Home Left

ରଥଯାତ୍ରା ଉପଲକ୍ଷେ ଓଟିଡିସି ନିମନ୍ତ୍ରଣ ପକ୍ଷରୁ ଓଡ଼ିଆ ସାତ୍ତ୍ୱିକ ଆହାର, ପ୍ଲେଟ୍‌ର ଦାମ୍‌ ରହିଛି…

ଭୁବନେଶ୍ୱର,୧୯ା୬(ବନ୍ଦନା ସେଠୀ): ରଥଯାତ୍ରା ଉପଲକ୍ଷେ ଓଟିଡିସି ନିମନ୍ତ୍ରଣ ପକ୍ଷରୁ ସ୍ବତନ୍ତ୍ର ଭେଜିଟେରିଆନ ପ୍ଲେଟ୍‌ର ବ୍ୟବସ୍ଥା କରାଯାଇଛି। ଯାତ୍ରା ସମୟରେ ଯେଉଁମାନେ ଓଡ଼ିଆ ସାତ୍ତ୍ୱିକ ଆହାର ଖାଇବାକୁ ଚାହୁଁଥିବେ ସେମାନେ ଏଠାକୁ ଆସି ଖାଇପାରିବେ। ଗୋଟେ ପ୍ଲେଟ୍‌ର ଦାମ ୫୪୯ ଟଙ୍କା ରହିଛି।…

ରାଜଧାନୀରେ ପୁଣି ମାତିଲେ ଲୁଟେରା, ବନ୍ଧୁକ ଦେଖାଇ ଘର ଆଗରୁ ଛଡ଼ାଇନେଲେ ସୁନାଚେନ୍‌

ଭୁବନେଶ୍ୱର,୧୯ା୬(ସୁନିତ୍‌ ମିଶ୍ର): ରାଜଧାନୀରେ ପୁଣି ମାତିଲେ ଲୁଟେରା। ଘର ଆଗରେ ଛିଡ଼ା ହୋଇଥିବା ବେଳେ ରବିବାର ବିଳମ୍ବିତ ରାତିରେ ୩ ଜଣ ଯୁବକ ବାଇକ୍‌ରେ ଆସି ସୁନା ଚେନ୍‌ ଓ ବ୍ରେସଲେଟ୍‌ ନେଇ ପଳାଇଛନ୍ତି। ବିରୋଧ କରିବାରୁ ବନ୍ଧୁକ ଦେଖାଇ ମାରିବାକୁ…

୪୯ ଦିନ ହେଲା ଜଳୁଛି ମଣିପୁର, ହେଲେ ପ୍ରଧାନମନ୍ତ୍ରୀ କିଛି ନ କହି ବିଦେଶ ଯାଉଛନ୍ତି: କଂଗ୍ରେସ

ନୂଆଦିଲ୍ଲୀ,୧୯।୬:  ମଣିପୁରରେ ପ୍ରାୟ ଦେଢ ମାସ ଧରି ହିଂସା ଚାଲିଛି। ହିଂସାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ। ଏହାକୁ ନେଇ କଂଗ୍ରେସର ବରିଷ୍ଠ ନେତା କେ.ସି ଭେଣୁଗୋପାଳ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ…

ବିଦ୍ୟୁତ୍‌ କାଟ୍‌ ପ୍ରତିବାଦରେ ଗ୍ରୀଡ୍‌କୋ ଅଫିସକୁ କଂଗ୍ରେସର ଅଣ୍ଡା, ଟମାଟୋ ମାଡ଼

ଭୁବନେଶ୍ୱର,୧୯ା୬(ସୁନିତ୍‌ ମିଶ୍ର): ଅଘୋଷିତ ବିଦ୍ୟୁତ୍‌ କାଟ୍‌ ଏବଂ ଲୋ-ଭୋଲ୍‌ଟେଜ ସମସ୍ୟା ପ୍ରତିବାଦରେ ସୋମବାର କଂଗ୍ରେସ ପକ୍ଷରୁ ଗ୍ରୀଡ୍‌କୋ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିସହ କଂଗ୍ରେସ କର୍ମୀମାନେ ଗ୍ରୀଡ୍‌କୋ ଅଫିସକୁ ଅଣ୍ଡା, ଟମାଟୋ ମାଡ଼ କରିଛନ୍ତି। ପିସିସି ସଭାପତି ଶରତ…

ଆଇପିଏସ୍‌ ରବି ସିହ୍ନା ହେଲେ ‘ର’ର ମୁଖ୍ୟ

ନୂଆଦିଲ୍ଲୀ,୧୯।୬: ରିସର୍ଚ୍ଚ ଆଣ୍ଡ ଆନାଲିସିସ ୱିଙ୍ଗ (ର) ର ନୂଆ ମୁଖ୍ୟ ଭାବେ ରବି ସିହ୍ନାକୁ ନିଯୁକ୍ତି କରାଯାଇଛି। ସେ ଛତିଶଗଡ କ୍ୟାଡରର ୧୯୮୮ ବ୍ୟାଚ ଆଇପିଏସ୍‌ ଅଧିକାରୀ। କ୍ୟାବିନେଟର ନିଯୁକ୍ତି କମିଟି ସିହ୍ନାଙ୍କ ନିଯୁକ୍ତିକୁ ଅନୁମୋଦନ କରିଛି। ବର୍ତ୍ତମାନର ‘ର’ମୁଖ୍ୟଙ୍କର…

ପ୍ରେମୀଯୁଗଳଙ୍କୁ ଗୁଳି କରି ହତ୍ୟା

ଭୋପାଳ,୧୯ା୬: ମଧ୍ୟପ୍ରଦେଶର ମୋରେନା ଜିଲାରେ ଏକ ଅନର କିଲିଂ ଘଟଣା ସମ୍ନାକୁ ଆସିଛି। ଜଣେ ଯୁବତୀ ଓ ତାଙ୍କ ପ୍ରେମିକଙ୍କୁ ଗୁଳି କରି ହତ୍ୟା ପରେ ମୃତଦେହରେ ପଥର ବାନ୍ଧି କୁମ୍ଭୀର ବହୁଳ ଚମ୍ବଲ ନଦୀରେ ଫିଙ୍ଗି ଦିଆଯାଇଛି। ଦୁଇ ସପ୍ତାହ…

ସାରା ବିଶ୍ୱରେ ୩୦୦ କୋଟି ବ୍ୟବସାୟ କଲା ଆଦିପୁରୁଷ

ମୁମ୍ବାଇ: ପ୍ରଭାସ ଏବଂ କ୍ରିତି ସାନନ ଷ୍ଟାରର୍‌ ମୁଭି ‘ଆଦିପୁରୁଷ’ ପ୍ରତିଦିନ ବ୍ୟବସାୟରେ ନୂଆ ସଂଖ୍ୟା ଛୁଉଁଛି। ଏହି ଚଳଚ୍ଚିତ୍ରକୁ ଦେଶରେ ବିରୋଧ କରାଯାଉଥିବାବେଳେ ଏହାର ରୋଜଗାର ଉପରେ କୌଣସି ପ୍ରଭାବ ପଡୁନାହିଁ। ଏହାକୁ ଦୃଷ୍ଟିରେ ରଖି ନିର୍ମାତାମାନେ ଫିଲ୍ମର ସଂଳାପରେ…

ଜୁନ ୨୨ ପର୍ଯ୍ୟନ୍ତ ରଦ୍ଦ ହେଲା ଗୋ ଫାଷ୍ଟର ଉଡାଣ

ନୂଆଦିଲ୍ଲୀ,୧୯।୬: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବିମାନ କମ୍ପାନୀ ଗୋ ଫାଷ୍ଟର ସମସ୍ୟା ଶେଷ ହେବାର ନାମ ନେଉନାହିଁ। କମ୍ପାନୀ ଏବେ ୨୨ ଜୁନ ପର୍ଯ୍ୟନ୍ତ ବିମାନ ଉଡ଼ାଣ ବାତିଲ କରିଛି। କମ୍ପାନୀ ସୋମବାର ଏକ ବୟାନ ଜାରି କରି…

ସାବେରୀ ନଦୀରୁ ଧରାହେଲା ବିରାଟକାୟ ମାଛ

ମାଲକାନଗିରି,୧୯ା୬(ଦୁର୍ଯ୍ୟୋଧନ ପାତ୍ର): ସାଧାରଣତଃ ସମୁଦ୍ରରେ ସାର୍କ, ତିମି, ଭଳି ବିରାଟ ବିରାଟକାୟ ମାଛ ଧରା ଯାଇଥାଏ। ଏହି ମାଛକୁ ଦେଖିବା ପାଇଁ ପ୍ରବଳ ଭିଡ଼ ହେଉଥିବା ବେଳେ ମତ୍ସ୍ୟଜୀବୀ ଏହି ମାଛକୁ ଲକ୍ଷାଧିକ ଟଙ୍କାରେ ବିକ୍ରି କରିଥାନ୍ତି। ମାଲକାନଗିରି ଭଳି ଏକ…

‘ଆଦିପୁରୁଷକୁ ବ୍ୟାନ ପାଇଁ ଉଠିଲା ଦାବି’, ଅଯୋଧ୍ୟା ସନ୍ଥ କହିଲେ ବଲିଉଡ ହିନ୍ଦୁ ଧର୍ମକୁ ନଷ୍ଟ କରୁଛି

ନୂଆଦିଲ୍ଲୀ,୧୯।୬: ଓମ ରାଉତଙ୍କ ଫିଲ୍ମ ‘ଆଦିପୁରୁଷ’ କ୍ରମାଗତ ଭାବେ ଟ୍ରୋଲ ହେବାରେ ଲାଗିଛି। ଗତ କିଛି ମାସ ଧରି ଲୋକମାନେ ଏହି ଫିଲ୍ମକୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ହେଲେ ଫିଲ୍ମଟି ଦର୍ଶକଙ୍କ ଆଶାକୁ ଭାଙ୍ଗି ଦେଇଛି। ଏଥି ସହିତ ବର୍ତ୍ତମାନ…

ପୁଣି ୧୦ ଲକ୍ଷ ଟଙ୍କାର ୨ ହଜାର ଟଙ୍କିଆ ନୋଟ୍‌ ଜବତ

ମାଲକାନଗିରି,୧୯ା୬(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ପୋଲିସ ଗତ ୨୫ ଦିନ ମଧ୍ୟରେ ୧୮ ଲକ୍ଷ ଟଙ୍କାର ଦୁଇ ହଜାର ଟଙ୍କିଆ ନୋଟ୍‌ ଜବତ କରିବା ସହ ୬ ଜଣଙ୍କୁ ଗିରଫ କରିଛି। ତଥ୍ୟ ଅନୁଯାୟୀ, ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ସଦର…

ଲୋକ ସଭା ନିର୍ବାଚନକୁ ନେଇ ପ୍ରସ୍ତୁତ ହେଲାଣି ସମାଜବାଦୀ ପାର୍ଟି

ଲକ୍ଷ୍ନୌ,୧୯।୬: ଉତ୍ତରପ୍ରଦେଶରେ ପ୍ରତ୍ୟେକ ଦଳ ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଲାଗି ମିଶନ ମୋଡରେ ଲାଗିଯାଇଛନ୍ତି। ସମାଜବାଦୀ ପାର୍ଟି ଲୋକ ସଭା ନିର୍ବାଚନ ପାଇଁ ଟିକେଟ ଫାଇନାଲ କରିବା ପ୍ରକ୍ରିୟା ଉପରେ କାମ ଆରମ୍ଭ କରିଛି। ସୂଚନାନୁସାରେ, ଏପର୍ଯ୍ୟନ୍ତ ଦଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri