୮ ବର୍ଷରେ ମଲେଣି ୮ହାତୀ
ସୋନପୁର,୯ା୫(ନି.ପ୍ର.): ସୁବର୍ଣ୍ଣପୁର ଜିଲାରେ ହାତୀଙ୍କ ଆବାସସ୍ଥଳୀ ଅସୁରକ୍ଷିତ ହୋଇପଡିଛି। କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ବି ହାତୀଙ୍କୁ ସୁରକ୍ଷା ଦିଆ ଯାଇପାରୁନି। ବିଦ୍ୟୁତ୍ ଆଘାତରେ ପ୍ରାୟତଃ ଅଧିକାଂଶ ହାତୀଙ୍କ ଜୀବନ ଯାଉଛି। ଗତ ୮ ବର୍ଷ ମଧ୍ୟରେ ଜିଲାରେ ୮…
ସ୍ବର୍ଣ୍ଣ ମନ୍ଦିର ନିକଟରେ ପୁଣି ବିସ୍ଫୋରଣ
ଅମୃତସର, ୯।୫: ପଞ୍ଜାବ ସ୍ବର୍ଣ୍ଣ ମନ୍ଦିର ନିକଟରେ ସୋମବାର ସକାଳେ ପୁଣି ବିସ୍ଫୋରଣ ଘଟି ଜଣେ ଆହତ ହୋଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଉଦ୍ଦେଶ୍ୟମୂଳକ ଭାବେ କୌଣସି ବ୍ୟକ୍ତି ଏପରି କରିଥିବା ସନ୍ଦେହ କରାଯାଉଥିବାବେଳେ ଆତଙ୍କବାଦୀ ଦିଗକୁ…
ମାଦ୍ରିସାହିରେ ଜଳସଙ୍କଟ
ମାଥିଲି,୯ା୫(ଡି.ଏନ.ଏ.): ପାଣିମୁନ୍ଦେ ପାଇଁ ଏବେ ଚିନ୍ତାରେ ପଡିଛନ୍ତି ମାଲକାନଗିରି ଜିଲା ମାଥିଲି ବ୍ଲକ ମାଦ୍ରିସାହି ଲୋକେ। ବର୍ଷ ବର୍ଷ ଧରି ଜଳ ଯନ୍ତ୍ରଣା ଭୋଗୁଥିବା ଏହି ସାହିବାସିନ୍ଦାଙ୍କ ପାଇଁ ପ୍ରଶାସନ ନେଉନି କୌଣସି ପଦକ୍ଷେପ। ଏପରି ଜଳକଷ୍ଟ ଦେଖିବାକୁ ମିଳିଛି ମାଲକାନଗିରି…
ସୁରକ୍ଷା ବଢ଼ାଅ, କ୍ଷତିଗ୍ରସ୍ତଙ୍କୁ ଥଇଥାନ କର
ନୂଆଦିଲ୍ଲୀ,୯ା୫: ମଣିପୁର ହିଂସାରେ ଧନଜୀବନ ନଷ୍ଟକୁ ନେଇ ସୁପ୍ରିମକୋର୍ଟ ସୋମବାର ଉଦ୍ବେଗ ପ୍ରକାଶ କରିଛନ୍ତି। ରାଜ୍ୟରେ ସୁରକ୍ଷା ବଢ଼ାଇବା ସହ ହିଂସା କ୍ଷତିଗ୍ରସ୍ତ ଲୋକମାନଙ୍କୁ ସହାୟତା ଓ ଥଇଥାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ଓ ମଣିପୁର…
ପୁରୁଣା ବହିରେ ଅବକାଶକାଳୀନ ହୋମଓ୍ବାର୍କ
ରାୟଗଡ଼ା,୯ା୫(ସ୍ବ.ପ୍ର.): ଗ୍ରୀଷ୍ମ ଅବକାଶରେ ପାଠପଢ଼ା ଜାରି ରଖିବା ଲାଗି ପିଲାମାନଙ୍କୁ ଶିକ୍ଷକ ହୋମଓ୍ବାର୍କ ଦେବାକୁ ସରକାର ନିର୍ଦ୍ଦେଶନାମା ଜାରି କରିଥିଲେ। ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଘରେ ରହି ସୁବିଧାରେ ପାଠ ପଢ଼ିବା ପାଇଁ ଏହି ଯୋଜନା ହେଲା। ଏଥିପାଇଁ…
୧୧ ବର୍ଷରେ ଦୁଇ ଇଞ୍ଜିନିୟରିଂ ଡିଗ୍ରୀ
ମେକ୍ସିକୋ ସିଟି, ୯ା୫: ଅଦମ୍ୟ ଇଚ୍ଛାଶକ୍ତି ବଳରେ ସବୁ ସମ୍ଭବ। ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ମେକ୍ସିକୋର ୧୧ ବର୍ଷୀୟା ଆଧାରା ପେରେଜ୍ ସାନ୍ଚେଜ୍। ଅଟିଷ୍ଟିକ୍ ହେବା ସତ୍ତ୍ୱେ ଆଧାରା ଖୁବ୍ ଜ୍ଞାନୀ। ତାଙ୍କ ଆଇକ୍ୟୁ (ଇଣ୍ଟେଲିଜେନ୍ସ କୋସେଣ୍ଟ) ୧୬୨ ରହିଛି।…
କୁକୁଡ଼ା ଚାଷ କରି ସ୍ବାବଲମ୍ବୀ ଏସ୍ଏଚ୍ଜି
ରାୟଗଡା ଅଫିସ,୯ା୫: ରାୟଗଡା ବ୍ଲକ ଅନ୍ତର୍ଗତ କତା ପେଟା ଗ୍ରାମର ମିଶନ ଶକ୍ତିର ମା’ ଲକ୍ଷ୍ମୀ ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍ଏଚଜି)ର ସଭ୍ୟାମାନେ କପା ଚାଷରୁ ମୁହଁ ଫେରାଇ ଏବେ କୁକୁଡ଼ା ଚାଷ କରି ସ୍ବାବଲମ୍ବୀ ହୋଇଛନ୍ତି। ବର୍ଷା ହେଲେ କପା ନଷ୍ଟ…
କେନ୍ଦୁପତ୍ର ବ୍ୟବସାୟୀଙ୍କ କବ୍ଜାରେ ବନ୍ୟା ଆଶ୍ରୟସ୍ଥଳୀ
ମାଥିଲି,୯ା୫(ଡି.ଏନ.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ଦୁଙ୍ଗିଆପୁଟ ପଞ୍ଚାୟତରେ ଥିବା ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀକୁ କେନ୍ଦୁପତ୍ର ବ୍ୟବସାୟୀମାନେ କବ୍ଜା କରି ନେଇଥିବା ଦେଖିବାକୁ ମିଳିଛି। ଏଠାରେ ଶହଶହ କେନ୍ଦୁପତ୍ର ବସ୍ତା ରଖାଯାଇଛି। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଲୋକଙ୍କ…
୧୦ରେ ବାତ୍ୟା ରୂପ ନେବ ଅବପାତ
ଭୁବନେଶ୍ୱର,୯ା୫(ବ୍ୟୁରୋ): ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ସୋମବାର ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ମଙ୍ଗଳବାର ଏହା ଆହୁରି ଅଧିକ ଘନୀଭୂତ ହୋଇ ଡିପ୍ରେସନ(ଅବପାତ)ରେ ପରିଣତ ହେବ। ୧୦ ତାରିଖ ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବା ସମ୍ଭାବନା…
ବିପଦରେ ନାସି, ହବେଳିଖଟି, ଏକକୁଳା ଦ୍ୱୀପ
କେନ୍ଦ୍ରାପଡ଼ା ଅଫିସ, ୯ା୫: ସାମୁଦ୍ରିକ ଝଡ଼ ମୋଚା ଆସୁଛି। ୨୦୨୧ ମେ’ ରେ ୟାସ୍ ସମୁଦ୍ରିକ ଝଡ଼ ହୋଇଥିଲା। ସେହିବର୍ଷ ସେପ୍ଟେମ୍ବରରେ ଗୁଲାବ ଓ ଡିସେମ୍ବରରେ ଜୱାଦ ସାମୁଦ୍ରିକ ଝଡ଼ କେନ୍ଦ୍ରାପଡ଼ା ଜିଲାରେ ପ୍ରଭାବ ପକାଇଥିଲା। ଏହାପୂର୍ବରୁ ଫାଇଲିନ୍, ହୁଡ୍ହୁଡ୍, ୨୦୧୮ରେ…
ଭିନ୍ନକ୍ଷମ ପୁଅର ସାହାରା ବୃଦ୍ଧା ମା’
ଜେନାପୁର, ୯ା୫(ଡି.ଏନ.ଏ.): ସରକାରଙ୍କ ପକ୍ଷରୁ ଭିନ୍ନକ୍ଷମମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ପ୍ରଦାନ କରିବାର ବ୍ୟବସ୍ଥା ଅଛି। ହେଲେ ବିଭାଗୀୟ ଅଧିକାରୀମାନେ ଏଥିରେ ଅବହେଳା କରୁଥିବାରୁ ଭିନ୍ନକ୍ଷମ ବ୍ୟକ୍ତି ଓ ସେମାନଙ୍କ ପରିବାର ଲୋକେ ହଇରାଣ ହେଉଛନ୍ତି। ଏଭଳି…
ଜୀବନ ପାଇଁ ଜୀବିକା ବିପଦରେ
ମହାକାଳପଡ଼ା, ୯ା୫(ଡି.ଏନ୍.ଏ.): ପେଟକୁ ଦିମୁଠା ଦାନା ଯୋଗାଡ଼ କରିବାକୁ କେତେ ଯେ ସଂଗ୍ରାମ କରିବାକୁ ପଡ଼େ ସେ କଥା ଅଭାବୀ ଗରିବ ଲୋକ ହିଁ ଜାଣି ପାରେ। କେତେବେଳେ ଜୀବିକା ପାଇଁ ନିଜ ଜୀବନକୁ କୁମ୍ଭୀର ଭରା ନଦୀରେ ବାଜି ଲଗାଏ।…
Archives


