Home Left

ପଦକ ଜିତିବାରେ ଭବାନୀ ଦେବୀ ପ୍ରଥମ

ନୂଆଦିଲ୍ଲୀ, ୨୦ା୬ (ପି.ଟି.): ଅଲିମ୍ପିଆନ ସି.ଏ. ଭବାନୀ ଦେବୀ ଏସିଆନ ଚାମ୍ପିୟନଶିପ୍‌ରେ ଏକ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଚାଇନାର ଓକ୍ସିଠାରେ ଅନୁଷ୍ଠିତ ଏହି କଣ୍ଟିନେଣ୍ଟାଲ ଇଭେଣ୍ଟର ମହିଳା ସାବ୍ରେ ସେମିଫାଇନାଲରେ ସେ ହାରିଯାଇଛନ୍ତି। ତେବେ ଏସିଆନ ଫେନ୍‌ସିଂ ଚାମ୍ପିୟନଶିପ୍‌ରେ ଏକ…

ପଞ୍ଜାବକୁ ହରାଇଲା ଓଡ଼ିଶା

ଭୁବନେଶ୍ୱର,୨୦ା୬, (ବିଜୟ ରଣା): ଚଳିତ ଜାତୀୟ ସିନିୟର ମହିଳା ଫୁଟ୍‌ବଲ ଚାମ୍ପିୟନଶିପ୍‌ ୨୦୨୩ରେ ଓଡ଼ିଶା ଏହାର ତୃତୀୟ ରାଉଣ୍ଡ ମ୍ୟାଚରେ ପଞ୍ଜାବକୁ ୫-୦ ଗୋଲ୍‌ରେ ପରାସ୍ତ କରିଛି। ପଞ୍ଜାବର ଗୁରୁନାନକ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଦଳ ପକ୍ଷରୁ ସତ୍ୟବତୀ ଖାଡ଼ିଆ…

ସିଗ୍‌ନାଲ ଜେଇଙ୍କ ପତ୍ତା ମିଳୁନି

ବାହାନଗା/ସୋର, ୨୦ା୬:(ଅରୂପ ଦାସ/ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ବାହାନଗା ରେଳ ଦୁର୍ଘଟଣାକୁ ୧୯ଦିନ ବିତିଗଲାଣି। ଦୁର୍ଘଟଣାରେ ୨୯୨ଜଣଙ୍କ ପ୍ରାଣହାନି ଘଟିଥିବାବେଳେ ଏହାର ପ୍ରକୃତ କାରଣ ସମ୍ପର୍କରେ ଖୋଳତାଡ ଚଳାଇଛି ସିବିଆଇ। ରେଲଓ୍ବେ ସୋର ସେକ୍ସନର ସିଗ୍‌ନାଲ ଜେଇ (କନିଷ୍ଠ ଯନ୍ତ୍ରୀ) ଅମିର…

ଭିଟାମାଟି ଛାଡ଼ି ପରଦେଶରେ

ସାମ୍ପ୍ରତିକ ବିଶ୍ୱରେ ନିଜ ଦେଶରେ ନିଜର ଭିଟାମାଟି ଛାଡ଼ି ପରଦେଶରେ ବିଭିନ୍ନ କାରଣରୁ ଶରଣ ନେଉଥିବା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଶରଣାର୍ଥୀ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ବିଷୟରେ ସଚେତନତା ସୃଷ୍ଟି ଏବଂ ଏସବୁର ସମାଧାନ ପାଇଁ ମିଳିତ ଜାତିସଂଘର…

ମଣିପୁରରେ ପୁଣି ହିଂସା

ନୂଆଦିଲ୍ଲୀ, ୨୦ା୬(ପି.ଟି.): ମଣିପୁରରେ ଏକତା ଦିବସ ପାଳନକୁ ୨୪ ଘଣ୍ଟା ନ ପୂରୁଣୁ ସେଠାରେ ସାନି ହିଂସାକାଣ୍ଡ ଘଟିଛି। ରବିବାର ରାତିରେ ହୋଇଥିବା ସଂଘର୍ଷ ଓ ଗୁଳିମାଡ଼ରେ ଜଣେ ଯବାନ ଆହତ ହୋଇଛନ୍ତି। ବିଭିନ୍ନ ଜିଲାରେ ସଂଘର୍ଷ ଘଟିଥିବାର ଖବର ମିଳିଛି। ମଣିପୁର…

୧୨ ମାନବ ଚାଲାଣକାରୀଙ୍କୁ ଗିରଫ କଲା ପାକ୍‌

କରାଚୀ, ୨୦ା୬: ଗ୍ରୀସ୍‌ ଉପକୂଳରେ ବୋଟ୍‌ ବୁଡ଼ି ୩୦୦ ଲୋକଙ୍କ ମୃତ୍ୟୁ ଘଟଣାରେ ପାକିସ୍ତାନ ସରକାର ୧୨ ସନ୍ଦିଗ୍ଧ ମାନବ ଚାଲାଣକାରୀଙ୍କୁ ଗିରଫ କରିଛନ୍ତି। ୟୁରୋପୀୟ ଦେଶରେ ବେଆଇନ ଭାବେ ପ୍ରବେଶ କରିବା ଲକ୍ଷ୍ୟରେ ପ୍ରାୟ ୭୫୦ ଜଣ ଏକ ବୋଟ୍‌ରେ ଯାଉଥିବାବେଳେ…

ଠକ ଦମ୍ପତିଙ୍କୁ ଧରାପକାଇଲା ମାଗଣା ପାନୀୟ

ଲୁଧିଆନା,୨୦।୬: ପଞ୍ଜାବରୁ ବହୁ କୋଟି ଟଙ୍କା ଠକି ଫେରାର୍‌ ହେବାକୁ ବସିଥିବା ଠକ ଦମ୍ପତିଙ୍କୁ ପୋଲିସ କୌଶଳକ୍ରମେ ଗିରଫ କରିଛି। ଉତ୍ତରାଖଣ୍ଡ ଚମୋଲି ହେମକୁଣ୍ଡ ସାହିବରୁ ମନଦୀପ କୌର ଓ ସ୍ବାମୀ ଯଶଓ୍ବିନ୍ଦର ସିଂଙ୍କୁ ଗିରଫ କରାଯାଇଛି। ପଞ୍ଜାବର କେତେଜଣ ଲୋକଙ୍କଠାରୁ ୮…

ଆଦିପୁରୁଷ ବ୍ୟାନ୍‌ ଦାବିରେ ବିକ୍ଷୋଭ

ଲକ୍ଷ୍ନୌ,୧୯।୬: ରାମାୟଣ କଥାବସ୍ତୁ ଉପରେ ଆଧାରିତ ପାନ୍‌ ଇଣ୍ଡିଆ ଫିଲ୍ମ ‘ଆଦିପୁରୁଷ’ ବ୍ୟାନ୍‌ ଦାବିରେ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ହିନ୍ଦୁ ସଙ୍ଗଠନଗୁଡ଼ିକ ଦ୍ୱାରା ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବାରାଣସୀରେ ହିନ୍ଦୁ ମହାସଭା ଫିଲ୍ମ ପୋଷ୍ଟର ଚିରିବା ସାଙ୍ଗକୁ ଆଦିପୁରୁଷର ପ୍ରଯୋଜକ…

Read more

ନୋଭୋ ହାମବର୍ଗୋ,୧୯।୬: ବ୍ରାଜିଲରେ ବାତ୍ୟା ଯୋଗୁ ୧୩ ଜଣ ପ୍ରାଣ ହରାଇଛନ୍ତି। ଜୀବନ ରକ୍ଷା ପାଇଁ ବହୁ ହଜାର ଲୋକଙ୍କୁ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଯିବାକୁ ପଡ଼ିଛି। ଗୁରୁବାର ଓ ଶୁକ୍ରବାର ବ୍ରାଜିଲରେ ଲଗାଣ ବର୍ଷା ସାଙ୍ଗକୁ ଖୁବ୍‌ ଜୋରରେ…

ଚଳନ୍ତା ଅଟୋରେ ପ୍ରେମିକାର ଗଳାକାଟି ହତ୍ୟା

ମୁମ୍ବାଇ,୧୯।୬: ମୁମ୍ବାଇର ସାକିନାକାରେ ଚଳନ୍ତା ଅଟୋରେ ଜଣେ ଯୁବକ ତାଙ୍କ ପ୍ରେମିକାର ଗଳାକାଟି ହତ୍ୟା କରିଛନ୍ତି। ପଞ୍ଚଶୀଳା ଜାମଦାର ଓ ଦୀପକ ବୋରସେ ଦୁହେଁ ଅଟୋରେ ଯାଉଥିବାବେଳେ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଦୀପକ ରାଗିଯାଇ ଏକ ଧାରୁଆ ପଞ୍ଚଶୀଳାଙ୍କ ଗଳାକାଟି…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମହିମା ସାଧୁସନ୍ଥ: ଯୋରନ୍ଦା ରୂପାନ୍ତର ପାଇଁ ଧନ୍ୟବାଦ ଜଣାଇଲେ

ଭୁବନେଶ୍ୱର,୧୯ା୭ (ଅନିଲଦାସ)- ଯୋରନ୍ଦା ପୀଠର ମହିମା ସାଧୁସନ୍ଥ ଓ ଧର୍ମାବଲମ୍ବୀମାନେ ସୋମବାର ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଯୋରନ୍ଦା ପୀଠର ରୂପାନ୍ତର ପାଇଁ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପକୁ ସେମାନେ ସ୍ବାଗତ ଜଣାଇଛନ୍ତି। ଏଥି ପାଇଁ ଅର୍ଥ…

ରଥଯାତ୍ରା ପାଇଁ ସ୍ବତନ୍ତ୍ର ମୋ ବସ୍‌ ଚଳାଚଳ -୨୦ରୁ ୩୦ ତାରିଖ ଯାଏ ୩ଟି ରୁଟ୍‌ରେ ସେବା ବାତିଲ୍‌

ଭୁବନେଶ୍ୱର, ୧୯।୬ (ବନ୍ଦନା ସେଠୀ)- କ୍ୟାପିଟାଲ୍‌ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ରଥଯାତ୍ରା ପାଇଁ ସ୍ବତନ୍ତ୍ର ବସ୍‌ ସେବା ଆରମ୍ଭ କରାଯାଇଛି। ରଥାରୁଢ଼ ବିଗ୍ରହଙ୍କୁ ଦର୍ଶନ କରିବା ପାଇଁ ସମଗ୍ର ଭାରତରୁ ଶ୍ରଦ୍ଧାଳୁମାନେ ପୁରୀ ଆସୁଛନ୍ତି। ସେମାନଙ୍କ ଚିନ୍ତାମୁକ୍ତ ଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri