ପ୍ରତ୍ୟହ ଘର ଝାଡୁ କରିବା-ରଖିବା ସମୟରେ କରୁନାହାନ୍ତି ତ ଏଭଳି ଭୁଲ୍‌; ମାଡ଼ି ଆସିବ ଦରିଦ୍ରତା

ପ୍ରତ୍ୟେହ ସକାଳେ ଏବଂ ଅପରାହ୍ନରେ ଘର ଝାଡ଼ୁ କରାଯାଏ। ଏହି ଝାଡ଼ୁକୁ ନେଇ ଅନେକ ବାସ୍ତୁଗତ ସମସ୍ୟା ରହିଛି। ଯେପରିକି ଝାଡ଼ୁକୁ ଓଲଟା ରଖିବା ଠିକ୍‌ ନୁହେଁ, ଝାଡ଼ୁରେ ଗୋଡ ମାରିବା ଦ୍ୱାରା ମା’ ଲକ୍ଷ୍ମୀ ରାଗିଯାଇଥାନ୍ତି। ଏହାକୁ ନେଇ ବାସ୍ତୁଶାସ୍ତ୍ରରେ ଅନେକ ନିୟମ ଉଲ୍ଲେଖ ରହିଛି। ଜାଣନ୍ତୁ ସେସବୁ..

ପୌରାଣିକ ଗ୍ରନ୍ଥରେ କୁହାଯାଇଛି ଯେ ଅନ୍ଧାର ହେବା ପରେ ଝାଡ଼ୁ ଲଗାଇବା ଅଶୁଭ। ଏହାଛଡ଼ା ଯଦି ଘରର କେହି ସଦସ୍ୟ ଘରୁ ବାହାରକୁ ଯାଆନ୍ତି ତେବେ ତୁରନ୍ତ ଝାଡ଼ୁ ଲଗାଇବା ଅଶୁଭ ହୋଇଥାଏ। ଏଣୁ ସେ ଯିବାର ୧ ରୁ ୨ ଘଣ୍ଟା ପରେ ଘର ସଫା କରନ୍ତୁ।

-ଝାଡ଼ୁରେ ଗୋଡ଼ ରଖିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଲକ୍ଷ୍ମୀ କୋପ କରନ୍ତି। ଏଣୁ ଝାଡ଼ୁର ଆଦର କରିବା ଦ୍ୱାରା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ବୋଲି କୁହାଯାଏ।

-ଘରେ କେବେହେଲେ ଓଲଟା ଝାଡ଼ୁ ରଖନ୍ତି ନାହିଁ। ଏହାଦ୍ୱାରା କଳିଝଗଡ଼ା ବଢ଼େ।

-ଝାଡ଼ୁକୁ କେବେ ହେଲେ ଘର ବାହାରେ ଅଥବା ଛାତ ଉପରେ ରଖିବା ଉଚିତ ନୁହେଁ। ଏହାଦ୍ୱାରା ଘରେ ଚୋରି ହେବାର ଭୟ ରହିଥାଏ।

-ଝାଡ଼ୁକୁ ସର୍ବଦା ଏପରି ସ୍ଥାନରେ ରଖିବା ଉଚିତ ଯେଉଁଠୁ ଘର ଅଥବା ବାହାର ସଦସ୍ୟ ତାକୁ ଦେଖି ପାରିବେ ନାହିଁ।

-ଯଦି ଘରର କୌଣସି ଶିଶୁ ହଠାତ୍‌ ଝାଡ଼ୁ ଲଗାଇବାକୁ କୁହନ୍ତି ତେବେ ଘରକୁ ଅତିଥି ଆସିପାରନ୍ତି ବୋଲି କୁହାଯାଏ।

-ନୂଆ ଘର କରିବା ପରେ ସେଠାରେ ପୁରୁଣା ଝାଡ଼ୁ ନେଇକରି ଯିବା ଅଶୁଭ।

-ସ୍ବପ୍ନରେ ଯଦି କିଏ ନୂଆ ଝାଡ଼ୁ ନେଇ ଛିଡ଼ା ହୋଇଥିବା ଦେଖ, ତେବେ ଏହା ସୌଭାଗ୍ୟ ପ୍ରାପ୍ତିର ପ୍ରତିକ ବୋଲି କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଷଙ୍କ ଅପେକ୍ଷା ମହିଳାଙ୍କୁ ଅଧିକ ହୋଇଥାଏ ଏହି ରୋଗ, ଲକ୍ଷଣ ବି ଜାଣି ନିଅନ୍ତୁ…

ସିଷ୍ଟମିକ୍‌ ଲ୍ୟୁପସ୍‌ ଏରିଥୋମେଟୋସସ୍‌(ଏସ୍‌ଏଲ୍‌ଇ) ଏକ ଅଟୋ ଇମିନ୍ୟୁ ରୋଗ। ଯେଉଁଥିରେ ସ୍ବାସ୍ଥ୍ୟ ଖରାପ ହେବା ସହ ରୋଗର ସକ୍ରିୟତା ଅଲଗା ଅଲଗା ହୋଇଥାଏ। ଏହି ରୋଗ...

ଫଙ୍ଗାଲ୍‌ ଇନ୍‌ଫେକ୍ସନ୍‌ର ଘରୋଇ ଉପଚାର…

ବର୍ଷାଦିନେ ଅନେକଙ୍କଠାରେ ଫଙ୍ଗାଲ ଇନ୍‌ଫେକ୍ସନ ସମସ୍ୟା ଦେଖାଦିଏ। ଏଥିପାଇଁ ଶରୀରର ବିଭିନ୍ନ ସ୍ଥାନରେ ବିଶେଷ କରି ଜଙ୍ଘ କଡ଼ରେ ଫଳିଯାଇ କୁଣ୍ଡେଇ ହୋଇଥାଏ। କେତେକ ଘରୋଇ...

ଅଳ୍ପ ଶୋଇବା ଅସ୍ଥିକୁ ପ୍ରଭାବିତ କରେ

ଆମେ ରାତିରେ ଅତିକମ୍‌ରେ ୭-୮ ଘଣ୍ଟା ବିଶ୍ରାମ ନେବା ଆବଶ୍ୟକ। ନ ହେଲେ ତାହାର ପ୍ରଭାବ ଶରୀର ଉପରେ ପଡ଼ିଥାଏ। ବିଶେଷଭାବରେ ବୟସ ବଢ଼ିବା ସହ...

ସୁସ୍ଥ ରହିବା ପାଇଁ ସନ୍ତୁଳିତ ଜୀବନଶୈଳୀ

ପୃଥିବୀପୃଷ୍ଠରେ ବସବାସ କରୁଥିବା ମନୁଷ୍ୟଙ୍କ ପାଇଁ ସୁସ୍ଥ ତଥା ନୀରୋଗ ଜୀବନଯାପନ ନିମନ୍ତେ ଏକ ଜୀବନଶୈଳୀ ରହିଛି। ଭାରତୀୟ ଆୟୁର୍ବେଦ ଚିକିତ୍ସା ଶାସ୍ତ୍ର, ପାରମ୍ପରିକ ରୀତିନୀତିକୁ...

ଆଜି ବିଶ୍ୱ ସନ୍ଧିପ୍ରଦାହ ଦିବସ: ଗଣ୍ଠିର ହେପାଜତ

ଆଜି ଅର୍ଥାତ୍‌ ଅକ୍ଟୋବର ୧୨ ହେଉଛି ଓ୍ବାଲର୍‌ଡ ଆର୍ଥ୍ରାଇଟିସ୍‌ ଡେ’ (ବିଶ୍ୱ ସନ୍ଧିପ୍ରଦାହ ଦିବସ)। ସେ ବିଷୟରେ ଉପସ୍ଥାପନା… ଗଣ୍ଠିରୋଗ ବିଷୟରେ ଡାକ୍ତରମାନେ ବହୁ ସମୟରେ...

ଯୁବପିଢ଼ି ଓ ହୃଦ୍‌ରୋଗ

ବର୍ତ୍ତମାନ ହୃଦ୍‌ରୋଗ ବୟସ୍କମାନଙ୍କଠାରୁ ଯୁବଗୋଷ୍ଠୀଙ୍କ ପାଖରେ ଅଧିକ ଦେଖାଯାଉଛି ବୋଲି ଏକ ସର୍ଭେରୁ ଜଣାପଡିଛି। ‘ଯୁବପିଢ଼ି ଓ ହୃଦ୍‌ରୋଗ’ ଶୀର୍ଷକ ବିଷୟକୁ ନେଇ ୟୁନିଭର୍ସିଟି ଅଫ୍‌...

ଭାବ ଭକ୍ତିରେ ଛନ୍ଦା ଶୈବପୀଠ: ଯେଉଁଠାକୁ ବୁଲିଯାଇ ଲଭି ପାରିବେ ପ୍ରଭୁଙ୍କ ଅପାର କରୁଣା…

ଦେବ ଦେବ ମହାଦେବଙ୍କର ମହିମା ଅପାର। ପୂରାଣ ଶାସ୍ତ୍ର ଅନୁଯାୟୀ, ନିଷ୍ଠାର ସହ ପ୍ରଭୁଙ୍କୁ ସ୍ମରଣ କଲେ ଭକ୍ତଙ୍କର ସବୁ ଇଚ୍ଛା ପୂରଣ ହୋଇଥାଏ। ଏପରିକି...

ଭାରତ: ବିଶ୍ୱର ସାପକାମୁଡ଼ା ରାଜଧାନୀ

”ଭାରତକୁ ବିଶ୍ୱର ସାପ କାମୁଡା ରାଜଧାନୀ ବୋଲି କୁହାଯାଉଛି। କାରଣ ଅନ୍ୟ ଦେଶଗୁଡିକ ତୁଳନାରେ ପ୍ରତିବର୍ଷ ଏଠାରେ ମୃତ୍ୟୁବରଣ କରିଥାନ୍ତି ସର୍ବାଧିକ ବ୍ୟକ୍ତି। ଏକ ସମୀକ୍ଷା...

Advertisement
Archives

Model This Week