Home Left

ଓଡ଼ିଶାର ୨ ସ୍ବାସ୍ଥ୍ୟକର୍ମୀଙ୍କୁ ନାଇଟିଙ୍ଗେଲ୍‌ ଆୱାର୍ଡ

କଣାସ(ବିଭୂତି ଭୂଷଣ ତ୍ରିପାଠୀ) / ନବରଙ୍ଗପୁର (ସଦାଶିବ ପ୍ରହରାଜ),୨୩ା୬: ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ଦେଶର ୩୦ ସ୍ବାସ୍ଥ୍ୟକର୍ମୀଙ୍କୁ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ୍‌ ଆୱାର୍ଡ ପ୍ରଦାନ କରାଯାଇଛି। ୨୦୨୨ ଓ ୨୦୨୩ ବର୍ଷ ନିମନ୍ତେ ୧୫ ଜଣ ଲେଖାଏ ସ୍ବାସ୍ଥ୍ୟକର୍ମୀଙ୍କୁ…

ଝିଅକୁ ଝୁରି ଜୀବନ ହାରିଲେ ବାପା

ନିରାକାରପୁର,୨୨।୬(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅଧୀନ ପଦ୍ମପୁର ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ବଡ଼ ଝିଅର ମୃତ୍ୟୁ ପରେ ଝିଅକୁ ଝୁରି ଶେଷରେ ବାପା ଆତ୍ମହତ୍ୟା କରିଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

ବଜ୍ରପାତରେ ୫ ଗୋରୁ ମୃତ

ଦିଗପହଣ୍ଡି/ପାଟପୁର,୨୨୬(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ସାନଖେମୁଣ୍ଡି ବ୍ଲକ ପୋଡାମାରି ପଞ୍ଚାୟତର ମାର୍ଥାପୁର ଗ୍ରାମ ନିକଟରେ ଗୁରୁବାର ବଜ୍ରପାତ ହେବାରୁ ପୋଡ଼ାମାରି ଗ୍ରାମର ରିଙ୍ଗା ଗୌଡ଼ଙ୍କ ୫ ଗୋରୁଙ୍କ ମୃତ୍ୟୁ ଘଟିଛି। ପୋଡ଼ାମାରି ଗ୍ରାମ ଭଞ୍ଜ ସାହିର ରିଙ୍ଗା ଓ ତାଙ୍କ ପୁଅ…

୧୧ କେଭି ବିଦ୍ୟୁତ୍‌ ତାର ଛିଣ୍ଡି ବଳଦ ମୃତ, ଉତ୍ତେଜନା

ଦାରିଙ୍ଗବାଡ଼ି,୨୨ା୬(ଅରୁଣ ସାହୁ): ଦାରିଙ୍ଗବାଡ଼ି ବ୍ଲକ ସିମନବାଡି ଫିଡରର ଅଲାରି ଗ୍ରାମ ନିକଟରେ ୧୧ କେଭି ବିଦ୍ୟୁତ୍‌ ତାର ଛିଣ୍ଡି ଗୋଟିଏ ବଳଦର ମୃତ୍ୟୁ ହୋଇଛି। ଏ ନେଇ ଉତ୍ତେଜନା ଦେଖାଦେଇଥିଲା। ମିଳିଥିବା ସୂଚନା ମୁତାବକ, ଏକ ଗଛ ପଡ଼ି ୧୧ କେଭି…

ପ୍ରେମ ପ୍ରତାରଣା, ବନ୍ଧା ହେଲେ ଅଭିଯୁକ୍ତ

ବୁଗୁଡ଼ା,୨୨ା୬(କାଳି ଚରଣ ଦାଶ)- ଜନୈକା ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ ପରେ ପ୍ରତାରଣା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣକ ହେଲେ ବୁଗୁଡ଼ା ଥାନା ଅନ୍ତର୍ଗତ…

ଦୁର୍ଘଟଣାରେ ଚାଲିଗଲା ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ପୁଅ ଜୀବନ

ଭବାନୀପାଟଣା/ଲାଞ୍ଜିଗଡ଼,୨୨।୬(ଉତ୍ତମ କୁମାର ଦାଶ/ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣା ରାୟଗଡ଼ା ୬ ନମ୍ବର ରାଜ୍ୟ ରାଜପଥର ଖଇରମାଲ ନିକଟରେ ଗୁରୁବାର ଏକ ଟ୍ରଲର ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବିଶ୍ୱନାଥପୁରର ତକଦୀର ହରପାଲ(୩୬)। ସେ ପୂର୍ବତନ…

ଫେସ୍‌ବୁକ କମେଣ୍ଟକୁ ନେଇ ମାଡ଼

ରାଉରକେଲା,୨୨।୬(ଦିନେଶ ମିଶ୍ର): ଫେସ୍‌ବୁକରେ ଏକ କ୍ଲବ ସମସ୍ୟାକୁ ନେଇ କମେଣ୍ଟ କରିଥିବା ଜଣେ ଯୁବକଙ୍କୁ ଆକ୍ରମଣ ଅଭିଯୋଗରେ ବନ୍ଧମୁଣ୍ଡା ପୋଲିସ ୬ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସେକ୍ଟର ବି ବସ୍ତିର ପଙ୍କଜ ଭଗତ(୩୧), କ୍ରିଷ୍ଣା ପୂର୍ତ୍ତି(୨୪), ବିକାଶ…

ମୋଦିଙ୍କ ପାଇଁ ନୈଶ୍ୟଭୋଜିର ଆୟୋଜନ କଲେ ବାଇଡେନ୍‌

ଓ୍ବାଶିଂଟନ,୨୨ା୬: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ଫାଷ୍ଟ ଲେଡି ଜିଲ୍‌ ବାଇଡେନ୍‌ ହ୍ବାଇଟ୍‌ ହାଉସ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ନୈଶ୍ୟଭୋଜିର ଆୟୋଜନ କରିଥିଲେ। ବାଇଡେନ୍‌ ଦମ୍ପତି ମୋଦିଙ୍କୁ ହ୍ବାଇଟ୍‌ ହାଉସ୍‌କୁ ପାଛୋଟି ନେଇଥିଲେ। ମୋଦି ରାଷ୍ଟ୍ରପତି ବାଇଡେନ୍‌ଙ୍କ ପରିବାର…

ମ୍ୟାଚ୍‌ ରେଫରିଙ୍କୁ ଗାଳି କରିବା ମହଙ୍ଗା ପଡ଼ିଲା

ଜେନେଭା,୨୨ା୬: ୟୁଏଫା ପକ୍ଷରୁ ଫୁଟବଲ ମ୍ୟାନେଜର ଜୋସ ମୋରିନୋଙ୍କୁ ୪ଟି ମ୍ୟାଚ୍‌ରୁ ବାସନ୍ଦ କରାଯାଇଛି। ଇଟାଲୀ କ୍ଲବ ରୋମାର ମ୍ୟାନେଜର ରହିଥିବା ମୋରିନୋ ମ୍ୟାଚ୍‌ ରେଫରି ଆନ୍ଥୋନୀ ଟେଲରଙ୍କୁ ଗାଳି କରିଥିଲେ। ରୋମା ଏହାର ଅନ୍ତିମ ମ୍ୟାଚ୍‌ ସେଭିଲା ବିପକ୍ଷରେ ଖେଳିଥିଲା।…

ଚଳନ୍ତା ଟ୍ରେନ ଉପରେ ଷ୍ଟଣ୍ଟ, ସଲମାନ ଖାନଙ୍କ ଅନ୍ଦାଜରେ କଲେ ଭିଡିଓ

ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ଲୋକେ କିଛି ବି କରିବାକୁ ପଛାନ୍ତିନାହିଁ। ଆପଣ ଦେଖିଥିବେ ସୋସିଆଲ ମିଡିଆରେ ପ୍ରାୟତଃ ଷ୍ଟଣ୍ଟର ଭିଡିଓ ଭାଇରାଲ ହୁଏ। ଲୋକମାନେ ନିଜ ଜୀବନକୁ ବାଜି ଲଗାଇ ଷ୍ଟଣ୍ଟର ଭିଡିଓ ପ୍ରସ୍ତୁତ କରନ୍ତି ଏବଂ ସୋସିଆଲ…

କୃଷ୍ଣ, ବଳରାମ ବେଶରେ ଦର୍ଶନ ଦେଲେ ଶ୍ରୀଜିଉ

କେନ୍ଦୁଝର,୨୨।୬:(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଆରାଧ୍ୟ ଶ୍ରୀ ବଳଦେବଜୀଉଙ୍କ ଗୁଣ୍ଡିଚା ମନ୍ଦିରରେ ଗୁରୁବାର କୃଷ୍ଣ, ବଳରାମ ବେଶରେ ଶ୍ରୀଜିଉ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଝିପିଝିପି ବର୍ଷା ସତ୍ତ୍ୱେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଏପରିକି ବଡ଼ ଦାଣ୍ଡରେ…

ପଞ୍ଜୀକୃତ କିନ୍ନର ଉଦ୍ୟୋଗୀଙ୍କୁ ମିଳିବ ୧୦ ଲକ୍ଷ

ଭୁବନେଶ୍ୱର,୨୨।୬(ଅନିଲ ଦାସ): ରାଜ୍ୟ ସରକାର ଗୁରୁବାର କିନ୍ନରମାନଙ୍କକୁ ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବି କରିବା ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ସେମାନଙ୍କ ସମସ୍ୟା ଦୁର କରିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। କିନ୍ନରମାନଙ୍କୁ ଆତ୍ମନିଯୁକ୍ତିଭିତ୍ତିକ ରୋଜଗାର ନିମନ୍ତେ ରାଜ୍ୟ ସରକାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri