ରିଲାଏନ୍ସ ଫାଉଣ୍ଡେଶନ ପକ୍ଷରୁ ‘ସ୍ନେହ ସୃଜନ’
ଭୁବନେଶ୍ୱର,୨୩।୬: ରିଲାଏନ୍ସ ଫାଉଣ୍ଡେଶନ ପକ୍ଷରୁ ଏକ ୩ଦିନିଆ ପ୍ରେରଣାଦାୟୀ କାର୍ଯ୍ୟକ୍ରମ ‘ସ୍ନେହ ସୃଜନ’ ବାଲେଶ୍ୱର ଜିଲା ପ୍ରଶାସନ ଏବଂ ବାହାନଗା ହାଇସ୍କୁଲ ପରିଚାଳନା କମିଟି ସହଯୋଗରେ ପରିଚାଳିତ ହୋଇଯାଇଛି। ବିଶେଷକରି ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାସ୍ଥଳ ନିକଟରେ ଅବସ୍ଥିତ ଥିବା ଏବଂ…
ଆନ୍ଧ୍ର ଅନୁପ୍ରବେଶକୁ ରୋକିଲା ଓଡ଼ିଶା ପ୍ରଶାସନ
ପଟ୍ଟାଙ୍ଗି,୨୩ା୬(ଶରତ ଧଳ): ପଡ଼ୋଶୀ ରାଜ୍ୟ ଆନ୍ଧ୍ର ପୁଣି ଆଉ ଏକ ନୂଆ ବିବାଦ ଆରମ୍ଭ କରିଛି। ଏହାକୁ ନେଇ ସୀମାନ୍ତ ଗ୍ରାମବାସୀ ଓଡ଼ିଶାର ପ୍ରଶାସନିକ ଅଧିକାରୀଙ୍କୁ ପୂର୍ବରୁ ବାରମ୍ବାର ଜଣାଇଥିଲେ ମଧ୍ୟ ସେମାନେ କୌଣସି ଗୁରୁତ୍ୱ ଦେଇ ନ ଥିଲେ। ତେବେ…
ପୁରୀ ରଥଯାତ୍ରା ଉପଲକ୍ଷେ ଜେଏସ୍ପି ଫାଉଣ୍ଡେଶନର ସେବା କାର୍ଯ୍ୟ
ଭୁବନେଶ୍ୱର,୨୩।୬ (ଅଭୟ ଦାଶ): ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର (ଜେଏସ୍ପି)ର ସମାଜ କଲ୍ୟାଣ ସଂସ୍ଥା ଜେଏସ୍ପି ଫାଉଣ୍ଡେଶନ ପକ୍ଷରୁ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ଉପଲକ୍ଷେ ବିଭିନ୍ନ ପ୍ରକାର ସେବା କାର୍ଯ୍ୟର ଆୟୋଜନ କରାଯାଇଛି। ବିଶେଷକରି ଫାଉଣ୍ଡେଶନର ମିଶନ ଜିରୋ ହଙ୍ଗର…
‘ଧାର୍ଯ୍ୟ ସମୟ ଭିତରେ କାମ ଶେଷ କରିବାକୁ ନିର୍ଦ୍ଦେଶ’
ଭୁବନେଶ୍ବର,୨୩ା୬(ସୁନିତ୍ ମିଶ୍ର): ଜାତୀୟ ରାଜପଥ(ଏନ୍ଏଚ୍)-୧୬ରେ ଆସୁଥିବା ଖୋର୍ଦ୍ଧାରୁ ଚଣ୍ଡିଖୋଲ ରାସ୍ତା ମଧ୍ୟରେ ଦୁର୍ଘଟଣା ଏବଂ ମୃତ୍ୟୁହାର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ହ୍ରାସ କରିବାକୁ ଗତ ମାସରେ ଅନୁଷ୍ଠିତ ବୈଠକରେ ନିଆଯାଇଥିବା ନିଷ୍ପତ୍ତିକୁ ତ୍ୱରିତ କାର୍ଯ୍ୟକାରୀ କରିବା ସହ ଧାର୍ଯ୍ୟ ସମୟରେ…
ଗୁଜରାଟରେ ସେମିକଣ୍ଡକ୍ଟର ଉତ୍ପାଦନ କରିବ ମାଇକ୍ରନ୍
ନୂଆଦିଲ୍ଲୀ, ୨୩ା୬: ଆମେରିକାର କମ୍ପ୍ୟୁଟର ଷ୍ଟୋରେଜ୍ ଚିପ୍ ନିର୍ମାତା ମାଇକ୍ରନ୍ ୨.୭୫ ବିଲିୟନ ଡଲାର (ପ୍ରାୟ ୨୨,୫୪୦ କୋଟି ଟଙ୍କା) ବିନିଯୋଗରେ ଗୁଜରାଟରେ ଏକ ସେମିକଣ୍ଡକ୍ଟର ଆସେମ୍ବ୍ଲି ଏବଂ ପରୀକ୍ଷା କାରଖାନା ବସାଇବ। ଦୁଇ ପର୍ଯ୍ୟାୟରେ ପ୍ଲାଣ୍ଟ ନିର୍ମାଣରେ ୮୨୫ ନିୟୁତ…
ବଲିଉଡ୍ ଗାୟକ ସୌରିନ୍ ଭଟ୍ଟଙ୍କ ନାଁରେ ଯୌନ ନିର୍ଯାତନା ମାମଲା
କଟକ,୨୩ା୬ (କାର୍ତ୍ତିକ ସାହୁ): ବଲିଉଡ୍ କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କୁ ନ ପାଇ କୋଲକାତାସ୍ଥିତ ତାଙ୍କ ଘରୁ ଖାଲି ହାତରେ ଫେରିବାକୁ ବାଧ୍ୟ ହୋଇଛି କମିଶନରେଟ୍ ପୋଲିସ। ଜଣେ ଓଡ଼ିଆ ଗାୟିକାଙ୍କ ଅଭିଯୋଗ ଆଧାରରେ କଟକ ମହିଳା ଥାନା ପୋଲିସ ମାମଲା ରୁଜୁ…
ଟାଇଟାନ୍: ୯୬ ଘଣ୍ଟାର ଅମ୍ଳଜାନ ଶେଷ
ଦୁବାଇ,୨୩।୬: ସମୟ ଯେତେ ବଢ଼ୁଛି ଟାଇଟାନିକ୍ ଜାହାଜ ଦେଖିବା ପାଇଁ ବୁଡ଼ା ଜାହାଜରେ ସମୁଦ୍ର ମଧ୍ୟକୁ ଯାଇଥିବା ୫ ଜଣଙ୍କ ଜୀବିତ ରହିବା ସମ୍ଭାବନା ସେତେ କମୁଛି। ବୁଡ଼ାଜାହାଜ ଟାଇଟାନରେ ୯୬ ଘଣ୍ଟାର ଅମ୍ଳଜାନ ରହିଥିବାବେଳେ ଗୁରୁବାର ଏହା ସମ୍ପୂର୍ଣ୍ଣ ଭାବେ…
ବଜ୍ରପାତରେ ମନ୍ଦିରର ନୀଳଚକ୍ର ଖସିପଡ଼ିଲା
ନିରାକାରପୁର,୨୩ା୬(ମାନସ ଚନ୍ଦ୍ର ପଟ୍ଟନାୟକ ): ମୌସୁମୀ ଛୁଇଁବା ପୂର୍ବରୁ ଗୁରୁବାର ପୂର୍ବାହ୍ନରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେବା ସହ ବଜ୍ରପାତ ହୋଇଛି। ତେବେ ବଜ୍ରପାତ ଘଟି ଖୋର୍ଦ୍ଧା ଜିଲା ନିରାକାରପୁର ନିକଟ ଗଡ଼ଖାରଦ ପାହାଡ଼ ଉପରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରର…
ବିଶ୍ୱଶାନ୍ତି ପାଇଁ ଭାରତ-ଆମେରିକା ପ୍ରତିଶ୍ରୁତିବଦ୍ଧ
ଓ୍ବାଶିଂଟନ, ୨୩ା୬ ପ୍ରସ୍ତୁତି: ଅରୂପାନନ୍ଦ ଦେଠୀ: ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ହ୍ବାଇଟ୍ ହାଉସ୍ରେ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବିଶ୍ୱ ଶାନ୍ତି ଲାଗି ଭାରତ ଓ…
ବନ କର୍ମଚାରୀଙ୍କୁ ମିଳିବ ଆଧୁନିକ ଅସ୍ତ୍ରଶସ୍ତ୍ର
ଭୁବନେଶ୍ୱର,୨୩ା୬(ଅନିଲ ଦାସ): ଶିମିଳିପାଳ ଅଭୟାରଣ୍ୟରେ ୨ ଜଣ ବନ କର୍ମଚାରୀଙ୍କୁ ଶିକାରୀମାନେ ହତ୍ୟା କରିବା ଘଟଣାକୁ ରାଜ୍ୟ ସରକାର ଗୁରୁତ୍ୱର ସହ ନେଇଛନ୍ତି। ଅଭୟାରଣ୍ୟର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନିଆଯାଇଛି। ଅଭୟାରଣ୍ୟର ଆଖପାଖ ଗ୍ରାମଗୁଡ଼ିକରେ ବେଆଇନ ଅସ୍ତ୍ରଶସ୍ତ୍ର ଉତ୍ପାଦନ…
ସରକାରଙ୍କ ସତ୍ୟପାଠ ଉପରେ ଆପତ୍ତି ଉଠାଇଲେ ଆବେଦନକାରୀ
କଟକ,୨୩ା୬(କାର୍ତ୍ତିକ ସାହୁ): ଭୁବନେଶ୍ୱର ଲୋକସେବା ଭବନ ନିକଟ ଜମିରେ ବହୁତଳ ପ୍ରାସାଦବିଶିଷ୍ଟ ବିଧାୟକ କଲୋନୀ ନିର୍ମାଣ ପାଇଁ ବେଆଇନ ଗଛକଟା ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟରେ ଗୁରୁବାର ପ୍ରତିଜବାବ ଦାଖଲ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ ସତ୍ୟପାଠ ଉପରେ ଆବେଦନକାରୀ…
ଓଡ଼ିଶାର ୨ ସ୍ବାସ୍ଥ୍ୟକର୍ମୀଙ୍କୁ ନାଇଟିଙ୍ଗେଲ୍ ଆୱାର୍ଡ
କଣାସ(ବିଭୂତି ଭୂଷଣ ତ୍ରିପାଠୀ) / ନବରଙ୍ଗପୁର (ସଦାଶିବ ପ୍ରହରାଜ),୨୩ା୬: ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ଦେଶର ୩୦ ସ୍ବାସ୍ଥ୍ୟକର୍ମୀଙ୍କୁ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ୍ ଆୱାର୍ଡ ପ୍ରଦାନ କରାଯାଇଛି। ୨୦୨୨ ଓ ୨୦୨୩ ବର୍ଷ ନିମନ୍ତେ ୧୫ ଜଣ ଲେଖାଏ ସ୍ବାସ୍ଥ୍ୟକର୍ମୀଙ୍କୁ…
Archives


