଧିବାକୁ ଅଧିକ କାମଥିବା ଲେହେଙ୍ଗା…

ପାକିସ୍ତାନରେ ୫.୬ ତୀବ୍ରତାର ଭୂକମ୍ପ

ଇସଲାମାବାଦ,୧୩।୬: ପାକିସ୍ତାନର ଇସଲାମାବାଦ, ଲାହୋର, ପେଶୱାର ଏବଂ ଏହାର ଆଖପାଖ ଅଞ୍ଚଳରେ ମଙ୍ଗଳବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୬ ବୋଲି କୁହାଯାଉଛି। ଏହି ଭୂକମ୍ପ ଶକ୍ତିଶାଳୀ ଥିଲା ଯେ ଭୟରେ ଲୋକେ ଘରୁ ବାହାରକୁ ଚାଲିଆସିଥିଲେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri